ନକଲି ଚାଉଳ , ନକଲି ଅଣ୍ଡା ପରେ ଏବେ ନକଲି ରସୁଣ , ଜାଣନ୍ତୁ ଦେହ ପାଇଁ କେତେ କ୍ଷତିକାରକ …
ଭାରତୀୟ ବଜାରରେ ନକଲି ଚାଉଳ ଓ ନକଲି ଅଣ୍ଡା ବିକ୍ରି ହେଉଥିବା ନେଇ ପୂର୍ବରୁ ଦାବି ହୋଇସାରିଛି। ଏବେ ଯଦି ଆପଣ ଜାଣନ୍ତି କି ଆପଣଙ୍କ ରୋଷେଇ ଘରେ ରଖାଯାଇଥିବା ସୁନ୍ଦର ଧଳା ରସୁଣ ଅସଲି ନୁହେଁ ବରଂ ନକଲି ଅଟେ ତେବେ କ’ଣ ହେବ । ଆମେରିକାର ଜଣେ ସିନେଟର ମଧ୍ୟ ସମାନ ଦାବି କରିଛନ୍ତି। ନକଲି ସାମଗ୍ରୀ ରପ୍ତାନି କଳାରେ ପାରଦର୍ଶିତା ହାସଲ କରିଥିବା ଚୀନ୍ ଏବେ ଭାରତର ବଜାରକୁ ନକଲି ରସୁଣ ପଠାଉଛି।…
