ସୁକନ୍ୟା ସମୃଦ୍ଧି ଯୋଜନାରେ ମାସିକ ଏତିକି ଟଙ୍କା ରଖି ପାଆନ୍ତୁ ୫୦ ଲକ୍ଷ …
ଝିଅର ପାଠପଢ଼ା ଓ ବାହାଘର ଖର୍ଚ୍ଚକୁ ନେଇ ସବୁ ବାପା ଚିନ୍ତିତ ରହିଥାନ୍ତି । ଏଥିପାଇଁ ସେ ନିଜ ସଞ୍ଚୟ ଟଙ୍କାକୁ ବିଭିନ୍ନ ନିବେଶ ଯୋଜନାରେ ବିନିଯୋଗ କରିଥାନ୍ତି। ଯଦି ଆପଣ ବି ଏକ ଝିଅର ବାପା ତେବେ ଏହା ଆପଣଙ୍କ ପାଇଁ ନିଶ୍ଚିତ ଭାବରେ ଚିନ୍ତାର ବିଷୟ ଅଟେ । ସମୟ କ୍ରମେ ଯୋଜନା କରି ଝିଅର ବାହାଘର ଓ ପାଠପଢ଼ା ଖର୍ଚ୍ଚ ପାଇଁ ସହଜରେ ଟଙ୍କା ଜମା କରିପାରିବେ। ସୁକନ୍ୟା ସମୃଦ୍ଧି ଯୋଜନାରେ ନିବେଶ…
