ଏଟିଏମ୍ କାର୍ଡରେ ପାଇବେ ୫ ଲକ୍ଷର ବୀମା, ଜାଣନ୍ତୁ କେମିତି ……

ଆଜିର ଏ ଡିଜିଟାଲ ଯୁଗରେ ପ୍ରାୟ ସମସ୍ତଙ୍କ ପାଖରେ ଏଟିଏମ୍ କାର୍ଡ ନିଶ୍ଚିତ ଥିବ । ମହାମାରୀ କରୋନା ଆସିବା ପରଠୁ ଲୋକମାନେ ପରିବା କିଣାଠୁ ଆରମ୍ଭ କରି ସେଲୁନରେ ଚୁଟି କାଟିବା ପର୍ଯ୍ୟନ୍ତ ସବୁଠି ଏଟିଏମ କାର୍ଡ ଏବଂ ଡିଜିଟାଲ ପେମେଣ୍ଚ ଉପରେ ନିର୍ଭର କରୁଛନ୍ତି । ଏଥିରେ କେବଳ ଏତିକି ସୁବିଧା ନୁହେଁ ଆପଣ ବୋଧ ହୁଏ ଜାଣିନାହାନ୍ତି ଯେ ଏହି କାର୍ଡ ସାହାର୍ଯ୍ୟରେ ଆପଣ ବୀମା ମଧ୍ୟ ପାଇ ପାରିବେ । ତେବେ…

Read More

ଜୀବନ ବୀମା ମନି ବ୍ୟାକ୍ ପ୍ଲାନର ଲାଭ ବିଷୟରେ ଜାଣନ୍ତୁ ……

ଆଜିର ଦୁନିଆରେ ଟଙ୍କାରୁ ଟଙ୍କା ରୋଜଗାର କରିବାକୁ କିଏ ବା ନଚାହେଁ । କିନ୍ତୁ ଏହା ପାଇଁ ପ୍ରଥମେ ଆପଣକୁ ଏହାର ହିସାବ ବୁଝିବାକୁ ହେବ । କାରଣ ଭାବିଚିନ୍ତି କରାଯାଇଥିବା ନିବେଶ ଆପଣଙ୍କୁ ଅଧିକ ଫାଇଦା ଦେଇଥାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ନିବେଶ ବିଷୟରେ କହିବାକୁ ଯାଉଛୁ , ଯାହା ଆପଣଙ୍କ ଭବିଷ୍ୟତ ସୁରକ୍ଷିତ କରିବ । ପଇସା ଡବଲ କରିବା ସ୍କିମ ଦୁନିଆରେ ବହୁତ ଅଛି କିନ୍ତୁ ଆମେ ଯଦି…

Read More

ଘରେ ବସି ବ୍ୟାଙ୍କରେ ଖାତା ଖୋଲିବାକୁ ଚାହୁଁଛନ୍ତି ? ତେବେ ପଢନ୍ତୁ ଏହି ରିପୋର୍ଟ……

ଆଜିର ଯୁଗରେ ସମସ୍ତେ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ର ବ୍ୟବହାର କରୁଛନ୍ତି । ଏହି କାର୍ଯ୍ୟରେ ଘରୋଇ ବ୍ୟାଙ୍କ ଗୁଡୁକ ସବୁବେଳେ ଆଗରେ ରହିଆସିଛନ୍ତି | କିନ୍ତୁ ବର୍ତ୍ତମାନ କେବଳ ଘରୋଇ ନୁହେଁ ବରଂ ସରକାରୀ ବ୍ୟାଙ୍କଗୁଡିକ ମଧ୍ୟ ଆପଣଙ୍କୁ ମୋବାଇଲ୍ କିମ୍ବା ଇଣ୍ଟରନେଟ୍ ମାଧ୍ୟମରେ ସମସ୍ତ ସୁବିଧା ଯୋଗାଉଛନ୍ତି। ସେ ବ୍ୟାଙ୍କ ବାଲାନ୍ସ ହେଉ କିମ୍ବା ନୂତନ ଚେକ୍ ବୁକ୍ ବା ପାସ୍ ବୁକ୍ ଏସବୁ ଆପଣ ଘରେ ବସି ସହଜରେ ମଗେଇ ପାରିବେ । କେବଳ…

Read More

ଭାରତର ଅଭିବୃଦ୍ଧିରେ ଉତ୍ତର-ପୂର୍ବ ରାଜ୍ୟ ଆଗାମୀ ଦିନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ

ଭୁବନେଶ୍ବର: ଭାରତର ଅନ୍ୟତମ ସର୍ବ ପୁରାତନ ସର୍ବୋଚ୍ଚ ଚାମ୍ବର ତଥା ଦ ଫେଡେରେସନ ଅଫ୍ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିଜ୍ (ଫିକି) ଦ୍ବାରା ଉତ୍ତର-ପୂର୍ବ ରାଜ୍ୟରେ ତାହାର ପ୍ରଥମ ଜାତୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକ (ଏନଇସିଏମ) ଆସାମର ଗୌହାଟିରେ ଅନୁଷ୍ଠିତ ହୋଇଯାଇଛି । ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ହିମନ୍ତ ବିଶ୍ୱଶର୍ମା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଭିତ୍ତିଭୂମି କ୍ଷେତ୍ରରେ ପର୍ଯ୍ୟାପ୍ତ ନିବେଶ ଏବଂ ସରକାରଙ୍କ ସ୍ୱଚ୍ଛ ବ୍ୟବସ୍ଥା ଦ୍ବାରା ରାଜ୍ୟରେ ଅଭିବୃଦ୍ଧି ସମ୍ପର୍କରେ ଆଲୋକପାତ…

Read More

ସାନା-ଲିସା ଆଉ ତାଙ୍କ ଭଉଣୀ..ନେଇଯିବେ ମଣିଷ ଚାକିରୀ.. ବସି ବଜେଇବ ଖଞ୍ଜଣି….

ନୂଆଦିଲ୍ଲୀ: ବୈଦ୍ୟୁତିକ ଗଣମାଧ୍ୟମରେ ସମାଜରେ ଦେଖୁଥିବା ଦର୍ଶକ ସାନା ଏବଂ ଲିସା ନାମ ସହ ବେଶ୍ ପରିଚିତ ହୋଇଯିବେଣି। ସାନା ଜାତୀୟସ୍ତରୀୟ ଜଣେ ଅଗ୍ରଣୀ ଚ୍ୟାନେଲର ଉପସ୍ଥାପିକା ଏବଂ ଲିସା ଆମ ରାଜ୍ୟ ଓଡ଼ିଶାର ସବୁଠୁ ଲୋକପ୍ରିୟ ଚ୍ୟାନେଲର ଉପସ୍ଥାପିକା। ଏମାନେ ସାଧାରଣ ଉପସ୍ଥାପିକା ନୁହଁନ୍ତି। କୃତ୍ରିମ ବୁଦ୍ଧିମତ୍ତା/ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଦ୍ୱାରା ଏହି ଦୁଇ ଉପସ୍ଥାପିକାଙ୍କୁ ସୃଷ୍ଟି କରାଯାଇଛି। ଏମାନଙ୍କୁ ଯାହା ନିର୍ଦ୍ଦେଶ ଦିଆଯିବ, ସେହି ଅନୁସାରେ ସେମାନେ କାର୍ଯ୍ୟ କରିବେ। ତେଣୁ ପୂର୍ବରୁ ଏହି…

Read More

ଏଣିକି ଏହି ଦେଶରେ ଚାଲିବ ଭାରତ ମୁଦ୍ରା, ଜାଣନ୍ତୁ … କିଏ ଏହି ଦେଶ ?

ଭୁବନେଶ୍ୱର : ଆନ୍ତର୍ଜାତୀୟ ବାଣିଜ୍ୟରେ ଟଙ୍କାକୁ ଏକ ପ୍ରମୁଖ ମୁଦ୍ରା ଭାବରେ ପ୍ରତିଷ୍ଠା କରିବାକୁ ଭାରତ ସରକାର ଦୀର୍ଘ ଦିନ ଧରି ଚେଷ୍ଟା କରିଆସୁଛନ୍ତି। ରୁଷ – ୟୁକ୍ରେନ ଯୁଦ୍ଧ ପରେ ଭାରତ ରୁଷ ସହିତ ଟଙ୍କା କାରବାର ଆରମ୍ଭ କରିଥିଲା । ବର୍ତ୍ତମାନ ଏହି ପର୍ଯ୍ୟାୟରେ ଭାରତ ତାର ପଡୋଶୀ ଦେଶ ବାଂଲାଦେଶ ସହିତ ଟଙ୍କାରେ ବ୍ୟବସାୟ ଆରମ୍ଭ କରିବାକୁ ଯାଉଛି । ଗତକାଲି ଏହି ଐତିହାସିକ ପଦକ୍ଷେପ ଜରିଆରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ…

Read More

ପାନ୍ ଆଧାର ଲିଙ୍କ୍ କରିନାହାନ୍ତି କି ? ଏବେ ହଜାର ନୁହେଁ ୬୦୦୦ ଲାଗିବ ଫାଇନ୍ । କେମିତି ଆସନ୍ତୁ ଜାଣିବା ……

ଭୁବନେଶ୍ବର; ଅନେକ ସମୟସୀମା ହରାଇବା ପରେ, ପାନ୍ ଏବଂ ଆଧାର ସଂଯୋଗ କରିବାର ଶେଷ ତାରିଖ ଜୁନ୍ ୩୦ରେ ଶେଷ ହୋଇଯାଇଛି । ବର୍ତ୍ତମାନ ସେହି ସମସ୍ତ ପାନ୍ କାର୍ଡ ଯାହା ଆଧାର ସହିତ ଲିଙ୍କ୍ ହୋଇନାହିଁ । ଯଦି ଆପଣ ଏହି ପାନ୍ କାର୍ଡ ବ୍ୟବହାର କରନ୍ତି, ତେବେ ଆପଣଙ୍କୁ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡିବ । ଆୟକର ବିଭାଗ ରିପୋର୍ଟ ଅନୁଯାୟୀ, ଜୁନ୍ ୩୦ ପରେ ଅପରେଟିଭ୍ ପାନ୍ କାର୍ଡକୁ ପୁନଃ ସକ୍ରିୟ…

Read More

ବାହାରିଲା ବ୍ୟାଙ୍କ୍ ଚାକିରୀ, ନିଯୁକ୍ତି ପାଇବେ ୪୦୦୦ରୁ ଉର୍ଦ୍ଧ୍ୱ ଯୁବକଯୁବତୀ

ଦିନକୁ ଦିନ ଭାରତରେ ବ୍ୟାଙ୍କ୍ କାରବାର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ସରକାରୀ ଓ ଘରୋଇ ବ୍ୟାଙ୍କ୍  ଶାଖା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ନିକଟରେ ଦେଶର ବିଭିନ୍ନ ଭାରତର ବ୍ୟାଙ୍କିଂ କିରାଣ ପଦ ଖୋଲି ହେବାକୁ ଯାଉଛି। ଏହି ପଦ ପୂରଣ ପାଇଁ ନୂତନ ନିଯୁକ୍ତି ସଂକ୍ରାନ୍ତୀୟ ପ୍ରକ୍ରିୟା ତ୍ୱରାନ୍ବିତ ହୋଇଛି। ପ୍ରାୟ ୪୦୪୫ଟି ପଦ ପୂରଣ ପାଇଁ ଇନ୍ସଷ୍ଟିଚ୍ୟୁଟ୍ ଅଫ ବ୍ୟାଙ୍କିଂ ପର୍ସନାଲ୍ ସିଲେକ୍ସନ (ଆଇବିପିଏସ) ପକ୍ଷରୁ  ନିକଟରେ ବିଜ୍ଞପ୍ତି…

Read More

ଏଣିକି ଶସ୍ତା ହେବ ପପକର୍ଣ୍ଣ , ସିନେମା ହଲରେ ଦେବାକୁ ପଡ଼ିବନି ଅଧିକ ଟଙ୍କା

ନୂଆଦିଲ୍ଲୀ : ‘ଦ୍ରବ୍ୟ ଏବଂ ସେବା କର (ଜିଏସଟି) ପରିଷଦର ୫୦ ତମ ବୈଠକ ଆସନ୍ତାକାଲି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଅନେକ ଜିନିଷ ଉପରେ ଟିକସ ହାର କଟାଯିବାର ମଧ୍ୟ ପ୍ରସ୍ତାବ ଦିଆଯିବ | ଏହି ବୈଠକରେ ସିନେମା ହଲରେ ଉପଲବ୍ଧ ଖାଦ୍ୟ ସାମଗ୍ରୀ ଏବଂ ପାନୀୟ ଉପରେ ଜିଏସଟି ହ୍ରାସ କରାଯିବ ଏବଂ କର୍କଟ ଔଷଧ ଉପରେ ଟିକସ ଛାଡ ମଧ୍ୟ ଦିଆଯାଇପାରେ ବୋଲି ଆଶା ରଖାଯାଉଛି। ନିର୍ବାଚନୀ ବର୍ଷ ହୋଇଥିବାରୁ କେନ୍ଦ୍ର…

Read More

ବଡ଼ କାର କିଣିବାକୁ ପସନ୍ଦ କରୁଛନ୍ତି ଭାରତୀୟ,ଛୋଟ ଗାଡ଼ିର ବିକ୍ରି କମୁଛି

ମୁମ୍ବାଇ : ଭାରତୀୟମାନେ ବଡ କାର୍‌ କିଣିବାକୁ ପସନ୍ଦ କରୁଛନ୍ତି। ଆଗ ଅପେକ୍ଷା ଛୋଟ କାର ବିକ୍ରି ଅପେକ୍ଷା ବଡ଼ କାର ବିକ୍ରିରେ ବ୍ୟାପକ ଅଭିବୃଦ୍ଧି ଘଟିଛି। ବଡ କାରରେ ଥିବା ସୁବିଧାସୁଯୋଗ ଓ ନିରାପତ୍ତାକୁ ଗ୍ରାହକ ବିଶେଷ ଧ୍ୟାନ ଦେଉଛନ୍ତି। ପ୍ରାୟ ସାଢ଼େ ସାତ ଲକ୍ଷ ଟଙ୍କାରୁ ୨୫ ଲକ୍ଷ ଟଙ୍କା ମୂଲ୍ୟର କାର ବିକ୍ରି ହେଉଛି। ଦେଶର ବିକ୍ରି ହେଉଥିବା ମୋଟ କାର ବିକ୍ରି ୬୭ ପ୍ରତିଶତ କେବଳ ୭.୫ରୁ ୨୫ଲକ୍ଷ ମୂଲ୍ୟ କାର…

Read More