ବଡ଼ କାର କିଣିବାକୁ ପସନ୍ଦ କରୁଛନ୍ତି ଭାରତୀୟ,ଛୋଟ ଗାଡ଼ିର ବିକ୍ରି କମୁଛି

ମୁମ୍ବାଇ : ଭାରତୀୟମାନେ ବଡ କାର୍‌ କିଣିବାକୁ ପସନ୍ଦ କରୁଛନ୍ତି। ଆଗ ଅପେକ୍ଷା ଛୋଟ କାର ବିକ୍ରି ଅପେକ୍ଷା ବଡ଼ କାର ବିକ୍ରିରେ ବ୍ୟାପକ ଅଭିବୃଦ୍ଧି ଘଟିଛି। ବଡ କାରରେ ଥିବା ସୁବିଧାସୁଯୋଗ ଓ ନିରାପତ୍ତାକୁ ଗ୍ରାହକ ବିଶେଷ ଧ୍ୟାନ ଦେଉଛନ୍ତି। ପ୍ରାୟ ସାଢ଼େ ସାତ ଲକ୍ଷ ଟଙ୍କାରୁ ୨୫ ଲକ୍ଷ ଟଙ୍କା ମୂଲ୍ୟର କାର ବିକ୍ରି ହେଉଛି। ଦେଶର ବିକ୍ରି ହେଉଥିବା ମୋଟ କାର ବିକ୍ରି ୬୭ ପ୍ରତିଶତ କେବଳ ୭.୫ରୁ ୨୫ଲକ୍ଷ ମୂଲ୍ୟ କାର…

Read More

ବ୍ୟାଙ୍କ, ପୋଷ୍ଟାଲ ଠାରୁ ଅଧିକ ରିଟର୍ଣ୍ଣ ଦେଉଛି ଏହି ବୀମା ସଂସ୍ଥା … ଜାଣନ୍ତୁ

ନୂଆଦିଲ୍ଲୀ : ଭବିଷ୍ୟତ ପାଇଁ ସଞ୍ଚୟ କରିବାକୁ ଚାହୁଁଛନ୍ତି କି? ତେବେ ଆଉ କୌଣସି ବ୍ୟାଙ୍କ କି ପୋଷ୍ଟାଲ ନୁହେଁ । ଏବେ ଆପଣ ଅଧିକ ସୁଧ ଦେବ ମ୍ୟୁଚୁଆଲ ଫଣ୍ଡ । ନିଜ ରୋଜଗାରରୁ କିଛି ଟଙ୍କା ସଞ୍ଚୟ କରିବା ଦ୍ୱାରା ନିଜର ଓ ନିଜର ପରିବାରର କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଲାଗିଥାଏ । ବର୍ତ୍ତମାନ ସମୟରେ ଟଙ୍କା ସଞ୍ଚୟ କରିବାକୁ ହେଲେ ସମସ୍ତେ ବ୍ୟାଙ୍କ, ପୋଷ୍ଟାଲ, କିମ୍ୱା କୌଣସି ବୀମା ସଂସ୍ଥାରେ ଟଙ୍କା ରଖୁଛନ୍ତି…

Read More

ଚାରିବର୍ଷ ପରେ ଅହମ୍ମଦାବାଦରୁ ମୁମ୍ବାଇ ଗଡ଼ିବ ବୁଲେଟ୍ ଟ୍ରେନ୍

 ନୂଆଦିଲ୍ଲୀ : ଆଉ ଚାରି ବର୍ଷ ପରେ ଭାରତରେ ପ୍ରଥମ ହୁଲେଟ୍ ଟ୍ରେନ୍ ଗଡିବ ବୋଲି ପୂର୍ବାନୁମାନ କରାଯାଇଛି। ଅର୍ଥାତ  ୨୦୨୭ରେ ଭାରତ ପ୍ରଥମ ବୁଲେଟ୍‌ ଟ୍ରେନ ଚଳାଚଳ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଗୁଜରାଟର ଅହମଦାବାଦରୁ – ମହାରାଷ୍ଟ୍ରର ମୁମ୍ବାଇ ମଧ୍ୟରେ ଏହା ଚଳାଚଳ କରିବ ବୋଲି ଜଣାପଡିଛି।  ଜାପାନ ଇଣ୍ଟରନ୍ୟାସନାଲ କୋ-ଅପରେସନ ଏଜେନ୍ସି (ଜେଆଇସିଏ) ସହଯୋଗରେ ନ୍ୟାସନାଲ ହାଇ ସ୍ପିଡ୍ ରେଲ କର୍ପୋରେସନ ଲିମିଟେଡ (ଏନଏଚ୍‌ଏସଆରସିଏଲ୍‌) ଦେଶରେ ବୁଲେଟ ଟ୍ରେନ ପ୍ରକଳ୍ପକୁ କାର୍ଯ୍ୟକାରୀ…

Read More

ଭାରତ – ଜାପାନ ସମ୍ପର୍କକୁ ସୁଦୃଢ଼ କରିବ ଫିକି

ଭାରତ ଗସ୍ତରେ ଥିବା ଜାପାନିଜ୍ ସାଂସଦ ପ୍ରତିନିଧି ଦଳ, ଗଣେଶ ଗ୍ରୁପ୍କୁ ଫିକି ପକ୍ଷରୁ ଆତିଥ୍ୟତା ପ୍ରଦାନ କରାଯାଇଛି। ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ-ଜାପାନ ଆସୋସିଏସନ୍ ଅଧ୍ୟକ୍ଷ ୟୋସିହିଦେ ସୁଗାଙ୍କ ନେତୃତ୍ଵାଧୀନ ଏହି ପ୍ରତିନିଧି ଦଳ ଚାରି ଦିନିଆ ଭାରତ ଗସ୍ତରେ ଅଛନ୍ତି।ଜାପାନିଜ୍ ପ୍ରତିନିଧି ଦଳକୁ ସ୍ୱାଗତ କରିବା କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ଫିକି ଅଧ୍ୟକ୍ଷ ଶୁଭ୍ରକାନ୍ତ ପଣ୍ଡା ଦ୍ୱିପାକ୍ଷିକ ସଶକ୍ତ ସମ୍ପର୍କ ଏବଂ ନୀତିଗତ ସହଭାଗିତା ସମ୍ପର୍କରେ ଆଲୋକପାତ କରିଥିଲେ। ସେ ଭାରତରେ ଜାପାନିଜ…

Read More

ଲୋକ ହେଉ ନାହାନ୍ତି,ଯାତ୍ରୀ ଭଡ଼ା ହ୍ରାସ କରିପାରେ ବନ୍ଦେ ଭାରତ ଏକ୍ସପ୍ରେସ୍

ନୂଆଦିଲ୍ଲୀ : ଯାହା ଆଶଙ୍କା କରାଯାଉଥିଲା, ତାହା ହେଲା। କିଛିମାସ ତଳେ ଶୁଭାରମ୍ଭ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଶନୁରୂପ ଯାତ୍ରୀ କରିପାରିଲା ନାହିଁ। ଲଗାତର ଭାବେ ଏହି ଟ୍ରେନ୍ ପାଇଁ କମ୍ ଯାତ୍ରୀ ହେଉଛନ୍ତି। ତେଣୁ ଏକାଧିକ ସ୍ୱଳ୍ପ ଦୂରଗାମୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍‌ର ଟିକେଟ୍‌ ମୂଲ୍ୟ ହ୍ରାସ କରାଯିବା ନେଇ ରେଳବାଇ ଚିନ୍ତା କରୁଛି। ଜାତୀୟସ୍ତରୀୟ ଖବରସରବରାହ ସଂସ୍ଥା ପିଟିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ନିକଟରେ…

Read More

ଷ୍ଟକ ବଜାରରେ କୋଟି ପତି ହେଉଛନ୍ତି ନିବେଶକାରି

ମୁମ୍ବାଇ: ଷ୍ଟକ ବଜାରରେ ନିବେଶକାରିଙ୍କ ପାଇଁ ଗତ ପାଞ୍ଚଦିନ ଶୁଭ ରହିଛି ।  ଭାରତୀୟ ଷ୍ଟକ ବଜାରର ପ୍ରଦର୍ଶନ ଏବେ ଏକ  ସ୍ତରରେ ରହିଛି। ପ୍ରତିଦିନ ବମ୍ବେ ଷ୍ଟକ୍‌ ବଜାରର ସେନ୍‌ସେକ୍ସ ଓ ନ୍ୟାସନାଲ୍‌ ଷ୍ଟକ୍ ବଜାରର ନିଫ୍ଟିରେ ବୃଦ୍ଧି ହେଉଥିବା ବେଳେ ନୂଆ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଷ୍ଟକ୍‌ ବଜାର ସୂଚୀରେ ହେଉଥିବା ବୃଦ୍ଧି ପ୍ରଭାବରେ ନିବେଶକମାନେ ମା‌ଲାମାଲ ହୋଇଛନ୍ତି। ଗତ ପାଞ୍ଚ ଦିନରେ ସେନ୍‌ସେକ୍ସରେ ୨୫୦୦ ପଏଣ୍ଟ୍‌ରୁ ଅଧିକ ବୃଦ୍ଧି ହୋଇଥିବା ବେଳେ…

Read More

କାହିଁକି ଶସ୍ତାରେ ମିଳିବ ଟିଭି , ଫ୍ରିଜ୍ , ୱାସିଂ ମେସିନ୍ ପରି ଘରୋଇ ଉପକରଣ ? ଜାଣନ୍ତୁ……

ନୂଆଦିଲ୍ଲୀ : ଏଥର ଶସ୍ତାରେ ମିଳିବ  ଟିଭି, ଫ୍ରିଜ୍ ,ୱାସିଂ ମେସିନ ପରି ଘରୋଇ ଉପକରଣ । କାରଣ  ଅର୍ଥ ମନ୍ତ୍ରଣାଳୟ ମନ୍ତ୍ରାଳୟ ପକ୍ଷରୁ ଇଲେକ୍ଟ୍ରୋନିକ ସାମଗ୍ରୀ ଉପରେ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ହ୍ରାସ କରାଯାଇଛି। ଫ୍ୟାନ୍, କୁଲର, ଗିଜର ଇତ୍ୟାଦି ଉପରେ ଜିଏସଟି ୩୧.୩ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରାଯାଇଛି। ଘରୋଇ ଉପକରଣରେ ମୋବାଇଲ ଫୋନ୍, ଏଲ୍ଇଡି ବଲ୍‌, ଟିଭି, ଫ୍ରିଜ୍ ସମେତ ମୋବାଇଲ ଫୋନ୍, ସ୍ମାର୍ଟ ଟିଭି, ଏଲ୍ଇଡି ବଲ,…

Read More

ପାନ୍ – ଆଧାର ଲିଙ୍କ୍ କରିବାର ଆଜି ହେଉଛି ଶେଷ ଦିନ

ନୂଆଦିଲ୍ଲୀ : ଆପଣ ପାନ୍ କାର୍ଡ ସହିତ ଆଧାର ସଂଯୋଗ କରିନାହାଁନ୍ତି କି ? ତେବେ ଆଜି ହିଁ ପାଖ ଜନ ସେବା କେନ୍ଦ୍ରକୁ ଜାଇ ନିଜର ପାନ୍ – ଆଧାର ଲିଙ୍କ୍ କରାନ୍ତୁ ।କାରଣ ଆଜି ହେଉଛି ଏହା କରିବାର ଶେଷ ଦିନ ।  କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ପାନ୍‌ ସହିତ ଆଧାର ନମ୍ବର ସଂଯୋଗର ଶେଷ ତାରିଖ ଜୁନ ୩୦ ରଖାଯାଇଛି। ତେଣୁ ଉକ୍ତ ସଂଯୋଗ ପ୍ରକ୍ରିୟାକୁ ଆଜି ସୁଦ୍ଧା…

Read More

ଆପଣମାନେ ଡିଜିଟାଲ ମାର୍କେଟିଂ କରିବାକୁ ଚାହୁଁଛନ୍ତି କି ? ତେବେ ଆସନ୍ତୁ, ଡିଜିଟାଲ ମାର୍କେଟିଂ କରିବା ପୂର୍ବରୁ ଜାଣିନେବା ଏହାର କିଛି ନିୟମ ବିଷୟରେ ,,

ଭୁବନେଶ୍ବର: ଆପଣ ଯଦି ଡିଜିଟାଲ ମାର୍କେଟିଂ କରିବାକୁ ଚିନ୍ତା କରୁଛନ୍ତି ତେବେ ସର୍ବପ୍ରଥମେ ଆପଣ ନିଜର ଟାର୍ଗେଟ ଅଡିୟାନ୍ସ ଚୟନ କରିବା ଅତ୍ୟନ୍ତ ଆବଶ୍ୟକ । ସେମାନଙ୍କର କେଉଁ ଦିଗ ପ୍ରତି ଇଚ୍ଛା ରହିଛି ତାହା ଜାଣିବା ନିହାତି ଜରୁରୀ ।ସ୍ପଷ୍ଟ ଉଦେଶ୍ୟ ସ୍ଥିର କରନ୍ତୁ: ଡିଜିଟାଲ ମାର୍କେଟିଂ ସବୁବେଳେ ଏକ ସ୍ବଚ୍ଛ ଓ ସ୍ପଷ୍ଟ ନିୟମ ଉପରେ ଆଧାରିତ ହେବା ଆବଶ୍ୟକ ଅଟେ । ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବାଛିବାର ଅର୍ଥ ହେଉଛି…

Read More

ପ୍ରଥମ ଥର ପାଇଁ ଆୟକର (ITR) ଦାଖଲ କରୁଛନ୍ତି କି? କିପରି କରିବେ ତାହା ଆସନ୍ତୁ ଜାଣିବା

ଯଦି ଆପଣ ପ୍ରଥମ ଥର ପାଇଁ ଆୟକର ରିଟର୍ଣ୍ଣ (ITR) ଫାଇଲ୍ କରିବାକୁ ଯୋଜନା କରୁଛନ୍ତି, ତେବେ ଆପଣମାନେ ଜାଣି ରଖିବା ଉଚିତ୍ ଯେ, ଆପଣ କେବଳ ଆୟକର ୱେବସାଇଟ୍ ମାଧ୍ୟମରେ ଇଲେକ୍ଟ୍ରୋନିକ୍ ମୋଡ୍ (ଇ-ଫାଇଲ୍)ରେ ରିଟର୍ନ ଫାଇଲ୍ କରିପାରିବେ । କେବଳ ୮୦ ବର୍ଷ କିମ୍ବା ତା ଠାରୁ ଉର୍ଦ୍ଧ ବୟୋଜ୍ୟେଷ୍ଠ ନାଗରିକଙ୍କ ପାଇଁ ଏକ ସ୍ବତନ୍ତ୍ର ମାନଦଣ୍ଡ ରହିଛି, ଯଦି ସେମାନେ ନିର୍ଦ୍ଦିଷ୍ଟ ମାନଦଣ୍ଡ ପୂରଣ କରନ୍ତି ତେବେ ସେମାନଙ୍କ ଆୟ କାଗଜ ପ୍ରକ୍ରିୟାରେ…

Read More