ଆମେରିକାର ଆଉ ଏକ ବ୍ୟାଙ୍କରେ ତାଲା
ସାନ୍ ଫ୍ରାନସିସକୋ : ଆମେରିକାର ଗୋଟିକ ପରେ ଗୋଟିଏ ବ୍ୟାଙ୍କ ବିଫଳ ହେବାରେ ଲାଗିଛି । ଫାଷ୍ଟ ରିପବ୍ଲିକ ନାମକ ବ୍ୟାଙ୍କ ଦେବାଳିଆ ହୋଇଛି । ଏହା ପରେ ଆମେରିକାର ଆର୍ଥିକ କର୍ତ୍ତୃପକ୍ଷ କାଲିଫର୍ଣ୍ଣିଆର ଏହି ବ୍ୟାଙ୍କକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି । ବ୍ୟାଙ୍କିଙ୍ଗ୍ କାର୍ଯ୍ୟରେ ବିଫଳ ହେବା ପରେ ବ୍ୟାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଜେପି ମୋର୍ଗାନ ଚେଜ୍ ବ୍ୟାଙ୍କ ଏହି ବ୍ୟାଙ୍କକୁ ଅଧିଗ୍ରହଣ କରିବ। ଫେଡେରାଲ ଡିପୋଜିଟ ଇନସ୍ୟୁରାନ୍ସ କର୍ପୋରେସନ ଏକ ବିବୃତିରେ…
