ରାଷ୍ଟ୍ରପତିଙ୍କୁ ଭେଟିଲେ ଫିକି ଅଧ୍ୟକ୍ଷ ଶୁଭ୍ରକାନ୍ତ ପଣ୍ଡା ଓ ପ୍ରତିନିଧି ଦଳ
ନୂଆଦିଲ୍ଲୀ : ଫିକି ଅଧ୍ୟକ୍ଷ ତଥା ଇମ୍ପା ଏମଡ଼ି ଶ୍ରୀଯୁକ୍ତ ଶୁଭ୍ରକାନ୍ତ ପଣ୍ଡାଙ୍କ ପ୍ରତିନିଧିତ୍ୱରେ ଏକ ପ୍ରତିନିଧି ଦଳ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଛନ୍ତି। ଶ୍ରୀ ପଣ୍ଡାଙ୍କ ସମେତ ଏହି ପ୍ରତିନିଧି ଦଳରେ ଫିକିର ପୂର୍ବତନ ସଭାପତି ଶ୍ରୀଯୁକ୍ତ ଯୋଗେନ୍ଦ୍ର ମୋଦି, ଶ୍ରୀମତା ନୈନାକର କିଦଓ୍ୱାଇ ଏବଂ ଏସଜି ଶୈଳେଶ ପାଠକ ପ୍ରମୁଖ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ଫିକିର ଗୌରବମୟ ଇତିହାସ ଏବଂ ବର୍ତ୍ତମାନ ସମୟରେ ଦେଶର ଅଣୁ,…
