ଗବେଷଣା ଓ ଉତ୍ତାବନରେ ତାମିଲନାଡୁ ଦେଶର ପେଣ୍ଠସ୍ଥଳୀ ହୋଇପାରିବ : ଫିକି ଅଧ୍ୟକ୍ଷ ଶୁଭ୍ରକାନ୍ତ ପଣ୍ଡା
ଭୁବନେଶ୍ୱର,୨୯/୪ : ସମଗ୍ର ଦେଶରେ ପିଏଚଡି ହାସଲ କରିଥିବା ବ୍ୟକ୍ତିବିଶେଷମାନଙ୍କ ମଧ୍ୟରେ ତାମିଲନାଡୁର ୧୫ % ମାନବ ସମ୍ବଳ ରହିଛନ୍ତି। ଅନୁରୂପ ଭାବେ ଦେଶର ମୋଟ ପୋଷ୍ଟ ଗ୍ରାଜୁଏଟମାନଙ୍କ ମଧ୍ୟରୁ ୧୧ % ତାମିଲନାଡୁ ରହିଛନ୍ତି। ଏହି ମାନବସମ୍ବଳ ଜରିଆରେ ତାମିଲନାଡୁ ଆଗାମୀ ଦିନରେ ଉଭୟ ଗବେଷଣା ଏବଂ ଉତ୍ତାବନର ପେଣ୍ଠସ୍ଥଳୀ ହୋଇପାରିବ ଫିକି ଅଧ୍ୟକ୍ଷ ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ(ଏମଡି) ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି। ଶନିବାର ଚେନ୍ନାଇରେ ଅନୁଷ୍ଠିତ ହେଉଥିବା ଫିକିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ…
