ହିଣ୍ଡେନ୍ବର୍ଗ ମାମଲାରେ ହସ୍ତକ୍ଷେପ କରିବେନି କେନ୍ଦ୍ର ସରକାର…
ନୂଆଦିଲ୍ଲୀ: ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡର ମୁଖ୍ୟ ମାଧବୀ ପୁରୀ ବୁଚ୍ଙ୍କୁ ଟାର୍ଗେଟ୍ କରି ଆମେରିକାର ହିଣ୍ଡେନ୍ବର୍ଗ ରିସର୍ଚ୍ଚ ଯେଉଁ ରିପୋର୍ଟ ଜାରି କରିଛି ସେଥିରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବେ ନାହିଁ। ଅର୍ଥନୈତିକ ବ୍ୟାପାର ସଚିବ ଅଜୟ ସେଠ୍ ସ୍ପଷ୍ଟ କରିଛନ୍ତି ଯେ ଏହି ମାମଲାରେ ସରକାରଙ୍କୁ କିଛି ବି କରିବାର ନାହିଁ। ସେବି ତରଫରୁ ପ୍ରତିକ୍ରିୟା ଦିଆଯାଇଛି। ସେବି ମୁଖ୍ୟ ମଧ୍ୟ ସ୍ପଷ୍ଟୀକରଣ ଦେଇଛନ୍ତି ବୋଲି ସେ କହିଛନ୍ତି। ହିଣ୍ଡେନ୍ବର୍ଗ କରିଥିବା ନିର୍ଦ୍ଦିଷ୍ଟ…
