ନେପାଳ ବିମାନ ଦୁର୍ଘଟଣାରେ ୧୮ ମୃତ, ପାଇଲଟ୍ ଆହତ

କାଠମାଣ୍ଡୁ : ନେପାଳରେ ବିମାନ ଦୁର୍ଘଟଣା। ୧୯ ଯାତ୍ରୀଙ୍କୁ ନେଇ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଯାଉଥିବା ସୋର୍ଯ୍ୟ ବିମାନଟି ଟେକ୍‌ଅଫ୍‌ କରିବା ବେଳେ ରନ୍‌ୱେରୁ ଖସି ଯାଇଥିଲା। ଯାହା ଫଳରେ ବିମାନରେ ନିଆଁ ଲାଗିଯାଇଥିଲା। ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିଆଁ ଲାଗିବା ଫଳରେ ବିମାନରେ ଥିବା ୧୮ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ସୂଚନା ଅନୁଯାୟୀ ବିମାନଟି କାଠମାଣ୍ଡୁ ରୁ ପୋଖରାକୁ  ଯାଉଥିଲା ଏବଂ ସକାଳ ପ୍ରାୟ ୧୧ଟା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନବନ୍ଦରରେ ଜଣେ…

Read More

ବେରୋଜଗାରୀ ଓ ଯୁବକଙ୍କ ବିକାଶ ପାଇଁ ବଜେଟରେ ଉପସ୍ଥାପିତ ହେଲା ଇଣ୍ଟର୍ଣ୍ଣସିପ୍ ଯୋଜନା

ନୂଆଦିଲ୍ଲୀ ; ଆଜି ସଂସଦରେ ୨୦୨୪-୨୫ ବଜେଟ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥରର ବଜେଟ୍ କୃଷକ, ଯୁବକ ଓ ମହିଳାଙ୍କୁ ଅଧିକ ଗୁରୁତ୍ବ ଦେଇଛି। ରୋଜଗାରଠାରୁ ଆରମ୍ଭ କରି କୃଷି, ଶିକ୍ଷା, ଉଦ୍ୟୋଗ, ମାନବ ସମ୍ବଳ ବିକାଶ, ଦକ୍ଷତା ବୃଦ୍ଧି ଇତ୍ୟାଦିକୁ ନେଇ ୯ଟି କ୍ଷେତ୍ରକୁ ପ୍ରାଥମିକତା ଦିଆଯାଇଛି। ବେରୋଜଗାରୀ ଓ ଯୁବକଙ୍କ ବିକାଶ ପାଇଁ ଏଥର ବଜେଟରେ ସ୍ବତନ୍ତ୍ର ଉପସ୍ଥାପନା କରାଯାଇଛି । ଏନେଇ ନିର୍ମଳା କହିଛନ୍ତି, ଦେଶର ସବୁଠୁ ଦକ୍ଷ କମ୍ପାନୀରେ…

Read More

ପ୍ୟାରିସ ଅଲମ୍ପିକ୍ସକୁ ଡରାଉଛି ହିଟୱେଭ…

୨୬ ଜୁଲାଇରୁ ଫ୍ରାନ୍ସର ପ୍ୟାରିସରେ ଆରମ୍ଭ ହେବାକୁ ଯାଉଛି ଅଲମ୍ପିକ୍ସ। କିନ୍ତୁ ଅଲମ୍ପିକ୍ସ ପୂର୍ବରୁ ଫ୍ରାନ୍ସରେ ଦେଖା ଦେଇଛି ଭୀଷଣା ଗ୍ରୀଷ୍ମ ପ୍ରବହା।ସେଠାକାର ବୈଜ୍ଞାନିକ ମାନେ ମଧ୍ୟ ମତ ଦେଇଛନ୍ତି ଯେ ଚଳିତ ଅଲମ୍ପିକ୍ସରେ ଖେଳାଳି ମାନଙ୍କୁ ଭୀଷଣା ଗ୍ରୀଷ୍ମ ପ୍ରବାହା ଭିତରେ ଖେଳିବାକୁ ପଡିବ।ତେବେ ବହୁ ବର୍ଷ ତଳେ ବା ୧୯୨୪ ମସିହାରେ ପୂର୍ବ ଥର ପ୍ୟାରିସରେ ଅଲମ୍ପିକ୍ସ ଅନୁଷ୍ଠିତ ହୋଇଥିଲେ। ସେବେଠୁ ଏପର୍ଯ୍ୟନ୍ତ ଫ୍ରାନ୍ସର ତାପମାତ୍ରାରେ ୧. ୮ ପ୍ରତିଶତ ବୃଦ୍ଧି ଘଟିଛି। ସେଥିପାଇଁ…

Read More

ମାଇକ୍ରୋସଫ୍ଟ ସର୍ଭର ଡାଉନ୍, ଦୁନିଆର ବ୍ୟାଙ୍କ୍, ବିମାନ, କମ୍ପ୍ୟୁଟର ପ୍ରଭାବିତ

ମାଇକ୍ରୋସଫ୍ଟ ସର୍ଭର ଡାଉନ୍ ହେବା ଭାରତ, ବ୍ରିଟେନ ଆମେରିକା ସମେତ ବିଶ୍ବର ପ୍ରାୟ ସବୁ ଦେଶ ପ୍ରଭାବିତ ହେଇଛନ୍ତି। ଟ୍ରେନ ଠୁ ନେଇ ଏୟାରଲାଇନ୍ସ ପର୍ଯ୍ୟନ୍ତ ସେବା ବନ୍ଦ ହୋଇଛି । ଓ୍ବିଣ୍ଡୋଜ୍ରେ ଗଡ଼ବଡ଼ ଯୋଗୁଁ ସୁପରମାର୍କେଟ, ବ୍ୟାଙ୍କିଙ୍ଗ ଅପରେସନ୍, ଷ୍ଟକ ମାର୍କେଟ ଏବଂ ପେମେଣ୍ଟ ସିଷ୍ଟମ ବିଶେଷ ଭାବେ ପ୍ରଭାବିତ ହୋଇଛି ।ଆମେରିକାରେ ୩ଟି ଏୟାର ଲାଇନ ନିଜ ନିଜର ବିମାନ ଉଡ଼ାଣ ବାତିଲ କରିଛନ୍ତି । ଭାରତରେ ମଧ୍ୟ ବିମାନ ସେବା ପ୍ରଭାବିତ ହୋଇଛି…

Read More

ଚଣ୍ଡୀଗଡ-ଦିବ୍ରୁଗଡ ଏକ୍ସପ୍ରେସ ଲାଇନଚ୍ୟୁତ, ୪ ମୃତ ୨୭ ଆହତ…

ତ୍ତରପ୍ରଦେଶ ଗୋଣ୍ଡା ଜିଲ୍ଲାରେ ବଡ ରେଳ ଦୁର୍ଘଟଣା । ଅପରାହ୍ନ ୨ ଟା ୩୫ ମିନିଟରେ ଚଣ୍ଡୀଗଡ-ଦିବ୍ରୁଗଡ ଏକ୍ସପ୍ରେସ(୧୫୯୦୪) ଲାଇନଚ୍ୟୁତ ହେବାରୁ ୧୨ଟି ବଗି ଟ୍ରାକରୁ ବାହାରି ଯାଇ ଓଲଟି ପଡ଼ିଛି। ଦୁର୍ଘଟଣା ଝିଲାହୀ ଏବଂ ମୋତିଗଞ୍ଜ ରେଳ ଷ୍ଟେସନ ଠାରୁ ୩ କିମି ଦୂରରେ ହୋଇଛି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରାଥମିକ ସୂଚନା ଅନୁଯାୟୀ ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୭ ଗୁରୁତର ଆହତ ହୋଇଛନ୍ତି…

Read More

ଏନସିପିରୁ ୪ ନେତା ଦଳ ଛାଡି, ଅଜିତ ପାୱାରଙ୍କୁ ଦେଲେ ଝଟକା…

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କୁ ଲାଗିଛି ବଡ଼ ଝଟକା । ତାଙ୍କ ଦଳର ୪ ତୁଙ୍ଗ ନେତା ଇସ୍ତଫା ଦେଇଦେଇଛନ୍ତି ସେମାନେ ଖୁବ୍‌ ଶୀଘ୍ର ଶରଦ ପାୱାରଙ୍କ ଏନସିପିରେ ମିଶିବେ ବୋଲି ଚର୍ଚ୍ଚା ହେବାରେ ଲାଗିଛି । ଇସ୍ତଫା ଦେଇଥିବା ୪ ନେତା ହେଲେ ଏନସିପିର ପିମ୍ପରି- ଚିଞ୍ଚୱାଡ ୟୁନିଟ ମୁଖ୍ୟ ଅଜିତ ଗହ୍ୱାନେ, ଛାତ୍ର ୱିଙ୍ଗ ପ୍ରମୁଖ ୟଶ ସାନେ, ପୂର୍ବତନ କର୍ପୋରେଟର ରାହୁଲ ଭୋନସଲେ ଓ ପଙ୍କଜ ଭାଲେକର ।ସୂଚନାଯୋଗ୍ୟ,…

Read More

ଗୌରବ ଗୋଗେଇ ଲୋକସଭାରେ କଂଗ୍ରେସର ଉପ ନେତା…

ନୂଆଦିଲ୍ଳୀ: କଂଗ୍ରେସ ସାଂସଦ ଗୌରବ ଗୋଗଇଙ୍କୁ ଦଳ ତରଫରୁ ଲୋକସଭାର ଉପନେତା ଭାବେ ନିର୍ବାଚିତ କରାଯାଇଛି । ଏନେଇ ଦଳ ତରଫରୁ ଏକ ଚିଠି ଲୋକସଭାର ବାଚସ୍ପତି ଓମ୍ ବିର୍ଲାଙ୍କୁ ଲେଖାଯାଇଛି । ଏଆଇସିସି ସଂଗଠନ ମହାସଚିବ କେ.ସି ବେଣୁଗୋପାଳ ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯେ, ସଂସଦୀୟ ଦଳ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲାଙ୍କୁ ପତ୍ର ଲେଖି ଲୋକସଭା ପାଇଁ ଉପ ନେତା ପଦ ଦେବାକୁ…

Read More

ଓଡ଼ିଆ ଅସ୍ମିତାକୁ ଝାଡ଼ଖଣ୍ଡୀ ମାଡ଼….କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ମୋହନ…ତାହା ଉପରେ ରହିବ ନଜର …..

ଭୁବନେଶ୍ୱର/ପୁରୀ : ରାଜ୍ୟପାଳ ପଦରୁ ବିଦା ହୋଇ ପାରନ୍ତି ରଘୁବର ଦାସ। ନିଜ ପୁଅଙ୍କ କଳାକରାନାମା ରଘୁବରଙ୍କ ଆଗାମୀ ଦିନର ରାଜନୈତିକ ଆକାଂକ୍ଷା ଉପରେ ରୋକ୍ ଲଗାଇପାରେ। ରଘୁବରଙ୍କ ପୁଅଙ୍କ ନାମରେ ଆସିଥିବା ଅଭିଯୋଗ ଯଦି ସତ ହୋଇଥାଏ, ତେବେ ଏହା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ।  ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୁଦ୍ଧରେ ଆସିଛି  ଏକ ସଙ୍ଗୀନ ଅଭିଯୋଗ । ନିଜର ୫ଜଣ ସହଯୋଗୀଙ୍କ ସହ ମିଶି ବିଳମ୍ବିତ ରାତ୍ରିରେ ଓଡ଼ିଶା ସଚିବାଳୟ ସେବାର ଜଣେ…

Read More

ଅଷ୍ଟ୍ରିଆରେ ମୋଦିଙ୍କୁ ଭବ୍ୟ ସ୍ଵାଗତ,୪୦ ବର୍ଷ ପରେ ଭାରତ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ୍‌ ପରେ ଏବେ ଏବେ ଅଷ୍ଟ୍ରିଆ ଗସ୍ତ କରିଛନ୍ତି। ତେବେ ଅଷ୍ଟ୍ରିଆକୁ ଦୀର୍ଘ ୪୦ ବର୍ଷ ପରେ ଏହା ଭାରତର ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ସେଠାରେ ଯାଇ ମୋଦୀ ଅଷ୍ଟ୍ରିଆ ଚାନ୍‌ସେଲର୍‌ଙ୍କୁ ଭେଟିଛନ୍ତି। ମୋଦୀ ସେଠାରେ ପହଞ୍ଚିବା ପରେ କହିଛନ୍ତି ଯେ ପରବର୍ତ୍ତୀ ସମୟରେ ଭାରତ ଏବଂ ଅଷ୍ଟ୍ରିଆ ମଧ୍ୟରେ ଥିବା ବନ୍ଧୁତା ଆହୁରି ଦୃଢ଼ ହେବ। ଦୁଇ ଦିନିଆ ରୁଷ୍‌ ଗସ୍ତ ପରେ ସେ ଭିଏନା ବିମାନ ବନ୍ଦରରେ ପହଞ୍ଚିବା ପରେ…

Read More

ଅର୍ଥପୂର୍ଣ୍ଣ ଶିକ୍ଷା – ଜ୍ଞାନ ହିଁ ମାନବିକତାର ଉନ୍ନତି କରିଥାଏ – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଜଟଣୀ : ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର)ର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ, ନାଇଜରର ଯାତ୍ରା ଅଳ୍ପ କିଛି ବର୍ଷ ତଳୁ ଆରମ୍ଭ ହୋଇଛି, କିନ୍ତୁ କମ୍ ସମୟ ମଧ୍ୟରେ ଏହା ଶିକ୍ଷା ଜଗତରେ ନିଜ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ସୃଷ୍ଟି କରିଛି । ବିଜ୍ଞାନର ଯଥାର୍ଥତା ଓ ପରମ୍ପରାର ମୂଲ୍ୟବୋଧକୁ ସମନ୍ୱିତ କରି ଏହି ଅନୁଷ୍ଠାନ…

Read More