୫ ବର୍ଷ ପରେ ଋଷ ଗସ୍ତ କରିଛନ୍ତି ନରେନ୍ଦ୍ର ମୋଦି, ୨୨ ତମ ଭାରତ-ଋଷ ଶିଖର ସମ୍ମିଳନୀ ରେ ଦେବେ ଯୋଗ…

ମସ୍କୋ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦୁଇ ଦିନିଆ ଋଷ ଗସ୍ତରେ ଯାଇ ମସ୍କୋରେ ପହଞ୍ଚିଛନ୍ତି। ତାଙ୍କର ଏହି ଗସ୍ତ କାଳରେ ଭାରତ ଓ ଋଷ ଦୁଇଦେଶ ମଧ୍ୟରେ ଥିବା ସମ୍ପର୍କର ସମସ୍ତ ଦିଗ ଉପରେ ସମୀକ୍ଷା କରାଯିବ। ପ୍ରାୟ ପାଞ୍ଚବର୍ଷ ପରେ ମୋଦୀଙ୍କର ଏହା ପ୍ରଥମ ଋଷ ଗସ୍ତ ହୋଇଥିବାବେଳେ ଦୁଇପକ୍ଷ ମଧ୍ୟରେ ଆଲୋଚନା କାଳରେ ୟୁକ୍ରେନ ପ୍ରସଙ୍ଗ ଉଠିବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି  । ପ୍ରଧାନମନ୍ତ୍ରୀ ଋଷର ନୁକୋଭୋ-୨ ଆନ୍ତର୍ଜାତିକ…

Read More

ଅଗଷ୍ଟ ୧୧ ରେ ହେବ ନିଟ୍ ପିଜି ପରୀକ୍ଷା…

ନିଟ ପିଜି ପରୀକ୍ଷାକୁ ନେଇ ବଡ଼ ଖବର ।  ଅଗଷ୍ଟ ୧୧ ତାରିଖରେ ହେବ ପୁଣି ନିଟ ପିଜି ପରୀକ୍ଷା। ୨ ଦିନ ପୂର୍ବରୁ ଗୃହ ମନ୍ତ୍ରାଳୟର ବୈଠକ ପରେ ଆଜି ଏହାର ତାରିଖ ଘୋଷଣା କରାଯାଇଛି । ନେସ୍‌ନାଲ୍‌ ବୋର୍ଡ ଅଫ୍‌ ଏକ୍‌ଜାମିନେସନ୍‌ ଇନ୍‌ ମେଡିକାଲ୍‌ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନିଟ୍ ପିଜିର ନୂଆ ପରୀକ୍ଷା ତାରିଖ ଘୋଷଣା କରିଦେଇଛି। ଏହି ପରୀକ୍ଷା ଆଗାମୀ ଅଗଷ୍ଟ ୧୧ ତାରିଖରେ ଆୟୋଜିତ ହେବ। ପରୀକ୍ଷା ୨ଟି ସିଫ୍‌ଟରେ ହେବ।…

Read More

ବ୍ରିଟେନରେ ହାରିଲେ ଋଷି ସୁନକ, ବହୁମତରେ ସରକାର ଗଢ଼ିଲା ଲେବର ପାର୍ଟି…

ବ୍ରିଟେନ ହୋଇଥିବା ସାଧାରଣ ନିର୍ବାଚନରେ ଋଷି ସୁନକଙ୍କୁ ହରାଇ ବାଜି ମାରିଲେ କେର୍‍ ଷ୍ଟାର୍ମରଙ୍କ ।  ଲେବର ପାର୍ଟିର ଏକ ବଡ଼ ବିଜୟ ପରେ କେର୍‍ ଷ୍ଟାର୍ମରଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ । ଯାହା ଫଳରେ ଭାରତୀୟ ମୂଳର ଋଷି ସୁନକ ଆଉ ବ୍ରିଟେନର ପ୍ରଧାନମନ୍ତ୍ରୀ ରହିବେ ନାହିଁ ।  ୬୫୦ ବିଶିଷ୍ଟ ଆସନରେ ଲେବର ପାର୍ଟିକୁ ବହୁମତ ମିଳିଛି । ଲେବର ପାର୍ଟିକୁ ୩୫୮ଆସନ ମିଳିଥିବା ବେଳେ ଋଷି ସୁନକଙ୍କ କଞ୍ଜରଭେଟିଭ ପାର୍ଟିକୁ ମାତ୍ର…

Read More

ମିଛ ମାମଲାରୁ ମୁକୁଳି ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ହେମନ୍ତ    

                                                                                                          ରାଞ୍ଚି  : ପଡୋଶୀ ଝାଡଖଣ୍ଡ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ହେମନ୍ତ ସୋରେନ। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ୍ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଝାଡଖଣ୍ଡର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍ ରାଜ ଭବନରେ ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରାଇଛନ୍ତି। ଏହା ସହିତ ତୃତୀୟ ଥର ପାଇଁ ହେମନ୍ତ ସୋରେନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି। ବୁଧବାର ଦିନ ଚମ୍ପଇ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ…

Read More

କେନିଆର ସରକାର ବିରୋଧୀ ଆନ୍ଦୋଳନ ନେଲାଣିି ୩୯ ଜଣଙ୍କ ଜୀବନ

ନୂଆଦିଲ୍ଲୀ: କେନିଆରେ ବିଦ୍ରୋହ, ୩୯ ମୃତ। ନୂତନ ଆୟକରକୁ ବିରୋଧ କରି କେନିଆରେ ବିଦ୍ରୋହ ଦେଖିବାକୁ ମିଳିଛି। ସରକାର ବିରୋଧୀ ଆନ୍ଦୋଳନରେ ୩୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୬୦ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ଘଟଣାରେ ୬୨୭ରୁ ଅଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରାଗଲାଣି। ସେପଟେ ଭାରତୀୟ ନାଗରିକଙ୍କ  ପାଇଁ ଭାରତ ଆଡଭାଇଜରୀ ଜାରି କରିଛି। ନାଇରୋବିରେ ସଂସଦ ପରିସରରେ ଭଙ୍ଗାରୁଜା ଓ ଆଂଶିକ ଅଗ୍ନିକାଣ୍ଡ ହେବାପରେ ବିକ୍ଷୋଭକାରୀମାନେ ସୁରକ୍ଷା ବାହିନୀ ସହ ମୁହାଁମୁହିଁ ହୋଇଥିଲା ।…

Read More

ମୋଦିଙ୍କୁ ଜନମତର ଆଇନା ଦେଖାଇଲେ ସୋନିଆ..

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ଫଳାଫଳ ଆସିବା ପରେ ପ୍ରଥମ ଥର ପାଇଁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଅବଗତ କରିଛନ୍ତି। କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ଯେ, ସୋନିଆ ଗାନ୍ଧୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଭୋଟରଙ୍କ ଜନାଦେଶକୁ ବୋଧ ବୁଝି ପାରୁ ନାହାନ୍ତି। ପ୍ରଧାନମନ୍ତ୍ରୀ ଏପରି କାର୍ଯ୍ୟ କରୁଛନ୍ତି ସତେ ଯେପରି କିଛି ପରିବର୍ତ୍ତନ ହୋଇନାହିଁ। ସେ ସହମତିର ମୂଲ୍ୟ ନେଇ ଉପଦେଶ ଦେଉଛନ୍ତି,…

Read More

ଦ୍ୱିତୀୟ ଥର ପାଇଁ ଲୋକସଭା ବାଚସ୍ପତି ହେଲେ ଓମ୍ ବିର୍ଲା…

ଦ୍ୱିତୀୟ ଥର ପାଇଁ ଲୋକସଭା ବାଚସ୍ପତି ହେଲେ ସାଂସଦ ଓମ୍‍ ବିର୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଓମ୍‍ ବିର୍ଲାଙ୍କ ନାମ ପ୍ରସ୍ତାବ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି ଏନଡିଏର ସମସ୍ତ ସାଂସଦ । ବାଚନିକ ଭୋଟରେ ବିଜୟୀ ହୋଇଥିବାରୁ ଓମ୍‍ ବିର୍ଲାଙ୍କୁ ବାଚସ୍ପତି ଭାବେ ନିର୍ବାଚିତ ହୋଇଥିବା ଘୋଷଣା କରିଛନ୍ତି କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ । ବିରୋଧୀ ଦଳ ପକ୍ଷରୁ କେରଳରୁ ୮ ଥରର ସାଂସଦ କେ ସୁରେଶଙ୍କ ନାମ…

Read More

ଓମ୍ ବିର୍ଲା ହୋଇପାରନ୍ତି ଲୋକସଭା ବାଚସ୍ପତି…

ନୂଆଦିଲ୍ଲୀ: କିଏ ହେବେ ବାଚସ୍ପତି, କାହାକୁ ମିଳିବ ଗୁରୁତ୍ଵପୂର୍ଣ୍ଣ ବାଚସ୍ପତି ପଦ। ସମୟ ବଢିବା ସହ କଳ୍ପନା ଜଳ୍ପନା ମଧ୍ୟ ବଢୁଥିଲା। କିନ୍ତୁ ଏହି ସବୁ ସସପେନ୍ସ ଉପରେ ଲାଗିଛି ରୋକ୍ । କାରଣ ପୁଣି ଲୋକସଭା ବାଚସ୍ପତି ହୋଇପାରନ୍ତି ଓମ୍ ବିର୍ଲା। ମଙ୍ଗଳବାର ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଓମ୍ ବିର୍ଲା। ଏନଡିଏ ପକ୍ଷରୁ ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଇଣ୍ଡି ମେଣ୍ଟ ପକ୍ଷରୁ କେ. ସୁରେଶ…

Read More

ପ୍ରଶ୍ନପତ୍ର ପ୍ରଘଟ ରୋକିବାକୁ ଆସିଲା ନୂଆ ଆଇନ୍…

ୟୁଜିସି ନେଟ୍ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହେବା ପରେ ଆକ୍ସନ ମୋଡରେ ଏବେ ସରକାର ।  ଦେଶରେ ବିଭିନ୍ନ  ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି  ହୋଇଯାଉଛି। ଏହାକୁ ରୋକିବା ଲାଗି କେନ୍ଦ୍ର ସରକାର ଦେଶରେ ପ୍ରଶ୍ନପତ୍ର ପ୍ରଘଟ ନିରୋଧ ଆଇନ (ଆଣ୍ଟି ପେପର ଲିକ୍‌‌ ଲ’) ଲାଗୁ କରିଛନ୍ତି। ଚଳିତ ମାସ ଜୁନ ୨୧ ତାରିଖରୁ ଏହା ଲାଗୁ କରାଯାଇଛି। କେନ୍ଦ୍ର ସରକାରଙ୍କ କାର୍ମିକ ବିଭାଗ ପକ୍ଷରୁ ଏ ନେଇ…

Read More

ଲୋକସଭା କାମଚଳା ବାଚସ୍ପତି ଭାବେ ନିଯୁକ୍ତି ହେଲେ ଭର୍ତ୍ତୃହରି ମହତାବ…

ଭର୍ତ୍ତୃହରି ମହତାବ ଲୋକସଭାର କାମଚଳା ବାଚସ୍ପତି ନିଯୁକ୍ତ ହୋଇଛନ୍ତି। ତାଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।ଲୋକସଭାକୁ ଲଗାତାର ୭ ଥର ନିର୍ବାଚିତ ହୋଇଛନ୍ତି ଭର୍ତ୍ତୃହରି। ସେ ୬ ଥର ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ଏଥର ବିଜେପି ଟିକେଟରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ପୂର୍ବରୁ ସେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ। ସମ୍ବିଧାନର ଅନୁଚ୍ଛେଦ ୯୫ (୧) ଦ୍ୱାରା ପ୍ରଦତ୍ତ କ୍ଷମତାର ଉପଯୋଗ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…

Read More