ଅଗଷ୍ଟ ୧୧ ରେ ହେବ ନିଟ୍ ପିଜି ପରୀକ୍ଷା…
ନିଟ ପିଜି ପରୀକ୍ଷାକୁ ନେଇ ବଡ଼ ଖବର । ଅଗଷ୍ଟ ୧୧ ତାରିଖରେ ହେବ ପୁଣି ନିଟ ପିଜି ପରୀକ୍ଷା। ୨ ଦିନ ପୂର୍ବରୁ ଗୃହ ମନ୍ତ୍ରାଳୟର ବୈଠକ ପରେ ଆଜି ଏହାର ତାରିଖ ଘୋଷଣା କରାଯାଇଛି । ନେସ୍ନାଲ୍ ବୋର୍ଡ ଅଫ୍ ଏକ୍ଜାମିନେସନ୍ ଇନ୍ ମେଡିକାଲ୍ ସାଇନ୍ସ (ଏନ୍ବିଇଏମ୍ଏସ୍) ନିଟ୍ ପିଜିର ନୂଆ ପରୀକ୍ଷା ତାରିଖ ଘୋଷଣା କରିଦେଇଛି। ଏହି ପରୀକ୍ଷା ଆଗାମୀ ଅଗଷ୍ଟ ୧୧ ତାରିଖରେ ଆୟୋଜିତ ହେବ। ପରୀକ୍ଷା ୨ଟି ସିଫ୍ଟରେ ହେବ।…
