୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବା ନେଇ ଦାବି ଉପସ୍ଥାପନ କଲା ଭାରତ

ନୂଆଦିଲ୍ଲୀ: ଏକ ସୂତ୍ରରୁ ଜଣାପଡିଛି ଯେ ୨୦୩୬ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସ ଆୟୋଜନ କରିବା ପାଇଁ ଭାରତ ନିଜର ଦାବି ଉପସ୍ଥାପନ କରିଛି । ଅକ୍ଟୋବର ୧ ରେ ଭାରତୀୟ ଅଲିମ୍ପିକ୍ ସଂଘ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)କୁ ଆନୁଷ୍ଠାନିକ ଭାବେ ଚିଠି ପ୍ରଦାନ କରିଥିବା ଜଣାପଡ଼ିଛି । ତେବେ ଏହି ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତ ଏକମାତ୍ର ଦାବିଦାର ନୁହେଁ, ତୁର୍କୀ, ଇଣ୍ଡୋନେସିଆ, ଚିଲି ପ୍ରଭୃତି ଦେଶ ଏଥିପାଇଁ ଦାବି ଉପସ୍ଥାପନ କରିଛନ୍ତି ।…

Read More

ଆମେରିକା ରାଷ୍ଟ୍ରପତି ନିର୍ବାଚନ 2024 ଖବର କଣ ? ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: (ବିଜୟ ସାହୁ)-ବର୍ଷେ ହେଲା ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଇ ଆସନ୍ତା ମଙ୍ଗଳବାର ସରିବାକୁ ଯାଉଛି, ତଥାପି ଆମର ମୁଖ୍ୟ ମିଡିଆରେ କୌଣସି ଚର୍ଚ୍ଚା ନାହିଁ । ସବୁଠାରୁ ପରିତାପର ବିଷୟ ଯେ ଆମର ଜଣେ ଭାରତୀୟ କନ୍ୟା ହୁଏତ ଏଥର ଆମେରିକା ଇତିହାସ ରେ ପ୍ରଥମ ମହିଳା ରାଷ୍ଟ୍ରପତି ହେଇ ଇତିହାସ ସୃଷ୍ଟି କରି ପାରନ୍ତି, ତଥାପି ଭାରତର ମିଡିଆ ସିଆଡେ ଧ୍ୟାନ ଦେଇ ନାହାନ୍ତି । ଆଗାମୀ 6/ 7 ତାରିଖରେ…

Read More

ମାସ ଆରମ୍ଭରୁ ବଢିଲା ଗ୍ୟାସ ଦର

ନୂଆଦିଲ୍ଲୀ : ପ୍ରତି ମାସ ପହିଲାରୁ ଦର ଦାମରେ ପରିବର୍ତ୍ତନ ଦେଖାଦେଇଥାଏ । ସେହିପରି ନଭେମ୍ବର ମାସର ଆରମ୍ଭରୁ ବଢିଛି ଗ୍ୟାସ ସିଲିଣ୍ଡର ଦର। ୧୯ କିଲୋ ଏଲପିଜି ସିଲିଣ୍ଡର ଦାମ୍‌ରେ ୬୨ ଟଙ୍କା ବୃଦ୍ଧି କରାଯାଇଛି । ୧୯ କେଜି ବ୍ୟବସାୟିକ ଏଲପିଜି ସିଲିଣ୍ଡରରେ ୬୨ ଟଙ୍କା ବୃଦ୍ଧି କରାଯାଇଛି। ଏବଂ ୫ କେଜି ସିଲିଣ୍ଡର ପିଛା ୧୫ ଟଙ୍କା ବୃଦ୍ଧି ହୋଇଛି। ଅନ୍ୟପଟେ ଘରୋଇ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।ଦିଲ୍ଲୀରେ…

Read More

ଭାରତୀୟ ରାଜନୀତିରେ ଜନତା ଦଳ : କ୍ଷମତା, ବିଭାଜନ ଓ କାରଣ

ଭୁବନେଶ୍ୱର: (ବିଜୟ ସାହୁ/ବ୍ୟୁରୋ)-ପ୍ୟାସା ଫିଲ୍ମରେ ଶାହୀର ଲୁଧିଆନୀ ଙ୍କ ସଙ୍ଗୀତର ଗୋଟିଏ ପଂକ୍ତିରେ ଥିଲା – ଏହି ଦୁନିଆରେ ଯେଉଁଠି ମଣିଷର ମୂଲ୍ୟ କିଛି ନାହିଁ , ଆନୁଗତ୍ୟ କିଛି ନାହିଁ, ବନ୍ଧୁତ୍ୱ କିଛି ନାହିଁ, ପ୍ରେମର ଆଦର ନାହିଁ, ସେଭଳି ଏକ ଦୁନିଆ ଯଦି ବି ମିଳିଯାଏ ,କଣ ବି ମିଳିଗଲା । ବର୍ତ୍ତମାନର କ୍ଷମତା ରାଜନୀତି କ୍ଷେତ୍ର ପାଇଁ ଏହି ପଂକ୍ତିଟି ମଧ୍ୟ ପ୍ରଯୋଜ୍ୟ ।ଜନତା ପରିବାର ପାଇଁ ଅଧିକ ପ୍ରଯୋଜ୍ୟ । ଏହି…

Read More

ଆତଙ୍କବାଦୀ ଗୁଳିରେ ୨ ଯବାନ ସହିଦ

ଜମ୍ମୁ-କାଶ୍ମୀର : କାଶ୍ମୀରରୁ ଆସିଲା ଦୁଃଖ ଖବର।ଜମ୍ମୁ କାଶ୍ମୀରର ଗୁଲମାର୍ଗ ସହରରେ ଆତଙ୍କବାଦୀ ସେନା ଗାଡି ଉପରକୁ ଆକ୍ରମଣ କରିଥିଲେ| ଏଥିରେ ଦୁଇ ଜଣ  ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଦୁଇ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି | ଏହି ଘଟଣାରେ ଆହତ ହୋଇଥିବା ୪ ଜଣଙ୍କୁ ନିକଟସ୍ଥ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି | ଯବାନ ମାନେ ଏଲୋସି ଋ ୫ କିମି ଦୂର ବୋତପ୍ରଥୀ ରୁ ଫେରୁଥିବା ବେଳେ ଆତଙ୍କବାଦୀମାନେ…

Read More

ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଲା ହମାସ ମୁଖ୍ୟ ୟାହୟା ସିନୱାର

ଇସ୍ରାଏଲ ପକ୍ଷରୁ ଗାଜାରେ କରାଯାଇଥିବା ଏୟାର ଷ୍ଟ୍ରାଇକରେ ହମାସ ମୁଖ୍ୟ ୟାହୟା ସିନୱାର ନିହତ ହୋଇଥିବା କୁହାଯାଉଛି । ଇସ୍ରାଏଲ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି ।  ଏୟାର ଷ୍ଟ୍ରାଇକରେ ସିନୱାର ପ୍ରାଣ ହରାଇଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଦାବି କରାଯାଇଛି । ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି ଯେ ଏୟାର ଷ୍ଟ୍ରାଇକରେ ଏକାଧିକ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି ।ଏଥିରେ ଦେଖିବାକୁ ମିିଳିଛି ଯେ, ଆକ୍ରମଣ ହୋଇଥିବା ଏକ କ୍ଷତିଗ୍ରସ୍ତ କୋଠାରେ ସିନୱାର ସୋଫାରେ…

Read More

୧୦ ବର୍ଷ ପରେ ଜମ୍ମୁ – କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଓମାର ଅବଦୁଲ୍ଲା

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନେସନାଲ କନ୍‌ଫରେନ୍ସ ନେତା ଓମାର ଅବଦୁଲ୍ଲା । ଉପରାଜ୍ୟପାଳ ମନୋଜ ସିହ୍ନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ ପୂର୍ବରୁ ଓମାର ଅବଦୁଲ୍ଲା ଶେଖ୍ ମହମ୍ମଦ ଅବଦୁଲ୍ଲାଙ୍କ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଓମାରଙ୍କ ସହ ନେସନାଲ କନ୍‌ଫରେନ୍ସ ନେତା ସୁରିନ୍ଦର ଚୌଧୁରୀ ଜମ୍ମୁ କାଶ୍ମୀରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହା ବ୍ୟତୀତ ସତୀଶ…

Read More

ବିପର୍ଯ୍ୟୟ ଆଣିଛନ୍ତି ହରିୟାଣା କଂଗ୍ରେସ ନେତା

ଚଣ୍ଡୀଗଡ଼: (ପ୍ରଧାନ ରଙ୍ଗା ଚରଣ)-କଂଗ୍ରେସ ୩୯.୩% ଭୋଟ।ବିଜେପି  ୩୯.୯ % ଭୋଟ ।‌ ଅତଏବ ବିଜେପି କଂଗ୍ରେସ ଠାରୁ ୦.୬% ଅଧିକ ଭୋଟ ପାଇଲା । ତେଣୁ ବିଜେପି କଂଗ୍ରେସ ଠାରୁ ୧୧ ଟି ଆସନ ଅଧିକ ପାଇଲା ।‌ ଯଦି ଏଥି ମଧ୍ୟରୁ ୬ଟି ଆସନ କଂଗ୍ରେସ ନେଇ ଯାଇଥାନ୍ତା ତେବେ ଆଜି ସେଠାରେ କଂଗ୍ରେସ ସରକାର ଗଢିଥାନ୍ତା ଆପ୍ ୧.୭% ଭୋଟ ପାଇଛି । ଯେବେ ଠାରୁ ଶୁଶିଲ ଗୁପ୍ତା ହରିଆଣା ଆପ୍ ଦାୟିତ୍ୱ…

Read More

ନିର୍ବାଚନ ଆୟୋଗ ଉପରେ କଂଗ୍ରେସର ଆରୋପ, କାହିଁକି ହେଉ ନଥିଲା ଡାଟା ଅପଡେଟ…

ହରିୟାଣା;ହରିୟାଣା ବିଧାନସଭା ନିର୍ବାଚନରେ ପଛରେ ରହିବା ପରେ ନିର୍ବାଚନ ଆୟୋଗଙ୍କ ବିରୋଧରେ କଂଗ୍ରେସ ଗୁରୁତର ଅଭିଯୋଗ ଆଣିଛି। ବର୍ତ୍ତମାନ ନିର୍ବାଚନ ଆୟୋଗ ଏହି ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି ଏବଂ ପ୍ରତି ପାଞ୍ଚ ମିନିଟରେ ଭୋଟ୍ ଗଣନା ତଥ୍ୟ ଅପଡେଟ୍ ହେଉଛି ବୋଲି କହିଛନ୍ତି । କଂଗ୍ରେସ କହିଛି ଯେ ନିର୍ବାଚନ ଆୟୋଗର ଅଧିକାରୀମାନେ ଜାଣିଶୁଣି ତଥ୍ୟକୁ ଧୀରେ ଧୀରେ ଅପଡେଟ୍ କରିଛନ୍ତି। ଯାହା ପାଈଁ କାର୍ଯ୍ୟକର୍ତ୍ତାଙ୍କୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି  | ଏହି ସମୟରେ ସେ…

Read More

୨୦ କୋଟି ଟଙ୍କା ଦୁର୍ନୀତି ମାମଲାର ଆଜାରୁଦ୍ଦିନଙ୍କୁ ନୋଟିସ୍ କଲା ଇଡି

ହାଇଦ୍ରାବାଦ;ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା କଂଗ୍ରେସର ମହମ୍ମଦ ଆଜାରୁଦ୍ଦିନଙ୍କୁ ନୋଟିସ୍‌‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡ଼ି। ହାଇଦ୍ରାବାଦ କ୍ରିକେଟ ଆସୋସିଏସନରେ ଦୁର୍ନୀତି ମାମଲାରେ ନୋଟିସ୍‌‌ ଜାରି କରାଯାଇଛି। ହାଇଦ୍ରାବାଦ କ୍ରିକେଟ ଆସୋସିଏସନରେ ୨୦କୋଟି ଟଙ୍କା ହେରଫେର ନେଇ ଅଭିଯୋଗ ହୋଇଥିବା ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ ଇଡ଼ି ପକ୍ଷରୁ ତାଙ୍କୁ ପଚରାଉଚରା ପାଇଁ ଡକାଯାଇଛି। ବର୍ତ୍ତମାନ କଂଗ୍ରେସ ଦଳରେ ରହିଛନ୍ତି ମହମ୍ମଦ ଆଜାରୁଦ୍ଦିନ୍‌‌। ସୂଚନା ଅନୁସାରେ ଆଜାରୁଦ୍ଦିନଙ୍କୁ ହାଇଦ୍ରାବାଦସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ…

Read More