Donald Trump ଏପରି କରିବାର ନଥିଲା

ନୂଆଦିଲ୍ଲୀ : (ବିଜୟ ସାହୁ)-ସତ ହେଉ କି ମିଛ ହେଉ ଟ୍ରମ୍ପ ପାକିସ୍ତାନ ଭାରତ ମଧ୍ୟରେCeasefire କରିବା ପାଇଁ ମଧ୍ୟସ୍ତି କରିବା ଉଚିତ ନଥିଲା । କିମ୍ବା ଆମେ ସେଥିରେ ପଶିବାର ନ ଥିଲା ।ପାକିସ୍ତାନ ଯଦି ନେହୁରା ହେବାରୁ Ceasefire ହେଲା ତାହେଲେ ତାର ଏତେ ବହପ ଯେ ଆମର ଶ୍ୱାସ ରୋକିଦେଵ ।ଏହାର ଜବାବ ଯଦି ତୁରନ୍ତ ସରକାର ନ ଦିଅନ୍ତି ତାହେଲେ ଧାରଣା ହେଇପାରେ ଟ୍ରମ୍ପ ନିଶ୍ଚୟ ମଧ୍ୟସ୍ତି ହେଇଛନ୍ତି ।ଏହା ହେଉଛି…

Read More

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଥିବା ‘ମିତ୍ର ବିଭୂଷଣ’ ପୁରସ୍କାର କ’ଣ ଓ ଏହା କାହିଁକି ପ୍ରଦାନ କରାଯାଏ ? ଜାଣନ୍ତୁ

କଲମ୍ବୋ: ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଡିସନାୟାକେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିତ୍ର ବିଭୂଷଣ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଆସନ୍ତୁ ଜାଣିବା ଏହା ବିଷୟରେ, ଏହା କ’ଣ ଏବଂ ଏହା କାହିଁକି ଦିଆଯାଏ। ଏହା ସହିତ, ଆମେ ଏହା ମଧ୍ୟ ଜାଣିବା ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବରୁ କିଏ ଏହି ପୁରସ୍କାର ପାଇଥିଲେ। ଆପଣଙ୍କୁ କହିରଖୁଛୁ ଯେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକେ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରୋତ୍ସାହିତ କରିବାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭୂମିକା ପାଇଁ…

Read More

ମିଆଁମାର ଭୂକମ୍ପରେ ୧୭୦୦ ରୁ ଅଧିକ ଲୋକ ମୃତ,୩୪୦୦ ଜଣ ଆହତ

ମିଆଁମାର: ଶୁକ୍ରବାର (୨୯ ମାର୍ଚ୍ଚ, ୨୦୨୫) ମିଆଁମାରରେ ଘଟିଥିବା ଭୂମିକମ୍ପ କେବଳ ପ୍ରବଳ କ୍ଷୟକ୍ଷତି କରିଛି ତାହା ନୁହେଁ ବରଂ ଆଗାମୀ ଦିନ ପାଇଁ ଏକ ଚେତାବନୀ ମଧ୍ୟ ଦେଇଛି। ଜଣେ ପ୍ରମୁଖ ଆମେରିକୀୟ ଭୂତତ୍ତ୍ୱବିତ୍ଙ୍କ ଅନୁଯାୟୀ, ମିଆଁମାରରେ ପ୍ରାୟ ୧୭୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସେହିପରି ୭.୭ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପରୁ ୩୦୦ ରୁ ଅଧିକ ପରମାଣୁ ବୋମା ସହିତ ସମାନ ଶକ୍ତି ନିର୍ଗତ ହୋଇଥିଲା। ଯାହା ଫଳରେ ଶହ ଶହ ଲୋକଙ୍କ…

Read More

ଅନେକ ଆମେରିକୀୟ ଉତ୍ପାଦ ଉପରେ ୧୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଲାଗୁ କଲା ଚୀନ୍, ଏବେ କଣ କରିବେ ଟ୍ରମ୍ପ ?

Us china trade war: ଚୀନ୍ ଅନେକ ଆମେରିକୀୟ ଉତ୍ପାଦ ଉପରେ ୧୦ ରୁ ୧୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇବାକୁ ଘୋଷଣା କରିଛି। ଏହି ଶୁଳ୍କ ମାର୍ଚ୍ଚ ୧୦ ତାରିଖରୁ କାର୍ଯ୍ୟକାରୀ ହେବ। ଚୀନ୍ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି। ଏହି ଶୁଳ୍କଗୁଡ଼ିକ ଚିକେନ୍, ଗହମ, ମକା ଏବଂ କପା ସମେତ ପ୍ରମୁଖ ଆମେରିକୀୟ ରପ୍ତାନି ଉପରେ ଲଗୁ ହେବ। ଏହି ନିଷ୍ପତ୍ତି ବିଶ୍ୱର ଦୁଇ ବୃହତ୍ ଅର୍ଥନୀତି ମଧ୍ୟରେ ଚାଲିଥିବା ବାଣିଜ୍ୟ…

Read More

୩୦ ଏପ୍ରିଲରୁ ଆରମ୍ଭ ହେଉଛି ଚାରିଧାମ ଯାତ୍ରା, କେବେ କରିବେ ପଞ୍ଜିକରଣ ? ଜାଣନ୍ତୁ

ଉତ୍ତରାଖଣ୍ଡ: ଚଳିତ ବର୍ଷ ୩୦ ଏପ୍ରିଲରୁ ଉତ୍ତରାଖଣ୍ଡର ଚାରିଧାମ, ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀର ଯାତ୍ରା ଆରମ୍ଭ ହେଉଛି। ଚାରିଧାମ ଯାତ୍ରା ପାଇଁ ପଞ୍ଜୀକରଣ ମଧ୍ୟ ମାର୍ଚ୍ଚ ୧୧ ରୁ ଆରମ୍ଭ ହେବ। ଏଥର, ଯାତ୍ରା ପଞ୍ଜିକରଣ ପ୍ରକ୍ରିୟାକୁ ଆଧାର କାର୍ଡ ସହିତ ସଂଯୋଗ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଏହି ପରିପ୍ରେକ୍ଷୀରେ, ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ ଅଥବା (ଆଧାର କାର୍ଡ)କୁ ଏହି ପ୍ରକ୍ରିୟା ସହିତ ସଂଯୋଗ…

Read More

KIIT ମାମଲା : ଦୁଇ ଦିନ ସମୟ ନେଲେ ସରକାର

ଭୁବନେଶ୍ୱର : କିଟ ବିଶ୍ୱ ବିଦ୍ୟାଳୟ ରେ ନେପାଳ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ପରେ ଆନ୍ଦୋଳନ ଦୁଇ ଦିନ ପାଇଁ ସ୍ଥଗିତ l ସରକାର ପ୍ରତିଶ୍ରୁତି ପୁରଣ ନକଲେ କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ସାମାଜିକ କର୍ମୀମାନେ ଚେତାବନୀ ଦେଇଛନ୍ତି lବୁଧବାର କିଟ୍ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲିଥିବା ସମୟରେ ସରକାରଙ୍କ ପକ୍ଷରୁ ଆଲୋଚନା ପାଇଁ ପ୍ରସ୍ତାବ ଆସିଲା । ୧୦ ଜଣିଆ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ…

Read More

ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା

ନୂଆଦିଲ୍ଲୀ: ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକସେନା । ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ସରକାର ଗଢିଛି ଭାଜପା ଦଳ  । ଏଥିସହିତ ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତା ଶପଥ ନେଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଭାବେ ପରବେଶ ବର୍ମା ଶପଥ ଗ୍ରହଣ କରିଛନ୍ତି । ଏଥିସହିତ କ୍ୟାବିନେଟ ମନ୍ତ୍ରୀ…

Read More

ମାତୃ ସ୍ନେହ ଛବି ଦେଖାଇ କ’ଣ ଲୁଚେଇବାକୁ ଚାହୁଁଚି ସରକାର

ନୂଆଦିଲ୍ଲୀ/ ପ୍ରୟାଗରାଜ : (ପ୍ରଶାନ୍ତ କୁମାର ରଣସିଂହ) -: କଳ୍ପନା କରନ୍ତୁ ସରକାର କେତେ ଚତୁର, ଏହି ଫଟୋଟି ମହିଳା ଏବଂ ଶିଶୁର NIKON ର 70/250 ଲେନ୍ସ କ୍ୟାମେରା ଉପରେ ଧ୍ୟାନକେନ୍ଦ୍ରୀତ କରି ନିଆଯାଇଥିଲା, ତାପରେ ଏହା ଭକ୍ତଙ୍କ ସେବା ପାଇଁ ଉତ୍ସର୍ଗୀକୃତ ଭାବରେ ପୋଷ୍ଟ କରାଯାଇଥିଲା | ମୋତେ କୁହନ୍ତୁ ତ 6 ଲକ୍ଷ ଟଙ୍କା ମୂଲ୍ୟର କ୍ୟାମେରା ଜରିଆରେ ହାଲୁକା ହସ ସହିତ କିପରି ଏହି ଫଟୋ ନିଆଯାଇଛି, ଏହି ସରକାର କେତେ…

Read More

ଦିଲ୍ଲୀ ନିର୍ବାଚନରେ ୨୭ ବର୍ଷ ପରେ ବିଜେପିର ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ : ଦିଲ୍ଲୀ ନିର୍ବାଚନରେ ଝାଡୁ ଦଳ ବା ଆମ୍ ଆଦମୀ ପାର୍ଟିକୁ ଲାଗିଛି ହାଇଭୋଲ୍ଟ ଝଟକା। ଗୋଟିଏ ପଟେ ବିଜେପି ପକ୍ଷରୁ ଲଢ଼ୁଥିବା ପ୍ରାଥି ମାନେ ଗୋଟେ ପରେ ଗୋଟେ ଆସନରେ ବିଜୟ ଲାଭ କରୁଥିବା ବେଳେ ଅନ୍ୟପକ୍ଷରେ ଆପର ଟାଣୁଆ ନେତା ମାଟି କାମୁଡିଛନ୍ତି। ଏହି ପରାଜୟରେ ସାମିଲ ଅଛନ୍ତି ଖୋଦ ଆପର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ। ନୂଆଦିଲ୍ଲୀ ଆସନରୁ ଭାଗ୍ୟ ପରୀକ୍ଷା କରୁଥିବା କେଜ୍ରିୱାଲ ବିଜେପି ପ୍ରାର୍ଥୀ ପରବେଶ ଵର୍ମାଙ୍କ ଠାରୁ ୩୧୮୨…

Read More

ବିଶ୍ୱ ବଜାରରେ ଆରମ୍ଭ ହୋଇଗଲା କି ଏ.ଆଇ ଯୁଦ୍ଧ ଆରମ୍ଭ -AI War begins

ଭୁବନେଶ୍ୱର: (ମାନସ ମଲ୍ଲିକ) – ଯାହା ଆଶଙ୍କା କରା ଯାଉଥିଲା ଠିକ୍ ସେୟା ହେଲା । ଆମ ଦେଶର କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଅଫିସଗୁଡ଼ିକରେ Chatgpt ଆଉ DeepSeek ସମେତ ଅନ୍ୟ କେତେକ generative AIର ବ୍ୟବହାରକୁ ନିଷେଧ କରାଯାଇଛି । ଆଗକୁ ଅନ୍ୟ ସରକାରୀ ମନ୍ତ୍ରଣାଳୟରେ ହୁଏତ ନିଷେଧ କରାଯାଇପାରେ । ରୋଚକ କଥା ହେଲା ଏବେ Chatgpt ର ପ୍ରତିଷ୍ଠାତା ସାମ୍ ଅଲଟମ୍ୟାନ ଭାରତ ଗସ୍ତରେ ଆସିଛନ୍ତି ଆଉ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ…

Read More