ଜାରି ରହିଛି ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ପ୍ରଥମ ୪ ଘଣ୍ଟାରେ ୨୪.୧ ପ୍ରତିଶତ ମତଦାନ

ଶ୍ରୀନଗର; ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ବୁଧବାର ଜାରି ରହିଛି। ୫ ଜିଲାର ୨୬ ଆସନରେ ୨୫ ଲକ୍ଷ ମତଦାତା ୨୩୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମତଦାନକୁ ଅବାଧ ଓ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ସୁରକ୍ଷା ବଳ ନିୟୋଜିତ କରାଯାଇଛି। ଭୋଟ ସକାଳ ୭ଟା ରୁ ଆରମ୍ଭ ହୋଇ ସଂଧ୍ୟା ୭ ଟା ପର୍ଯ୍ୟନ୍ତ ଚାଲିବ। ୨୬ଟି ଆସନରେ ପ୍ରଥମ ୪ ଘଣ୍ଟାରେ ୨୪.୧ ପ୍ରତିଶତ ମତଦାନ କରାଯାଇଛି। ଇଲେକ୍ସନ କମିଶନରଙ୍କ…

Read More

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ଆତିଶୀ…

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ ମାର୍ଲେନା ସୋମବାର ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆସନ ଖାଲି ଅଛି ଏବଂ ତାଙ୍କୁ ଆମେ ଅପେକ୍ଷା କରିବୁ। ମୁଖ୍ୟମନ୍ତ୍ରୀ ଆତିଶି କହିଛନ୍ତି, ଆଜି ମୋ ମନରେ ସେହି ବ୍ୟଥା ଅଛି, ଯାହା ପ୍ରଭୁ ରାମଚନ୍ଦ୍ର ବନବାସ ଯିବାବେଳେ ଭରତଙ୍କ ମନରେ ଥିଲା। ସେ ରାମଙ୍କ ପାଦୁକା ରଖି ଶାସନ ଚଳାଇଥିଲେ। ପ୍ରଭୁ ରାମଚନ୍ଦ୍ର ଆମ ସମସ୍ତଙ୍କ ଆଦର୍ଶ ଏବଂ କେଜ୍ରିୱାଲ…

Read More

ଆନ୍ଦୋଳନରୁ ଓହରିଲେ କନିଷ୍ଠ ଡାକ୍ତର

କୋଲକାତା;କୋଲକାତା ଆର ଜି କର ମେଡିକାଲରେ ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବିରୋଧ ପ୍ରଦର୍ଶନ କରୁଥିବା ଟ୍ରେନିଂ ଡାକ୍ତରମାନେ ଆନ୍ଦୋଳନରୁ ଓହରିଛନ୍ତି। ଦୀର୍ଘ ୪୦ ଦିନ ଧରି ଆନ୍ଦୋଳନ ଚଳାଇବା ପରେ ଡାକ୍ତରମାନେ ଶୁକ୍ରବାର ଏହାକୁ ବନ୍ଦ୍ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ଡାକ୍ତରଙ୍କୁ ସୁରକ୍ଷା ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ବାରମ୍ବାର ପ୍ରତିଶ୍ରୁତି ଦେବା ପରେ ଡାକ୍ତରମାନେ କାର୍ଯ୍ୟରେ ଯୋଗଦେବାକୁ ସ୍ଥିର କରିଛନ୍ତି। ହେଲେ ଦାବି ପୂରଣ ନ…

Read More

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବେ ଆତିଶୀ ମାର୍ଲେନ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉତ୍ତରାଧିକାରୀ ଅଥବା  ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବେ ୪୩ବର୍ଷୀୟା ଆତିଶୀ ମାର୍ଲେନ। ଆଜି ଆପର ବିଧାୟକ ଦଳ ବୈଠକରେ ସର୍ବ ସମ୍ମତିକ୍ରମେ ଆତିଶୀଙ୍କ ନାମ ଘୋଷଣା ହୋଇଛି। ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଥିବାରୁ ଆତୀଶ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ଯାଉଛନ୍ତି। ମନୀଷ ସିସୋଦିଆଙ୍କୁ ଉପଦେଷ୍ଟା ଦାୟିତ୍ୱ ଦିଆଯାଇଛି। କେଜ୍ରିୱାଲଙ୍କ ସରକାରରେ ଆତିଶୀ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।…

Read More

ରୋନାଲଡୋଙ୍କ ସୋସିଆଲ ମିଡ଼ିଆ ମହାରେକର୍ଡ଼, ଦୁନିଆର ପ୍ରଥମ ବ୍ୟକ୍ତି ଯାହାଙ୍କ ପାଖରେ ଅଛନ୍ତି ଏତେ ଅନୁଗାମୀ

କ୍ରିଷ୍ଟିଆନୋ ରୋନାଲଡୋ | ଏହି କିମ୍ବଦନ୍ତୀ ଖେଳାଳି ଜଣକ ରେକର୍ଡ ଭାଙ୍ଗିବା ପାଇଁ ଜନ୍ମ ନେଇଛନ୍ତି | ଫୁଟବଲ ପଡ଼ିଆରେ ପ୍ରବେଶ କରିବା ମାତ୍ରେ ରୋନାଲଡୋ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରିଥାନ୍ତି | ନିକଟରେ ସେ ପ୍ରଥମ ଫୁଟବଲର୍ ଭାବରେ ୯୦୦ କ୍ୟାରିୟର ଗୋଲ୍  ର ରେକର୍ଡ଼ ଛୁଇଁଛନ୍ତି | କିନ୍ତୁ ରୋନାଲ୍ଡୋ କେବଳ ଫୁଟବଲ ପଡିଆ ଭିତରେ ନିଜର ଯାଦୁ ବିସ୍ତାର କରନ୍ତି ନାହିଁ | ତାଙ୍କର ପ୍ରଭାବ ଫୁଟବଲ ଜଗତରୁ ବାହାରେ ମଧ୍ୟ…

Read More

କେଜ୍ରିୱାଲଙ୍କୁ ସର୍ତ୍ତମୂଳକ ଜାମିନ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଠାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ୱସ୍ତି ମିଳିଛି। ମଦ ଦୁର୍ନୀତିରେ ସିବିଆଇ ମାମଲାରେ କେଜ୍ରିୱାଲଙ୍କୁ ମଧ୍ୟ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସେ ପୂର୍ବରୁ ଇଡି ମାମଲାରେ ଜାମିନ ପାଇଥିଲେ। ଏବେ ସେ ସିବିଆଇ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଜାମିନ ପାଇଛନ୍ତି। ଯାହା ତାଙ୍କ ପାଇଁ ଜେଲରୁ ବାହାରିବାର ରାସ୍ତା ସଫା କରିଛି। ତେବେ ଜାମିନ ପ୍ରଦାନ ବେଳେ ସୁପ୍ରିମକୋର୍ଟ ମଧ୍ୟ କିଛି ସର୍ତ୍ତ ରଖିଛନ୍ତି। ଜାମିନ ପାଇଁ ସମାନ ସର୍ତ୍ତ ସେମାନଙ୍କ ପାଇଁ…

Read More

କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ଆସନ୍ତାକାଲି ରାୟ ପ୍ରଦାନ କରିବେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ଆସନ୍ତାକାଲି (ସେପ୍ଟେମ୍ବର ୧୩) ସୁପ୍ରିମକୋର୍ଟ ଏହାର ରାୟ ପ୍ରଦାନ କରିବେ। ଆମେ ଆପଣଙ୍କୁ କହି ରଖୁଛୁ ଯେ ସିବିଆଇ ମାମଲାରେ ଜାମିନ ଆବେଦନ ବ୍ୟତୀତ ଗିରଫଦାରୀକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ କୋର୍ଟ ମଧ୍ୟ ରାୟ ପ୍ରଦାନ କରିବେ। ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ଉଜଲ ଭୁୟାନଙ୍କ ବେଞ୍ଚ ଏହି ନିଷ୍ପତ୍ତି ଦେବ। ସୂଚନାଯୋଗ୍ୟ, ଦିଲ୍ଲୀ ଲିକର୍ ପଲିସି…

Read More

ଓଡ଼ିଶା ଗସ୍ତରେ ଆସୁଛନ୍ତି ପିଏମ୍ ମୋଦି

ଭୁବନେଶ୍ବର:  ୧୭ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୂଚନାଯୋଗ୍ୟ ସକାଳ ୧୧ଟା  ୨୫ ମିନିଟ୍ ସମୟରେ ସେ ଭୁବନେଶ୍ବର ବିମାନବନ୍ଦର ଠାରେ ପହଁଚିବେ। ସେଠାରୁ ସେ ଜନତା ମଇଦାନକୁ ଯିବେ। ସେହି ଦିନ ବିଭିନ୍ନ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିବେ। ସେହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨ଟାରୁ ୧ଟା ଯାଏ ଉପସ୍ଥିତ ରହିବେ। ଜନତା ମଇଦାନରେ ସୁଭଦ୍ରା ଯୋଜନାର ହିତଧିକାରୀଙ୍କୁ ଟଙ୍କା ବଣ୍ଟନରେ ଯୋଜନା ରହିଛି। ଅପରାହ୍ଣ ୩ଟା ୨୫ ମିନିଟ…

Read More

ବିଜେପିରେ ଯୋଗ ଦେଲେ ଟିମ୍ ଇଣ୍ଡିଆର ଷ୍ଟାର ଆଲରାଉଣ୍ଡର ରବୀନ୍ଦ୍ର ଜାଡେଜା …

ନୂଆଦିଲ୍ଲୀ: ରାଜାନୀତିରେ ପାଦ ଦେଲେ ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ।  ସେ ବିଜେପିରେ ଯୋଗ ଦେଇଛନ୍ତି । ଜାଡେଜାଙ୍କ ପତ୍ନୀ ରିବାବା ଜାଡେଜା ଗୁଜୁରାଟର ଜାମନଗରରୁ ଜଣେ ବିଜେପି ବିଧାୟକ ଅଛନ୍ତି । ରିବାବା ନିକଟରେ ଜାଡେଜାଙ୍କ ବିଷୟରେ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ସେୟାର କରିଥିଲେ। ସେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ ରବିନ୍ଦ୍ର ଜାଡେଜା ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ନିକଟରେ ଟି -୨୦ ବିଶ୍ୱକପ ବିଜୟୀ ଦଳରେ…

Read More

ଏଥର କୁସ୍ତି ନୁହେଁ, ନିର୍ବାଚନୀ ମଇଦାନରେ ଦମ୍ ଦେଖାଇବେ ବିନେଶ ଫୋଗଟ

ନୂଆଦିଲ୍ଲୀ; ଚଳିତ ବର୍ଷ ହରିୟାଣାରେ ବିଧାନସଭା ନିର୍ବାଚନ ଲଢିବେ ରେସଲର ବଜରଙ୍ଗ ପୁନିଆ ଓ ବିନେଶ ଫୋଗଟ। ହରିୟାଣା ବିଧାନସଭା ନିର୍ବାଚନରେ ଏହି ଦୁଇ ଜଣ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ଉଭୟ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ ତାପରେ କଂଗ୍ରେସ ଏମାନଙ୍କୁ ପ୍ରାର୍ଥୀ କରିବ ବୋଲି ସୂଚନା ମିଳିଛି। ବଜରଙ୍ଗ ପୁନିଆ ଓ ବିନେଶ ଫୋଗତ ଆଜି କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି । ଆସନ୍ତା ମାସରେ ହରିୟାଣରେ ବିଧାନସଭା ନିର୍ବାଚନ ହେବ । ସୂଚନାଯୋଗ୍ୟ,…

Read More