ବର୍ଷାଜନିତ ଘଟଣାରେ ଆନ୍ଧ୍ର ଓ ତେଲଙ୍ଗାନାରେ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି…

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ପ୍ରବଳ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଦୁଇ ରାଜ୍ୟରେ ବର୍ଷାଜନିତ ଘଟଣାରେ ମୋଟ ୩୫ ଜଣ ପ୍ରାଣ ହରାଇଛନ୍ତି। ଏଥିମଧ୍ୟରୁ ଆନ୍ଧ୍ରରେ ୧୯ ଏବଂ ତେଲଙ୍ଗାନାରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାୟ ୪୭ ହାଜର ଲୋକଙ୍କୁ ରିଲିଫ କ୍ୟାମ୍ପକୁ ସ୍ଥାନନ୍ତରିତ କରାଯାଇଅଛି। ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମଡି) ପକ୍ଷରୁ ତେଲଙ୍ଗାନାର ଆଦିଲାବାଦ, ନିଜାମାବାଦ, ରାଜାନ୍ନା ସିର୍ସିଲିଆ, ୟାଡାରି ଭୁବନଗିରି, ଭିକାରାବାଦ, ସାଙ୍ଗାରେଡ୍ଡି, କାମାରେଡ୍ଡି ଓ ମେହବୁବନଗର…

Read More

 ନବାନ୍ନ ଘେରାଉ କାହାର ପ୍ରତିଫଳନ ଥିଲା ?

କୋଲକାତା : (ବିଜୟ ସାହୁ)-RG KAR ମେଡ଼ିକାଲରେ ନୃଶଂସ ଦୁଷ୍କର୍ମ ଓ ହତ୍ୟାର ଏକ Political Twist ଥିଲା ନବାନ୍ନ ବା ପଶ୍ଚିମବଙ୍ଗ ନୂତନ ସଚିବାଳୟ ଅଭିଯାନ । ଗତ ୨୭ ତାରିଖରେ ପ୍ରତିବାଦକାରୀଙ୍କ କ୍ଷୋଭର ବର୍ଷଣ ଦେଖା ଯାଇଥିଲା । ହାୱଡା ଓ କଲିକତାର ଯମଜ ସହର ଗୁଡିକରୁ ଯୁବକମାନେ ଅପରାହ୍ନରେ ବିଭିନ୍ନ କୋଣରେ ବହୁ ସଂଖ୍ୟାରେ ବିକ୍ଷୋଭ ପ୍ରଦର୍ଶନ କରି ମମତା ବାନାର୍ଜୀଙ୍କର ଇସ୍ତଫା ଦାବୀ କଲେ । ସେମାନଙ୍କ ଦାବୀ ଥିଲା ମମତା…

Read More

National Sports Day 2024; କାହିଁକି ୨୯ ଅଗଷ୍ଟକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଏ?

ଭୁବନେଶ୍ଵର; ୨୦୧୨ ଠାରୁ, ପ୍ରତିବର୍ଷ ୨୯ ଅଗଷ୍ଟକୁ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରାଯାଏ | ବାସ୍ତବରେ, ଏହି ଦିନ କିମ୍ବଦନ୍ତୀ ଖେଳାଳି ଧ୍ୟାନ ଚାନ୍ଦଙ୍କ  ଜନ୍ମ ବାର୍ଷିକ ଭାବେ ମଧ୍ୟ ପାଳନ କରାଯାଏ| ମେଜର ଧ୍ୟାନ ଚାନ୍ଦଙ୍କୁ ‘ମ୍ୟାଜିକ୍ ଅଫ୍ ହକି’ କୁହାଯାଏ। ତାଙ୍କର ୨୨ ବର୍ଷର କ୍ୟାରିୟରରେ ୪୦୦ ରୁ ଅଧିକ ଗୋଲ୍ ସ୍କୋର କରିଥିବା ମହାନ ଖେଳାଳିଙ୍କୁ ମନେ ରଖିବା ପାଇଁ ଭାରତ ସରକାର ୨୦୧୨ ରୁ ତାଙ୍କ ଜନ୍ମ ଦିନକୁ…

Read More

ICC ର ନୂଆ ଚେୟାରମ୍ୟାନ ହେଲେ ଜୟ ଶାହା…

ଜୟ ଶାହା ହେଲେ ଆଇସିସିର ନୂଆ ଚେୟାରମ୍ୟାନ। ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ସଚିବ ଜୟ ଶାହା ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ର ନୂତନ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ଆଜି ଅଥବା ଶେଷ ଦିନରେ ନାମାଙ୍କନ ଦାଖଲ କରିବା ପରେ ଜୟ ଶାହା ସର୍ବକନିଷ୍ଠ ବ୍ୟକ୍ତି ଭାବେ ଆଇସିସିର ଶୀର୍ଷ ପଦ ପାଇଁ ନିଯୁକ୍ତ ହୋଇଥିଲେ। ସେ ଗ୍ରେଗ ବାରକଲେଙ୍କ ସ୍ଥାନ ନେବେ, ଯିଏକି ୨୦୨୦ ରେ ଏହି ପଦବୀରେ ନିଯୁକ୍ତ ହୋଇଥିଲେ।…

Read More

ଲଦାଖରେ ୫ ନୂଆ ଜିଲାର ନାମକରଣ

ଲଦାଖରେ ୫ ନୂଆ ଜିଲାର ନାମକରଣ ହୋଇଛି। ସେଗୁଡ଼ିକ ହେଲା ଜନସ୍କାର, ଦ୍ରାସ, ଶାମ୍‌, ନୁବ୍ରା ଏବଂ ଚଙ୍ଗଥାଙ୍ଗ। ଏହି ନୂଆ ଜିଲା ଗଠନ ହେବା ଫଳରେ କେନ୍ଦ୍ର ଶାସିତ ଅଞ୍ଚଳ ମାନ୍ୟତା ପାଇଥିବା ଲଦାଖରେ ବର୍ତ୍ତମାନ ସୁଦ୍ଧା ଜିଲା ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଏନେଇ ସୋସିଆଲ ମିଡିଆ ଏକ୍ସ୍ ରେ ପୋଷ୍ଟ କରି ଘୋଷଣା କରିଛନ୍ତି। । ସରକାରଙ୍କ ଏହି ନିଷ୍ପତ୍ତି ଲୋକଙ୍କ ପାଇଁ ଲାଭଦାୟକ…

Read More

ମୋଦିଙ୍କୁ ପଛରେ ପକାଇଲେ ଶ୍ରଦ୍ଧା କପୁର

ସ୍ତ୍ରୀ -2 ଫିଲ୍ମର ସଫଳତା ପରେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଲୋକପ୍ରିୟତା ବହୁତ ବୃଦ୍ଧି ପାଇଛି। ସେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲଗିଛନ୍ତ | ଯାହା ଫଳରେ ସେ ଇନଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଲୋଓର ସଂଖ୍ୟାକୁ ଅତିକ୍ରମ କରିଛନ୍ତି। ଶ୍ରଦ୍ଧାଙ୍କର ଏବେ ଇଂଷ୍ଟାଗ୍ରାମରେ ତୃତୀୟ ଭାରତୀୟ ଯାହାଙ୍କ ନାମରେ ସର୍ବାଧିକ ଫଲୋଓର ରହିଛନ୍ତି । ଏହି ସଫଳତା ସହିତ ସେ ଅନ୍ୟ ଦୁଇ ଭାରତୀୟ ଆଇକନ୍, କ୍ରିକେଟ୍ କିମ୍ବଦନ୍ତୀ ବିରାଟ କୋହଲି…

Read More

ଦ୍ବିତୀୟ ଥର ଶକ୍ତିକାନ୍ତ ଦାସଙ୍କୁ ମିଳିଲା A+ ରେଟିଂ…

ନୂଆଦିଲ୍ଲୀ; ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଦ୍ବିତୀୟ ଥର ପାଇଁ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର ରିପୋର୍ଟ କାର୍ଡ ୨୦୨୪ରେ  ଏ ପ୍ଲସ ରେଟିଂ ମିଳିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମଙ୍ଗଳବାର ଏହା ଘୋଷଣା କରାଯାଇଛି । ଏହି ରିପୋର୍ଟରେ ଡେନମାର୍କର କ୍ରିଷ୍ଟିଆନ କେଟଲ ଥମ୍ସନ୍, ଭାରତର ଶକ୍ତିକାନ୍ତ ଦାସ ଓ ସୁଇଜରଲ୍ୟାଣ୍ଡର ଥୋମାସ୍ ଯୋର୍ଡନଙ୍କୁ ଏହି ଏ ପ୍ଲସ ଗ୍ରେଡ୍ ମିଳିଛି।ମହଙ୍ଗା ନିୟନ୍ତ୍ରଣ, ଇକୋନମିକ ଗ୍ରୋଥ, କରେନ୍ସୀର ସ୍ଥାୟିତ୍ବ ଓ ସୁଧ ହାର ନିୟନ୍ତ୍ରଣ…

Read More

କୋଲକତା ପୁଲିସକୁ ପ୍ରଶ୍ନବାଣରେ ଘାଇଲା କଲେ ପ୍ରଧାନ ବିଚାରପତି

କୋଲକତା;କୋଲକତାରେ ମହିଳା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ  ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟା। ପୀଡିତାଙ୍କ ନାମ ଓ ଫଟୋ ଆଦି କାହିଁକି ଭାଇରାଲ ହେଉଛି ? ୧୨ ଘଣ୍ଟା ପରେ ପୁଲିସ କାହିଁକି ମାମଲା ରୁଜୁ କଲା ବୋଲି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଆଜି  ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଛି। ଗୁରୁବାର ସୁଦ୍ଧା ଷ୍ଟାଟସ୍‌‌ ରିପୋର୍ଟ ଦେବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଘଟଣା…

Read More

ବଙ୍ଗଳା ଦେଶ କୋଟା  ବ୍ୟବସ୍ଥା VS ଆମ ଦେଶର ସଂରକ୍ଷଣ ବ୍ୟବସ୍ଥା

ନୂଆଦିଲ୍ଲୀ: (ବିଜୟ ସାହୁ)-ଏପର୍ଯ୍ୟନ୍ତ ବଙ୍ଗଳା ଦେଶରେ ଛାତ୍ରଛାତ୍ରୀ ମାନେ ସରକାରୀ ଚାକିରୀରେ କୋଟା ବିରୁଦ୍ଧରେ କେଉଁ ଆନ୍ଦୋଳନ କରୁଛନ୍ତି ସେ ସମ୍ପର୍କରେ ଭାରତରେ ଛାତ୍ର / ଯୁବ ସମାଜ ଏପରି କି ମଧ୍ୟବିତ୍ତ ଶ୍ରେଣୀର ବୁଦ୍ଧିଜୀବୀ ମଧ୍ୟ ଦ୍ବନ୍ଦ୍ୱରେ ଅଛନ୍ତି । ଆମେ ସ୍ପଷ୍ଟ ଭାବରେ ନ ବୁଝିଲେ ଦ୍ବନ୍ଦ୍ୱ ରେ ରହିବା ସ୍ୱାଭାବିକ ।ମୁଁ ଏହି ପୋଷ୍ଟରେ ଶେଖ ହାସିନା ଙ୍କ କ୍ଷମତା ଚ୍ୟୁତ ବିଷୟ ଆଲୋଚନା କରୁ ନାହିଁ । କାରଣ ପୂର୍ବରୁ ବିସ୍ତୃତ…

Read More

ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା: ଆଇଏମଏର ଦେଶବ୍ୟାପି ଆନ୍ଦୋଳନ ଡାକରା…

ନୂଆଦିଲ୍ଲୀ; ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ନିର୍ଦ୍ଦେଶ କ୍ରମେ କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ୍‌ରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଡାକ୍ତର ମାନେ ଦେଶବ୍ୟାପି ଆନ୍ଦୋଳନ ଆରମ୍ଭ କରିଛନ୍ତି। ସେହିପରି ଶନିବାର ଦିଲ୍ଲୀ ଏମ୍ସରେ ମଧ୍ୟ ଡାକ୍ତର ମାନେ କ୍ୟାମ୍ପସ ଭିତରେ ପୋଷ୍ଟର ଓ ସ୍ଲୋଗାନ ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆଇଏମଏର ସାଧାରଣ ସଚିବ ଡ. ଅନିଲ କୁମାର ନାୟକ କହିଛନ୍ତି ଆମେ ପୁରା ଆଶାବାଦୀ ଯେ ଆମ ଦାବି ଅନୁସାରେ…

Read More