ଶ୍ରାକ୍ଷତ୍ରରେ ସମ୍ପନ୍ନ ହେଲା ମହାପ୍ରଭୁଙ୍କ ଚକ ଅଖ ଡେରା ନୀତି

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ତିଥି । ଏହି ଅବସରରେ ପରମ୍ପରା ଆଧାରରେ ରଥଖଳାରେ ବିଜେ କଲେ ମହାପ୍ରଭୁଙ୍କ ଆଜ୍ଞାମାଳ । ତିନି ରଥରେ ଯୋଡ଼ା ହେଲା ଚକ-ଅଖ । ପ୍ରଥମେ ତାଳଧ୍ବଜ ରଥର ଚକ ଅଖ ଯୋଖା ହୋଇଛି । ପରେ ନନ୍ଦିଘୋଷ ଏବଂ ଶେଷରେ ଦର୍ପଦଳନ ରଥର ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି । ଭୋଇ ସେବକମାନେ ଏହି ନୀତି କାନ୍ତି  କରିଛନ୍ତି  । ଚକ ଅଖ ଡେରା ନୀତି ପାଇଁ…

Read More

ଭୀଷଣ ହେବ ବାତ୍ୟା ” ମୋକା ” ; ୧୪ ତାରିଖରେ ଛୁଇଁବ ସ୍ଥଳଭାଗ

ଭୁବନେଶ୍ୱର : ବାତ୍ୟା ମୋକା ଆଜି ସକାଳ ୫.୩୦ ର ପର୍ଯ୍ୟବେକ୍ଷଣ ଅନୁଯାୟୀ ଗତ 6ଘଣ୍ଟାରେ ଘଣ୍ଟାପ୍ରତି ବେଗ ୯କିମି ହାରରେ ଉତ୍ତରଆଡକୁ ଗତିକରୁଛି ତଥା ୧୩.୨ ଡ଼ିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୮.୧ ଡ଼ିଗ୍ରୀ ପୂର୍ବ ଦ୍ରାଘିମା ନିକଟରେ କେନ୍ଦ୍ରୀଭୂତ ରହିବା ସହ ପୋର୍ଟବ୍ଲେୟାର ଠାରୁ ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ୫୨୦ କିମି , ବଙ୍ଗଳଦେଶ ର କକ୍ସ ବଜ଼ାର ଠାରୁ ଦକ୍ଷିଣଦକ୍ଷିଣ ପଶ୍ଚିମ ଦିଗରେ ୧୦୧୦ କିମି, ଏବଂ ମିଆଁମାର ର ସ୍ୱଇଟେ ଠାରୁ…

Read More

ଭରସାଯୋଗ୍ୟ ବିଜୁଳି ଯୋଗାଣ ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ ଭ୍ରାମ୍ୟମାଣ ସବଷ୍ଟେସନ ମୂତୟନ

ବ୍ରହ୍ମପୁର: ଗ୍ରାହକମାନଙ୍କ ପାଇଁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣକୁ ନିଶ୍ଚିତ କରିବା ଲାଗି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଏହାର ସମସ୍ତ ସର୍କଲରେ ଏବେ ଭ୍ରାମ୍ୟମାଣ ସବଷ୍ଟେସନ ମୂତୟନ କରାଯାଇଛି । ଏହା ଫଳରେ ବିଭ୍ରାଟ ସମୟରେ ବିଜୁଳି ଯୋଗାଣ ସୁଗମ ହେବ। ଛଅଟି ସର୍କଲ୍ ଯଥା ବ୍ରହ୍ମପୁର ସର୍କଲ୍, ସିଟି ସର୍କଲ, ରାୟଗଡ଼ା ସର୍କଲ, ଜୟପୁର ସର୍କଲ୍, ଆସ୍କା ସର୍କଲ୍ ଓ ଭଞ୍ଜନଗର ସର୍କଲରେ ୧୧/୦.୪ କେଭିର ଗୋଟିଏ ଲେଖାଏଁ ଭ୍ରାମ୍ୟମାଣ ସବଷ୍ଟେସନ…

Read More

ଓଡିଶାକୁ ବିପଦ ଖରାଦିନିଆ ବାତ୍ୟା

ଭୂବନେଶ୍ବର ; ଓଡିଶା ଏବଂ ବାତ୍ୟାର ସମ୍ପର୍କ କାହିଁ କେଉଁ ଦିନରୁ । ପ୍ରତିବର୍ଷ ଓଡିଶାକୁ କିଛି ନା କିଛି ପ୍ରାକୃତିକ ବିପର୍ଯ୍ୟୟ ଗ୍ରାସ କରିଥାଏ । କିନ୍ତୁ  ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରୁ ଓଡିଶାକୁ  ବାତ୍ୟା ସବୁଠୁ ଅଧିକ ପ୍ରଭାବିତ କରିଛି । ସେ ୧୯୯୯ର ମହାବାତ୍ୟା ହେଉ ଅବା ୨୦୧୯ର ଫନି, ରାଜ୍ୟର କରୁଣ ଚିତ୍ରରେ ଓଦା ହୋଇଛି ଓଡିଶାର ମାଟି । ୨୦୧୩ରୁ ୨୦୨୦ ଭିତରେ ୫ଟି ବାତ୍ୟାରେ ପ୍ରଭାବିତ ହୋଇଛି ଏହି ରାଜ୍ୟ…

Read More

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରେ ସୃଷ୍ଟି ହେଲା ବାତ୍ୟା ‘ମୋକା’ : ଓଡିଶାକୁ ନାହିଁ ବିପଦ

ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଅବପାତ ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୮ କିଲୋମିଟର୍‌ ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତିଶୀଳ ହୋଇ ସାମୁଦ୍ରିକ ବାତ୍ୟା ‘ମୋକା’ ରେ ପରିଣତ ହୋଇସାରିଛି ।  ପରେ ଭୋର୍‌ ୫.୩୦ରେ ସେହି ଅଞ୍ଚଳରେ କେନ୍ଦ୍ରୀଭୂତ ହେବା ନେଇ ସୂଚନା ଦେଇଛି  ଭାରତୀୟ ପାଣିପାଗ ବିଭାଗ । ପୋର୍ଟବ୍ଲେୟାର ଠାରୁ ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ୫୧୦କିଲୋମିଟର ଦୂରରେ ରହିଛି। କ୍ରମଶଂ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଆଜି ବିଳମ୍ବିତ…

Read More

ଉତୁଙ୍ଗ ଉଦ୍ୟମ- ପାହାଡ ରେ ସୁଡ଼ଙ୍ଗ କରି ଦିଆଯିବ ପାଣି

ଭୁବନେଶ୍ୱର,୧୦/୬ : ରାଜ୍ୟ ସରକାର ବିଜୁ ଏକ୍ସପ୍ରେସ ୱେ-୨ ର ନିର୍ମାଣ ପାଇଁ ପାହାଡ କାଟି ଟନେଲ ଜରିଆରେ ରାସ୍ତା ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇସାରିଛନ୍ତି। ଯାହାକି ଦକ୍ଷିଣ ଓଡିଶାର ଅର୍ଥନୈତିକ ଅଭିବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏବେ ଗଞ୍ଜାମ ଓ ଗଜପତିରେ ପାଣି ଯୋଗାଇବା ପାଇଁ ପାହାଡ ଖୋଳି ଟନେଲ ତିଆରି କରି ଛେଳିଗଡ ଜଳସେଚନ ପ୍ରକଳ୍ପ ପାଇଁ ପଦକ୍ଷେପ ସ୍ୱରୂପ ବୁଧବାର ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ତୁରନ୍ତ କାମ ଆରମ୍ଭ…

Read More

ପୁଣି ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି , ୪୦ ଡିଗ୍ରି ଉପରେ ୧୮ଟି ସହରର ତାପମାତ୍ର

ଭୁବନେଶ୍ବର: ସାରା ରାଜ୍ୟରେ ଅସହ୍ୟ ଖରା। ଗୁଳୁଗୁଳିରେ ସନ୍ତୁଳି ହେଉଛି ଓଡିଶା। ଉପକୂଳରୁ ଉପାନ୍ତ ସବୁଠି ଡହଡହ ଖରାରେ ଜନଜୀନବ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଆକଳନ କରାଯାଇଛି। କ୍ରମାଗତ ଦ୍ବିତୀୟ ଦିନରେ ରାଜ୍ୟର ଅଧିକାଂଶ ଅଞ୍ଚଳର ଲୋକେ ଗ୍ରୀଷ୍ମପ୍ରବାହରେ ଛଟପଟ ହୋଇଛନ୍ତି। ପ୍ରାୟ ୨ ସପ୍ତାହ ପରେ ରାଜ୍ୟରେ ପୁଣି ଥରେ ଗ୍ରୀଷ୍ମ ଲହରି ପରିଲିକ୍ଷିତ ହେଇଛି । ଆଜି ରାଜ୍ୟର ୧୮ଟି ସହରର ତାପମାତ୍ର ୪୦ ଡିଗ୍ରି…

Read More

ଓଡ଼ିଶା ଗସ୍ତରେ ଆସି ନୀତିଶ ଅପଦସ୍ଥ, ଲଲନ ଓ ଝା ଅପମାନିତ

ଭୁବନେଶ୍ୱର,୧୦/୫(ବ୍ୟୁରୋ): ସାରା ଦେଶରେ ବିରୋଧି ଦଳ ମାନଙ୍କୁ ଭେଟି ବିଜେପି ନେତୃତ୍ୱାଧିନ ଜାତୀୟ ଗଣତାନ୍ତ୍ରିକ ମେଣ୍ଚ-ଏନଡିଏ ବିରୋଧରେ ଏକଜୁଟ୍ କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଚେଷ୍ଟା ଆରମ୍ଭ କରିଛନ୍ତି। ଏହି କ୍ରମରେ ଦିନକ ପୂର୍ବରୁ ନୀତିଶ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ସାକ୍ଷାତକୁ ଉଭୟ ନୀତିଶ-ନବୀନ ସୌଜନ୍ୟମୂଳକ କହିଥିବା ବେଳେ ବିହାର ଜେଡି-ୟୁ କାର୍ଯ୍ୟାଳୟ ବିରୋଧି ଏକତା କାର୍ଯ୍ୟକ୍ରମ ବୋଲି ଆଖ୍ୟା ଦେଇଛି। ଯାହାକୁ ନେଇ ଉଭୟ ଓଡ଼ିଶା-ବିହାର…

Read More

ଆଜି ଭୋଟ ଦେଉଛି ଝାରସୁଗୁଡ଼ା, ମଇଦାନରେ ୯ ଆଶାୟୀ

ଭୁବନେଶ୍ୱର,୧୦/୫(ବ୍ୟୁରୋ ): ଝାରସୁଗୁଡ଼ା ଉପନିର୍ବାଚନ ଆଜି ଅନୁଷ୍ଠିତ ହେବାକୁ ଯାଉଛି l ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ସିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ l ନିର୍ବାଚନ ମଣ୍ଡଳୀର ୧୯୭ ଟି ଅଞ୍ଚଳରେ ୨୫୩ ବୁଥ୍ ରେ ଭୋଟିଂ ହେବ । ସମୁଦାୟ ୨ ଲକ୍ଷ ୨୧ ହଜାର ୭୧୯ ଭୋଟର୍ ଭୋଟ୍ ଦେବେ । ଏହା ମଧ୍ୟରେ ୧…

Read More

ଶବ୍ଦାଞ୍ଜଳି’ରେ ଶତାୟୁଙ୍କୁ ଶ୍ରଦ୍ଧାଞ୍ଜଳି
କଥାରେ, କବିତାରେ ଗୁଣଗରିମାର ଛିଟା,

ଢେଙ୍କାନାଳ: କଥାରେ କଥାରେ ଗୁଣଗାନ କରିଛନ୍ତି । କବିତାର ଛନ୍ଦରେ ଶତାୟୁ ଗୁଣଧରଙ୍କୁ ମନେ ପକାଇଛନ୍ତି । ଆଉ ଗରିମା ଉପସ୍ଥାପନ କରି ମଙ୍ଗଳବାର ସନ୍ଧ୍ୟାକୁ ବେଶ୍‍ ରସାଳୁ କରିଛନ୍ତି ଛାତ୍ରଛାତ୍ରୀ । ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ରେ ଅନୁଷ୍ଠିତ ହୋଇଛି ‘ଶବ୍ଦାଞ୍ଜଳି’ । ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କ ୧୬୬ତମ ଜୟନ୍ତୀ, ସୁସାହିତ୍ୟିକ ହରିଶଙ୍କର ପରସାଇ ଓ ଚିତ୍ତରଞ୍ଜନ ଦାସଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ ଶିକ୍ଷାର୍ଥୀମାନେ…

Read More