ବାହାନାଗା ଟ୍ରେନ୍ ଦୁର୍ଘଟଣା : ବାତିଲ ହୋଇଥିବା ଟ୍ରନ୍ ସଂପର୍କରେ ସୂଚନା
ଖଡ଼ଗପୁର;ବାହାନାଗା କରମଣ୍ଡଳ ଟ୍ରେନ୍ ଦୁର୍ଘଟଣା ପରେ ଏହି ରୁଟ୍ରେ ଯାଉଥିବା ବହୁ ଟ୍ରେନ୍କୁ ବାତିଲ୍ କରାଯାଇଛି ବୋଲି ଆଜି ସକାଳେ ରେଳବାଇ ତରଫରୁ ବୁଲେଟିନ ନମ୍ବର ୬ ରେ ସୂଚନା ଦିଆଯାଇଛି। ସେହିପରି, ଆଉ କେତେକ ଟ୍ରେନ୍ର ଗତିପଥ ପରିବର୍ତ୍ତନ କରାଯାଇଥିବା ବେଳେ ବାକି ଟ୍ରେନ୍ମାନଙ୍କର ନିର୍ଦ୍ଧାରିତ ଚଳାଚଳ ସମୟରେ ପରିବର୍ତ୍ତନ କରାଯାଇଛି। ଆଜି ବାତିଲ୍ ହୋଇଥିବା ଟ୍ରେନ୍ଗୁଡ଼ିକ ମଧ୍ୟରେ ରହିଛି- ବିଲ୍ଲୁପୁରମ୍ରୁ ଆସୁଥିବା ୨୨୬୦୬ ବିଲ୍ଲୁପୁରମ୍-ପୁରୁଲିଆ ଏକ୍ସପ୍ରେସ, ତ୍ରିବେନ୍ଦ୍ରମ୍ରୁ ଛାଡୁଥିବା ୨୨୬୪୧ ତ୍ରିବେନ୍ଦ୍ରମ୍-କୋଲ୍କାତା ଶାଲିମାର୍ ଏକ୍ସପ୍ରେସ୍,…
