କାଳବୈଶାଖୀ ପାଇଁ ରାଜ୍ୟରେ କମିଲା ଗରମ ଓ ଗୁଳୁଗୁଳି

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଛି ରାଜ୍ୟବାସୀଙ୍କୁ ତ୍ରାହି। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ପାଇଁ ଗ୍ରୀଷ୍ମ ପ୍ରବାହ କମ୍ ରହିଛି ବା ସହ ତାପମାତ୍ରା କମିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଦୈନିକ ତାପମାତ୍ରା ୪ରୁ ୫ ଡିଗ୍ରୀ ହ୍ରାସ ପାଇବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ଓ ଆସନ୍ତାକାଲି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ଆଶଙ୍କା ରହିଛି। ଆଜି ଦକ୍ଷିଣ ଓଡ଼ିଶାରେ ବିଜୁଳି…

Read More

ରାଜ୍ୟରେ ପାଳିତ ହେଉଛି ଇଦ୍

ଭୁବନେଶ୍ୱର: ଆଜି ମୁସଲମାନଙ୍କ ବଡ଼ ପର୍ବ ଇଦ୍। ଏହି ଉପଲକ୍ଷେ ଆଜି ରାଜ୍ୟର ସବୁ ମସଜିଦ ଓ ଦର୍ଗା ମୈଦାନ ଚଳଚଞ୍ଚଳ ହୋଇଉଠିଛି। ସକାଳୁ ସକାଳୁ ମୁସଲିମ ସମୂହ ନମାଜ ପାଠ ପାଇଁ ବିଭିନ୍ନ ମସଜିଦରେ ପ୍ରବଳ ଭିଡ଼ ଲଗାଇ ଥିବା ଦେଖିବାକୁ ମିଳିଛି। ନମାଜ ପାଠ ପରେ ପରସ୍ପରକୁ ଇଦ ମୁବାରକ ଜଣାଇ ଏକ ଖୁସିର ପରିବେଶ ଚାରିଆଡେ ସୃଷ୍ଟି ହୋଇଛି। ଏହାପରେ ଘରେ ଘରେ ସୁସ୍ୱାଦୁ ବ୍ୟଞ୍ଜନ ସାଙ୍ଗକୁ ମଉଜର ଆସର ଜମୁଛି। ଆଜିର…

Read More

ବଜ୍ରପାତର ଜିଲ୍ଲା ପାଲଟିଛି କୋରାପୁଟ

ବ୍ରହ୍ମପୁର, ୨୧/୪(ବ୍ୟୁରୋ): ଶାବର ଶ୍ରୀକ୍ଷେତ୍ର କୋରାପୁଟକୁ ବଜ୍ରପାତ ବିପଦ ପଡ଼ିଛି। ବିଗତ 4 ଦିନ ହେବ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ହେବା ସହ ଭୟଙ୍କର ବ୍ରଜପାତ ହେଉଛି। ମାତ୍ର ୭ ମିନିଟ୍ ମଧ୍ୟରେ ଜିଲ୍ଲାରେ ୫୩୯୫ ଥର ବ୍ରଜପାତ ହୋଇଛି। କେନ୍ଦ୍ର ସରକାରଙ୍କ ଦାମିନୀ ଆପ୍ ଦ୍ୱାରା ଏହି ସୂଚନା ସାର୍ବଜନୀନ କରାଯାଇଛି। ଜିଲ୍ଲାର ଜୟପୁର, ସିମିଳିଗୁଡ଼ା, ନନ୍ଦପୁର, ବୈପାରୀଗୁଡ଼ା ଏବଂ ଲମତାପୁଟ ଅଞ୍ଚଳରେ ବ୍ୟାପକ ବଜ୍ରପାତ ହୋଇଥିବା ଜଣାପଡିଛି।

Read More

ଓଡ଼ିଆ ଯବାନ ଦେବାଶିଷଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୀୟକ

ଭୁବନେଶ୍ବର : ଜମ୍ମୁ କାଶ୍ମୀରର ପୁଂଜରେ ଆତଙ୍କବାଦୀ ବିରୋଧୀ ଅପରେସନରେ ସାମିଲ ଥିବା ରାଷ୍ଟ୍ରୀୟ ରାଇଫଲ୍ସର ୫ ଜଣ ଯବାନ ସହିଦ ହୋଇଛନ୍ତି। ଗତକାଲି ଆତଙ୍କବାଦୀମାନେ ସେନା ବାହିନୀର ଗାଡ଼ିକୁ ଗ୍ରେନେଡ୍ ମାଡ଼ କରିଥିଲେ। ଫଳରେ ୫ ଜଣ ଯବାନ ସହିଦ୍ ହୋଇଛନ୍ତି । ଏହି ପାଞ୍ଚ ଜଣଙ୍କ ମଧ୍ୟରେ ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳ ଅଛନ୍ତି। ତାଙ୍କ ଘର ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅଳୁଗୁମ ପଞ୍ଚାୟତର ଖଣ୍ଡାୟତ ସାହିରେ। ଜମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀ…

Read More

ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ପରଲୋକ

ଭୁବନେଶ୍ୱର,21/4(ବ୍ୟୁରୋ ):ଜଗତସିଂହପୁରର ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ଶୁକ୍ରବାର ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ସ୍ବର୍ଗତ କାନୁନଗୋଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ଶ୍ରୀ କାନୁନଗୋ ମାର୍ଚ୍ଚ ୩୦ ତାରିଖରୁ ରାଜଧାନୀ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ l ଶ୍ରୀ କାନୁନଗୋଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ରାଜନେତା ଓ ବୁଦ୍ଧିଜୀବୀ ଗଭୀର ଶୋକ ପ୍ରକାଶ କରିଛନ୍ତି l…

Read More

କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ଓଡ଼ିଶା ଦକ୍ଷତା କନକ୍ଲେଭ୍ ୨୦୨୩

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଦକ୍ଷତା କନକ୍ଲେଭ୍ ୨୦୨୩କୁ ଉଦଘାଟନ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଏହି ସମାରୋହରେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ଓଡ଼ିଶା ଦକ୍ଷତା ବିକାଶ ଅଥରିଟି ଅଧ୍ୟକ୍ଷ ସୁବ୍ରତ ବାଗଚୀ ପ୍ରମୁଖ ଉପସ୍ଥିତ ରହିଥିଲେ l ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଲିଟେକନିକ୍, ବୈଷୟିକ ଶିକ୍ଷାନୁଷ୍ଠାନ, ଇଞ୍ଜିନିୟରିଂ କଲେଜର ପ୍ରାୟ ୩ ହଜାର ଶିକ୍ଷାର୍ଥୀ ଓ ଶିଳ୍ପପତି ଅଂଶଗ୍ରହଣ…

Read More

ଆହୁରି ୨ ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ; ୬ ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ଗୁଳୁଗୁଳିରେ ସିଝୁଛନ୍ତି ରାଜ୍ୟବାସୀ। ଆକାଶରୁ ବର୍ଷୁଛି ନିଆଁ । ଘରୁ ବାହାରିଲେ ମୁହଁ -ହାତ ପୋଡ଼ି ଯାଉଛି। ଆଉ ଏମିତି ପରିସ୍ଥିତିରେ ଅସମ୍ଭାଳ ତାତିକୁ ଗୁଳୁଗଳିରେ ଆଉଟୁ ପାଉଟୁ ହେଉଛି ସାରା ଓଡ଼ିଶା। ଆଜି ମଧ୍ୟ ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟବ୍ୟାପୀ ଆକାଶରୁ ଦିନ ତମାମ୍‌‌ ନିଆଁବର୍ଷା ହେଉଥିବା ବେଳେ ଆଗାମୀ ୨ ଦିନ ଯାଏଁ ତାପମାତ୍ରା ଅପରିବର୍ତ୍ତିତ ରହିବ।…

Read More

କାଲିଠୁ ଗ୍ରୀଷ୍ମ ଛୁଟି ; ବନ୍ଦ ରହିବ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ

ଭୁବନେଶ୍ୱର: ଆସନ୍ତାକାଲିଠୁ ଖରା ଦିନ ଛୁଟି ଘୋଷଣା କଲେ ରାଜ୍ୟ ସରକାର । କାଲିଠୁ ବନ୍ଦ ରହିବ ରାଜ୍ୟର ସମସ୍ତ ସରକାରୀ-ବେସରକାରୀ ସ୍କୁଲ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍‌ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା କଲେ ରାଜ୍ୟ ସରକାର । ତାପାମାତ୍ରା ବଢ଼ୁଥିବାରୁ ୧୮ ତାରିଖରେ ସମସ୍ତ ସ୍କୁଲକୁ ୨ ଦିନ ପାଇଁ ଛୁଟି ଘୋଷଣା କରିଥିଲେ…

Read More

ପୁଷ୍ପା -୨ ର ସୁଟିଂ ପାଇଁ ତରାବୁରେ ପହଞ୍ଚିଲେ ଆଲୁ ଅର୍ଜୁନ

ମାଲକାନଗିରି; ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ପାଖକୁ ଲାଗିଥିବା ତଥା ଅନ୍ଧ୍ରପ୍ରଦେଶ ସୀମାରେ ଥିବା ତରାବୁରେ ପୁଷ୍ପା ଚଳଚ୍ଚିତ୍ରର ପାର୍ଟ-୨ ସୁଟିଂ ଆରମ୍ଭ ହୋଇଛି। ଗତକାଲି ଏହି ଚଳଚ୍ଚିତ୍ରର ନିର୍ମାତା ସଂସ୍ଥାର ପୂରା ଟିମ୍ ତରାବୁ ଜଳ ପ୍ରପାତରେ ପହଞ୍ଚି ସୁଟିଂ କରିଛନ୍ତି।ଜଙ୍ଗଲରେ ସୁପର ଷ୍ଟାର ଆଲୁ ଅର୍ଜୁନଙ୍କ ସମେତ ସହ ଅଭିନେତା, ଅଭିନେତ୍ରୀମାନେ ପହଞ୍ଚି ଫିଲ୍ମ ସୁଟିଂ ଆରମ୍ଭ କରିଛନ୍ତି । ସ୍ଥାନୀୟ କିଛି ଲୋକେ ଏହି ସୁଟିଂ ସେଟ୍‌ ରେ ପହଞ୍ଚି ଏହାର ଦୃଶ୍ୟ ଦେଖିବାକୁ…

Read More

ପ୍ରଚାର ପାଇଁ ଝାରସୁଗୁଡ଼ା ଆସିବେ କହ୍ନେୟା କୁମାର

ଭୁବନେଶ୍ୱର,୧୯/୪(ବ୍ୟୁରୋ ): ଜେଏନୟୁ ଛାତ୍ର ସଂସଦର ପୂର୍ବତନ ସଭାପତି କହ୍ନେୟା କୁମାର ଝାରସୁଗୁଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ତରଫରୁ ପ୍ରଚାର କରିବା ନେଇ ଜଣାପଡିଛି l କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ପାଇଁ କୁମାର ପ୍ରଚାର କରିବେ ବୋଲି ଜଣା ପଡ଼ିଛି l କଂଗ୍ରେସ ପକ୍ଷରୁ ତାରକା ପ୍ରଚାରକ ତାଲିକାରେଏଆଇସିସି ସାଧାରଣ ସମ୍ପାଦକ ଏ. ଚେଲା କୁମାର ମଧ୍ୟ ରହିଛନ୍ତି lଏହି ତାଲିକାରେ ପିସିସି ସଭାପତି ଶରତ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ, କଂଗ୍ରେସ ବିଧାୟକ…

Read More