କୃଷିଜାତ ସାମଗ୍ରୀର ବଜାର ସୁବିଧା:ଓଏସଏଏମ ବୋର୍ଡ ଓ ଆଇସିଆରଆଇଏସ୍ଏଟି ମଧ୍ୟରେ ରାଜିନାମା

ଭୁବନେଶ୍ୱର, ୨/୫-(ବ୍ୟୁରୋ ) : ରାଜ୍ୟରୁ ଉତ୍ପାଦିତ କୃଷିଜାତ ସାମଗ୍ରୀର ବଜାର ସୁବିଧା ପାଇଁ ସମବାୟ ବିଭାଗ ଏକ ପ୍ରକଳ୍ପ ଆରମ୍ଭ କରିଛନ୍ତି ଯାହା ରାଜ୍ୟର ସମସ୍ତ ୬୬ ନିୟନ୍ତ୍ରିତ ବଜାର କମିଟି (ଆରଏମସି), ୪୩ କୃଷକ ବଜାର, ୭୬ ଟି ମ୍ୟୁନିସିପାଲିଟି ବଜାର ସହିତ ୮୦୦ ଏଫ୍ପିଓ ଏବଂ ମହିଳା ଏସଏଚଜି କୁ ଏକାଠି କରିିବ । ଏଥିପାଇଁ ବିଭାଗ ତରଫରୁ ଓଡିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡ (ଓଏସ୍ଏଏମ୍ ବୋର୍ଡ) ଏବଂ ହାଇଦ୍ରାବାଦ ସ୍ଥିତ…

Read More

ବାତ୍ୟାର ଗତି ଜଟିଳ, ପ୍ରସ୍ତୁତ ରହିବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୨/୫ (ବ୍ୟୁରୋ ): ବଙ୍ଗୋପସାଗରରେ ମେ  ମାସ ରେ  ବାତ୍ୟାର ଆସି ଥାଏ l ଗତ  ତିନି  ବର୍ଷ  ମଧ୍ୟରେ   ଓଡିଶା  ମଧ୍ୟ   ମେ  ମାସ  ବାତ୍ୟାର  ସମ୍ମୁଖିନ  ହୋଇଛି  l ଏ  ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ମଙ୍ଗଳବାର  ଅପରାହ୍ନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଗ୍ରୀଷ୍ମ ଋତୁ ର ବାତ୍ୟା   ସମ୍ପର୍କରେ ଆଲୋଚନା  କରିଥିଲେ ଗ୍ରୀଷ୍ମ  ରୁତୁ  ବାତ୍ୟା ର ର  ଗତି  ଜଟିଳ।   ଫନି   ବାତ୍ୟା  ସମ୍ପର୍କରେ  ସ୍ମରଣ  କରି …

Read More

ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ସୁଦୃଢ ହେବ ସୁରକ୍ଷା ବ୍ୟବସ୍ଥା ; କେନ୍ଦୁଝର ଓ ବଡବିଲ ଦୂର ହେବ ଟ୍ରାଫିକ୍ ସମସ୍ୟା

ଭୁବନେଶ୍ବର; ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଆଉଟପୋଷ୍ଟକୁ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ପୋଲିସ ଷ୍ଟେସନକୁ  ଉନ୍ନୀତୀକରଣ  କରାଯାଇ, ୨୩ଟି ଅତିରିକ୍ତ ପଦବୀ ସୃଷ୍ଟି କରାଯାଇଛି । ଏ ସଂପର୍କୀୟ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି । ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ।ଏହି ପୋଲିସ ଷ୍ଟେସନରେ ସୃଷ୍ଟି ହୋଇଥିବା ୨୩ଟି ନୂତନ ପଦବୀ ମଧ୍ୟରେ ଗୋଟିଏ ଇନ୍‌ସପେକ୍ଟର, ୬ଟି ସବ୍‌ ଇନିସପେକ୍ଟର, ୩ଟି ଆସିଷ୍ଟାଣ୍ଟ…

Read More

ଅଙ୍ଗନବାଡି କେନ୍ଦ୍ରରେ ମିଶିବ ୨,୮୩୬ ମିନି ଅଙ୍ଗନବାଡି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟର ୨,୮୩୬ ଛୋଟ  ଅଙ୍ଗନବାଡି କୁ ଉନ୍ନୀତ କରାଯାଇ ଅଙ୍ଗନବାଡି କେନ୍ଦ୍ରରେ  ପରିଣତ କରିଛନ୍ତି  ରାଜ୍ୟ ସରକାର  । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ରାଜ୍ୟରେ ଶିଶୁ ଓ ମହିଳା ମାନଙ୍କ ସ୍ବାସ୍ଥ୍ୟ ଓ ସଚେତନତା ପାଇଁ ମୁଖ୍ୟମନ୍ତ୍ରୀ  ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି।  ସୂଚନାଯୋଗ୍ୟ  ଯେ  ରାଜ୍ୟରେ  ବର୍ତ୍ତମାନ  ୭୪,୧୫୪  ଅଙ୍ଗନବାଡି …

Read More

୩ୟ ପର୍ଯ୍ୟାୟରେ ପୁଣି ୪୪୯ ସ୍କୁଲ ହେବ ରୂପାନ୍ତରିତ

ଭୁବନେଶ୍ବର: ରାଜ୍ୟର ଶିକ୍ଷାବ୍ୟବସ୍ଥାକୁ ଗୁଣାତ୍ମକ ତଥା ସ୍କୁଲଗୁଡ଼ିକୁ ସ୍ମାର୍ଟ ଓ ସୁନ୍ଦର କରିବା ପାଇଁ ମୁଖ୍ୟମନ୍ତ୍ରୀ ନେଇଛନ୍ତି ଦୃଢ଼ ଶପଥ। ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ହେଉଛି  ପରିବର୍ତ୍ତନ। ‘୫-ଟି’ ହାଇସ୍କୁଲ ରୂପାନ୍ତରଣ ଯୋଜନାରେ ବଦଳୁଛି ବିଦ୍ୟାଳୟର ନକ୍ସା ।  ଜାରି ରହିଛି ତୃତୀୟ ପଯ୍ୟାୟରେ ୫ -ଟି ସ୍କୁଲ ରୂପାନ୍ତରଣର ଲୋକାର୍ପଣ । ଆଜି ୫ ଜିଲ୍ଲାର ୪୪୯ ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ବାଲେଶ୍ବରର ୨୩୩, ନୟାଗଡ଼ର ୬୪, ନୂଆପଡ଼ାର ୫୮, ରାୟଗଡ଼ାର…

Read More

ରାଜ୍ୟର ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ବର : ଆଜିଠୁ ରାଜ୍ୟ କମିବ ତାପମାତ୍ରା । ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଜାରି ରହିଥିବାରୁ ତାପମାତ୍ରା କମିବା ନେଇ  ପାଣିପାଗ ବିଭାଗ ଆକଳନ କରୁଛି । ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଆକଳନ କରାଯାଇଛି । ବିଶେଷକରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ଅଧିକ ରହିବ ।ରାଜ୍ୟରେ ଆଜିଠୁ ଆସନ୍ତା ୪ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ । କିଛିଦିନର ବ୍ୟବଧାନ ପରେ ଦିନ ତାପମାତ୍ରା…

Read More

ଟିପିଏସ୍‌ଓଡିଏଲ୍ ପକ୍ଷରୁ ପଥପ୍ରାନ୍ତ ନାଟକ ଜରିଆରେ ଜନ ସଚେତନତା ସୃଷ୍ଟି

ବ୍ରହ୍ମପୁର, ୩୦ ଏପ୍ରିଲ୍ ୨୦୨୩: ନିଜ କର୍ମଚାରୀ, ବ୍ୟବସାୟ ସହଯୋଗୀ ଓ ରାଜ୍ୟବାସୀଙ୍କ ଲାଗି ସୁରକ୍ଷା ସଂସ୍କୃତି ସୃଷ୍ଟି ଓ ପ୍ରସାର କରିବା ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ପଥପ୍ରାନ୍ତ ନାଟକ ଜରିଆରେ ଜନ ସଚେତନତା ସୃଷ୍ଟି କରାଯାଉଛି। ପଶୁ ଶିକାର ପାଇଁ ବେଆଇନ ହୁକ ପକେଇବା, ଟିପିଏସ୍‌ଓଡିଏଲ୍ ଭିତ୍ତିଭୂମି ନିକଟରେ ବେଆଇନ ନିର୍ମାଣ ଏବଂ ଘରୋଇ ବିଦ୍ୟୁତ ସୁରକ୍ଷା ଉପରେ ପଥପ୍ରାନ୍ତ ନାଟକ ଜରିଆରେ ସଚେତନତା ସୃଷ୍ଟି କରାଯାଉଛି । ଚଳିତ…

Read More

କିଛିଦିନରେ ଓଡ଼ିଶାରେ ଏହି ଖେଳ କରିବାକୁ ଯାଉଛି ବିଜେପି…. ଲୋକସଭା ଆସନରେ ଆହୁରି ହାଇ ପ୍ରୋଫାଇଲ ପ୍ରାର୍ଥୀ….. ବିଜେଡି ବିଦ୍ରୋହୀଙ୍କ ଉପରେ ନଜର

ଭୁବନେଶ୍ୱର,୨୯/୪(ବ୍ୟୁରୋ): କର୍ନାଟକ ନିର୍ବାଚନ ସରିଯାଇଛି। ଫଳାଫଳ ଯାହା ହେଉ ନା କାହିଁକି ଆଗାମୀ ଦିନରେ ଓଡ଼ିଶାରେ ସକ୍ରିୟ ହେବ ବିଜେପି। ମେ ମାସ ଶେଷ ଆଡକୁ ଉପକୂଳ ଓଡ଼ିଶାରେ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ କାର୍ଯ୍ୟକ୍ରମ ରଖାଯିବ। ରାଜ୍ୟର ସାଙ୍ଗଠନିକ ସ୍ତରରେ ମଧ୍ୟ ବ୍ୟାପକ ପରିବର୍ତ୍ତନ କରାଯିବ। ନୂତନ ଭାବେ ପ୍ରଭାରୀ ନିଯୁକ୍ତ ହୋଇଥିବା ସୁନୀଲ ବଂଶଲଙ୍କ ଦ୍ୱାରା କରାଯାଇଥିବା ଏକ ସର୍ଭେରେ ଏହି ରିପୋର୍ଟ ଦିଆଯାଇଛି। ଏହି ରିପୋର୍ଟରେ ବିଜେପିର…

Read More

ଗତ ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ମୃତ୍ୟୁ ସଂଖ୍ୟା ୧୯୪ ; ବଜ୍ରପାତରେ ୯୦ ପ୍ରତିଶତ ଲୋକଙ୍କ ଯାଇଛି ଜୀବନ

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟରେ ଗତ ବର୍ଷ ରାଜ୍ୟରେ ୧୯୪ ଜଣଙ୍କ ମୃତ୍ୟୁ ।ଘଟିଛି ବଜ୍ରପାତ, ବନ୍ୟା ଓ ପବନ ସାଙ୍ଗକୁ ଅଂଶୁଘାତରେ ଓଡିଶା ଲୋକଙ୍କର ଜୀବନ ଯାଇଛି। ମୋଟ ମୃତ୍ୟୁର ୯୦ ପ୍ରତିଶତ କେବଳ ବଜ୍ରପାତ  ଜନିତ। ୨୦୨୨ରେ ବଜ୍ରପାତରେ ୧୬୮ ଜଣ ଲୋକ ପ୍ରାଣ ହରାଇଛନ୍ତି ବୋଲି ଆଇଏମ୍‌‌ଡି ପକ୍ଷରୁ ପ୍ରକାଶ ପାଇଥିବା “ଓଡ଼ିଶା କ୍ଲାଇମେଟ୍‌‌ ସ୍ଟେଟ୍‌‌ମେଣ୍ଟ-୨୦୨୨”ର ଏହି ତଥ୍ୟ ଦିଆଯାଇଛି । ବନ୍ୟା ଓ ପ୍ରବଳ ବର୍ଷା ଯୋଗଁ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା…

Read More