କ୍ରମାଗତ ୪ ଦିନ ହେଲାଣି ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରି
କ୍ରମାଗତ ଭାବେ ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି। ସକାଳ ୭ଟାରୁ ସୂର୍ଯ୍ୟଦେବତାଙ୍କ ପ୍ରଖର କିରଣ ଆରମ୍ଭ ହୋଇଯାଇଯାଉଛି। ଅପରାହ୍ଣ ବେଳକୁ ଆହୁରି ତତାଉଛି। ଜରୁରି କାମ ନଥିଲେ ଲୋକେ ବାହାରକୁ ଯିବାକୁ ଚାହୁଁ ନାହାନ୍ତି। ଆଜି ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱର ଓ ଝାରସୁଗୁଡ଼ା ସର୍ବାଧିକ ୪୧ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ୱର: ୪୧.୦ ଡ଼ିଗ୍ରିଝାରସୁଗୁଡା: ୪୧.୦ ଡ଼ିଗ୍ରିସମ୍ବଲପୁର: ୪୦.୬ ଡ଼ିଗ୍ରିଚାନ୍ଦବାଲି: ୪୦.୦ ଡ଼ିଗ୍ରିହୀରାକୁଦ: ୩୯.୪ ଡ଼ିଗ୍ରିକେନ୍ଦୁଝର: ୩୭.୨ ଡ଼ିଗ୍ରିବାଲେଶ୍ୱର: ୩୫.୮ ଡ଼ିଗ୍ରିଗୋପାଳପୁର:…
