ଇନ୍ଦିରା ଗାନ୍ଧୀ ଓ ଶେଖ ହସିନା – ମେଳ ଅଳପ – ଅମେଳ ବହୁତ
ନୂଆଦିଲ୍ଲୀ : (ବିଜୟ ସାହୁ)- ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁଙ୍କକନ୍ୟା ଇନ୍ଦିରା ଗାନ୍ଧୀ । ସେମିତି ବଙ୍ଗଳା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ମୁଜିବୁର ରହମନଙ୍କ କନ୍ୟା ଶେଖ ହସିନା । ଏହା ହେଲା ଉଭୟଙ୍କ ଭିତରେ ବଡ଼ ମେଳ । କିନ୍ତୁ ବଡ଼ ଅମେଳ ହେଲା ନେହରୁଙ୍କ କନ୍ୟା ପିଲା ଦିନୁ ରାଜନୈତିକ ପରିବେଶରେ ବଢି ଥିଲେ ଓ ନେହେରୁ ପ୍ରଧାନମନ୍ତ୍ରୀ ହେବା ପରେ ବିଶ୍ୱ ନେତା ଓ ବିଶ୍ଵ କୂଟନୀତି ସମ୍ପର୍କରେ ପ୍ରତ୍ୟକ୍ଷ…
