Biju legacy Debate Row ବ୍ୟବସାୟିକ ଲାଭ ହିଁ ସାର, ଅନ୍ୟ କଥା ଗାଲୁ ଗପ

ଭୁବନେଶ୍ୱର :(ବିଜୟ ସାହୁ )-ରାଜ୍ୟ ସଭା ନିର୍ବାଚନରେ ଯେହେତୁ ନବୀନ ପଟ୍ଟନାୟକ କଂଗ୍ରେସ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ସମର୍ଥନ କଲେ ତେଣୁ ଓରିଜିନାଲ ବିଜୁ ପରିବାରର ନେତାମାନଙ୍କ ସନ୍ତାନମାନେ ବିଦ୍ରୋହ କରୁଛନ୍ତି । ଏହା ହିଁ ବର୍ତ୍ତମାନର ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ବିଷୟ ,ଏପରି କି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ।କିନ୍ତୁ ଟିକିଏ ପଛକୁ ବୁଲି ଇତିହାସ ଦେଖିଲେ ଏହି ଚର୍ଚ୍ଚାର ମେରୀଖୁଣ୍ଟଦିଲ୍ଲୀପ ରାୟ ପ୍ରଥମରୁ ସେୟା ନଥିଲେ ।…

Read More

ମହାରାଷ୍ଟ୍ର ରାଜନୀତିରେ ହଟଚମଟ: ବିଜେପି ବିରୋଧରେ ନିର୍ବାଚନୀ ଅନିୟମିତତା ଅଭିଯୋଗ ଆଣିଲେ ଏକନାଥ ସିନ୍ଦେ

ମୁମ୍ବାଇ: (ବିଶ୍ୱଜିତ ପରିଡା )-ମହାରାଷ୍ଟ୍ରର ମହାୟୁତି ମେଣ୍ଟ ସରକାରରେ ଏବେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ଉପ-ମୁଖ୍ୟମନ୍ତ୍ରୀ ଏବଂ ବିଜେପିର ସହଯୋଗୀ ନେତା ଏକନାଥ ସିନ୍ଦେ ନିଜ ସରକାର ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ସାତାରା ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ନେତାମାନେ ବ୍ୟାପକ ଅନିୟମିତତା କରିଥିବା ସେ ଅଭିଯୋଗ କରିଛନ୍ତି ।ଘଟଣାଟି କ’ଣ ? ଗତ ମାର୍ଚ୍ଚ ୨୦ (ଶୁକ୍ରବାର) ଦିନ ସାତାରା ଜିଲ୍ଲା…

Read More

USA – Israeli ବାପ ବେଟେ ଦୋନୋଁ ଜଳିଲ
ଆମେରିକା ଔର ଇସ୍ରାଏଲ :

ନୂଆଦିଲ୍ଲୀ :(ବିଜୟ ସାହୁ )-କିଛି ଦିନ ମହଲତ ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ @realDonald Trump ସାଇଟରେ ପୋଷ୍ଟ କରିଛନ୍ତି -(କିଛି ମର୍ମାର୍ଥ ) ଆମେରିକା ଓ ଇରାନ ମଧ୍ୟରେ ଦୁଇ ଦିନ ମଧ୍ୟପ୍ରାଚ୍ୟରେ ଶତ୍ରୁତା ସମ୍ପର୍କରେ ସମ୍ପୂର୍ଣ୍ଣ ସଫଳ ଆଲୋଚନା ହେଇଥିଲା । ଏହି ଆଲୋଚନାକୁ ଆଧାର କରି ଏହି ଶତ୍ରୁତାର ସମ୍ପୂର୍ଣ୍ଣ ସମାଧାନ ଉପରେ ଆଲୋଚନା ହେବ ଓ ସେଥିପାଇଁ ସେ ଯୁଦ୍ଧ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି 5ଦିନ ପାଇଁ ଇରାନର ପାୱାରପ୍ଲାଣ୍ଟ ଓ ଅନ୍ୟାନ୍ୟ…

Read More

Biju Pattnaik vs President of India ରାଜ୍ୟପାଳଙ୍କ ବିରୋଧରେ କୋର୍ଟ ଯାଇଥିଲେ ବିଜୁ

ଭୁବନେଶ୍ୱର :(ବିଜୟ ସାହୁ )-ଚଳିତ ରାଜ୍ୟସଭା ନିର୍ବାଚନରେନିଜ ନିଜ ବିଧାୟକଙ୍କୁ ନେଇ ବାହାରେ ରଖିବା ଅଥବା ଅଫିସ ଭିତରେ ରାତିରେ ରଖିବାକୁ ବର୍ତ୍ତମାନ ମିଡ଼ିଆ Resort Politics କହୁଛନ୍ତି । ବିଶେଷ କରି ନବୀନ ନିବାସରେ ଲୁଙ୍ଗି ପିନ୍ଧା ଦୃଶ୍ୟଟି ବହୁତ ଚର୍ଚ୍ଚା ହେଇଛି ।ଏହି ଆଖ୍ୟାନଟି ଶିବସେନା ଉଦ୍ଧବ ଥାକରେ ସରକାର ଭାଙ୍ଗିଥିବା ଏକନାଥ ସିନ୍ଧେ ଖାତାକୁ ଯାଉଛି ଯେହେତୁ ଏହା ସବୁଠାରୁ ବଡଧରଣର ରାଜନୈତିକ କର୍ମକାଣ୍ଡ ଥିଲା ଓ ଏଥିରେ ତିନି ଚାରିଟି ରାଜ୍ୟ…

Read More

Biju Pattnaik In odisha Politics ବିଜୁ କଂଗ୍ରେସ ବିରୋଧୀ ନୁହଁ, ଇନ୍ଦିରାଙ୍କ ଏକଛତ୍ରବାଦ ବିରୋଧୀ

ଭୁବନେଶ୍ୱର : (ବିଜୟ ସାହୁ ):ରାଜ୍ୟସଭା ନିର୍ବାଚନକୁ ନେଇ ଯେମିତି ବର୍ତ୍ତମାନ ଓରିଜିନାଲ ବିଜୁ ପରିବାର ଓ ନବୀନ-ବିଜୁ ଲିଗାସୀ ମଧ୍ୟରେ ଦ୍ବନ୍ଦ୍ୱ ଲାଗିଛି ସେମିତି ବିଜୁବାବୁଙ୍କ ସମୟରେ ରାଜ୍ୟସଭା ନିର୍ବାଚନକୁ ନେଇ କେନ୍ଦ୍ର କଂଗ୍ରେସ ଓ ରାଜ୍ୟ କଂଗ୍ରେସ ମଧ୍ୟରେ ତୁଙ୍ଗ ନେତାମାନଙ୍କ ଲଢେଇ ଚାଲିଥିଲା ।ସେତେବେଳେ ବିଜୁବାବୁଙ୍କ ଏହି ରାଜନୈତିକ ପରିବାର ( ଦିଲ୍ଲୀପ ରାୟଙ୍କ ଭାଷାରେ ) ଜନ୍ମ ହେବାକୁ ଅନେକ ବର୍ଷ ବାକି ଥିଲା ।ମୁଁ ବିଜୁ ବାବୁଙ୍କୁ ପ୍ରଥମେ ଖୁଵ…

Read More

Biju legacy : ସେ କାଳ ଖଣ୍ଡରେ ଏମାନଙ୍କ ଚେର ନଥିଲା…..

ଭୁବନେଶ୍ୱର :(ବିଜୟ ସାହୁ)-ସତୁରୀ ଦଶକ ଥିଲା ବିଶ୍ଵବ୍ୟାପୀ ଛାତ୍ର ଆନ୍ଦୋଳନର ଏକ ଐତିହାସିକ କାଳଖଣ୍ଡ । ଏବଂ ଏହା ମଧ୍ୟ ଥିଲା କଂଗ୍ରେସ ଭିତରେ ବିଦ୍ରୋହର କାଳଖଣ୍ଡ ।ଏହି ପ୍ରେକ୍ଷାପଟରେ ଓଡ଼ିଶା ଛାତ୍ର ରାଜନୀତିର କିଛି ଘଟଣାକୁ ଅତୀତାବଲୋକନ କରିବି ।ଘଟଣାଗୁଡିକ ପ୍ରାସଙ୍ଗିକତା କ୍ରମେ ଆଗ ପଛ ହେଇ ପାରେ ।ମୁଁ ପୂର୍ବରୁ କିଛି ପୋଷ୍ଟରେ ଖ୍ରୀଷ୍ଟ କଲେଜର ଛାତ୍ର ପଦୀପ୍ତ ପଣ୍ଡା ରେଭେନ୍ସା କଲେଜ ନିକଟରେ ସହୀଦ ହେବା ଓ ବାମପନ୍ଥୀ  ବିଚାରକ କବି ସଚ୍ଚି…

Read More

ନେପାଳ ନିର୍ବାଚନ : ଆମ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ

କାଠମାଣ୍ଡୁ :(ବିଜୟ ସାହୁ )-ବିଗତ 25 ବର୍ଷ ଧରି ନେପାଳ ସମାଜ ବହୁ ଘଟଣା ଦ୍ଵାରା ଉଥଲ ପୁଥଲ ହେଇ ଚାଲିଛି । (1996-2006 ) ମାଓବାଦୀ ବିଦ୍ରୋହ, 2001ର ନେପାଳ ରାଜ ପ୍ରାସାଦ ଗଣ ସଂହାର ଏବଂ 2015 ରେ ରାଜା ଜ୍ଞାନେନ୍ଦ୍ରଙ୍କ ରାଜପାଲେସ କ୍ୟୁପ ଏହା ମଧ୍ୟରେ ଅନ୍ତର୍ଭୁକ୍ତ । ପ୍ରତ୍ୟେକ ଘଟଣା ନାଗରିକ ସମାଜ ଓ ସରକାରମାନଙ୍କ ଭିତରେ ଅସ୍ଥିରତା ସୃଷ୍ଟି କରିଛି ଓ କୂଟନୈତିକ ସମ୍ପର୍କ ନିଷ୍ପତ୍ତି କ୍ଷେତ୍ରରେ ଦୁର୍ବଳତା ସୃଷ୍ଟି…

Read More

Rajya sabha Election 2026, ଡ଼ାର୍କ ହର୍ସ ହୋଇ ପାରନ୍ତି ରଘୁବର, ବସନ୍ତ, ଗୌତମ

ଭୁବନେଶ୍ୱର-(ହରେକୃଷ୍ଣ ଦାସ)- ବିଜେପି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ ନିମନ୍ତେ ଗୌତମ ରାୟ, ବସନ୍ତ ପଣ୍ଡା ଓ ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କୁ ନେଇ ଚର୍ଚ୍ଚା ଚାଲିଛି। କିନ୍ତୁ ସତ୍ୟତା ନେଇ ସଂଦେହ ରହିଛି। ବସନ୍ତ ପଣ୍ଡାଙ୍କୁ ରାଜ୍ୟସଭାକୁ ପଠାଇବା ପାଇଁ ନୂଆପଡ଼ା ଉପନିର୍ବାଚନ ସମୟରେ ବିଜେପି ପ୍ରତିଶ୍ରୁତି ଦେଇଥିଲା। ନୂଆପଡ଼ା ବିଧାନସଭା ଆସନ ଢୋଲକିଆ ପରିବାର ହାତକୁ ଚାଲି ଯାଇଥିବା ବେଳେ ବସନ୍ତ ପଣ୍ଡା ଓ ତାଙ୍କ ପୁଅଙ୍କ ରାଜନୈତିକ ଭବିଷ୍ୟତ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାରୁ…

Read More

Epstein File ହରଦୀପ ପୁରୀଙ୍କ Birthday & ପ୍ରଧାନମନ୍ତ୍ରୀ Narendra ମୋଦିଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ :(ବିଜୟ ସାହୁ )-ଯେତେବେଳେ ପ୍ରଧାନମନ୍ତ୍ରୀ EpiStinePuRee ଙ୍କୁ Happy Birthday କଲେ ସେତେବେଳେ ଭାବିଲି ପ୍ରଧାନମନ୍ତ୍ରୀ ଯେତେବେଳେ ବିରୋଧୀ ପକ୍ଷଙ୍କୁ ତାଙ୍କର ଦୁଇଟି ସୁନିର୍ବାଚିତ ଶବ୍ଦରେ ଉତ୍ତର ସ୍ପଷ୍ଟ କରିଦେଲେ ଯେ ମନ୍ତ୍ରୀ EpiStinePuree ରାଷ୍ଟ୍ର ହିତରେ ହିଁ ମାତ୍ର 4 ଥର ଜେଫ୍ରି ସହ ସାକ୍ଷାତ କରିଛନ୍ତି ସେତେବେଳେ ମୁଁ ମଧ୍ୟ ଜେଫ୍ରି ଓ ତାଙ୍କ ବନ୍ଧୁ ବାନ୍ଧବୀମାନଙ୍କ  Positive ଦିଗଗୁଡିକ ସମ୍ପର୍କରେ ଜାଣିବା ପାଇଁ ଉଦ୍ବେଳିତ ହେଇ ଉଠିଲି । ଅତଏବ କିଛି…

Read More

ଦୀପାଳିଙ୍କୁ ଆଶ୍ୱସ୍ତି: ତ୍ରୁଟି ସଂଶୋଧନ କରିବାକୁ ଅନୁମତି ଦେଲେ ହାଇକୋର୍ଟ

ଭୁବନେଶ୍ୱର :(ସୁରେନ୍ଦ୍ର ବାରିକ)-ଦୀପାଳି ଦାସଙ୍କ ନିର୍ବାଚନୀ ଆବେଦନ ଖାରଜ ହେବନି: ଟଙ୍କଧରଙ୍କ ଆବେଦନକୁ ଅଗ୍ରାହ୍ୟ କଲେ ହାଇକୋର୍ଟ➡️ ଫର୍ମ-୨୫ ସତ୍ୟପାଠରେ ତ୍ରୁଟି ସଂଶୋଧନଯୋଗ୍ୟ, ଆରମ୍ଭରୁ ଆବେଦନ ଖାରଜ ହୋଇପାରିବ ନାହିଁ; ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଦ୍ୱାରା ଦାୟର କରାଯାଇଥିବା ଆନ୍ତଃବର୍ତ୍ତୀକାଳୀନ ଆବେଦନ (I.A. No.111 of 2024) କୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଅଗ୍ରାହ୍ୟ କରିଦେଇଛନ୍ତି । ଏଥିସହିତ ଦୀପାଳି ଦାସଙ୍କ ନିର୍ବାଚନୀ ପିଟିସନକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଖାରଜ କରିବା…

Read More