କେଜ୍ରିୱାଲଙ୍କୁ ଜୁନ୍ ୧ ପର୍ଯ୍ୟନ୍ତ  ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ …

ନୂଆଦିଲ୍ଲୀ ; ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଅର୍ଥ ହେରଫେର ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ତାଙ୍କୁ ଅନ୍ତରୀଣ ଜାମିନ ଦେଇଛନ୍ତି । କେଜ୍ରିୱାଲ୍‌ଙ୍କୁ ଏହି ଜାମିନ୍‌ ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ମିଳିଛି। କେଜ୍ରିୱାଲଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଅନ୍ତରୀଣ ଜାମିନ ଆବେଦନ ଉପରେ ଶୁଣାଣି କରିଛନ୍ତି ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତ।  ଦିଲ୍ଲୀର ମଦ ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଚାଲିଥିବା ଲୋକସଭା ନିର୍ବାଚନ ପ୍ରଚାରରେ ଅଂଶଗ୍ରହଣ…

Read More

ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ…

ଭୁବନେଶ୍ଵର; ପୁଣି ୧୧ ତାରିଖ  ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କନ୍ଧମାଳ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ସେ କନ୍ଧମାଳରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ । ତାଙ୍କ ଗସ୍ତକୁ ନେଇ ବିଜେପି ମହଲରେ ଦେଖାଦେଇଛି ଉତ୍ସାହ  । କନ୍ଧମାଳ ଜିଲ୍ଲାର ନେତା ଓ କର୍ମୀ ମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିବା ପାଇଁ ସମସ୍ତ ପ୍ରକାର ଆୟୋଜନ ଆରମ୍ଭ କରିଦେଇଛନ୍ତି । ସେହିପରି ଅନ୍ୟପକ୍ଷରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

Read More

କାହା କଥା ହେବ ସତ …

ଭୁବନେଶ୍ୱର; ନିର୍ବାଚନ ପାଇଁ ଓଡିଶାରେ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇନାହିଁ କି ଲୋକେ ମଧ୍ୟ ଦେଇନାହାଁନ୍ତି  କିନ୍ତି ରାଜ୍ୟର ପ୍ରମୁଖ ୨ ଦଳଙ୍କ ପକ୍ଷରୁ ସରକାର ଗଠନ ଲାଗି ଶପଥ ଗ୍ରହଣ ଉତ୍ସବ କେବେ ହେବ ତାହାର ଘୋଷଣା ସରିଲାଣି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁର ଓ ନବରଙ୍ଗପୁରରେ ଅନୁଷ୍ଠିତ ଦୁଇଟି ନିର୍ବାଚନୀ ସଭାରେ ଭାଷଣ ଦେଇ ଏଥର ଓଡିଶାରେ ନିଶ୍ଚିତ ବିଜେପି ସରକାର ଗଢିବ ଏବଂ ଓଡିଶା ମାଟିର ପୁଅ କିମ୍ବା ଝିଅ ଜଣେ ମୁଖ୍ୟମନ୍ତ୍ରୀ…

Read More

ବିପଦରେ ହରିୟାଣା ସରକାର ! ବିଜେପିରୁ ସମର୍ଥନ ପ୍ରତ୍ୟାହାର କରି କଂଗ୍ରେସକୁ ସମର୍ଥନ ଜଣାଇଲେ ଏହି ୩ ବିଧାୟକ…

ଲୋକସଭା ନିର୍ବାଚନ ଭିତରେ ହରିଆଣାରେ କ୍ଷମତାରେ ଥିବା  ବିଜେପି ସରକାରକୁ ଲାଗିଛି ଝଟକା । ପୂର୍ବରୁ ବିଜେପି ଓ ଜେଜେପିର ମିଳିତ ମେଣ୍ଟରେ ହରିୟାଣାରେ ସରକାର ଗଠିତ ହେଇଥିଲା। ସରକାରରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି ୩ ସ୍ୱାଧୀନ ବିଧାୟକ। ଏହାପରେ ନାୟବ ସିଂ ସଇନିଙ୍କ ନେତୃତ୍ୱାଧୀନ ସରକାର ପ୍ରତି ବଢିଲା ସଂକଟ। ସମର୍ଥନ ପ୍ରତ୍ୟାହାର ଘୋଷଣା କରିଥିବା ୩ ସ୍ୱାଧୀନ ବିଧାୟକ ହେଲେ ସୋମବୀର ସାଙ୍ଗୱାନ, ରଣଧୀର ଗୋଲେନ୍ ଓ ଧର୍ମପାଲ ଗୋଣ୍ଡର। ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ…

Read More

ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ, କହିଲେ କେବଳ ମୁଖ୍ୟମନ୍ତ୍ରୀ ପଦ ଉପରେ ତାଙ୍କର ରହିଛି ନଜର …

ଭୁବନେଶ୍ଵର; ଆଜି ସାମ୍ବାଦିକ ସମ୍ମିଳନୀରେ ପାଣ୍ଡିଆନ କହିଛନ୍ତି ଓଡ଼ିଶା ମୋର କର୍ମଭୂମି। ମୋ ପୁଅ ଓ ଝିଅଙ୍କ ମାତୃଭାଷା ଓଡ଼ିଆ।  ଓଡ଼ିଶାବାସୀଙ୍କଠୁ ସ୍ନେହ ଓ ପ୍ରଚୁର ଭଲ ପାଇବା ପାଇଛି। ମୁଁ, ମୋ କର୍ମଭୂମିକୁ କେବେ ଛାଡ଼ିପାରିବିନି। ଆସନ୍ତାକାଲି ମହାପ୍ରଭୁ ଯାହା ଚାହିଁବେ ତାହା ହେବ। ଏହାବ୍ୟତୀତ ସେ ଏହି ସମ୍ମିଳନୀରେ ବିଜେପି ଉପରେ ବର୍ଷିଛନ୍ତି। ବିଜେପିକୁ ଟାର୍ଗେଟ କରି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ନିର୍ବାଚନ ଆସିଲେ ବିଜେପିର, ଓଡ଼ିଆ ଭାଷା ପ୍ରତି ପ୍ରେମ ଆସେ। ।…

Read More

୪ର୍ଥ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ …

ଭୁବନେଶ୍ବର: ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିସନ । ଯାଜପୁର, ଜଗତସିଂହପୁର, ମୟୂରଭଞ୍ଜ, ବାଲେଶ୍ବର , ଭଦ୍ରକ ଓ କେନ୍ଦ୍ରାପଡ଼ା ଆଦି ୬ ଲୋକସଭା ଆସନରେ ନିର୍ବାଚନ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଏସବୁ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ରର ସମସ୍ତ ବୁଥରେ ଜୁନ୍ ୧ ତାରିଖରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ମତଦାନ ହେବ। ତେବେ ଆଜିଠୁ ନାମାଙ୍କନ…

Read More

ସ୍ବାଧୀନ ପ୍ରାର୍ଥୀ ଭାବେ ଘଷିପୁରାରୁ ପ୍ରାର୍ଥୀପତ୍ର ଦାଖଲ କଲେ ସୌମ୍ୟରଞ୍ଜନ ପଟ୍ଟନାୟଙ୍କ…

ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆଜି ଘଟଗାଁ ମା’ ତାରିଣୀଙ୍କ ପୀଠରେ ଶ୍ରୀ ପଟ୍ଟନାୟକ ପୂଜାର୍ଚ୍ଚନା କରିଥିଲେ। ଏହାପରେ ହଜାର ହଜାର ସମର୍ଥକଙ୍କ ସହ ସୌମ୍ୟରଞ୍ଜନ ପଟ୍ଟନାୟକ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ମୁଁ ଦଳୀୟ ପ୍ରାର୍ଥୀ ନହୋଇ ସ୍ବାଧୀନ ପ୍ରାର୍ଥୀ ହୋଇଛି। ଘସିପୁରା ଅଞ୍ଚଳର ଲୋକେ ଅତ୍ୟାଚାରିତ ହେଉଛନ୍ତି। ସେମାନଙ୍କୁ…

Read More

ସ୍ବାଧିନ ପ୍ରାର୍ଥୀ ଭାବେ ଘଷିପୁରାରୁ ପ୍ରାର୍ଥୀପତ୍ର ଦାଖଲ କଲେ ସୌମ୍ୟରଞ୍ଜନ ପଟ୍ଟନାୟଙ୍କ…

ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆଜି ଘଟଗାଁ ମା’ ତାରିଣୀଙ୍କ ପୀଠରେ ଶ୍ରୀ ପଟ୍ଟନାୟକ ପୂଜାର୍ଚ୍ଚନା କରିଥିଲେ। ଏହାପରେ ହଜାର ହଜାର ସମର୍ଥକଙ୍କ ସହ ସୌମ୍ୟରଞ୍ଜନ ପଟ୍ଟନାୟକ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ମୁଁ ଦଳୀୟ ପ୍ରାର୍ଥୀ ନହୋଇ ସ୍ବାଧୀନ ପ୍ରାର୍ଥୀ ହୋଇଛି। ଘସିପୁରା ଅଞ୍ଚଳର ଲୋକେ ଅତ୍ୟାଚାରିତ ହେଉଛନ୍ତି। ସେମାନଙ୍କୁ…

Read More

ଆସନ୍ତକାଲି ଭୁବନେଶ୍ଵରରେ ପହଞ୍ଚିବେ ନରେନ୍ଦ୍ର ମୋଦୀ…

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ରାତି  ୯ଟା ୩୦ ରେ ଭୁବନେଶ୍ବରରେ ପହଞ୍ଚିବେ। ଏନେଇ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ କାଲି ରାତିରେ ସ୍ବତନ୍ତ୍ର ବିମାନରେ ପହଞ୍ଚିବେ ଏବଂ ଭୁବନେଶ୍ୱରରେ ରହିବେ। ଏଠାରୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ।

Read More

ରାୟଗଡ଼ା ଗସ୍ତ ବାତିଲ୍ କଲେ ରାହୁଲ ଗାନ୍ଧୀ …

 ରାୟଗଡ଼ା ; କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ରାୟଗଡ଼ା ଗସ୍ତ ବାତିଲ ହୋଇଛି। ସେ ଆଜି ରାୟଗଡ଼ା ଆସିବେନି। ରାୟବରେଲି ଆସନ ପାଇଁ ରାହୁଲଙ୍କ ନାଁ ଘୋଷଣା କରାଯିବା ପରେ ଆଜି ରାୟବରେଲିରେ ସେ ନାମାଙ୍କନ ଭରିବେ। ଏଥିପାଇଁ ତାଙ୍କ ଓଡ଼ିଶା ଗସ୍ତ ବାତିଲ କରାଯାଇଥିବା ସୂଚନା ଦେଇଛନ୍ତି କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଚନ୍ଦନ। ଏଣେ ରାହୁଲ ଗାନ୍ଧୀଙ୍କ ବଦଳରେ ଆୟୋଜିତ ସାଧାରଣ ସଭାରେ ‌ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଉଦବୋଧନ ଦେବା ଲାଗି…

Read More