ହେଭିୱେଟ୍ ନେତାଙ୍କ ପରାଜୟ…

ଭୁବନେଶ୍ଵର; ରାଜ୍ୟରେ ଦୀର୍ଘ ୨୫ ବର୍ଷ ଧରି କ୍ଷମତାସୀନ ବିଜେଡିର ଦୁର୍ଗ ଭୁଶୁଡ଼ିଛି । ବିଜେଡିର ବହୁ ହେଭିୱେଟ୍ ନେତା ପରାଜିତ ହୋଇଛନ୍ତି ଓ ଅନେକ ନେତାଙ୍କୁ ରାଜ୍ୟର ଭୋଟର ପ୍ରତ୍ୟାଖ୍ୟାତ କରିଥିବା ନିର୍ବାଚନୀ ଫଳାଫଳ ଟ୍ରେଣ୍ଡରୁ ସ୍ପଷ୍ଟ ହୋଇଛି । ତେବେ ଆସନ୍ତୁ ନଜର ପକାଇବା କେଉଁ ହେବିୱେଟ୍ ନେତା କେଉଁଠୁ ହରିଛନ୍ତି। ତେବେ ଏହି ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଣ୍ଟାବାଞ୍ଜିରୁ ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କଠାରୁ ବିଜେପି…

Read More

ବିଜେପିକୁ ସରକାର ଗଠନ କରିବାରେ ରୋକୁଛି ଇଣ୍ଡିଆ ମେଣ୍ଟ , ଜାଣନ୍ତୁ କ’ଣ ରହିଛି ସମୀକରଣ

ଇଣ୍ଡିଆ ମେଣ୍ଟ ସରକାର ଗଠନ  ସମ୍ଭାବନାକୁ ନେଇ ବଡ଼ ସଙ୍କେତ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଇଣ୍ଡିଆ ବ୍ଲକରେ ନୂଆ ସହଯୋଗୀ ମଧ୍ୟ ସାମିଲ ହୋଇପାରନ୍ତି ବୋଲି କହିଛନ୍ତି ଏହି ୨ ଜଣ।ବିଜେପି ସହ ମେଣ୍ଟ କରିଥିବା ଟିଡିପି ଓ ଜେଡିୟୁ ଉଭୟ ଇଣ୍ଡିଆ ବ୍ଲକକୁ ଆଡ଼କୁ ଢ଼ଳି ପାରନ୍ତି ବୋଲି ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ହୋଇଥିବା ଗଣତି ଅନୁଯାୟୀ, ବିଜେପି ନେତୃତ୍ୱାଧୀନ ଏନଡିଏ ଓ ଇଣ୍ଡିଆ…

Read More

ପ୍ରଥମ ଥର ପାଇଁ ଓଡ଼ିଶାରେ ହାରିବ ବିଜେଡ଼ି…

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଆସନରେ ଗଣତି ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେପି ଆଗରେ, ବିଜେଡି ପଛରେ ରହିଛି। ବର୍ତ୍ତମାନ ସୁଦ୍ଧା ବିଧାନସଭା ଆସନରେବିଜେପି- ୭୯ବିଜେଡି- ୫୦କଂଗ୍ରେସ- ୧୫ଅନ୍ୟାନ୍ୟ- ୦୩ ସିଟ୍‌‌ରେ ଆଗୁଆ।

Read More

ରାତି ପାହିଲେ ପେଡି ଖୋଲିବ, କାହା ହାତରେ ଜନତା ଦେଇଥିବେ ଶାସନ ଭାର…ଜଣାପଡିବ..

ଭୁବନେଶ୍ୱର : ରାତି ପାହିଲେ ଇଭିଏମ୍ ପେଡି ଖୋଲିବ। ପୋଷ୍ଟାଲ ବାଲଟରେ ଭୋଟ୍ ଗଣତି ହେବ। ଦେଶ ତଥା ଓଡ଼ିଶାର ଶାସନ ଭାର କାହାକୁ ମିଳିବ, ତାହା ସ୍ପଷ୍ଟ ହେବ। ମଙ୍ଗଳବାର ସକାଳ ୮ଟାରୁ ଭୋଟ୍‌ ଗଣତି ହେବ। ତେବେ ଭୋଟ୍ ଗଣତି ପୂର୍ବରୁ ଭାରତୀୟ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀ କରି ମତଦାନ ସମ୍ପର୍କିତ ପରିସଂଖ୍ୟନ ସାର୍ବଜନୀନ କରିଛନ୍ତି। ଇସିଆଇଙ୍କ ପକ୍ଷରୁ କୁହାଯାଇଛି ଯେ,  ଚଳିତଥର ମତଦାନରେ ଭାରତ ଐତିହାସିକ ରେକର୍ଡ ହାସଲ କରିଛି। ଭାରତରେ…

Read More

ବିଜେଡି ଆସନ ସଂଖ୍ୟା ପୁଣି ୧୦୦ ଛୁଇଁବ, ଆକଳନ କରିଛି ETG-Times Now

ଭୁବନେଶ୍ୱର : ଏତେଟା କାମ ଦେବନି ସରକାରୀ ବିରୋଧି ହାଓ୍ୱା। ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ଥିବା ବିଜେଡି ବିରୋଧି ହା୍ୱା ଭୋଟରେ ରୂପାନ୍ତରିତ ହେଉ ନାହିଁ। ଏକଥା ଆମେ କହୁନାହୁଁ। ଏକଥା ଜାତୀୟ ସ୍ତରର ଗଣମାଧ୍ୟମ ଟାଇମ୍ସ ନାଓ ଏବଂ ସର୍ଭେକ୍ଷଣ ସଂସ୍ଥା ଇଟିଜି ପକ୍ଷରୁ କୁହାଯାଇଛି। ସୋମବାର ସକାଳୁ ଏନେଇ ଟାଇମ୍ସ ନାଓରେ ଖବର ପ୍ରସାରଣ କରାଯାଇଛି। ଲଗାତର ଚତୁର୍ଥ ଥର ପାଇଁ ବିଜେଡିର ବିଧାନସଭା ଆସନ ଶହେ ଛୁଇଁବ ବୋଲି ଆକଳନ କରାଯାଇଛି।…

Read More

ବିଜେଡିର ନିଦ ହଜାଇ ଦେଉଛି ବୁଥ ବାହୁଡ଼ା ମତ

ଭୁବନେଶ୍ୱର- ସାଧାରଣ ନିର୍ବାଚନ ନ ସୁରୁଣୁ ଜାତୀୟ ଗଣମାଧ୍ୟମ ଗୁଡ଼ିକର ବୁଥ୍ ବାହୁଡ଼ା ମତ ବିଜେଡି ଶିବିରକୁ ଚିନ୍ତାଗ୍ରସ୍ତ କରାଇଛି। ପୂର୍ବଭଳି ଚଳିତ ଥର ଲୋକସଭାରେ ବିଜେପି ଭଲ କରିବ ବୋଲି ପ୍ରାୟ ସମସ୍ତ ଗଣମାଧ୍ୟମ ଆକଳନ କରିଛନ୍ତି। ମାତ୍ର ଜାତୀୟ ଗଣମାଧ୍ୟମ ଗୁଡ଼ିକ ବିଜେଡିର ବିଧାନସଭା ଆସନ ନେଇ ଏତେଟା ଦେଖାଇ ନ ଥାନ୍ତି। ପ୍ରଥମ ଥର ପାଇଁ ଓଡ଼ିଶାର ବିଧାନସଭା ନେଇ ଏକ ଚକିତ କରିଲା ଭଳି ବୁଥ୍ ବାହୁଡ଼ା ମତ ଆସିଛି। ଇଣ୍ଡିଆ…

Read More

ମୋ ଉତ୍ତରାଧିକାରୀ ପାଣ୍ଡିଆନ ନୁହନ୍ତି: ନବୀନ ପଟ୍ଟନାୟକ

ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ପାଣ୍ଡିଆନ ନୁହଁନ୍ତି ବୋଲି ନିଜେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପିର ଘନଘନ ଟାର୍ଗେଟ୍‌ ପରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜାତୀୟ ଗଣମାଧ୍ୟମ ସଂସ୍ଥା ଏନଆଇକୁ (ANI)  ସାକ୍ଷାତକାର ଦେଇ ଅନେକ କଥାର ଖୁଲାସା କରିଛନ୍ତି ନବୀନ। ନିଜର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା କହିବା ସହ ଉତ୍ତରାଧିକାରୀ ନେଇ ଦେଇଛନ୍ତି ବଡ଼ ବୟାନ। ଭି.କେ.ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ନୁହଁନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି । ମୋ ଉତ୍ତରାଧିକାରୀ…

Read More

ଶେଷ ପର୍ଯ୍ୟାୟ ମତଦାନ ପାଇଁ ଓଡ଼ିଶାରେ ପ୍ରଚାର କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି…

ଜୁନ୍ ୧ ରେ ଓଡିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପାଇଁ ଲୋକେ ନିଜର ନେତା ବାଛିବେ । ସେଥିପାଇଁ ପ୍ରମୁଖ ୩ ଦଳ ଜୋରସୋର ରେ ପ୍ରସ୍ତୁତିରେ ଲାଗିଛନ୍ତି। ଓଡ଼ିଶାରେ ଶେଷ ବାଜି ଖେଳିବା ପାଇଁ ଆଜି ପୁଣିଥରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାରିପଦା , ବାଲେଶ୍ଵର ଓ କେନ୍ଦ୍ରାପଡାରେ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମେ ବାରିପଦାରେ କ୍ୟାମ୍ପେନ୍ କରିବେ। ପ୍ରଧାମନ୍ତ୍ରୀଙ୍କ ପ୍ରଥମେ ବାରିପଦାରେ ନିର୍ବାଚନୀ ସଭାକୁ ସମ୍ବୋଧିତ…

Read More

ଜୁନ୍ ୧୦ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ପୁଣି କହିଲେ ପ୍ରଧାନମନ୍ତ୍ରୀ ମୋଦି…

ଖବର ସରବରାହ ସଂସ୍ଥା ଏଏନଆଇକୁ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ସରକାର ଗଠନ କରିବା ନେଇ ପୁଣି କହିଛନ୍ତି । ସେ କହିଛନ୍ତି ଭାରତର ପ୍ରାକୃତିକ ସମ୍ପଦରେ ସମୃଦ୍ଧ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଅନ୍ୟତମ। କିନ୍ତୁ ଏବେ ବି ଓଡ଼ିଶା ଗରିବ ରାଜ୍ୟ ଭାବେ ପରିଗଣିତ ହେଉଛି। ଗତ ୨୫ ବର୍ଷ ଭିତରେ ଏଠାରେ ଯେଉଁ ଭଳି ବିକାଶ ହେବା କଥା ତାହା ହୋଇନାହିଁ। ଓଡ଼ିଶାର ବ୍ୟବସ୍ଥାକୁ ବନ୍ଧକ ରଖାଯାଇଛି। ବନ୍ଧନରୁ ମୁକ୍ତ ହେଲେ…

Read More

ଓଡ଼ିଶା ଗସ୍ତରେ ବିଶ୍ୱଶର୍ମା,୮ ସ୍ଥାନରେ କରିବେ ପ୍ରଚାର…

ଭୁବନେଶ୍ଵର: ଶେଷ ପର୍ଯ୍ୟାୟ ନିର୍ବାଚନରେ ଯୋର ଲଗେଇବା ପାଇଁ ରାଜ୍ୟରେ ହେବିୱେଟ ନେତାଙ୍କ ଗହଳ ଚହଳ ଲାଗିଛି  ।ପ୍ରାୟ ୯୦ ପ୍ରତିଶତ ମତଦାନ ଶେଷ ହୋଇଥିବା ବେଳେ ଆଉ ମାତ୍ର ୧୦ ପ୍ରତିଶତ ଭୋଟ ଜୁନ ୧ ରେ  ଗ୍ରହଣ କରାଯିବ । ସେଥିପାଇଁ ମୈଦାନରେ  ନେତା ଏବଂ ତାଙ୍କ ପାଇଁ କ୍ୟାମ୍ପେନର ମଙ୍ଗ ଧରିଛନ୍ତି ଷ୍ଟାର୍‌ ପ୍ରଚାରକ। ଓଡିଶାରେ ବିଜେପିର ଟପ୍ କେନ୍ଦ୍ରୀୟ ନେତା ଡେରା ଦେଇଥିବା ବେଳେ  ଆଜିଠୁ ପୁଣିଥରେ ଦୁଇ ଦିନିଆ ଓଡିଶା…

Read More