ରାଜ୍ୟ ସରକାରଙ୍କୁ ଏକାଧିକ ମୌଳିକ ପ୍ରସଙ୍ଗରେ ଘେରିଲା ପିସିସି, ୫-ଟି ଉପକ୍ରମ ଏକ ପ୍ରହେଳିକା ବୋଲି କହିଲେ ବିଜୟ

ଭୁବନେଶ୍ୱର,୨୮/୪(ବ୍ୟୁରୋ): ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ଓଡ଼ିଶା ସରକାର ରାଜ୍ୟ ସମସ୍ୟା ସମାଧାନ କ୍ଷେତ୍ରରେ ବିଫଳ ହୋଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ରାଜ୍ୟ ସରକାର ୫-ଟି ଉପକ୍ରମ ନାଁରେ କେବଳ ତୁଛା ପ୍ରହେଳିକା ସୃଷ୍ଟି କରୁଛନ୍ତି ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି। କଂଗ୍ରେସ ପକ୍ଷରୁ ଦୁଇ ପ୍ରମୁଖ ସମସ୍ୟା ପାନୀୟ ଜଳ ସଂକଟ ଓ ବିଦ୍ୟୁତ ଉପଭୋକ୍ତାଙ୍କ ହନ୍ତସନ୍ତ ପ୍ରସଙ୍ଗରେ କଂଗ୍ରେସର ବରିଷ୍ଠ ନେତାମାନେ ସରକାରଙ୍କୁ ଘେରିଛନ୍ତି।ପିସିସି ସଭାପତି କହିଥିଲେ ଯେ, ଓଡ଼ିଶାର ୧୫…

Read More

ବିଜୟ ମହାପାତ୍ର-ଦିଲ୍ଲୀପ ରାୟଙ୍କୁ ନେଇ ସୁନୀଲ ବଂଶଲଙ୍କ କଣ ରହିଛି ପ୍ଲାନ… ଜାଣନ୍ତୁ…..

ଭୁବନେଶ୍ୱର,୨୭/୪(ବ୍ୟୁରୋ): ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ ବରିଷ୍ଠ ନେତାଙ୍କ ଗତିବିଧି ନେଇ ଆଲୋଚନା ଆରମ୍ଭ ହୋଇଯାଇଥାଏ। ଓଡ଼ିଶା ରାଜନୀତିରେ ଏପରି ଦୁଇ ବରିଷ୍ଠ ରାଜନେତା ହେଉଛନ୍ତି- ବିଜୟ ମହାପାତ୍ର ଏବଂ ଶିଳ୍ପପତି ଦିଲ୍ଲୀପ ରାୟ। ତେଣୁ ଏମାନଙ୍କର କଣ ରଣନୀତି ହେବ, ସେ ନେଇ ପ୍ରମୁଖ ଗଣମାଧ୍ୟମ ତଥାକଥିତ ବିତର୍କ ଜାରି ରଖିଥାନ୍ତି। ବିଜୟ ମହାପାତ୍ର ନିଜେ ସକ୍ରିୟ ହେବା ସହ ପୁତ୍ରକୁ ମଧ୍ୟ ସକ୍ରିୟ କରିସାରିଲେଣି। ସେହିପରି ଦିଲ୍ଲୀପ ରାୟ ରାଜନୀତିରୁ ଦୂରତ୍ୱ ରକ୍ଷା…

Read More

ପିସିସି କମିଟି ଘୋଷଣା କର୍ମୀଙ୍କ ମନରେ ଉତ୍ସାହ ଭରି ପାରିଲା ନାହିଁ …..ସମଭାବାପନ୍ନ ଦଳକୁ ସାଥିରେ ନେବ କିଏ…

ଭୁବନେଶ୍ୱର,୨୬/୪(ବ୍ୟୁରୋ): ମାସକ ପରେ ପିସିସି ସଭାପତି ଭାବେ ଦାୟିତ୍ୱ ନେବାର ଶରତ ପଟ୍ଟନାୟକ ବର୍ଷ ପୂର୍ତ୍ତି ପାଳନ କରିଥାନ୍ତେ। ପିସିସି ସଭାପତି ଦାୟିତ୍ୱ ନେବାର ପରେ କମିଟି ଟିଏ କରିବା ପାଇଁ ତାଙ୍କୁ ୧୧ ମାସ ଲାଗିଗଲା। କମିଟି ଜୁମ୍ବୋ ହୋଇଛି, ହେଲେ କେତେକ ଦୃଷ୍ଟିରୁ ଶରତଙ୍କ ପାଇଁ ନିରାପଦ। କାରଣ ପୂର୍ବରୁ ନିରଞ୍ଜନ ଏବଂ କେ.ପି ସିଂଦେଓଙ୍କ ପରି ୩ ଜଣିଆ କାର୍ଯ୍ୟକାରୀ ସଭାପତି ଘୋଷଣା କରାଯାଇନାହିଁ। ମାତ୍ର କମିଟି ଘୋଷଣା ପରେ ତାରା, ଅଧିରାଜଙ୍କ…

Read More

କାହାକୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି କର୍ନାଟକ ବାସୀ… ଜାଣନ୍ତୁ ….

ବେଙ୍ଗଲୁରୁ: କର୍ନାଟକରେ ବିଧାନସଭା ନିର୍ବାଚନ ପ୍ରଚାର ଜୋର ଧରିବାରେ ଲାଗିଛି। କଂଗ୍ରେସ, ବିଜେପି ଏବଂ ଜେଡିଏସ୍ ନିଜ ପ୍ରଚେଷ୍ଟା ଜାରି ରଖିଛନ୍ତି। ମେ ମାସ ୧୦ ତାରିଖରେ ମତଦାନ ହେବାକୁ ଥିବା ବେଳେ ସେହି ମାସ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ସରକାର କିଏ ଗଢିବ, ତାହା ତ ଜଣାନାହିଁ। ମାତ୍ର ମୁଖ୍ୟମନ୍ତ୍ରୀ ପଦ ପାଇଁ ସମସ୍ତଙ୍କୁ ପଛରେ ପକାଇ ସିଦ୍ଧରମାୟା ଆଗରେ ରହିଛନ୍ତି। ସେ ବର୍ତ୍ତମାନ କର୍ନାଟକ ବିଧାନସଭାର ବିରୋଧି ଦଳ ନେତା ରୂପେ…

Read More

ସଞ୍ଜୟଙ୍କୁ ପିନାକୀଙ୍କ ଆଲିଙ୍ଗନ ଲୌହ ଭୀମକୁ ଧ୍ରୁତରାଷ୍ଟ୍ରର ଆଲିଙ୍ଗନ ନୁହେଁ ତ………….

ଭୁବନେଶ୍ୱର,୨୪/୪(ବ୍ୟୁରୋ): ମହାଭାରତ ଯୁଦ୍ଧ ସରିଯାଇଥାଏ। ପାଣ୍ଡବମାନେ ଶ୍ରୀକୃଷ୍ଣଙ୍କ ସହ ମହାରାଜା ଧ୍ରୁତରାଷ୍ଟ୍ରଙ୍କୁ ଭେଟିବା ପାଇଁ ଇନ୍ଦ୍ରପ୍ରସ୍ଥ ଆସିଥାନ୍ତି। ଶତପୁତ୍ର ନିଧନ ଦୁଃଖରେ ଧ୍ରୁତରାଷ୍ଟ୍ର ମ୍ରିୟମ୍ରାଣ ହୋଇ ପଡିଥାନ୍ତି। ନିଜ ଆଡୁ କୁରୁ ଶ୍ରେଷ୍ଠ ପଞ୍ଚୁ ପାଣ୍ଡବଙ୍କୁ କୋଳାଗ୍ରତ କରି ଅଭିଭାଦନ କରନ୍ତି। ଯୁଧିଷ୍ଠିରଙ୍କ ଅଭିଭାଦନ ପରେ ଭୀମଙ୍କୁ ଡାକି ଆଲିଙ୍ଗନ କରିବାକୁ ଉଦ୍ୟତ ହୁଅନ୍ତି ଧ୍ରୁତରାଷ୍ଟ୍ର। ହେଲେ ଅନ୍ତର୍ଯ୍ୟାମୀ ଶ୍ରୀକୃଷ୍ଣ ଭୀମଙ୍କୁ ଧ୍ରୁତରାଷ୍ଟ୍ର ନିକଟରୁ ଦୂରେଇ ରଖନ୍ତି। ଭୀମଙ୍କ ବଦଳରେ ତାଙ୍କ ଲୌହ ପ୍ରତିମାକୁ ଅନ୍ଧ ଧ୍ରୁତରାଷ୍ଟ୍ରଙ୍କ…

Read More

ଶଙ୍ଖ ଭବନ ଓଡିଶାର ଅତୀତ ସହ ଏହା ଭବିଷ୍ୟତକୁ ଯୋଡିବ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଜୁ ଜନତା ଦଳର କାର୍ଯ୍ୟାଳୟ ‘ଶଙ୍ଖ ଭବନ’ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡିର ନୂଆ ରାଜ୍ୟ କାର୍ଯ୍ୟାଳୟକୁ ଦଳୀୟ ନେତା ଓ କର୍ମୀଙ୍କ ଉପସ୍ଥିତିରେ ଉଦଘାଟନ କରିଛନ୍ତି। ପ୍ରତ୍ୟେକ ଜିଲ୍ଲାରୁ ଦଳର ନେତା ଏହି କାର୍ୟ୍ୟକ୍ରମରେ ସାମିଲ ହୋଇଛନ୍ତି । ବିଜେଡି ଗଠନ ପରଠାରୁ କ୍ୟାପିଟାଲ ହସ୍ପିଟାଲ ପାଖରେ ଦଳର ପୁରୁଣା କାର୍ଯ୍ୟାଳୟ ରହି ଆସିଥିଲା । କିନ୍ତୁ ଦୀର୍ଘ ବର୍ଷ ପରେ ଦଳର ନୂଆ…

Read More

ଯେ କୌଣସି ସମୟରେ ମୁଁ ମୁଖ୍ୟମନ୍ତ୍ରୀ ହୋଇପାରେ : ଅଜିତ୍ ପାଓ୍ୱାର

ମୁମ୍ବାଇ,୨୨/୪(ବ୍ୟୁରୋ): ୨୦୨୪ ମହାରାଷ୍ତ୍ର ନିର୍ବାଚନ କାହିଁକି, ଯେକୌଣସି ସମୟରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦ ଦାବି କରିବା ଲାଗି ତାଙ୍କ ଦଳ ପ୍ରସ୍ତୁତ ରହିଛି ବୋଲି ‘ନ୍ୟାସ୍‌ନାଲିଷ୍ଟ୍‌ କଂଗ୍ରେସ ପାର୍ଟି’ (ଏନ୍‌ସିପି) ନେତା ଅଜିତ ପାୱାର୍‌ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ୨୦୦୪ରେ ‘ଏନ୍‌ସିପି’ କଂଗ୍ରେସ୍‌ଠାରୁ ଅଧିକ ଆସନ ପାଇଥିଲା ଏବଂ ମୁଖ୍ୟମନ୍ତ୍ରୀ ପଦ ‘ଏନ୍‌ସିପି’କୁ ମିଳିବାର ଥିଲା। ହେଲେ ଦଳକୁ ମିଳିଲା କେବଳ ଉପମୁଖ୍ୟମନ୍ତ୍ରୀ ପଦ। ଯଦି ସବୁ କିଛି ଠିକ୍ ରୁହେ,…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ନେଇ କେରଳରେ ହାଇଆର୍ଲଟ

ନୂଆଦିଲ୍ଲୀ,୨୨/୪(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରାଯିବ ବୋଲି କେରଳ ରାଜ୍ୟ ‘ବିଜେପି’ ଅଫିସ୍‌କୁ ଧମକ ଆସିଛି। ଏହା ପରେ ପ୍ରାଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସାରା କେରଳରେ ହାଇଆଲର୍ଟ ଜାରି କରାଯାଇଛି। ଧମକ ଦେଇଥିବା ଚିଠି ପ୍ରେରକଙ୍କ ନାମ ଓ ଅନ୍ୟାନ୍ୟ ବିବରଣୀକୁ ତର୍ଜମା କରାଯାଉଛି। ଆଗାମୀ ୨୪ ତାରିଖ ପାଇଁ ନିର୍ଦ୍ଧାରିତ ମୋଦୀଙ୍କ କୋଚି ଗସ୍ତ ସମୟରେ ଆତ୍ମଘାତୀ ଆକ୍ରମଣ କରାଯିବ ବୋଲି ସେହି ଚିଠିରେ ଉଲ୍ଲେଖ କରାଯାଇଥିଲା। ଚିଠିରେ ଉଲ୍ଲେଖ ଥିବା ବ୍ୟକ୍ତିଙ୍କୁ…

Read More

ଝାରସୁଗୁଡ଼ା ଉପନିର୍ବାଚନ : ଦଶ ଜଣଙ୍କ ପ୍ରାର୍ଥୀପତ୍ର କାଏମ୍

ଝାରସୁଗୁଡ଼ା,୨୨/୪(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଦାଖଲ ହୋଇଥିବା ସମସ୍ତ ୧୪ଟି ପ୍ରାୁର୍ଥୀପତ୍ର ମଧ୍ୟରୁ ୧୦ଟି କାଏମ୍ ରହିଛି। ଯାଞ୍ଚ ବେଳେ ୪ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ବିଭିନ୍ନ କାରଣରୁ ଖାରଜ ହୋଇଯାଇଛି। ବିଜେପି, ବିଜେଡି ଓ କଂ‌ଗ୍ରେସ ସହ ଅନ୍ୟ ସାତ ଜଣଙ୍କ ନାମାଙ୍କନ ପତ୍ର କାଏମ ରହିଛି। ବିଜେଡି ପକ୍ଷରୁ ଦୀପାଳି ଦାସ, କଂଗ୍ରେସ ପକ୍ଷରୁ ତରୁଣ ପାଣ୍ଡେ ଏବଂ ବିଜେପି ପକ୍ଷରୁ ଟଙ୍କଧର ତ୍ରିପାଠୀ ପ୍ରାର୍ଥୀ ହୋଇଛନ୍ତି। ସେହିପରି ଅନ୍ୟ ମାନଙ୍କ ମଧ୍ୟରେ ମହେନ୍ଦ୍ର…

Read More

ବିଦ୍ରୋହୀଙ୍କୁ ଭିଡିଓ କଲ କରି ମନାଉଛନ୍ତି ମୋଦି

ବେଙ୍ଗଲୁରୁ,୨୧/୪(ବ୍ୟୁରୋ): କର୍ନାଟକରେ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ଏହା ମଧ୍ୟରେ ବିଜେପିର ବହୁ ବରିଷ୍ଠ ନେତା ଦଳ ଛାଡି କଂଗ୍ରେସ ଏବଂ ଜେଡିଏସ୍ ରେ ଯୋଗ ଦେଉଛନ୍ତି। ଏହି କ୍ରମରେ ବରିଷ୍ଠ ନେତା ଇଶ୍ୱରପ୍ପା ମଧ୍ୟ ଦଳ ଛାଡିବାକୁ ମନସ୍ଥ କରିଥିବା ଜଣାପଡିଛି। ଏହି ଖବର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋଦ୍ ନିଜେ ଭିଡିଓ କଲ୍ କରି ଇଶ୍ୱରପ୍ପାଙ୍କୁ ବୁଝାଇବାରେ ଲାଗିଛନ୍ତି। ଉଭୟଙ୍କ ବାର୍ତ୍ତାଳାପ ସମୟର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ…

Read More