ନିଜର ନୁହେଁ, ମୁଖ୍ୟମନ୍ତ୍ରୀ ଏବଂ ସଫଳ ଯୋଜନାର ରିଲ୍ସ କର

ଭୁବନେଶ୍ୱର : ଓଡ଼ିଶା ରାଜନୀତି ନବୀନ ବାବୁଙ୍କ ଚାରିପଟେ ବୁଲୁଛି। ତାଙ୍କ ଭାବମୂର୍ତ୍ତି ଓ ଲୋକପ୍ରିୟତା ହିଁ ଦଳକୁ ବିଜୟୀ କରୁଛି। ତେଣୁ ତାଙ୍କ ଯୋଜନା ଏବଂ ରାଜନୈତିକ ପଥ ସମସ୍ତେ ଅନୁସରଣ କରିବା ଉଚିତ। ବର୍ତ୍ତମାନ ସୋସିଆଲ ମିଡିଆର ଯୁଗ। କମ୍ ସମୟରେ ଭିଡିଓ କଣ୍ଟେଣ୍ଟ ମାଧ୍ୟମରେ ଲୋକଙ୍କ ନିକକୁ ବାର୍ତ୍ତା ପହଞ୍ଚାଯାଇପାରିବ। ରିଲ୍ସ କରାଯାଉ ହେଲେ ଆତ୍ମ ପ୍ରଚାର ନ ହେଉ। ସରକାରୀ ଯୋଜନା ଓ ବିରୋଧିଙ୍କୁ ଆକ୍ରମଣ କରାଯାଉ। କେତେକ ଯୁବ କର୍ମୀମାନେ…

Read More

ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ବଳବତ୍ତର, ସୁପ୍ରିମକୋର୍ଟ ପାଇଁ ରହିଛି ବିକଳ୍ପ

ଗାନ୍ଧୀ ନଗର :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଙ୍ଗିଆକୁ ନେଇ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କ ନାଁର ହୋଇଥିବା ମାମଲାର ଶୁକ୍ରବାର ଶୁଣାଣି ହୋଇଛି। ଶ୍ରୀ ଗାନ୍ଧୀଙ୍କ ବିପକ୍ଷରେ ସେସନ୍‌ କୋର୍ଟ ଦେଇଥିବା ପୂର୍ବ ରାୟକୁ ଗୁଜରାଟ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ସେସନ୍‌ କ‌ୋର୍ଟଙ୍କ ରାୟକୁ ଚାଲେଞ୍ଜ୍‌ କରି ଶ୍ରୀ ଗାନ୍ଧୀ ଦାଖଲ କରିଥିବା ‘ରିଭ୍ୟୁ ପିଟିସନ୍‌’କୁ ଖାରଜ କରି ସେହି ରାୟ ଉପରେ ରହିତାଦେଶ ଜାରି କରିବାକୁ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି।   ଗୁଜରାଟ ହାଇକୋର୍ଟ…

Read More

ରାଜ୍ୟ ବିଜେପିର କେଉଁ ସବୁ ପ୍ରସଙ୍ଗ ଗୌହାଟିରେ ହେଲା ଆଲୋଚନା ……

ଗୌହାଟି : ସବୁ ରାଜ୍ୟରେ ଇଡି, ସିବିଆଇ, ଆୟକର ବିଭାଗ ଜୋରଦାର ଚଢଉ ହେଉଛି। ମାତ୍ର ଓଡ଼ିଶାରେ ସେପରି କିଛି ଦେଖିବାକୁ ମିଳୁନାହିଁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଆରମ୍ଭ କରି ଗୃହ ମନ୍ତ୍ରୀ ଶାହ ଓଡ଼ିଶା ଆସିବା ନାଁ ଧରୁନାହାନ୍ତି। ରାଜ୍ୟ ବିଜେପି ରାସ୍ତାକୁ ବାହାରିଲା ବେଳକୁ କେନ୍ଦ୍ର ବିଜେପି କଣ ନିର୍ଦ୍ଦେଶ ଦେବ ସେ ନେଇ ସ୍ପଷ୍ଟତା ଆସୁନି। ଗୋଟିଏ ସରକାର ବିରୋଧରେ ଦୁଇ ଦଶନ୍ଧିର ଶାସକ ବିରୋଧି ହାଓ୍ୱାର ରହିଛି। ଏଥିସହ ବିଜେଡିରେ ଅସନ୍ତୋଷ…

Read More

ଓଡ଼ିଶାରୁ କାହାକୁ ମନ୍ତ୍ରୀ କରିବେ ମୋଦି, ଶାହା… ପଦ ପାଇଁ କିଏ ଲବିରେ…

ଭୁବନେଶ୍ୱର : ବିଜେପି ଶାସନରେ ନଅ ବର୍ଷ ପୂରଣ କରିଛି। ଆଉ ଶାସନକୁ ନଅ ମାସ ସମୟ ରହିଛି। ଆଗାମୀ ରଣନୀତିକୁ ଦୃଷ୍ଟିରେ ରଖି ବିଜେପି ବ୍ୟାପକ ଅଦଳବଦଳ କରିବାକୁ ଯାଉଛି। ଏହି କ୍ରମରେ ମଙ୍ଗଳବାର ଏକାଧିକ ରାଜ୍ୟର ରାଜ୍ୟ ସଭାପତି ବଦଳାଯାଇଛି। ଓଡ଼ିଶାରୁ ଜଣେ ମନ୍ତ୍ରୀଙ୍କୁ ବାଦ୍ ଦିଆଯିବ ବୋଲି ଜଣାପଡିଛି। ଏହି କ୍ରମରେ ତାଙ୍କ ସ୍ଥାନରେ ଆଉ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ କରାଯିବ ବୋଲି ଜଣାପଡିଛି। ହେଲେ କାହାକୁ କରାଯିବ, ସେ ନେଇ କଳ୍ପନାଜଳ୍ପନା ଆରମ୍ଭ…

Read More

ବିଜେପି ଅନ୍ୟ ରାଜ୍ୟରେ ଦେଖାଉଥିବା ସକ୍ରିୟତା ଓଡ଼ିଶାରେ ଶିଥିଳ କାହିଁକି….

ଭୁବନେଶ୍ୱର : କରୋନା ସମୟ। ମଧ୍ୟପ୍ରଦେଶ ସରକାର ଭାଙ୍ଗିବା ସହ ଶିବରାଜ ସିଂ ପୁଣି ମୁଖ୍ୟମନ୍ତ୍ରୀ ହୁଅନ୍ତି। କର୍ନାଟକରେ କୁମାରସ୍ୱାମୀଙ୍କ ନାଟକୀୟ ବିଦାୟ ପୁଣି ୟେଦୁରପ୍ପା ମଙ୍ଗ ଧରନ୍ତି। ମହାରାଷ୍ଟ୍ରରେ ଶିବସେନା ଭାଙ୍ଗିଯାଏ, ପୁଣି ଏକନାଥ ସିନ୍ଧେ ମୁଖ୍ୟମନ୍ତ୍ରୀ ହୁଅନ୍ତି। ଏମିତି ବର୍ଷେ ଚାଲିଯାଏ। ଅଜିତ ପାଓ୍ୱାର ଏନସିପି ବିଧାୟକ ଦଳରେ ବିଭାଜନ କରି ଉପ ମୁଖ୍ୟମନ୍ତ୍ରୀ ହୁଅନ୍ତି।  ତେଲେଙ୍ଗାନାରେ କଂଗ୍ରେସ ବିଧାୟକ ପଦ ଛାଡି ବିଜେପି ପାଇଁ ଲଢନ୍ତି। ମାତ୍ର ଓଡ଼ିଶାରେ ବିଜେପି ନେତା ଗର୍ଜନ୍ତି…

Read More

ସଙ୍ଗଠନକୁ ଫେରିବେ ଧର୍ମେନ୍ଦ୍ର, ସମସ୍ତ ସହଯୋଗ ସହ ମିଳିଲା ସବୁଜ ସଙ୍କେତ

୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସିଲାଣି। ଏହାକୁ ଦୃଷ୍ଟିରେ ରଖି ବିଜେପି ବଡ଼ ପ୍ଲାନ ପ୍ରସ୍ତୁତ କରୁଛି। ଜାତୀୟ ରାଜନୀତିର କ୍ଷମତା ଖେଳ ଓ ଦୀର୍ଘ ପ୍ରଶାସନିକ ଅନୁଭବ ଥିବା ନେତାଙ୍କୁ ବିଭିନ୍ନ ରାଜ୍ୟର ସଙ୍ଗଠନରେ ଅବସ୍ଥାପିତ କରାଯିବ। କାହାକୁ ରାଜ୍ୟ ବିଜେପି ସଭାପତି କରାଯିବ ତ କାହାକୁ ପ୍ରଚାର କମିଟି ଅଧ୍ୟକ୍ଷ କରାଯିବ। ଏହି କ୍ରମରେ ଓଡ଼ିଶାରେ କାହାକୁ କଣ କରାଯିବ, ସେ ନେଇ ଉତ୍କଣ୍ଠା ଲାଗି ରହିଛି। ନୂଆ ସଭାପତି, ନୂଆ ପ୍ରଭାରୀ, ସହ…

Read More

ବିଦ୍ରୋହର ଦିନକ ପରେ ଦମ୍ ଦେଖାଇଲେ ଶରଦ ପାଓ୍ୱାର, ସତାରାରେ ସମର୍ଥକଙ୍କୁ ଭେଟିଲେ

ମୁମ୍ବାଇ : କେନ୍ଦ୍ରୀୟ ବିଜେପିର ଗୋଟି ଚାଳନାରେ  ଗତକାଲି ମହାରାଷ୍ଟ୍ରର ବିରୋଧି ଦଳ ନେତା ଅଜିତ ପାଓ୍ୱାରରେ ସରକାରରେ ସାମିଲ ହୋଇ ଉପ ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି। ଏହା ଏନସିପିରେ ଏକ ବଡ ବିଦ୍ରୋହ। ମାତ୍ର ଏହି ବିଦ୍ରୋହ ପରେ ହାର ମାନି ନାହାନ୍ତି ଏନସିପି ପ୍ରତିଷ୍ଠାତା ଶରଦ ପାୱାର । ବିଦ୍ରୋହର ଦିନକ ପରେ ଶରଦ ପାୱାର ଏବେ ପୁଣି ନିଜ ଦଳକୁ ଛିଡା କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି।  ସେ ତାଙ୍କ ପାର୍ଟିର ଗ୍ରହଣଯୋଗ୍ୟ…

Read More

ଏକନାଥଙ୍କୁ ପାନେ ଦେବା ପାଇଁ ଅଜିତଙ୍କୁ ବିଜେପି ନେଇଛି : ସଞ୍ଜୟ ରାଓ୍ୱତ

ମୁମ୍ବାଇ : ମୂଳ ଶିବସେନାକୁ ଧୋକ୍କା ଦେଇ ବିଜେପି ସହ ହାତମିଳାଇଥିବା ଏକନାଥ ସିନ୍ଦେ ଖୁବ୍ ଶୀଘ୍ର ପଦରୁ ବିଦା ହେବେ। ତେଣୁ ବିଜେପିକୁ ଏକ ବିକଳ୍ପ ବ୍ୟବସ୍ଥା କରିବାକୁ ପଡ଼ିଲା। ଗତକାଲି କିଛି ବିଧାୟକଙ୍କୁ ନେଇ ଯାଇଥିବା ‘ଏନ୍‌ସିପି’  ବିଧାୟକ ଦଳ ନେତା ଅଜିତ ପାୱାର୍‌ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ସୋମବାର ‘ଶିବସେନା (ୟୁବିଟି)’ ସାଂସଦ ସଞ୍ଜୟ ରାଉତ କହିଛନ୍ତି। ଖୁବ୍ ଶୀଘ୍ର ବାଚସ୍ପତିଙ୍କ ସାହାଯ୍ୟ ନେଉ ବିଜେପି ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ…

Read More

ଜୁଲାଇ ୨୦ରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ : ପାର୍ଲାମେଣ୍ଟର ଚଳିତ ବର୍ଷର ମୌସୁମୀ ଅଧିବେଶନ ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ଆସନ୍ତା ଅଗଷ୍ଟ ମାସ ୧୧ ତାରିଖ ଯାଏଁ ଚାଲିବ। ଶନିବାର କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ସୂଚନା ଦେଇଛନ୍ତି। ଶ୍ରୀ ଯୋଗୀ ଟୁଇଟ୍ କରି ଉଲ୍ଲେଖ କରିଛନ୍ତି ଯେ, ପାର୍ଲାମେଣ୍ଟର ୨୦୨୩ ମୌସୁମୀ ଅଧିବେଶନ ଜୁଲାଇ୨୦ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ସମସ୍ତ ଦଳଙ୍କୁ…

Read More

ଗୌହାଟିରୁ ଆସିବ ଓଡ଼ିଶା ବିଜେପି ପାଇଁ ଗୁରୁମନ୍ତ୍ର

ଭୁବନେଶ୍ୱର : ଓଡ଼ିଶାରେ ବିଜେପିର ରଣନୀତି କଣ ହେବ। ନିଜସ୍ୱ ସଂଗଠନରେ ଦଳ ଆଗକୁ ବଢିବ। ନା କିଛି ବିଜେଡି ନେତାଙ୍କୁ ଦଳକୁ ଆଣିବ। କେନ୍ଦ୍ର ରାଜନୀତିକୁ ଲକ୍ଷ୍ୟ ରଖି ନବୀନ ପଟ୍ଟନାୟକଙ୍କୁ ଆକ୍ରମଣ କରିବ ନା କରିବ ନାହିଁ। ଯଦି ଆଗୁଆ ବିଧାନସଭା ନିର୍ବାଚନ ହୁଏ, ତେବେ କଣ ରଣନୀତି ହେବ। ଓଡ଼ିଶା ବିଜେପିର ପରବର୍ତ୍ତୀ ପ୍ରଚାର କମିଟି ଅଧ୍ୟକ୍ଷ କାହାକୁ କରାଯିବ। କେଉଁ ନେତା ମନ୍ତ୍ରୀ ପଦରୁ ଅପସାରିତ ହେବେ, କାହାକୁ ମନ୍ତ୍ରୀ କରାଯିବ।…

Read More