କଟକରେ କଂଗ୍ରେସ ନେତା ଉଭାନ

ଭୁବନେଶ୍ୱର,୧୫/୪(ବ୍ୟୁରୋ ): ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସିଲାଣି l ଦିନ ଥିଲା କଟକ ଜିଲ୍ଲା କଂଗ୍ରେସର ଗଡ଼ ରହିଥିଲା l ହେଲେ ବର୍ତ୍ତମାନ କଂଗ୍ରେସର ସକ୍ରିୟତା ଜଣା ପଡୁନାହିଁ l ବିଜେପି ଓ ବିଜେଡ଼ି ଉପସ୍ଥିତି ବାରିହୋଇ ପଡୁଛି l ହେଲେ କଂଗ୍ରେସ ନେତାଙ୍କ ଚଳଚଞ୍ଚଳତା ହ୍ରାସ ପାଇଛି l କଟକ ଜିଲ୍ଲାରେ ମୋଟ ୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳ ମଧ୍ୟରୁ ୩/୪ଟି ଅଞ୍ଚଳକୁ ବାଦ ‌ଦେଲେ ଅନ୍ୟ ଅଞ୍ଚଳରେ ୨୦୧୯ ନିର୍ବାଚନରେ ଦଳର…

Read More

ଝାରସୁଗୁଡ଼ା ଉପନିର୍ବାଚନ : ଆଜି କଂଗ୍ରେସର ନାମାଙ୍କନ

ଝାରସୁଗୁଡ଼ା, ୧୫/୪: ଉପନିର୍ବାଚନ ପାଇଁ ସମଗ୍ର ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଗତିବିଧି ସରଗରମ ହେବାରେ ଲାଗିଛି। ମେ ୧୦ ତାରିଖରେ ହେବାକୁ ଥିବା ଏହି ଉପନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ଶନିବାର କଂଗ୍ରେସ ପକ୍ଷରୁ କଂଗ୍ରେସ ପକ୍ଷରୁ ତରୁଣ ପାଣ୍ଡେ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ l ଏହି ପ୍ରାର୍ଥୀପତ୍ର ଦାଖଲ ସମୟରେ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ସୁର ରାଉତରାୟ, ରାଜନ ଏକ୍କା, ଅଧିରାଜ…

Read More

କର୍ଣ୍ଣାଟକ ବିଜେପିରେ ବିଦ୍ରୋହ, ଦଳ ଛାଡ଼ୁଛନ୍ତି ବହୁ ବରିଷ୍ଠ ନେତା

ବେଙ୍ଗାଲୁରୁ,୧୫/୪: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ସମୟ ଯେତେ ପାଖେଇ ଆସୁଛି l ବିଜେପି ପାଇଁ ଅଡ଼ୁଆ ସେତେ ବଢ଼ିବାରେ ଲାଗିଛି। ପ୍ରଥମ ଥର ପାଇଁ ବି‌ଜେପି ଭିତରେ ବଡ଼ ବିଦ୍ରୋହମାନ ଦେଖିବାକୁ ମିଳୁଛି l ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ବିଜେପି ୨୧୨ଟି ଆ‌ସନରେ ପ୍ରାର୍ଥୀ ଘୋଷଣା କରିସାରିଛି l ସେହି ୨୧୨ ଆସନରୁ ପ୍ରାୟ ୨୦-୩୦ ଆସନରେ ଦଳ ବିଦ୍ରୋହ ସାମ୍ନା କରିଛି। କେବଳ ୭-୮ଟି ଆସନରେ ବିଜେପିକୁ ବଡ଼ କ୍ଷତି ସହିବାକୁ…

Read More

କର୍ଣ୍ଣାଟକ ନିର୍ବାଚନରେ ୬ ଓଡ଼ିଆ ଅଧିକାରୀ ପର୍ଯ୍ୟବେକ୍ଷକ

ନୂଆଦିଲ୍ଲୀ ,୧୫/୪: କର୍ଣ୍ଣ‌ାଟକ ବିଧାନସଭା ନିର୍ବାଚନର ତଦାରଖ ପାଇଁ ଭାରତର ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ଦ୍ବାରା ୧୨୯ ସାଧାରଣ ଓ ୩୭ ପୋଲିସ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ଇସିଆଇଙ୍କ ଦ୍ବାରା ଜାରି ସାଧାରଣ ପର୍ଯ୍ୟବେକ୍ଷକ ତାଲିକାରେ ଛଅ ଓଡ଼ିଆ ଅଧିକାରୀ ରହିଛନ୍ତି l ଏହି ଅଧିକାରୀମାନେ ହେଉଛନ୍ତି – ଓଡ଼ିଶାର ଆଇଏଏସ୍‌ ଅଧିକାରୀ ସୁଧାଂଶୁ ମୋହନ ସାମଲ। ତେଲେଙ୍ଗାନା କ୍ୟାଡର ଆଇପିଏସ ଡ.ସୌମ୍ୟା ମିଶ୍ର, ଓଡିଶା କ୍ୟାଡର୍‌ ଆଇପିଏସ୍‌ ରାଜେଶ କୁମାର, ସତୀଶ କୁମାର ଗଜଭିୟେ, ଅବିନାଶ…

Read More

ଝାରସୁଗୁଡା ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଝାରସୁଗୁଡା,13/4(ବ୍ୟୁରୋ ) : ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପାଇଁ ଗୁରୁବାର ବିଧିବଦ୍ଧ ବିଜ୍ଞପ୍ତି ପାଇଛି l ନିର୍ବାଚନ ପାଇଁ ୩ ପ୍ରମୁଖ ରାଜନୈତିକଦଳ ପ୍ରାର୍ଥୀ ଘୋଷଣା ମଧ୍ୟ କରିସାରିଛନ୍ତି l ବିଜେଡ଼ି ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥି କରିଛି l ସେହିପରି କଂଗ୍ରେସ ପୂର୍ବତନ ବିଧାୟକ ସ୍ବର୍ଗତ ବୀରେନ ପାଣ୍ଡେଙ୍କୁ ଏବଂ ବିଜେପି ଯୁବ ଚେହେରା ଟଙ୍କଧର ତ୍ରିପାଠିଙ୍କୁ ପ୍ରାର୍ଥୀ କରିଛି lବିଜେଡି ଓ କଂଗ୍ରେସର ପ୍ରାର୍ଥୀ ଦ୍ୱୟ ନିକଟରେ ନିଜ ନିଜ…

Read More

ଝାରସୁଗୁଡ଼ା ଉପ-ନିର୍ବାଚନ: ତରୁଣ ପାଣ୍ଡେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ବର : ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ଶ୍ରୀ ପାଣ୍ଡେ ହେଉଛନ୍ତି ଝାରସୁଗୁଡ଼ା ପୌରପାଳିକାର ୨ଥର ଅଧ୍ୟକ୍ଷ ଓ ୩ଥର ବିଧାୟକ ହୋଇଥିବା ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେଙ୍କ ପୁଅ। ଏକ ରାଜନୈତିକ ପରିବାରରୁ ଆସିଥିବା ଶ୍ରୀ ପାଣ୍ଡେ ଜଣେ ଯୁବ ନେତା ଭାବେ ୧୯୯୫ ମସିହାରୁ କଂଗ୍ରେସ ଦଳର ଜଣେ ସକ୍ରିୟ ସଦସ୍ୟ ଭାବେକାର୍ଯ୍ୟ କରୁଛନ୍ତି। ଜଣେ ସମାଜସେବୀ ଓ ଅଘରିଆ ସମାଜର ଆଗଧାଡ଼ିର ନେତାଭାବେ ମଧ୍ୟ ନିଜର କାର୍ଯ୍ୟ ଜାରି…

Read More

ରାହୁଲ ଟ୍ରୋଲରେ ସୀମିତ ରହିଛନ୍ତି: ସିନ୍ଧିଆ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ସାଂଘାତିକ ସମାଲୋଚନା କରିଛନ୍ତି। କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା କିମ୍ବା କଂଗ୍ରେସଠାରୁ ସଂପନ୍ନ ଛିନ୍ନ କରିଥିବା ନେତାମାନଙ୍କ ସହିତ ସିନ୍ଧିଆଙ୍କୁ ଯୋଡ଼ି ରାହୁଲ ଟ୍ବିଟ କରିଥିବାରୁ ସେ ଏହାର କଡ଼ା ଜବାବ ଦେଇଛନ୍ତି। ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ସାଂଘାତିକ ସମାଲୋଚନା କରିଛନ୍ତି। କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା କିମ୍ବା କଂଗ୍ରେସଠାରୁ…

Read More

ବିଜେଡି ନେତାଙ୍କ ସମ୍ପୃକ୍ତି ନଥିଲେ, ଏତେ ବର୍ଷ ଧରି କେମିତି ନକଲି ସାର୍ଟିଫିକେଟ କାରବାର ଚାଲିଲା: ମନମୋହନ ସାମଲ

ଭୁବନେଶ୍ବର: ନକଲି ସାର୍ଟିଫିକେଟ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଶ୍ରୀ ସାମଲ କହିଛନ୍ତି, ନକଲି ସାର୍ଟିଫିକେଟ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ। ଦୋଷୀକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ। ଏଠି କିଛି ଲୋକ ପିଲାଙ୍କ ଜୀବନ ଓ ଓଡ଼ିଶାର ଭାଗ୍ୟ ସହ ଖେଳୁଛନ୍ତି, ଆଉ ସରକାର ଅନ୍ଧ, ମୂକ ଏବଂ ବଧିର ହୋଇ ବସିଛନ୍ତି। ସରକାର ଯୁବକଙ୍କ ଜୀବନସହ ଖେଳୁଛନ୍ତି ତାହା ବନ୍ଦ ହେବା ଆବଶ୍ୟକ। ଯେଉଁଠି ସାଧାରଣ ଲୋକ…

Read More

ରାହୁଲ ଏସବୁ ଜାରି ରଖିଲେ ଦିନେ କଂଗ୍ରେସ ସାରା ଦେଶରୁ ସଫା ହୋଇଯିବ: ଅମିତ ଶାହା

ଗୌହାଟୀ: ଆଜି ଆସାମର ଦିବ୍ରୁଗଡରେ ବିଜେପି କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଯୋଗ ଦେଇଥିଲେ । ଏହି ସମୟରେ ସେ କର୍ମୀମାନଙ୍କୁ ସମ୍ବୋଧିତ କରିବାବେଳେ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ଉପରେ କଡ଼ା ଆକ୍ରମଣ କରିଥିଲେ। ସେ କହିଛନ୍ତି ଯେ ରାହୁଲ ବାବା ବିଦେଶ ଯାଇ ଦେଶର ବଦନାମ କରୁଛନ୍ତି | ଯଦି ରାହୁଲ ଦେଶକୁ ବଦନାମ କରିବା କାମ ଜାରି ରଖନ୍ତି, ତେବେ ସମଗ୍ର ଦେଶରୁ କଂଗ୍ରେସ ସଫା ହୋଇଯିବ।…

Read More

ଗୋଆରେ ଟିଏମସିକୁ ଲାଗିଲା ଝଟକା: ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ଲୁଇଜିନ୍ହୋ ଫଲେରୋ

ପାଣାଜୀ: ଆଜି ଗୋଆରେ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସକୁ (ଟିଏମସି) ଏକ ବଡ଼ ଧରଣର ଝଟକା ଲାଗିଛି | ରାଜ୍ୟରେ ଟିଏମସିର ଚେହେରା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିନ୍ହୋ ଫଲେରୋ ଦଳରୁ ଇସ୍ତଫା ଦେଇଛନ୍ତି। ଖ୍ରୀଷ୍ଟିଆନ-ପ୍ରାଧାନ୍ୟ ଦକ୍ଷିଣ ଗୋଆରେ ଲୁଇଜିନ୍ହୋ ଫଲେରୋଙ୍କର ଯଥେଷ୍ଟ ପ୍ରଭାବ ରହିଛି | ତେବେ ସେ କାହିଁକି ଇସ୍ତଫା ଦେଲେ ସେନେଇ କିଛି କହି ନାହାଁନ୍ତି। ଲୁଇଜିନ୍ହୋ ଫଲେରୋ ରାଜ୍ୟସଭା ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି | ଇସ୍ତଫା ଦେବା…

Read More