୨୦୨୪ରେ ବିଜେପି ୩୦୦ରୁ ଅଧିକ ଲୋକସଭା ଆସନରେ ଜିତି କ୍ଷମତାକୁ ଫେରିବ: ଅମିତ ଶାହା

ଦିିବ୍ରୁଗଡ଼/ ଆସାମ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି ଯେ ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି ସମଗ୍ର ଦେଶରେ ୩୦୦ରୁ ଅଧିକ ଲୋକସଭା ଆସନରେ ଜିତିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କ୍ରମାଗତ ତୃତୀୟ ଥର ପାଇଁ ଦଳ କ୍ଷମତାକୁ ଫେରିବ। ଆସାମର ଦିିବ୍ରୁଗଡ଼ ଠାରେ ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରି ଅମିତ ଶାହା କହିଛନ୍ତି ଯେ ଉତ୍ତର-ପୂର୍ବ ରାଜ୍ୟର ୧୪ଟି ଲୋକସଭା ଆସନ ମଧ୍ୟରୁ ଦଳ ୧୨ଟିରେ ବିଜୟୀ…

Read More