କାହାକୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି କର୍ନାଟକ ବାସୀ… ଜାଣନ୍ତୁ ….

ବେଙ୍ଗଲୁରୁ: କର୍ନାଟକରେ ବିଧାନସଭା ନିର୍ବାଚନ ପ୍ରଚାର ଜୋର ଧରିବାରେ ଲାଗିଛି। କଂଗ୍ରେସ, ବିଜେପି ଏବଂ ଜେଡିଏସ୍ ନିଜ ପ୍ରଚେଷ୍ଟା ଜାରି ରଖିଛନ୍ତି। ମେ ମାସ ୧୦ ତାରିଖରେ ମତଦାନ ହେବାକୁ ଥିବା ବେଳେ ସେହି ମାସ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ସରକାର କିଏ ଗଢିବ, ତାହା ତ ଜଣାନାହିଁ। ମାତ୍ର ମୁଖ୍ୟମନ୍ତ୍ରୀ ପଦ ପାଇଁ ସମସ୍ତଙ୍କୁ ପଛରେ ପକାଇ ସିଦ୍ଧରମାୟା ଆଗରେ ରହିଛନ୍ତି। ସେ ବର୍ତ୍ତମାନ କର୍ନାଟକ ବିଧାନସଭାର ବିରୋଧି ଦଳ ନେତା ରୂପେ…

Read More

ସଞ୍ଜୟଙ୍କୁ ପିନାକୀଙ୍କ ଆଲିଙ୍ଗନ ଲୌହ ଭୀମକୁ ଧ୍ରୁତରାଷ୍ଟ୍ରର ଆଲିଙ୍ଗନ ନୁହେଁ ତ………….

ଭୁବନେଶ୍ୱର,୨୪/୪(ବ୍ୟୁରୋ): ମହାଭାରତ ଯୁଦ୍ଧ ସରିଯାଇଥାଏ। ପାଣ୍ଡବମାନେ ଶ୍ରୀକୃଷ୍ଣଙ୍କ ସହ ମହାରାଜା ଧ୍ରୁତରାଷ୍ଟ୍ରଙ୍କୁ ଭେଟିବା ପାଇଁ ଇନ୍ଦ୍ରପ୍ରସ୍ଥ ଆସିଥାନ୍ତି। ଶତପୁତ୍ର ନିଧନ ଦୁଃଖରେ ଧ୍ରୁତରାଷ୍ଟ୍ର ମ୍ରିୟମ୍ରାଣ ହୋଇ ପଡିଥାନ୍ତି। ନିଜ ଆଡୁ କୁରୁ ଶ୍ରେଷ୍ଠ ପଞ୍ଚୁ ପାଣ୍ଡବଙ୍କୁ କୋଳାଗ୍ରତ କରି ଅଭିଭାଦନ କରନ୍ତି। ଯୁଧିଷ୍ଠିରଙ୍କ ଅଭିଭାଦନ ପରେ ଭୀମଙ୍କୁ ଡାକି ଆଲିଙ୍ଗନ କରିବାକୁ ଉଦ୍ୟତ ହୁଅନ୍ତି ଧ୍ରୁତରାଷ୍ଟ୍ର। ହେଲେ ଅନ୍ତର୍ଯ୍ୟାମୀ ଶ୍ରୀକୃଷ୍ଣ ଭୀମଙ୍କୁ ଧ୍ରୁତରାଷ୍ଟ୍ର ନିକଟରୁ ଦୂରେଇ ରଖନ୍ତି। ଭୀମଙ୍କ ବଦଳରେ ତାଙ୍କ ଲୌହ ପ୍ରତିମାକୁ ଅନ୍ଧ ଧ୍ରୁତରାଷ୍ଟ୍ରଙ୍କ…

Read More

ଶଙ୍ଖ ଭବନ ଓଡିଶାର ଅତୀତ ସହ ଏହା ଭବିଷ୍ୟତକୁ ଯୋଡିବ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଜୁ ଜନତା ଦଳର କାର୍ଯ୍ୟାଳୟ ‘ଶଙ୍ଖ ଭବନ’ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡିର ନୂଆ ରାଜ୍ୟ କାର୍ଯ୍ୟାଳୟକୁ ଦଳୀୟ ନେତା ଓ କର୍ମୀଙ୍କ ଉପସ୍ଥିତିରେ ଉଦଘାଟନ କରିଛନ୍ତି। ପ୍ରତ୍ୟେକ ଜିଲ୍ଲାରୁ ଦଳର ନେତା ଏହି କାର୍ୟ୍ୟକ୍ରମରେ ସାମିଲ ହୋଇଛନ୍ତି । ବିଜେଡି ଗଠନ ପରଠାରୁ କ୍ୟାପିଟାଲ ହସ୍ପିଟାଲ ପାଖରେ ଦଳର ପୁରୁଣା କାର୍ଯ୍ୟାଳୟ ରହି ଆସିଥିଲା । କିନ୍ତୁ ଦୀର୍ଘ ବର୍ଷ ପରେ ଦଳର ନୂଆ…

Read More

ଯେ କୌଣସି ସମୟରେ ମୁଁ ମୁଖ୍ୟମନ୍ତ୍ରୀ ହୋଇପାରେ : ଅଜିତ୍ ପାଓ୍ୱାର

ମୁମ୍ବାଇ,୨୨/୪(ବ୍ୟୁରୋ): ୨୦୨୪ ମହାରାଷ୍ତ୍ର ନିର୍ବାଚନ କାହିଁକି, ଯେକୌଣସି ସମୟରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦ ଦାବି କରିବା ଲାଗି ତାଙ୍କ ଦଳ ପ୍ରସ୍ତୁତ ରହିଛି ବୋଲି ‘ନ୍ୟାସ୍‌ନାଲିଷ୍ଟ୍‌ କଂଗ୍ରେସ ପାର୍ଟି’ (ଏନ୍‌ସିପି) ନେତା ଅଜିତ ପାୱାର୍‌ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ୨୦୦୪ରେ ‘ଏନ୍‌ସିପି’ କଂଗ୍ରେସ୍‌ଠାରୁ ଅଧିକ ଆସନ ପାଇଥିଲା ଏବଂ ମୁଖ୍ୟମନ୍ତ୍ରୀ ପଦ ‘ଏନ୍‌ସିପି’କୁ ମିଳିବାର ଥିଲା। ହେଲେ ଦଳକୁ ମିଳିଲା କେବଳ ଉପମୁଖ୍ୟମନ୍ତ୍ରୀ ପଦ। ଯଦି ସବୁ କିଛି ଠିକ୍ ରୁହେ,…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ନେଇ କେରଳରେ ହାଇଆର୍ଲଟ

ନୂଆଦିଲ୍ଲୀ,୨୨/୪(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରାଯିବ ବୋଲି କେରଳ ରାଜ୍ୟ ‘ବିଜେପି’ ଅଫିସ୍‌କୁ ଧମକ ଆସିଛି। ଏହା ପରେ ପ୍ରାଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସାରା କେରଳରେ ହାଇଆଲର୍ଟ ଜାରି କରାଯାଇଛି। ଧମକ ଦେଇଥିବା ଚିଠି ପ୍ରେରକଙ୍କ ନାମ ଓ ଅନ୍ୟାନ୍ୟ ବିବରଣୀକୁ ତର୍ଜମା କରାଯାଉଛି। ଆଗାମୀ ୨୪ ତାରିଖ ପାଇଁ ନିର୍ଦ୍ଧାରିତ ମୋଦୀଙ୍କ କୋଚି ଗସ୍ତ ସମୟରେ ଆତ୍ମଘାତୀ ଆକ୍ରମଣ କରାଯିବ ବୋଲି ସେହି ଚିଠିରେ ଉଲ୍ଲେଖ କରାଯାଇଥିଲା। ଚିଠିରେ ଉଲ୍ଲେଖ ଥିବା ବ୍ୟକ୍ତିଙ୍କୁ…

Read More

ଝାରସୁଗୁଡ଼ା ଉପନିର୍ବାଚନ : ଦଶ ଜଣଙ୍କ ପ୍ରାର୍ଥୀପତ୍ର କାଏମ୍

ଝାରସୁଗୁଡ଼ା,୨୨/୪(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଦାଖଲ ହୋଇଥିବା ସମସ୍ତ ୧୪ଟି ପ୍ରାୁର୍ଥୀପତ୍ର ମଧ୍ୟରୁ ୧୦ଟି କାଏମ୍ ରହିଛି। ଯାଞ୍ଚ ବେଳେ ୪ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ବିଭିନ୍ନ କାରଣରୁ ଖାରଜ ହୋଇଯାଇଛି। ବିଜେପି, ବିଜେଡି ଓ କଂ‌ଗ୍ରେସ ସହ ଅନ୍ୟ ସାତ ଜଣଙ୍କ ନାମାଙ୍କନ ପତ୍ର କାଏମ ରହିଛି। ବିଜେଡି ପକ୍ଷରୁ ଦୀପାଳି ଦାସ, କଂଗ୍ରେସ ପକ୍ଷରୁ ତରୁଣ ପାଣ୍ଡେ ଏବଂ ବିଜେପି ପକ୍ଷରୁ ଟଙ୍କଧର ତ୍ରିପାଠୀ ପ୍ରାର୍ଥୀ ହୋଇଛନ୍ତି। ସେହିପରି ଅନ୍ୟ ମାନଙ୍କ ମଧ୍ୟରେ ମହେନ୍ଦ୍ର…

Read More

ବିଦ୍ରୋହୀଙ୍କୁ ଭିଡିଓ କଲ କରି ମନାଉଛନ୍ତି ମୋଦି

ବେଙ୍ଗଲୁରୁ,୨୧/୪(ବ୍ୟୁରୋ): କର୍ନାଟକରେ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ଏହା ମଧ୍ୟରେ ବିଜେପିର ବହୁ ବରିଷ୍ଠ ନେତା ଦଳ ଛାଡି କଂଗ୍ରେସ ଏବଂ ଜେଡିଏସ୍ ରେ ଯୋଗ ଦେଉଛନ୍ତି। ଏହି କ୍ରମରେ ବରିଷ୍ଠ ନେତା ଇଶ୍ୱରପ୍ପା ମଧ୍ୟ ଦଳ ଛାଡିବାକୁ ମନସ୍ଥ କରିଥିବା ଜଣାପଡିଛି। ଏହି ଖବର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋଦ୍ ନିଜେ ଭିଡିଓ କଲ୍ କରି ଇଶ୍ୱରପ୍ପାଙ୍କୁ ବୁଝାଇବାରେ ଲାଗିଛନ୍ତି। ଉଭୟଙ୍କ ବାର୍ତ୍ତାଳାପ ସମୟର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ…

Read More

ତୃତୀୟ ଥର ପାଇଁ ତାରକା ପ୍ରଚାରକ ତାଲିକାରୁ ବାଦ୍ ପଡ଼ିଲେ ସଞ୍ଜୟ, ଦଳୀୟ ମୁଖ୍ୟାଳୟ ଦାୟିତ୍ୱରୁ ବିଦା କରିବାକୁ ଚିନ୍ତା କରୁଛି ତୃତୀୟ ମହଲା

ଭୁବନେଶ୍ୱର,୨୦/୪(ବ୍ଯୁରୋ): ପ୍ରଥମେ ଭଦ୍ରକ ଜିଲ୍ଲାର ଧାମ ନଗର, ପରେ ବରଗଡ଼ ଜିଲ୍ଲାର ପଦ୍ମପୁର, ଏବେ ଝାରସୁଗୁଡ଼ା ଉପ ନିର୍ବାଚନରେ ସଞ୍ଜୟ ଦାସବର୍ମାଙ୍କୁ ପ୍ରଚାର ତାଲିକାରୁ ବିଜେଡି ବାଦ୍ ଦେଇଛି। ଦଳୀୟ ସାଧାରଣ ସମ୍ପାଦକ- ମୁଖ୍ୟାଳୟ ଦାୟିତ୍ୱରେ ଥିବା ଦାସବର୍ମାଙ୍କୁ ତାଲିକାରୁ ବାଦ୍ ଦେବାକୁ ନେଇ ରାଜନୈତିକ ମହଲରେ ଚର୍ଚା୍ ଜାରି ରହିଛି। ଦଳୀୟ ଶୀର୍ଷ ସିଣ୍ଡିକେଟ୍ କଥାରେ ପରିଚାଳିତ ନ ହେବାରୁ ଏହି ଆଭିମୁଖ୍ୟ ପୋଷଣ କରାଯାଇଥିବା ଜଣାପଡିଛି। ଖୁବ୍ ଶୀଘ୍ର ତାଙ୍କୁ ଦଳୀୟ ସାଧାରଣ ସମ୍ପାଦକ-ଦଳୀୟ…

Read More

ରାହୁଲଙ୍କ ଆବେଦନ ସୁରଟ କୋର୍ଟରେ ଖାରଜ

ସୁରତ: ୨୦୧୯ ମସିହାର ଏକ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲ ଦଣ୍ଡାଦେଶ ପାଇଥିଲେ l ସୁରଟର ନିମ୍ନ ଅଦାଲତଙ୍କ ରାୟ ଉପରେ ରହିତାଦେଶ ଜାରି କରିବା ଲାଗି ରାହୁଲ୍‌ ଗାନ୍ଧୀ କରିଥିବା ଆବେଦନକୁ ଗୁରୁବାର ସୁରତ ସେସନ୍‌ କ‌ୋର୍ଟ ଖାରଜ କରି ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ, ଗତ ୧୩ ତାରିଖ ଦିନ ଉଭୟ ପକ୍ଷର ଶୁଣାଣି କରି ସେସନ୍‌ କୋର୍ଟର ଅତିରିକ୍ତ ସେସନସ୍‌ ଜଜ୍ ଆର୍….

Read More

ବିଜେପି ଯିବା ଖବର ଗଣମାଧ୍ୟମର ଗୁଜବ : ଏନସିପି ନେତା ଅଜିତ ପାଓ୍ୱାର

ମୁମ୍ବାଇ; ଦୁଇ ଦିନ ହେବ ଜାତୀୟ ଗଣମାଧ୍ୟମରେ ପ୍ରଚାରିତ ହେଉଥିବା ଗୁଜବରେ କୌଣସି ପ୍ରକାରର ସତ୍ୟତା ନାହିଁ। ସେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ଅଛନ୍ତି ଓ ଆଗାମୀ ଦିନରେ ଏନସିପିରେ ହିଁ ରହିବେ। ଗଣମାଧ୍ୟମ କେତେକ ମୁଖ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ କୌଣସି କାରଣ ନଥାଇ କେବଳ ଗୁଜବର ପ୍ରଚାର କରୁଛି। ଏନସିପି କିମ୍ବା ମହାରାଷ୍ଟ୍ର ବିକାଶ ଅଗାଡ଼ି କୌଣସି ପ୍ରକାରର ବିବାଦ ନାହିଁ। ସେ ୪୦ ଜଣ ବିଧାୟକଙ୍କ ଦସ୍ତଖତ ନେଇ ନାହିଁ।…

Read More