ଆଗକୁ ଶସ୍ତା ହେବାକୁ ଯାଉଛି ତେଲ, ସାବୁନ ଓ ସର୍ଫ ପରି ଅତ୍ୟାବଶ୍ୟକ ଜିନିଷର ମୂଲ୍ୟ …
ଭାରତରେ ପ୍ରିମିୟମ ସେଗମେଣ୍ଟରେ ଆସୁଥିବା ଏକ ପ୍ରମୁଖ ବ୍ରାଣ୍ଡର ଉତ୍ପାଦର ମୂଲ୍ୟ ଖୁବଶୀଘ୍ର କମିବାକୁ ଯାଉଛି । ଏହା ଏଥିପାଇଁ କୁହାଯାଉଛି ଯେ କାରଣ ଏହି ଏଫଏମସିଜି କମ୍ପାନୀମାନେ ଭାରତରେ ମୂଲ୍ୟ ଉପରେ ନରମ ଆଭିମୁଖ୍ୟ ଗ୍ରହଣ କରିବାର ସଙ୍କେତ ଦେଖାଯାଉଛି । ଭାରତରେ ହିନ୍ଦୁସ୍ତାନ ୟୁନିଲିଭରର ମୂଳ ସଂସ୍ଥା ୟୁନିଲିଭର ଆଗାମୀ ଦିନରେ ଅନେକ ବର୍ଗର ଉତ୍ପାଦର ମୂଲ୍ୟ ଶସ୍ତା କରିବ ବୋଲି ଆଶା କରାଯାଉଛି ଏବଂ କମ୍ପାନୀ ମଧ୍ୟ ଏହାର ଘୋଷଣା କରିଛି ।…
