ଉଚ୍ଚଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ଜେଏସପି ଫାଉଣ୍ଡେସନ ଦ୍ବାରା ୪୨୫୪ ଜଣ ବାଳିକା ଓ ମହିଳାଙ୍କୁ ଯଶସ୍ୱୀ ବୃତ୍ତି ପ୍ରଦାନ

· ଯଶସ୍ଵୀ କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣରେ ଆର୍ଥିକ ସହାୟତା ପାଇବା ନିମନ୍ତେ ଚୟନ କରାଯାଇଥିବା ବାଳିକା ଓ ମହିଳା ମାନଙ୍କ ମଧ୍ୟରୁ ୨୬୮୯ ଜଣ ଓଡ଼ିଶାର ବାସିନ୍ଦା · ୨୦୨୨ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଏବେ ୧୦ ହଜାରରୁ ଅଧିକ ମହିଳା ଓ ବାଳିକା ସାମିଲ ଭୁବନେଶ୍ବର, ୧୯/୦୧/୨୦୨୪:ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ ଏହାର ଫ୍ଲାଗସିପ୍ କାର୍ଯ୍ୟକ୍ରମ ଯଶସ୍ଵୀ ର ତୃତୀୟ ସଂସ୍କରଣର ଶୁଭାରମ୍ଭ କରି ଓଡ଼ିଶା, ଝାଡ଼ଖଣ୍ଡ ଏବଂ…

Read More

ଦୀପ୍ତି ଶର୍ମା ଓ ପାଟ୍ କମିନ୍ସି ହେଲେ ‘ପ୍ଲେୟର ଅଫ ଦି ମନ୍ଥ’

ଡିସେମ୍ବର ମାସ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ‘ପ୍ଲେୟାର ଅଫ୍ ଦି ମନ୍ଥ’ର ଘୋଷଣା କରିଛି। ‘ପୁରୁଷ ଖେଳାଳି ଭାବେ ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ ପ୍ଲେୟର ଅଫ୍ ଦି ମନ୍ଥ’ ଚୟନ କରାଯାଇଛି ।ସେହିପରି , ଭାରତର ମହିଳା କ୍ରିକେଟର ଦୀପ୍ତି ଶର୍ମାଙ୍କୁ ପ୍ଲେୟର ଅଫ୍ ଦି ମନ୍ଥ’ ମନୋନୀତ କରାଯାଇଛି। ଏହା ହେଉଛି ଦୀପ୍ତି ଶର୍ମାଙ୍କର ‘ପ୍ଲେୟାର ଅଫ୍ ଦି ମନ୍ଥ’ର ପ୍ରଥମ ଟାଇଟଲ୍ | ଡିସେମ୍ବରରେ ଉଭୟ ଖେଳାଳି ସେମାନଙ୍କର ଉତ୍କୃଷ୍ଟ…

Read More

ବନ୍ଦ ହୋଇଯାଇଥିଲା ରକ୍ତ ସଞ୍ଚାଳନ, ଫେରାଇ ଦେଇଥିଲେ ବହୁ ହସ୍ପିଟାଲ, ହେଲେ ଏମ୍ସ ଡାକ୍ତର କରି ଦେଖାଇଲେ କରିସ୍ମା

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ରାଜନୈତିକ ନେତା ଅଶ୍ୱିନୀ ସାହୁ ଗତ ଡିସେମ୍ବର ଦୁଇ ତାରିଖରେ ସ୍କୁଟିରୁ ପଡ଼ି ଦୁର୍ଘଟଣା ଗସ୍ତ ହୋଇଥିଲେ। ଏହି ଦୁର୍ଘଟଣା ଦ୍ୱାରା ତାଙ୍କ ଅଣ୍ଟା ଏବଂ ଜାନୁ ହାଡ଼ ଭାଙ୍ଗି ଦେଇଥିଲା। ସେଥିରେ THR replacment ଏବଂ ସଠିକ ଭାବରେ ରକ୍ତ ସଞ୍ଚାଳନ କୁ ଠିକ କରିବାପାଇଁ ଦୁର୍ଘଟଣା ପରେ ତାଙ୍କୁ ଆପୋଲେରେ ଭର୍ତ୍ତି କରାଯାଇଥିଲା। ସାଧାରଣ ଚିକିତ୍ସା କରାଯାଇ ଅଶ୍ୱିନୀଙ୍କୁ ହସ୍ପିଟାଲରେ ରଖାଗଲା। ମାତ୍ର ରକ୍ତ ସଞ୍ଚାଳନରେ…

Read More

କୋରାପୁଟ ଲୋକସଭା ଫଳାଫଳ ବଦଳାଇବ ଇଣ୍ଡିଆ ମେଣ୍ଟ ସମୀକରଣ, ସ୍ୱାଧିନ ବିଧାୟକ ସହ କଂଗ୍ରେସ ଏମପି ପ୍ରାର୍ଥୀଙ୍କ ଜିତିବାରେ ଶ୍ରୀକାନ୍ତଙ୍କ ଭୂମିକା ନେଇ ଚର୍ଚ୍ଚା..

ଭୁବନେଶ୍ୱର :  ଶୀର୍ଷକଟି ପଢି ଅନେକଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ।  କାରଣ ଗତ ୨୦୧୯ ସାଧାରଣ ନିର୍ବାଚନରେ କୋରାପୁଟ ଲୋକସଭା ଆସନ କଂଗ୍ରେସ ଜିତିଥିଲା। ନୂଆ କରି ଛିଡ଼ା ହୋଇଥିବା ସପ୍ତଗିରୀ ଉଲ୍ଲାକା ପ୍ରଥମ ଥର ସାଂସଦ ହୋଇଥିଲେ। ଏହି ଲୋକସଭା ଅଧିନରେ ଥିବା ବିଧାନସଭା ଆସନ ଗୁଡିକ ବିଜେଡି , କଂଗ୍ରେସ ଏବଂ ସ୍ୱାଧିନକୁ ଯାଇଥିଲା। ମାତ୍ର କୋରାପୁଟ ଲୋକସଭା ଫଳାଫଳ ସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ସଂଯୋଗ ନିକଟରେ ଚର୍ଚ୍ଚାର କାରଣ ହୋଇଥିଲା।…

Read More

ଡଃ ବିଶ୍ୱଜିତ୍ ସର୍ବୋଦୟ ଆନ୍ଦୋଳନ ସମିତିର ରାଷ୍ଟ୍ରୀୟ ସଂଯୋଜକ

ଭୁବନେଶ୍ୱର (୨୨/୧୨) : ଗାନ୍ଧୀ ଓ ସର୍ବୋଦୟ ଆନ୍ଦୋଳନର ଶୀର୍ଷସ୍ଥ ସଂସ୍ଥା ସର୍ବସେବା ସଂଘ (ଅଖିଳ ଭାରତ ସର୍ବୋଦୟ ମଣ୍ଡଳ) ପକ୍ଷରୁ ଓଡ଼ିଶାର ଗାନ୍ଧୀବାଦୀ ଯୁବ ନେତା ତଥା କଳିଙ୍ଗନଗର ଠାରୁ ଆରମ୍ଭ କରି ପୋସ୍କୋ ବିରୋଧୀ ଆନ୍ଦୋଳନରେ ମହତ୍ତ୍ଵପୂର୍ଣ୍ଣ ଭୂମିକାରେ ଥିବା ଡାକ୍ତର ବିଶ୍ୱଜିତଙ୍କୁ ଏହାର ଆନ୍ଦୋଳନ ସମିତିର ରାଷ୍ଟ୍ରୀୟ ସଂଯୋଜକ ଭାବରେ ମନୋନୀତ କରିଛନ୍ତି। ଦେଶର ପ୍ରାକୃତିକ ସମ୍ପଦ ଜଳ, ଜଙ୍ଗଲ, ଜମି, ଖଣି ଖାଦାନ ଆଜି ଶାଗ ମାଛ ମୂଲରେ ବିକ୍ରି ହେଉଥିବା…

Read More

ଫିଲ୍ମ ରିଲିଜ ପୂର୍ବରୁ ‘ସାଲାର’କୁ ପଛରେ ପକାଇଲା ଶାହାରୁଖଙ୍କ ‘ଡଙ୍କି’ ଜାଣନ୍ତୁ କେମିତି …

୨୦୨୩ ମସିହାର ଦୁଇଟି ବହୁ ପ୍ରତୀକ୍ଷିତ ସିନେମା ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ଉଭୟ ଶାହାରୁଖ ଖାନଙ୍କ ଫିଲ୍ମ ‘ଡଙ୍କି’ ଏବଂ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ‘ସାଲାର’ର ରିଲିଜକୁ ପ୍ରଶଂସକମାନେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଫିଲ୍ମ ରିଲିଜ୍ ହେବାକୁ ଆଉ ମାତ୍ର କିଛି ଦିନ ବାକି ରହିଛି। ଡିସେମ୍ବର ୨୧ତାରିଖରେ ‘ଡଙ୍କି’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଥିବାଭେଳେ । ଡିସେମ୍ବର ୨୨ରେ ପ୍ରଭାସଙ୍କ ଫିଲ୍ମ ‘ସାଲାର’ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି ।…

Read More

ଶାହାରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘ଡଙ୍କି’ କୁ ସେନ୍ସର ବୋର୍ଡର ଗ୍ରୀନ୍ ସିଗନାଲ…

ଶାହାରୁଖ ଖାନ କେବଳ ବଲିଉଡର କିଙ୍ଗ ନୁହଁନ୍ତି ବରଂ ସବୁ ପ୍ରଶଂସକଙ୍କ ପାଇଁ ମଧ୍ୟ ସେ କିଙ୍ଗ୍ ଅଟନ୍ତି। ଏହି କାରଣରୁ ପ୍ରଶଂସକମାନେ ତାଙ୍କୁ ବହୁତ ପସନ୍ଦ କରନ୍ତି । ଚଳିତ ବର୍ଷ ଶାହାରୁଖ ଖାନଙ୍କ ଉଭୟ ଫିଲ୍ମ ‘ପାଠାନ’ ଏବଂ ‘ଜବାନ’ ବକ୍ସ ଅଫିସରେ ଧମାଲ ମଚାଇଛି । ଏବେ ତାଙ୍କର ତୃତୀୟ ସିନେମା ‘ଡଙ୍କି’ ମଧ୍ୟ ରିଲିଜ୍ ହେବାକୁ ଯାଉଛି। ଯେଉଁଥିପାଇଁ ଲୋକଙ୍କ କ୍ରେଜ ଦେଖିବାକୁ ମିଳୁଛି । ଫିଲ୍ମର ଗୀତ ଓ ଟ୍ରେଲରକୁ…

Read More

ସାମନ୍ତ ଚନ୍ଦ୍ରଶେଖର ଉଦ୍ଭିଦ ବିଜ୍ଞାନୀ ସଂଘର ୨ୟ ବାର୍ଷିକ ସମ୍ମେଳନ ଅନୁଷ୍ଠିତ

ଭୁବନେଶ୍ୱର : ପୁରୀ ସ୍ଥିତ ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟ ଠାରେ ସାମନ୍ତ ଚନ୍ଦ୍ରଶେଖର ଉଦ୍ଭିଦ ବିଜ୍ଞାନୀ ସଂଘର ୨ୟ ବାର୍ଷିକ ସମ୍ମେଳନ ଉତ୍ସବ ୨୦୨୩ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଏକ ବୃକ୍ଷ ରୋପଣରୁ ଆରମ୍ଭ ହୋଇଥିଲା। ଉଦ୍ଭିଦ ବିଜ୍ଞାନୀ ସଂଘ ର ସଭାପତି ପ୍ରାଧ୍ୟାପକ ଡ. ବାମନ ଚନ୍ଦ୍ର ଆଚାର୍ଯ୍ୟ ଙ୍କ ନେତୃତ୍ୱରେ ଅନେକ ବରିଷ୍ଠ ବୈଜ୍ଞାନିକ, ପରିବେଶବିତ୍ ପ୍ରଶାସନିକ ଅଧିକାରୀ ଏବଂ ମହାବିଦ୍ୟାଳୟ ର ପୁରାତନ ବିଦ୍ୟାର୍ଥୀ ମାନଙ୍କ ଦ୍ଵାରା ସମ୍ପାଦିତ ହୋଇଥିଲା…

Read More

ପର୍ଯ୍ୟଟନ ବିକାଶ ନେଇ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ ଶାରଦା

ଭୁବନେଶ୍ୱର: ବିଶ୍ଵପ୍ରସିଦ୍ଧ ବୌଦ୍ଧସ୍ତୁପ ଲଳିତଗିରି, ଉଦୟଗିରି, ରତ୍ନଗିରି ଓ ସୁଦୂର କେନ୍ଦ୍ରାପଡ଼ା ଜିଲ୍ଲାରେ ଭିତରକନିକା ଅଭୟାରଣ୍ୟ ଅବସ୍ଥିତ ଥିବାରୁ ବିଶ୍ଵର ବିଭିନ୍ନ ସ୍ଥାନ ରୁ ଅନେକ ପର୍ଯ୍ୟଟକ ଏସବୁ କୁ ଭ୍ରମଣ କରିବା ପାଇଁ ଆସୁଛନ୍ତି। ଉକ୍ତ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକ ପାଇଁ ପାରାଦ୍ଵୀପ-ହରିଦାସପୁର ରେଳପଥ ଯୋଗାଯୋଗ ର ଏକମାତ୍ର ମାଧ୍ୟମ ହୋଇଥିବାରୁ ରେଳପଥ ରେ ଯାତ୍ରୀବାହୀ ରେଳ ଚଳାଚଳ ହେଲେ ଆମ ଅଞ୍ଚଳର ଓ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ଅଧିକ ରୁ ଅଧିକ ଉନ୍ନତି ହୋଇପାରିବ,…

Read More

‘ଆନିମଲ’ ଫିଲ୍ମର ଓଟିଟି ରିଲିଜ କେବେ ଓ କେଉଁଥିରେ ହେବ ଜାଣନ୍ତୁ …

ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’ ସାରା ବିଶ୍ୱରେ ଚହଳ ସୃଷ୍ଟି କରୁଛି । ଫିଲ୍ମକୁ ଦର୍ଶକଙ୍କ ଠାରୁ ଭଲ ରେସପନ୍ସ ମିଳୁଛି । ଫିଲ୍ମରେ ରଣବୀର କପୁରଙ୍କ ଦମଦାର ଅଭିନୟ ଲୋକଙ୍କ ହୋସ ଉଡାଇ ଦେଇଛି । ତେବେ ଫିଲ୍ମର ଓଟିଟି ରିଲିଜକୁ ମଧ୍ୟ ଅନେକ ଲୋକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଇତିମଧ୍ୟରେ ଆନିମଲର ଓଟିଟି ରିଲିଜ୍କୁ ନେଇ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି। ତେବେ ଆପଣ ସମସ୍ତେ ଜାଣିଥିବେ ଯେ ‘ଆନିମଲ’…

Read More