ଏନଡିଏକୁ ମୁକାବିଲା କରିବା ପାଇଁ  ବିଭିନ୍ନ କମିଟି ଗଠନ କଲା ବିରୋଧି ମେଣ୍ଟ ଇଣ୍ଡିଆ

ମୁମ୍ବାଇ : ବିଜେପି  ନେତୃତ୍ୱାଧିନ ୩୮ଟି ଦଳ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ତଥା ଏନଡିଏ ବିରୋଧରେ ଲଢ଼ିବା ପାଇଁ ୨୬ଟି ବିରୋଧୀ ଦଳ  ମେଣ୍ଟ ଇଣ୍ଡିଆ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁମ୍ବାଇରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଆଜି ବୈଠକ ପରେ  ୧୪ଜଣିଆ ସମନ୍ୱୟ କମିଟି ଗଠନ କରାଯାଇଛି। ସବୁ ଦଳର ଜଣେ ଲେଖାଏ ସଦସ୍ୟ ଏହି କମିଟିରେ ଅଛନ୍ତି।  ଏହି ମେଣ୍ଟର ସବୁଠୁ ଲୋକପ୍ରିୟ ନେତା ରାହୁଲ ଗାନ୍ଧୀ ଏବଂ ପରିପକ୍ୱ ରାଜନେତା ନୀତୀଶ କୁମାରଙ୍କୁ କେଉଁ କମିଟିରେ…

Read More

ବିଦ୍ୟୁତ ଚୋରି ଘଟଣା ଚିହ୍ନଟ : ବ୍ରହ୍ମପୁରରେ ସୃଷ୍ଟି ହେଲା ମାଇଲଖୁଣ୍ଟ

~ ଟିପିଏସ୍ଓଡିଏଲ୍ ଦ୍ଵାରା ପର୍ବ ପର୍ବାଣି ପାଇଁ ନିର୍ଦ୍ଦେଶାବଳୀ ଲାଗୁ~ ମଣ୍ଡପ ଏବଂ ଅସ୍ଥାୟୀ ଦୋକାନ ପାଇଁ ଅସ୍ଥାୟୀ ସଂଯୋଗ ନିଆଯାଇପାରିବ ବ୍ରହ୍ମପୁର: ଟିପିଏସ୍ଓଡିଏଲ୍ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏନଫୋର୍ସମେଣ୍ଟ ଟିମ ବିଜୁଳି ଚୋରିର ଚିହ୍ନଟ ଓ ସମାଧାନ ଦିଗରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ସମସ୍ତ କର୍ମଚାରୀମାନଙ୍କ ସମନ୍ୱୟ ଏବଂ ପରିଶ୍ରମ ଦ୍ଵାରା ପ୍ରାରମ୍ଭିକ ରିପୋର୍ଟ ଗ୍ରହଣଠାରୁ ଆରମ୍ଭ କରି ଜରିମାନା ଆଦାୟ ପର୍ଯ୍ୟନ୍ତ ମାତ୍ର ୪୬ ମିନିଟ୍ ସମୟ ସୀମା…

Read More

ମାନସିକ ସ୍ୱାସ୍ଥ୍ୟ ସଚେତନତା ଉପରେ ରୋଟାରୀ କ୍ଳବ୍ ମୀଡୋଜ ପକ୍ଷରୁ”ଏକ ସୱାଲ” ଏକ ଅଭିନଵ ପ୍ରୟାସ

ବର୍ତ୍ତମାନ ସମୟରେ ବିଶ୍ୱରେ ଏବଂ ସର୍ବ ଭାରତୀୟ ସ୍ତରରେ ମାନସିକ ରୋଗ ତଥା ମାନସିକ ଅସ୍ଥିରତା ହେଉଛି ଏକ ସ୍ଵାସ୍ଥ୍ୟଗତ ଆହ୍ୱାନ l ଯାହାକୁ ସମଗ୍ର ବିଶ୍ୱ ଏବଂ ଭାରତ ମଧ୍ୟ ସମ୍ମୁଖୀନ କରୁଛି l ଗଣନା ଅନୁଯାୟୀ ଏହା ସ୍ପଷ୍ଟ ହୁଏ ଯେ ଆତ୍ମହତ୍ୟା ହେଉଛି ଆମ ଦେଶରେ ହେଉଥିବା ମୃତ୍ୟୁ ର ଏକ ପ୍ରମୁଖ କାରଣ l ଚାଳିଶ ବର୍ଷରୁ କମ୍ ବ୍ୟକ୍ତିମାନେ ଏହାର ଶିକାର ହୋଇଥାନ୍ତି l ବର୍ତ୍ତମାନ ର ଆଧୁନିକ ସମାଜରେ…

Read More

ଚଳଚ୍ଚିତ୍ର ପ୍ରେମୀଙ୍କ ପାଇଁ ଖୁସି ଖବର ; କେମିତି ମାଗଣାରେ ଦେଖିବେ OMG -2 ଜାଣନ୍ତୁ…

ଅକ୍ଷୟ କୁମାରଙ୍କ ଫିଲ୍ମ OMG 2 ର OTT ରିଲିଜ୍ ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି | ଏହି ଫିଲ୍ମ ଖୁବ୍ ଶୀଘ୍ର OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିବ କରାଇବାକୁ ଯାଉଛି|ତେବେ ଆସନ୍ତୁ ଜାଣିବା କେବେ ଓ କେଉଁଠି ହେବ ରିଲିଜ୍। ଅକ୍ଷୟ କୁମାରଙ୍କ ଏହି ଫିଲ୍ମ ପ୍ରେକ୍ଷାଳୟରେ ଆଗଷ୍ଟ ୧୧ ତାରିଖରେ ରିଲିଜ ହୋଇଥିଲା। ଏହି ଚଳଚ୍ଚିତ୍ରକୁ ସମାଲୋଚକଙ୍କ ସହିତ ଲୋକ ମଧ୍ୟ ପସନ୍ଦ କରିଛନ୍ତି। ଯୌନଶିକ୍ଷାକୁ ଏହି ଚଳଚ୍ଚିତ୍ରରେ ସୁନ୍ଧର ଭାବେ…

Read More

ଗଦର-୨ କଲେକ୍ସନରେ ପ୍ରତିବନ୍ଧକ ସାଜିଲା ଏହି ଚଳଚ୍ଚିତ୍ର ଜାଣନ୍ତୁ…

ସନ୍ନି ଦେଓଲଙ୍କ ଚଳଚ୍ଚିତ୍ର ଗଦର ୨ ରିଲିଜ୍ ହେବାର ଦୁଇ ସପ୍ତାହ ପୂରଣ କରିଛି | ଦୁଇ ସପ୍ତାହ ମଧ୍ୟରେ ଫିଲ୍ମ ୪୦୦ କୋଟି ମାର୍କ ଅତିକ୍ରମ କରିଛି। ଗଦର ୨ ତଥାପି ପ୍ରଶଂସକଙ୍କ ହୃଦୟରେ ରାଜ କରୁଛି| ବର୍ତ୍ତମାନ ଗଦର 2 ର ରୋଜଗାର ଧୀରେ ଧୀରେ ହ୍ରାସ ପାଉଛି, ଯେଉଁଥିପାଇଁ ଏହି ଚଳଚିତ୍ର ୪୫୦ କୋଟିର କ୍ଲବରେ ପ୍ରବେଶ କରିବା ପାଇଁ କଷ୍ଟସାଧ୍ୟ ହୋଇପଡିଛି | ସପ୍ତାହ ଶେଷରେ ଗଦର ୨ ର ରୋଜଗାରରେ…

Read More

ଅଦମ୍ୟ ଇଚ୍ଛାଶକ୍ତି ଆଗରେ ହାର୍ ମାନିଛି ଶାରୀରିକ ଅକ୍ଷମତା

ଭୁବେନେଶ୍ୱର;ସଫଳତାର ସ୍ଵାଦ ଚାଖିବା ପାଇଁ କେବଳ ଯେ ସୁସ୍ଥ ଶରୀର ଥିବା ଆବଶ୍ୟକ ତାହାକୁ ଭୁଲ୍ ପ୍ରମାଣିତ କରି ଦେଖାଇଛନ୍ତି ଏହି ଦୁଇ ଦିବ୍ୟାଙ୍ଗ ବନ୍ଧୁ । ଆଜି ବି ସମାଜ ନଜରରେ ଦିବ୍ୟାଙ୍ଗ ମାନେ ଉପେକ୍ଷିତ । କିନ୍ତୁ କିଛି କରି ଦେଖାଇବା ପାଇଁ ଦୃଢ଼ ମନୋବଳ ନେଇ ଆଗେଇ ଚାଲିଛନ୍ତି ଦୁଇ ବନ୍ଧୁ । ପୁଣି ଦୁହେଁ ଦୁହିଁଙ୍କର ସାଜିଛନ୍ତି ସାହାରା । ଏମିତି ଦୁଇ ଦିବ୍ୟାଙ୍ଗ ବନ୍ଧୁ ହେଉଛନ୍ତି ଅମ୍ୱାରିକ ଏବଂ ନର୍ମଦା…

Read More

National Film Awards 2023; କିଏ ମାରିବ ବାଜି ଆରଆରଆର ନା ପୁଷ୍ପା…

୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ୨୪ ଅଗଷ୍ଟ ବା ଆଜି ସଂଧ୍ୟାରେ ଆୟୋଜିତ ହେବାକୁ ଯାଉଛି | ଏହି ପୁରସ୍କାର ବିତରଣ ଉତ୍ସବରେ ଭାରତୀୟ ସିନେମାର ସର୍ବୋତ୍ତମ ଚଳଚ୍ଚିତ୍ର ପୁରସ୍କୃତ କରାଯିବ| ସେହିପରି ଆଜି ସନ୍ଧ୍ୟାରେ ବିଜେତା ତାଲିକା ବାହାରକୁ ଆସିବାକୁ ଯାଉଛି | ଚଳିତ ବର୍ଷ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଆଞ୍ଚଳିକ ସିନେମା ଏବଂ ବଲିଉଡ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିବ। ଏହା ପରେ ମାଲାୟାଲମ୍ ଚଳଚ୍ଚିତ୍ର ଜାତୀୟ ପୁରସ୍କାରରେ ନିଜର…

Read More

ଏଣିକି ହଳଦୀ ପତ୍ରରୁ ଲାଭବାନ୍ ହେବେ ଚାଷୀ

ଭୁବନେଶ୍ଵର ;ହଳଦୀ ଚାଷୀଙ୍କ ପାଇଁ ଏବେ ଖୁସି ଖବର । ଯେଉଁ ହଳଦୀ ଚାଷରୁ ଚାଷୀ ଦିନେ ଏତେ ମାତ୍ରାରେ ଲାଭ ପାଇପାରୁନଥିଲେ, ଏଣିକି ସେଇ ହଳଦୀର କନ୍ଦା ସହିତ ପତ୍ର ଚାଷୀଙ୍କୁ ଅଧିକ ଲାଭବାନ କରିବ । ଯାହାଦ୍ଵାରା ସେମାନେ ଅଧିକ ଅର୍ଥ ଉପାର୍ଜନ କରିପାରିବେ । ଏନେଇ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଆୟୋଜିତ ‘ୱାନ୍ ୱିକ୍ ୱାନ୍ ଲ୍ୟାବ୍’ କାର୍ଯ୍ୟକ୍ରମରେ ପ୍ରଥମ ଥର ପାଇଁ ହଳଦୀ ପତ୍ରରୁ ତେଲ ଆହରଣ ପଦ୍ଧତି ପ୍ରଦର୍ଶିତ କରାଯାଇଛି ।…

Read More

ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ ସମ୍ମାନରେ ସମ୍ମାନିତ ହେଲେ ଶାଲୁ ଜିନ୍ଦଲ

ନୂଆଦିଲ୍ଲୀ/ଭୁବନେଶ୍ବର, ଅଗଷ୍ଟ ୨୧, ୨୦୨୩: ସାମାଜିକ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜର ଦୁର୍ବଳ ଏବଂ ବଞ୍ଚିତ ବର୍ଗର ବ୍ୟକ୍ତିଙ୍କ ସମାଜିତ ଓ ଆର୍ଥିକ ବିକାଶ ପାଇଁ ଉଲ୍ଲେଖନୀୟ ତଥା ନିରନ୍ତର ସକରାତ୍ମକ ଅବଦାନ ନିମନ୍ତେ ଜଣାଶୁଣା ସମାଜସେବୀ ତଥା ଜେଏସପି ଫାଉଣ୍ଡେସନର ଚେୟାରପର୍ସନ୍ ଶ୍ରୀମତୀ ଶାଲୁ ଜିନ୍ଦଲଙ୍କୁ ସମ୍ମାନଜନକ ସିଏସ୍ଆର୍ ଟାଇମ୍ସ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଛି । ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟସ୍ତର ସିଏସଆର ସମ୍ମିଳନୀ ୨୦୨୩ରେ ଶ୍ରୀମତୀ ଜିନ୍ଦଲ ଏହି ସାମ୍ନାନଜନକ ପୁରସ୍କାରକୁ…

Read More

କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପରିସରରେ ଓଡ଼ିଶା ମୋ ପରିବାର – ଜୀବନବିନ୍ଦୁ ରକ୍ତଦାନ ଶିବିର

ଭବାନୀପାଟଣା : “ରକ୍ତାଭାବରେ ଜଣେ ହେଲେ ବି ରୋଗୀ ଯେପରି ଜୀବନ ନ ହାରିବେ”, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଏହି ଆହ୍ୱାନକୁ ପ୍ରତିପାଳନ କରି ଆଜି ଓଡ଼ିଶା-ମୋ ପରିବାର – ଜୀବନବିନ୍ଦୁ କାର୍ଯ୍ୟକ୍ରମ ଆନୁକୁଲ୍ୟରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅୟୋଜନ କରାଯାଇଛି । ବିଶ୍ୱବିଦ୍ୟାଳୟର ଛାତ୍ର-ଛାତ୍ରୀ ତଥା ସ୍ଥାନୀୟ ଯୁବକମାନେ ଏହି ରକ୍ତଦାନ ଶିବିରରେ ଯୋଗଦାନ କରି ରକ୍ତଦାନ କରିଥିଲେ । ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ସୁଜିତ କୁମାର…

Read More