ରଣବୀରଙ୍କ ‘ଆନିମଲ ‘ ଫିଲ୍ମ ଏହି ସୁପରଷ୍ଟାରଙ୍କ ଚଳଚ୍ଚିତ୍ରକୁ ପଛରେ ପକାଇଲା …

ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’ର କ୍ରେଜ୍ ଦର୍ଶକଙ୍କ ମଧ୍ୟରେ ଦେଖିବାକୁ ମିଳୁଛି। ଫିଲ୍ମଟି ଓପନିଂ ଡେ’ରୁ ବକ୍ସ ଅଫିସରେ ଭଲ ରେସପନ୍ସ ପାଉଛି । ଏହା ସହିତ ଏହି ଫିଲ୍ମ ଅନେକ ବ୍ଲକବଷ୍ଟର ଫିଲ୍ମର ରେକର୍ଡ ମଧ୍ୟ ଭାଙ୍ଗିବାରେ ଲାଗିଛି । ଏପରିକି ରିଲିଜ୍ ର ତୃତୀୟ ଦିନରେ ଶାହରୁଖ ଖାନଙ୍କ ମେଗା ବ୍ଲକବଷ୍ଟର ଫିଲ୍ମ ‘ପଠାନ’ର ରେକର୍ଡକୁ ଭାଙ୍ଗିବାରେ ସଫଳ ହୋଇଛି । ‘ଆନିମଲ’ ବକ୍ସ ଅଫିସରେ ଧମାଲ ମଚାଇଛି । ରଣବୀର କପୁର ଏବଂ…

Read More

ବଡ଼ବିଲର ବଡ଼ବାବୁ …ଯାହାଙ୍କ ଚୌକିରେ ଲାଗିଛି ଫେବିକଲ୍….କେନ୍ଦୁଝରର ଜି.ମାଥିଭାଥନନ ବୋଲି ପାଇଲେଣି ପ୍ରସିଦ୍ଧି

ବଡ଼ବିଲ : କୌଣସି ସରକାରୀ ଗୋଟିଏ ପଦରେ ତିନି ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ ବୋଲି ନିୟମରେ ରହିଛି। ମାତ୍ର ଏହି ନିୟମକୁ ତୃଣମୂଳରୁ ଆରମ୍ଭ କରି ସଚିବାଳୟ ଭବନ ପର୍ଯ୍ୟନ୍ତ ଅଣଦେଖା କରାଯାଉଛି। ଅଧିକାଂଶ ଅଧିକାରୀଙ୍କ ଅଦଳବଦଳ କରାଯାଉଛି। ମାତ୍ର କିଛି ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ଅଦଳବଦଳ କରାଯାଉନାହିଁ। ବିଶେଷ କରି ଖଣିଜ ସମ୍ପଦରେ ଥିବା ଜିଲ୍ଲା ଗୁଡିକରେ ଏହି ନିୟମ ଦେଖିବାକୁ ମିଳୁଛି। ସଚିବାଳୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ପ୍ରମୁଖ ସଚିବ…

Read More

ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆନିମଲ’ ଅନଲାଇନରେ ହେଲା ଲିକ୍ …

ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆନିମଲ’ ଡିସେମ୍ବର ୧ ତାରିଖ ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମର ଆରମ୍ଭ ଦିନରେ ଦର୍ଶକଙ୍କ ଠାରୁ ବହୁତ ଭଲ ରେସପନ୍ସ ମିଳିଥିଲା ଏବଂ ଏହା ସହିତ ରିଲିଜର ପ୍ରଥମ ଦିନରେ ଏହା ବମ୍ପର କଲେକ୍ସନ ମଧ୍ୟ କରିଥିଲା ।ଏହି ଖୁସି ଭିତରେ ଚଳଚ୍ଚିତ୍ର ନିର୍ମାତାଙ୍କୁ ଲାଗଛି ଜୋରଦାର ଝଟକା । ରିଲିଜ୍ ହେବାର ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ନିର୍ଦ୍ଦେଶିତ…

Read More

ମର୍ଦ୍ଦଳ ର ଜଗନ୍ନାଥ ବାଣୀ ରେ ପ୍ରକମ୍ପିତ ହେଲା ରାଜାରାଣୀ ମନ୍ଦିର ପରିସର

ଚଳିତବର୍ଷ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ କାଡେ଼ମୀ, ଓଡ଼ିଶା ସରକାରଙ୍କ ଦ୍ଵାରା ଆୟୋଜିତ ତିନିଦିନିଆ ଜାତୀୟ ସ୍ଥରୀୟ ରାଜାରାଣୀ ସଙ୍ଗୀତ ଉତ୍ସବ-୨୦୨୩, ନଭେମ୍ବର ୧୫-୧୭ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ର ଉଦଯାପନୀ ସନ୍ଧ୍ୟାରେ ଗୁରୁ ଧନେଶ୍ଵର ସ୍ୱାଇଁଙ୍କ ବାଦ୍ୟ ବାଣୀ ଗୁରୁକୂଳ ଦ୍ଵାରା ବୃନ୍ଦ ମର୍ଦ୍ଦଳ ବାଦନ ପରିବେଷିତ ହୋଇଥିଲା। ମର୍ଦ୍ଦଳ ହେଉଛି ଓଡ଼ିଆ ଜାତିର ପ୍ରାଣ ପ୍ରଭୁ ଜଗନ୍ନାଥଙ୍କ ଅତି ପ୍ରିୟ ବାଦ୍ୟ ଯନ୍ତ୍ର…

Read More

‘ଟାଇଗର ୩’ ରିଲିଜରେ ପ୍ରେକ୍ଷାଳୟରେ ଫୁଟିଲା ବାଣ …

ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଫିଲ୍ମ ‘ଟାଇଗର ୩’ ରିଲିଜ୍ ହୋଇଛି। ଏହି ଅବସରରେ ତାଙ୍କ ପ୍ରଶଂସକମାନେ ମାଲେଗାଓଁର ଏକ ଥିଏଟର ଭିତରେ ବାଣ ଫୁଟାଇଥିଲେ । ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଏବେ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି। ବାସ୍ତବରେ ଦୀପାବଳି ଦିନ ‘ଟାଇଗର ୩’ ରିଲିଜ୍ ହୋଇଛି। ସଲମାନଙ୍କ ପ୍ରଶଂସକମାନେ ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ  ଅଛନ୍ତି ।…

Read More

ପର୍ଯ୍ୟଟନ ଓ ଆତିଥ୍ୟତା ଶିଳ୍ପର ପ୍ରଶିକ୍ଷଣ ନେଲେ ରାଜଧାନୀ କଲେଜ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ବାହ୍ୟ ଜ୍ଞାନର ବିକାଶ ପାଇଁ ରାଜଧାନୀ କଲେଜ ଯୁକ୍ତ ଦୁଇ ଧନ୍ଦାମୂଳକ ଶିକ୍ଷା(ପର୍ଯ୍ୟଟନ ଓ ଆତିଥ୍ୟତା) ପକ୍ଷରୁ ହୋଟେଲ ଶିଳ୍ପାୟନ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜଧାନୀ କଲେଜ ପ୍ରିନ୍ସିପାଲ ମିନତୀ ମିଶ୍ର, ଓସେପା ଏବଂ ଇନଡ଼ସ ଏଡୁଟ୍ରେନ ପ୍ରାଇଭେଟ ଲି. ଙ୍କ ସହଯୋଗରେ ଶିଳ୍ପାୟନ ପରିଦର୍ଶନ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଥିଲା । ଏହି ହୋଟେଲ ପରିଦର୍ଶନ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ବାସ୍ତବିକ ଜ୍ଞାନ ବିକାଶ ପାଇଁ ସହାୟକ ହୋଇଥିଲା । ପୁସ୍ତକରେ…

Read More

ଗିରଫ ହେଲେ ଟୁଟୁ ନାୟକ, ମନୋଜଙ୍କ ନାଁ ପୋଷ୍ଟର ଚିରା ଅଭିଯୋଗ

ଭୁବନେଶ୍ୱର :  ଇଟିଭି ଭାରତର ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗରେ ଓଡ଼ିଆ ସିନେ ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ କରାଯାଇଛି। ଶନିବାର ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ଦେବସ୍ମିତାଙ୍କ ଏତଲା ଆଧାରରେ ଗିରଫ କରାଯାଇଛି।  ଏହି ଗିରଫଦାରୀ ନେଇ ସୂଚନା ଦେଇଛନ୍ତି ଜୋନ୍‌-୧ ଏସିପି ମାନସ ଗଡ଼ନାୟକ। ତାଙ୍କ ବିରୋଧରେ  ପୁଲିସ ଆଇପିସି ଧାରା ୩୫୪ ଅର୍ଥାତ ମହିଳାଙ୍କୁ ଅସଦାଚରଣ, ୩୪୧(ବେଆଇନ ଭାବେ ଅଟକ), ୩୨୩ (ଶରୀରକୁ ଆଘାତ) ଓ ୨୯୪ (ଅଶାଳୀନ…

Read More

ଆଗକୁ ଶସ୍ତା ହେବାକୁ ଯାଉଛି ତେଲ, ସାବୁନ ଓ ସର୍ଫ ପରି ଅତ୍ୟାବଶ୍ୟକ ଜିନିଷର ମୂଲ୍ୟ …

ଭାରତରେ ପ୍ରିମିୟମ ସେଗମେଣ୍ଟରେ ଆସୁଥିବା ଏକ ପ୍ରମୁଖ ବ୍ରାଣ୍ଡର ଉତ୍ପାଦର ମୂଲ୍ୟ ଖୁବଶୀଘ୍ର କମିବାକୁ ଯାଉଛି । ଏହା ଏଥିପାଇଁ କୁହାଯାଉଛି ଯେ  କାରଣ ଏହି ଏଫଏମସିଜି କମ୍ପାନୀମାନେ ଭାରତରେ ମୂଲ୍ୟ ଉପରେ ନରମ ଆଭିମୁଖ୍ୟ ଗ୍ରହଣ କରିବାର ସଙ୍କେତ ଦେଖାଯାଉଛି  । ଭାରତରେ ହିନ୍ଦୁସ୍ତାନ ୟୁନିଲିଭରର ମୂଳ ସଂସ୍ଥା ୟୁନିଲିଭର ଆଗାମୀ ଦିନରେ ଅନେକ ବର୍ଗର ଉତ୍ପାଦର ମୂଲ୍ୟ ଶସ୍ତା କରିବ ବୋଲି ଆଶା କରାଯାଉଛି ଏବଂ କମ୍ପାନୀ ମଧ୍ୟ ଏହାର ଘୋଷଣା କରିଛି ।…

Read More

ପ୍ରଥମ ଓଡ଼ିଆ ଭାବେ ଯୋଗ ଦେଲେ ପୂର୍ବତଟ ରେଳବାଇ ଶ୍ରମିକ ୟୁନିୟନ୍ ଜୋନାଲ ସଂଯୋଜକ ଅମ୍ରିତ ମିଶ୍ର

 ମୁମ୍ବାଇ : ଇଣ୍ଟରନ୍ୟାସନାଲ ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନର ଆନ୍ତର୍ଜାତିକ ଯୁବ ସମାବେଶ ୧୬ ରୁ ୧୮ ଅକ୍ଟୋବର ୨୦୨୩ ତିନି ଦିନ ବ୍ୟାପି ମୁମ୍ବାଇଠାରେ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ବିଶ୍ୱର ୪୮ ଟି ଦେଶର ୧୩୮ ଜଣ ଯୁବ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଏହି ମହା ସମ୍ମିଳନୀରେ ପ୍ରଥମ ଓଡ଼ିଆ ଭାବରେ ଅଲଇଣ୍ଡିଆ ରେଲୱେ ମେନ୍ସ ଫେଡେରେସନ/ପୂର୍ବତଟ ରେଲୱେ ଶ୍ରମିକ ୟୁନିଅନର ଜୋନାଲ ଯୁବ ସଂଯୋଜକ ତଥା ପୁରୀ ନିବାସୀ  ଅମ୍ରିତ ମିଶ୍ର ଭାରତକୁ ପ୍ରତିନିଧିତ୍ୱ କରିଥିଲେ…

Read More

୨୩ ଜାନୁଆରୀକୁ ଜାତୀୟ ପତାକା ଦିବସ ଭାବେ ପାଳନ କରିବାକୁ ଶ୍ରୀ ନବୀନ ଜିନ୍ଦଲଙ୍କ ଆହ୍ବାନ

କଟକ; ଜାନୁଆରୀ ୨୩ ତାରିଖରେ ଆମେ ଜାତୀୟ ପତାକାକୁ ସମ୍ମାନର ସହ ପ୍ରଦର୍ଶନ କରିବାର ଅଧିକାର ପାଇଥିବାରୁ ଆମେ ଏହି ଦିନକୁ ଜାତୀୟ ପତାକା ଦିବସ ଭାବରେ ପାଳନ କରିବା ଉଚିତ ବୋଲି ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆର ସଭାପତି ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଏକ ସ୍ମାରକୀ ଜାତୀୟ ପତାକା ଉତ୍ତୋଳନ ଅବସରରେ ଆହ୍ବାନ ଦେଇଛନ୍ତି । ସେ କହିଥିଲେ ଯେ, “ଅଧିକାଂଶ ଦେଶରେ…

Read More