ପାଲେଷ୍ଟାଇନ୍‌କୁ ଦ୍ବିତୀୟ ଥର ସାହାର୍ଯ୍ୟ କଲା ଭାରତ

ଇସ୍ରାଏଲ୍‌ ଓ ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ଭାରତ ଗତକାଲି ପାଲେ‌ଷ୍ଟାଇନ୍‌କୁ ଦ୍ବିତୀୟ ଥର ସହାୟତା ପ୍ରଦାନ କରିଛି। ଏ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ‘ଏକ୍ସ’ ପୋଷ୍ଟରେ ଘୋଷଣା କରିଛନ୍ତି। ମନ୍ତ୍ରୀ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି, ପାଲେଷ୍ଟାଇନ୍‌ବାସୀଙ୍କ ନିମନ୍ତେ ଆମେ ମାନବୀୟ ସହାୟତା ପଠାଇବା ଜାରି ରଖିଛୁ। ୩୨ ଟନ୍‌ର ସହାୟତା ବହନ କରି ଭାରତୀୟ ବାୟୁସେନାର ବିମାନ ‘ସି ୧୭’ ଇଜିପ୍ଟର ଏଲ୍‌-ଏରିସ୍‌ ବିମାନ ବନ୍ଦର ଅଭିମୁଖେ ଉଡ଼ାଣ କରିଛି।…

Read More

ପରବର୍ତ୍ତୀ ଉପବାଚସ୍ପତି ହେବେ ସାଲୁଗା ପ୍ରଧାନ …

ଜି.ଉଦୟଗିରିର ବିଧାୟକ ସାଲୁଗା ପ୍ରଧାନ ହେବେ ଓଡ଼ିଶା ବିଧାନସଭାର ଉପବାଚସ୍ପତି । ଶାସକ ଦଳ ବିଜେଡି ପକ୍ଷରୁ ସୋମବାର ତାଙ୍କ ନାଁ ଘୋଷଣା ହେବା ପରେ ସେ ପ୍ରାର୍ଥୀପତ୍ର ଦାଖଲ ମଧ୍ୟ କରିଛନ୍ତି । ଆସନ୍ତାକାଲି ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ ।ଉଲ୍ଲେଖଯୋଗ୍ୟ, ୬୪ ବର୍ଷୀୟ ସାଲୁଗା ପ୍ରଧାନ ବିଜେଡି ଟିକେଟରେ ୨୦୦୦ ମସିହାରେ ଜି. ଉଦୟଗିରି ବିଧାନସଭା ଆସନରୁ ସେ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୯ ମସିହାରେ ସେ ଦ୍ୱିତୀୟ ଥର…

Read More

ଆପଣ ପିଏମ କିଶାନ ପଇସା ପାଇନାହାଁନ୍ତି କି ? ଯଦି ନାଁ ତେବେ ଜାଣି ନିଅନ୍ତୁ କେଉଁଠି କରିବେ ଅଭିଯୋଗ …

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅର୍ଥାତ ପିଏମ କିଷାନ ଯୋଜନା ଅଧୀନରେ ୧୫ତମ କିସ୍ତି ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ୧୮ କୋଟି ଟଙ୍କାର ୧୫ତମ କିସ୍ତି ଉନ୍ମୋଚନ କରିଛନ୍ତି। ଏହି ଯୋଜନା ଅଧୀନରେ ଯୋଗ୍ୟ କୃଷକମାନେ ସେମାନଙ୍କ ପଞ୍ଜୀକୃତ ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କାର କିସ୍ତି ପାଇଛନ୍ତି । ଜୁଲାଇ ୨୭ରେ ୧୭ ହଜାର କୋଟି ଟଙ୍କାର ୧୪ତମ କିସ୍ତି ପ୍ରଦାନ କରାଯାଇଥିଲା। ପିଏମ କିଷାନ ଯୋଜନା ଡିସେମ୍ବର ୧,…

Read More

୨୦୦୩ରେ ଅଷ୍ଟ୍ରେଲିଆ ଦଳ ଯେମିତି ଥିଲା, ୨୦୨୩ରେ ଭାରତୀୟ ଦଳ ସେମିତି , ଏହା ପଛର କାରଣ ଜାଣନ୍ତୁ …

ଭାରତ ଚତୁର୍ଥ ଥର ପାଇଁ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି। ୧୯୮୩ରେ କପିଲ ଦେବଙ୍କ ନେତୃତ୍ୱରେ ସେ ୱେଷ୍ଟଇଣ୍ଡିଜ୍ କୁ ହରାଇ ପ୍ରଥମ ଥର ପାଇଁ ଟାଇଟଲ ଜିତିଥିଲେ। ୨୦୦୩ରେ ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲରେ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେତେବେଳେ ସୌରଭ ଗାଙ୍ଗୁଲି ଅଧିନାୟକ ଥିଲେ। ଏହାର ୮ ବର୍ଷ ପରେ ୨୦୧୧ରେ ଭାରତ ଫାଇନାଲରେ ପହଞ୍ଚିବା ପରେ ଶ୍ରୀଲଙ୍କାକୁ ପରାସ୍ତ କରି ଦ୍ବିତୀୟ ଥର ପାଇଁ ଟାଇଟଲ ଜିତିଥିଲା। ବିଶ୍ୱକପର ଫାଇନାଲରେ ପୁଣି…

Read More

ପାକିସ୍ତାନ ଦଳର ନେତୃତ୍ୱ ପାଇବା ପରେ ଶାହିନ ଆଫ୍ରିଦି କ’ଣ କହିଲେ ଜାଣନ୍ତୁ …

ବିଶ୍ୱକପ୍ ୨୦୨୩ରେ ଖରାପ ପ୍ରଦର୍ଶନ ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଓ ଦଳରେ ଅନେକ ବଡ଼ ପରିବର୍ତ୍ତନ ହୋଇଥିଲା। ପ୍ରଥମେ ବୋର୍ଡରେ ହଇଚଇ ସୃଷ୍ଟି ହୋଇଥିଲା ଏବଂ ତା’ପରେ ତିନୋଟି ଫର୍ମାଟରେ ନିୟମିତ ଅଧିନାୟକ ଥିବା ବାବର ଆଜମ ଅଧିନାୟକ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଥିଲେ। ବାବରଙ୍କ ପରେ ଶାହିନ ଶାହ ଆଫ୍ରିଦିଙ୍କୁ ଟି-୨୦ ର ଅଧିନାୟକ ଏବଂ ଶାନ୍ ମାସୁଦଙ୍କୁ ପାକିସ୍ତାନ ପକ୍ଷରୁ ଲାଲ ବଲର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ଅଧିନାୟକ…

Read More

ଖେଳାଳିଙ୍କ ସହ ଦର୍ଶକ ମଧ୍ୟ ରଚିଲେ ଇତିହାସ , ତେବେ ଜାଣନ୍ତୁ କ’ଣ ଏହି ରେକର୍ଡ…

ବିଶ୍ୱକପର ସେମିଫାଇନାଲରେ ଭାରତ ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାସ୍ତ କରିଛି । ଏବେ ଭାରତୀୟ ଦଳ ଚଳିତ ବିଶ୍ୱକପର ଫାଇନାଲରେ ପହଞ୍ଚିଛି। ସେମିଫାଇନାଲ ମ୍ୟାଚରେ ଉଭୟ ବ୍ୟାଟିଂ ଓ ବୋଲିଂ ରେ ଭାରତୀୟ ଦଳ ଅନେକ ରେକର୍ଡ କରିଥିବା ବେଳେ ଏହି ମ୍ୟାଚରେ ଆଉ ଏକ ସ୍ୱତନ୍ତ୍ର ରେକର୍ଡ ରହିଛି, ଯାହାକୁ ନେଇ ବିଶେଷ ଚର୍ଚ୍ଚା ହେଉନାହିଁ । ତେବେ ବିସିସିଆଇ ସମ୍ପାଦକ ଜୟ ଶାହା ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ଏହି ସ୍ୱତନ୍ତ୍ର ରେକର୍ଡ ବିଷୟରେ…

Read More

ପ୍ରତିଷ୍ଠା ଦିବସରେ ବିଜେଡିରେ ଆନୁଷ୍ଠାନିକ ଭାବେ  ଯୋଗଦେଇପାରନ୍ତି ଭି.କେ ପାଣ୍ଡିଆନ୍ …ଏହା ପୂର୍ବରୁ ଦଳୀୟ ଛାମୁଆ ନେତା ଓ ବିଭିନ୍ନ କର୍ମୀଙ୍କୁ ଭେଟି ଜିତୁଛନ୍ତି ବିଶ୍ୱାସ…

ଭୁବନେଶ୍ୱର : କୌଣସି ଗୁରୁଙ୍କର ଶିଷ୍ୟ ପୁତ୍ର ଠାରୁ ଅଧିକ ହୋଇ ଥାଆନ୍ତି। ଶିଷ୍ୟଙ୍କ ଶୃଙ୍ଖଳା ହିଁ ଗୁରୁଙ୍କୁ ମହାନ୍ କରିଥାଏ। ଭି.କେ ପାଣ୍ଡିଆନ୍ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୃଙ୍ଖଳା। ଏହି କଥା କିଛିଦିନ ତଳେ କହିଥିଲେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଏହି ବକ୍ତବ୍ୟ ପରେ ଓଡ଼ିଶା ପ୍ରଶାସନ ପ୍ରମୁଖ ବ୍ୟକ୍ତି ଭି.କେ ପାଣ୍ଡିଆନ୍ ସିଧାସଳଖ ରାଜନୀତିକୁ ଆସିବା ଚର୍ଚ୍ଚା ଜୋର ଧରିଛି। ଦଶହରାର ଦିନକ ପୂର୍ବରୁ ଭି.କେ ପାଣ୍ଡିଆନଙ୍କ ସ୍ୱେଚ୍ଛକୃତ…

Read More

ଭଗବାନଙ୍କ ରେକର୍ଡକୁ ପଛରେ ପକାଇଲେ କିଙ୍ଗ୍ …

ମୁମ୍ବାଇ; ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ – ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲ ମ୍ୟାଚରେ ଭାରତୀୟ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ମେନ ଇନ୍ ବ୍ଲୁ ଏହି ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ଭାବେ ସଠିକ୍ ପ୍ରମାଣିତ କରିଛନ୍ତି । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦଳର ସମସ୍ତ ବ୍ୟାଟ୍ସମ୍ୟାନ୍ ଚମତ୍କାର ଲୟରେ ନଜର ଆସିଥିଲେ। ପ୍ରଥମେ ରୋହିତ ଓ ଗିଲ୍ ଦଳକୁ ଭଲ ଆରମ୍ଭ ଦେଇଥିଲେ, ଯାହାକୁ ପ୍ରଥମେ କୋହଲି ଓ ଗିଲ୍, ପରେ କୋହଲି ଓ…

Read More

ଆସନ୍ତୁ ଜାଣିବା ପ୍ରଥମ ସେମିଫାଇନାଲର ପିଚ୍ ରିପୋର୍ଟ , ଟସ୍ ଜିତି ପ୍ରଥମେ କ’ଣ କରିବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ …

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ସେମିଫାଇନାଲ ମ୍ୟାଚରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମର ପିଚ୍ ର ବ୍ୟବହାର ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିପାରେ ।ଏହି ପଡ଼ିଆରେ ବିଶ୍ବକପ୍ ୨୦୨୩ର ପୂର୍ବ ସମସ୍ତ ମ୍ୟାଚ୍ ତୁଳନାରେ ଏହି ପିଚ୍ ଟିକେ ଭିନ୍ନ ଆଚରଣ କରିବ ବୋଲି ଆଶା କରାଯାଉଛି। ଆମେ ଏହା କହୁଛୁ କାରଣ ୱାଙ୍ଖଡେ ପିଚ୍ ରୁ ଅଧିକାଂଶ ଘାସ ହଟାଇ ଦିଆଯାଇଛି। ଏଭଳି ସ୍ଥିତିରେ ଦ୍ବିତୀୟ ଇନିଂସରେ ଦ୍ରୁତ ବୋଲରମାନେ ପିଚ୍ ରୁ ଯେଉଁ…

Read More

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସହ କି କଥା ହେଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର : ନୂଆ ରାଜ୍ୟପାଳ ରଘୁବର ଦାସଙ୍କ ଶପଥ ଉତ୍ସବ ରହିଥିଲା। ମୋତେ ଆନୁଷ୍ଠାନିକ ଭାବେ ରାଜଭବନ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା। ମୁଁ ପହଞ୍ଚିବା ପରେ ସେଠାରେ ଖାଲି ଥିବା ଆସନ ଦେଖି ବସି ପଡିଲା। ମୋ ଡାହାଣ ପଟେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଥିଲେ। ଅନୁରୂପ ଭାବେ ବାମ ପଟେ ବାଚସ୍ପତି ପ୍ରମିଳା ମଲ୍ଲିକ ଥିଲେ। ଆମ ମାନଙ୍କର ଫଟୋ ପରବର୍ତ୍ତୀ ସମୟରେ ଭାଇରାଲ ହେବାରେ ଲାଗିଲା। ମାତ୍ର ଏହା ଏକ ସଂଯୋଗ ଥିଲା।…

Read More