ରାଜ୍ୟର ପ୍ରତିଟି ପଞ୍ଚାୟତରେ ପହଞ୍ଚିଲା ’’ଆମ ଓଡିଶା ନବୀନ ଓଡିଶା’’ , ମାସକ ମଧ୍ୟରେ ସରିଲା କାର୍ଯ୍ୟକ୍ରମ

ଭୁବନେଶ୍ୱର : ସବୁ ପଞ୍ଚାୟତରେ ପହଞ୍ଚିଲା ଆମ ଓଡିଶା ନବୀନ ଓଡିଶା । ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ଅକ୍ଟୋବର ୧୦ରୁ ଆରମ୍ଭ ହୋଇ ନଭେମ୍ବର ୧୦ରେ, ଏକ ମାସ ସମୟସୀମା ମଧ୍ୟରେ ମାତ୍ର ୧୩ ଦିନର କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ହୋଇଛି ଏହି କାର୍ଯ୍ୟକ୍ରମ। ରେକର୍ଡ ୧୩ ଦିନର କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ହୋଇଥିବାରୁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। କେନ୍ଦୁଝରରୁ ଆରମ୍ଭ ହୋଇ ଉତ୍ସାହ ଆନନ୍ଦର ସହ ବାଣର ଶବ୍ଦ…

Read More

ନୂଆବର୍ଷ ସୁଦ୍ଧା ସରିବ ସମଲେଇ ପ୍ରକଳ୍ପ କାର୍ଯ୍ୟକ୍ରମ, ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ ସମୀକ୍ଷା

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ନିକଟରେ ସମ୍ବଲପୁର ଗସ୍ତ କରି ବହୁ ଚର୍ଚ୍ଚିତ ସମଲେଇ ପ୍ରକଳ୍ପର ସମୀକ୍ଷା କରିଥିଲେ। ବର୍ତ୍ତମାନ ଠାରୁ ବାକି ଥିବା କାମକୁ ତୁରନ୍ତ ସାରିବା ପାଇଁ ଅଧିକ ମେସିନ ଓ ଲୋକ ବ୍ୟବହାର କରି କାମ ଆଗେଇ ନେବାକୁ  ସେ ନିର୍ଦ୍ଦେଶ ଦେଇଥିଲେ। ଏହି ସମୀକ୍ଷାରେ ଭକ୍ତ ମାନଙ୍କ ପାଇଁ   ସବୁ ସୁବିଧାର ବ୍ୟବସ୍ଥା ଉପରେ ଗୁରୁତ୍ବ ଦେବାକୁ…

Read More

ପାଞ୍ଚ ଜଣ ଏମିତି ଅବସର ପ୍ରାପ୍ତ ଖେଳାଳି ଯିଏ ଇଂଲଣ୍ଡର କୋଚ୍ ମ୍ୟାଥୁ ମଟଙ୍କ ସ୍ଥାନ ନେଇପାରନ୍ତି ।

ଚଳିତ ବିଶ୍ବକପରେ ଇଂଲଣ୍ଡର ନୈରାଷ ଜନକ ପ୍ରଦର୍ଶନ ପାଇଁ ଟିମ୍ ମ୍ୟାନେଜମେଣ୍ଟ ଦଳର କୋଚଙ୍କୁ ବାହାର କରିପାରେ । ପୂର୍ବ ଥରର ବିଶ୍ବବିଜେତା ଏଥର ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ପରି ଦେଶଠୁ ପରାଜୟ ବରଣ କରି ବିଶ୍ବକପରୁ ବାଦ୍ ପଡିଛି । ସେହିପରି ଇଂଲଣ୍ଡ ଦଳ ପାକିସ୍ତାନରେ ହେବାକୁ ଥିବା ଚମ୍ପିୟାନ ଟ୍ରଫିରୁ ମଧ୍ୟ ବାଦ୍ ପଡିଛି । ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଲାକି ଇଂଲଣ୍ଡର କୋଚ୍ ଜାଣିନଥିଲେ ଯେ ଚମ୍ପିୟାନ ଟ୍ରଫି ପାଇଁ ବିଶ୍ବକପରେ ଯୋଗ୍ୟତା…

Read More

ଦଶହରାରେ ଅବସର..ଦୀପାବଳୀରେ ବିଜେଡିରେ ଯୋଗ ଦେବେ କି.. ଭି.କେ ପାଣ୍ଡିଆନ୍….

ଭୁବନେଶ୍ୱର: ଦଶହରାର ଦିନକ ପୂର୍ବରୁ ନବମୀ ଦିନ ସନ୍ଧ୍ୟାରେ ଏକ ଖବର ଆସିଲା। ଯାହା ବିଶ୍ୱକପ୍ ଅଭିଯାନରେ ପାକିସ୍ଥାନକୁ ଅଫଗାନିସ୍ଥାନ ହରାଇଥିବା ଭଳି ଅର୍ନ୍ତଜାତୀୟ ଖବରକୁ ପଛରେ ପକାଇଦେଲା। ଏହା ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ଖବର ଚର୍ଚ୍ଚା ଜୋର ଧରିଲା। ଏହି ଖବରଟି ଥିଲା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ ସରକାରୀ ଚାକିରୀରୁ ସ୍ୱେଚ୍ଛାକୃତ ଅବସର। ଏହି ଖବରକୁ ୨୪ ଘଣ୍ଟା ନ ପୂରୂଣୁ ଆଉ ଏକ…

Read More

ମହୁଆ ମୈତ୍ରଙ୍କୁ ଫସାଇବାକୁ ଯାଇ ଫସିଯିବେ କି ଧର୍ମେନ୍ଦ୍ର…..ଏହି ମାମଲାର କଣ ରହିଛି , ଓଡ଼ିଶା ଲିଙ୍କ୍…..

ଭୁବନେଶ୍ୱର : ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କ ଲୋକସଭା ସଦସ୍ୟତା ପଦ ରଦ୍ଦ କରିବାକୁ ସଂସଦୀୟ ଏଥିକ୍ସ କମିଟି ସୁପାରିସ୍ କରିଛି। ମାତ୍ର ଯେଉଁ ମାମଲାକୁ ନେଇ ମହୁଆଙ୍କ ଉପରେ ଏପରି କରାଯାଇଛି, ସେହି ପ୍ରସଙ୍ଗରେ ତାଙ୍କର ଏକ ମତାମତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଡୁଆରେ ପକାଇ ଦେଇପାରେ। ଯଦି ସେ ଆଣିଥିବା ଅଭିଯୋଗ ସତ୍ୟ ହୁଏ, ତେବେ କେନ୍ଦ୍ର ସରକାର ଏବଂ ତାଙ୍କର ବହୁ ଅଧିକାରୀଙ୍କ ବିରୋଧରେ ଯାଞ୍ଚ ହୋଇପାରେ। ସେ ସମୟରେ ଧର୍ମେନ୍ଦ୍ର…

Read More

ପର୍ଯ୍ୟଟନ ଓ ଆତିଥ୍ୟତା ଶିଳ୍ପର ପ୍ରଶିକ୍ଷଣ ନେଲେ ରାଜଧାନୀ କଲେଜ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ବାହ୍ୟ ଜ୍ଞାନର ବିକାଶ ପାଇଁ ରାଜଧାନୀ କଲେଜ ଯୁକ୍ତ ଦୁଇ ଧନ୍ଦାମୂଳକ ଶିକ୍ଷା(ପର୍ଯ୍ୟଟନ ଓ ଆତିଥ୍ୟତା) ପକ୍ଷରୁ ହୋଟେଲ ଶିଳ୍ପାୟନ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜଧାନୀ କଲେଜ ପ୍ରିନ୍ସିପାଲ ମିନତୀ ମିଶ୍ର, ଓସେପା ଏବଂ ଇନଡ଼ସ ଏଡୁଟ୍ରେନ ପ୍ରାଇଭେଟ ଲି. ଙ୍କ ସହଯୋଗରେ ଶିଳ୍ପାୟନ ପରିଦର୍ଶନ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଥିଲା । ଏହି ହୋଟେଲ ପରିଦର୍ଶନ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ବାସ୍ତବିକ ଜ୍ଞାନ ବିକାଶ ପାଇଁ ସହାୟକ ହୋଇଥିଲା । ପୁସ୍ତକରେ…

Read More

ରତ୍ନଭଣ୍ଡାର ଲୁଟ୍ ପୂର୍ବରୁ ଆଇ ମା କାହାଣୀ କହିଲେ ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରଓ୍ୱାଲ

ଭୁବନେଶ୍ୱର : ରାୟଗଡ଼ାର ସିଜୁମାଳି ଅଞ୍ଚଳର ବକ୍ସସାଇଟ୍ ଖଣି ଯେ କୌଣସି ପ୍ରକ୍ରିୟାରେ ଉତ୍ତୋଳନ କରିବାକୁ ଚାହୁଁଛି ବେଦାନ୍ତ। ମାତ୍ର ଏହି ଖନନକୁ ସ୍ଥାନୀୟ ଲୋକ ବିରୋଧ କରୁଛନ୍ତି। ପ୍ରମୁଖ ଗଣମାଧ୍ୟମ ଗୁଡିକ ଏହି ଖବରକୁ ଠିକ୍ ଢଙ୍ଗରେ ପ୍ରସାରଣ କରନାହାନ୍ତି। ତେଣୁ କିଛିଦିନ ପରେ ଆର୍ଥିକ ପରିଚାଳନା ଏବଂ ସ୍ଥାନୀୟ କୁଜିନେତା-ଠିକାଦାରଙ୍କୁ ହାତେଇ ପୁଣି ଥରେ ଗ୍ରାମସଭାରୁ ସର୍ବସମ୍ମତି ଅନୁମତି ନେବାକୁ ବେଦାନ୍ତ ଚେଷ୍ଟା କରୁଛି। ଏହା ପୂର୍ବରୁ ସମସ୍ତ ପ୍ରକାର ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ…

Read More

ଗାଙ୍ଗୁଲି ଚାହୁଁଥିଲେ ପାକିସ୍ଥାନ ସେମିଫାଇନାଲ ଖେଳୁ ,ହେଲେ କାହିଁକି …

କୋଲକାତା : ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ୨୦୨୩ ବିଶ୍ୱକପ୍ ସେମିଫାଇନାଲକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ,  ସେ ପାକିସ୍ଥାନ ସେମିଫାଇନାଲରେ ଖେଳିବାକୁ ଦେଖିବାକୁ ଚାହୁଁଛନ୍ତି । ତେବେ ତାଙ୍କର ଏମିତି କହିବା ପଛରେ ଏକ ବଡ଼ କାରଣ ରହିଛି । ତାଙ୍କ ମତରେ ଯଦି ପାକିସ୍ତାନ ସେମିଫାଇନାଲରେ ପହଞ୍ଚିବ ତେବେ ତାର ମୁକାବିଲା ଟେବୁଲ ଟପର ଭାରତ ସହ ହେବ । ବିଶ୍ୱକପ୍ ପରି ବଡ…

Read More

ବରୀ ରାଜନୀତି ଚଳଚଞ୍ଚଳ : କେଉଁ ଦଳରୁ କିଏ ହେବ ପ୍ରାର୍ଥୀ…..ସଭିଏଁ ହେଉଛନ୍ତି ବାଉଳା…..

ଯାଜପୁର : ଯାଜପୁର ଜିଲ୍ଲାର ବରୀ ବିଧାନସଭା ନିର୍ବାଚନମଣ୍ଡଳୀର ରାଜନୈତିକ ପାଣିପାଗ ନେଇ ଅନିଶ୍ଚିତା ଜାରି ରହିଛି। ନିର୍ବାଚନ ପାଖେଇ ଆସୁଥିବାରୁ କେଉଁ ଦଳରୁ କିଏ ପ୍ରାର୍ଥୀ ହେବ, ସେ ନେଇ ଆଲୋଚନା ଆରମ୍ଭ ହୋଇ ଗଲାଣି। ଶାସକ ବିଜେଡି, ବିରୋଧି ବିଜେପି ଏବଂ କଂଗ୍ରେସରୁ କିଏ ପ୍ରାର୍ଥୀ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ମାତ୍ର ଶାସକ ଦଳ ବିଜେଡି ଆରମ୍ଭରୁ ଏହି ଆସନରେ ଲଗାତର ବିଜୟୀ ହୋଇ ଆସୁଛି। ତେଣୁ ବିଜେଡି ଟିକେଟ୍…

Read More

କେଉଁ ଅଫିସରଙ୍କ କଥାରେ ରଜନୀକାନ୍ତ ସିଂଙ୍କୁ ଦେବାକୁ ପଡିଲା ଇସ୍ତଫା….

ଅନୁଗୋଳ : ଦୁଇ ଦିନ ତଳେ ଉପ ବାଚସ୍ପତି ରଜନୀକାନ୍ତ ସିଂଙ୍କ ଇସ୍ତଫା ଖବର ରାଜଧାନୀ ଭୁବନେଶ୍ୱର, ଅନୁଗୋଳ ଏବଂ ବଅଁରପାଳ ଚର୍ଚ୍ଚା ହେଉଥିଲା। ବୁଧବାର ମଧ୍ୟାହ୍ନରେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଗଣମାଧ୍ୟମ ବାର୍ତ୍ତା ସବୁ କିଛି ସ୍ପଷ୍ଟ କରିଦେଲା। ଉପ ବାଚସ୍ପତି ରଜନୀକାନ୍ତ ସିଂ ନିଜ ପଦରୁ ଇସ୍ତଫା ଦେଇଥିବା ଶ୍ରୀମତା ମଲ୍ଲିକ ସୂଚନା ଦେଇଥିଲେ। ରଜନୀଙ୍କ ଇସ୍ତଫା ପରେ ସେ ସଂଗଠନରେ ସକ୍ରିୟ ହେବେ ବୋଲି କୁହାଯାଉଛି। ମାତ୍ର ତାଙ୍କୁ ଦଳର ଶୀର୍ଷ ନେତୃତ୍ୱ…

Read More