କଲେଜରେ ରିଲ୍ସ କରି ଭୋଟ ହାତେଇବେ ବିଜେଡ଼ି ବିଧାୟକ …

୨୦୨୪ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ସରକାର ଆଉ ଏକ ମାଷ୍ଟର ଷ୍ଟ୍ରୋକ ଖେଳିବାକୁ ଯାଉଛନ୍ତି ।ରାଜ୍ୟର ନୂଆ ଭୋଟରଙ୍କୁ କିପରି ନିଜ ଆଡକୁ ନେବେ ସେଥିପାଇଁ ଯୋଜନା ପ୍ରସ୍ତୁତି କରୁଛିନ୍ତି ନବୀନ ବାହୀନି । ତେବେ ରାଜ୍ୟର ୨ ହଜାର କଲେଜରେ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଯାଉଛନ୍ତି ରାଜ୍ୟର ମୁଖିଆ । ଖେଳ, ସାଂସୃତିକ ଓ ସାମାଜିକ କାର୍ଯ୍ୟକ୍ରମ କରିବେ ସରକାର । ଏହି ସମୟରେ ଛାତ୍ର ଛାତ୍ରୀଙ୍କ ସହ ମିଶି ଶାସକ…

Read More

ମୁଖ୍ୟ ପ୍ରଶିକ୍ଷକ କାର୍ଯ୍ୟକାଳକୁ ଆଗକୁ ବଢାଇବେନି ଦ୍ରାବିଡ଼, କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ …

ଦିନିକିଆ ବିଶ୍ବକପ୍ ଶେଷ ହେବା ସହ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି। ଯଦିଓ ଦ୍ରାବିଡ଼ଙ୍କ ପାଖରେ ତାଙ୍କ କାର୍ଯ୍ୟକାଳ ବଢ଼ାଇବାର ବିକଳ୍ପ ରହିଛି, ତଥାପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦ୍ରାବିଡ଼ ଆଉ ଏହି କାର୍ଯ୍ୟ ଭରକୁ ଆଗକୁ ନେବାକୁ ରାଜି ନାହାଁନ୍ତି  ଏବଂ ନିଜ ପରିବାର ସହ କିଛି ସମୟ ବିତାଇବାକୁ ଚାହୁଁଛନ୍ତି। ଏହି କାରଣରୁ ସେ ଟିମ୍ ଇଣ୍ଡିଆ ରେ ନିଜର କାର୍ଯ୍ୟକାଳ ବଢ଼ାଇବାକୁ…

Read More

ଧୋଇଗଲା ଦ୍ୱିତୀୟ ଦିନର ବିଧାନସଭା..ଆଦିବାସୀ ଜମି ପ୍ରସଙ୍ଗରେ ପ୍ରଥମାର୍ଦ୍ଧରେ ବିରୋଧିଙ୍କ ହଟ୍ଟଗୋଳ

ଭୁବନେଶ୍ୱର- ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନ ଠିକ୍ ଭାବେ ଚାଲିପାରିନାହିଁ।  ପ୍ରଥମାର୍ଦ୍ଧରେ ଆଦିବାସୀଙ୍କ ଜମି ପ୍ରସଙ୍ଗରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିବାରୁ ଆଜି ବିଧାନସଭାର କାର୍ଯ୍ୟ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା। ଏହା ପରେ ଗୃହକୁ ଦିନ ୧୨ଟା ଏକ ମିନିଟ୍ରୁ ୪୫ ମିନିଟ୍ ଯାଏଁ ମୁଲତବୀ କରାଯାଇଥିଲା। ଏହା ପରେ ଡକାଯାଇଥିବା ସର୍ବଦଳୀୟ ବୈଠକ ମଧ୍ୟ ବିଫଳ ହୋଇଥିଲା। ଏହା ପରେ ମଧ୍ୟ କୌଣସି ସମାଧାନର ବାଟ ବାହାରି…

Read More

କ୍ରିକେଟ୍ ବୁକରେ ଆଉ ଏକ ନିୟମ ଯୋଡିଲା ଆଇସିସି …

ଆଇସିସି କ୍ରିକେଟର ନିୟମ ପୁସ୍ତକରେ ଆଉ ଏକ ନିୟମ ଯୋଡ଼ିଛି। ଧଳା ବଲରେ ଖେଳାଯାଉଥିବା କ୍ରିକେଟ୍ ର ଦୁଇଟି ଫର୍ମାଟ୍ (ଦିନିକିଆ ଓ ଟି-୨୦)କୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଏହି ନିୟମ ଅଣାଯାଇଛି। ଏହା ଅଧୀନରେ ଯଦି ଟି-୨୦ କିମ୍ବା ଦିନିକିଆରେ ଗୋଟିଏ ଇନିଂସରେ ତୃତୀୟ ଥର ପାଇଁ ଓଭର ଫିଙ୍ଗିବାରେ ଏକ ମିନିଟରୁ ଅଧିକ ବିଳମ୍ବ ହୁଏ, ତେବେ ବ୍ୟାଟିଂ ଦଳକୁ ୫ ରନ୍ ଅତିରିକ୍ତ ଦିଆଯିବ। ଏହି ନିୟମ ଲାଗୁ ହେବା ପରେ ଅଧିନାୟକ…

Read More

ମର୍ଦ୍ଦଳ ର ଜଗନ୍ନାଥ ବାଣୀ ରେ ପ୍ରକମ୍ପିତ ହେଲା ରାଜାରାଣୀ ମନ୍ଦିର ପରିସର

ଚଳିତବର୍ଷ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ କାଡେ଼ମୀ, ଓଡ଼ିଶା ସରକାରଙ୍କ ଦ୍ଵାରା ଆୟୋଜିତ ତିନିଦିନିଆ ଜାତୀୟ ସ୍ଥରୀୟ ରାଜାରାଣୀ ସଙ୍ଗୀତ ଉତ୍ସବ-୨୦୨୩, ନଭେମ୍ବର ୧୫-୧୭ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ର ଉଦଯାପନୀ ସନ୍ଧ୍ୟାରେ ଗୁରୁ ଧନେଶ୍ଵର ସ୍ୱାଇଁଙ୍କ ବାଦ୍ୟ ବାଣୀ ଗୁରୁକୂଳ ଦ୍ଵାରା ବୃନ୍ଦ ମର୍ଦ୍ଦଳ ବାଦନ ପରିବେଷିତ ହୋଇଥିଲା। ମର୍ଦ୍ଦଳ ହେଉଛି ଓଡ଼ିଆ ଜାତିର ପ୍ରାଣ ପ୍ରଭୁ ଜଗନ୍ନାଥଙ୍କ ଅତି ପ୍ରିୟ ବାଦ୍ୟ ଯନ୍ତ୍ର…

Read More

ଶ୍ରୀଲଙ୍କାକୁ ଆଉ ଏକ ଝଟକା ଦେଲା ଆଇସିସି ଜାଣନ୍ତୁ କ’ଣ …

ଶ୍ରୀଲଙ୍କା କ୍ରିକେଟ୍ ଏକ ଖରାପ ସମୟ ଦେଇ ଗତି କରୁଛି। ୨୦୨୩ ବିଶ୍ୱକପ୍ ରେ ପରାଜୟର ସମ୍ମୁଖୀନ ହେବା ପରେ ଶ୍ରୀଲଙ୍କା ଦଳ ବାଦ୍ ପଡ଼ିଥିଲା। ଏବେ ଆଉ ଏକ ସମସ୍ୟା ଏହି ଦଳ ପାଇଁ ଉପୁଜିଛି। ୨୦୨୪ ଅଣ୍ଡର-୧୯ ବିଶ୍ୱକପ୍ ଆୟୋଜନ ରୁ ଆଇସିସି ଶ୍ରୀଲଙ୍କାକୁ ବଞ୍ଚିତ କରିଛି। ଶ୍ରୀଲଙ୍କା କ୍ରିକେଟ  ବୋର୍ଡରେ ଚାଲିଥିବା ଅଶାନ୍ତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଆଇସିସି ଏବେ ଦକ୍ଷିଣ ଆଫ୍ରିକାକୁ ଆୟୋଜନ ଦାୟିତ୍ୱ ହସ୍ତାନ୍ତର କରିଛି। ଆଇସିସି…

Read More

ବୟସ୍କଙ୍କୁ ବଡ଼ ଦେଉଳ ଭ୍ରମଣ କଟକଣା ପରେ ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା

ପୁରୀ : ‘ ବୟସ୍କ ଓ ଅସୁସ୍ଥ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସନ୍ତୁନି। ଅଯଥା ଭିଡ଼ରେ ଯନ୍ତ୍ରଣା ପାଆନ୍ତୁନି’। ବୋଲି ଦିନକ ପୂର୍ବରୁ  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ ସାର୍ବଜନୀନ ନିବେଦନ କରିଥିଲେ। ବିଶେଷ ଭାବେ କାର୍ତ୍ତିକ ମାସ ଓ ପଞ୍ଚୁକ ଯୋଗୁ ଶ୍ରୀମନ୍ଦିରକୁ ଦର୍ଶନ କରିବାକୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ବଢ଼ିଛି। ଶ୍ରୀମନ୍ଦିରରେ ଗହଳି ରହୁଛି। ତଥାପି ଭିଡ଼ ନିୟନ୍ତ୍ରଣ ପାଇଁ କାରଣ ଓ ତା’ର ନିରାକରଣର ବିଭିନ୍ନ ଦିଗକୁ ଅନୁଧ୍ୟାନ…

Read More

ପୁରୀ ବିଜେଡି ଟିକେଟ୍ ପାଇଁ ପାଞ୍ଚ ଦାବିଦାର…ହେଲେ କାହାର ସମ୍ଭାବନା ବେଶୀ..

ପୁରୀ : ପୁରୀ ଜିଲ୍ଲା ଅନ୍ତର୍ଗତ ପୁରୀ ସଦର ବିଧାନସଭା ନିର୍ବାଚନମଣ୍ଡଳୀର ପାଞ୍ଚ ଧର ବିଧାୟକ ମହେଶ୍ୱର ମହାନ୍ତିଙ୍କ ବିୟୋଗ ପରେ ବିଭିନ୍ନ ରାଜନୈତିକ ଆଲୋଚନା ପ୍ରସଙ୍ଗ ଜୋର ଧରିଛି। ଏହା ମଧ୍ୟରୁ ଗୋଟିଏ ପ୍ରସଙ୍ଗ ହେଉଛି-ବିଜେଡି ପରବର୍ତ୍ତୀ ସାଧାରଣ ନିର୍ବାଚନରେ କାହାକୁ ଦଳୀୟ ପ୍ରାର୍ଥୀ ଭାବେ ଛିଡା କରିବ।  ମହେଶ୍ୱର ବାବୁଙ୍କ ନିଧନ ପରେ ବିଜେଡି ଏକାଧିକ ବିକଳ୍ପ ଉପରେ ପର୍ଯ୍ୟାଲୋଚନା କରୁଛି। ମାତ୍ର କୌଣସି ଗୋଟିଏ ବିକଳ୍ପ ନେଇ ଏଯାଏଁ ସ୍ଥିର ହୋଇନାହିଁ। ଏନେଇ…

Read More

ପାଲେଷ୍ଟାଇନ୍‌କୁ ଦ୍ବିତୀୟ ଥର ସାହାର୍ଯ୍ୟ କଲା ଭାରତ

ଇସ୍ରାଏଲ୍‌ ଓ ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ଭାରତ ଗତକାଲି ପାଲେ‌ଷ୍ଟାଇନ୍‌କୁ ଦ୍ବିତୀୟ ଥର ସହାୟତା ପ୍ରଦାନ କରିଛି। ଏ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ‘ଏକ୍ସ’ ପୋଷ୍ଟରେ ଘୋଷଣା କରିଛନ୍ତି। ମନ୍ତ୍ରୀ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି, ପାଲେଷ୍ଟାଇନ୍‌ବାସୀଙ୍କ ନିମନ୍ତେ ଆମେ ମାନବୀୟ ସହାୟତା ପଠାଇବା ଜାରି ରଖିଛୁ। ୩୨ ଟନ୍‌ର ସହାୟତା ବହନ କରି ଭାରତୀୟ ବାୟୁସେନାର ବିମାନ ‘ସି ୧୭’ ଇଜିପ୍ଟର ଏଲ୍‌-ଏରିସ୍‌ ବିମାନ ବନ୍ଦର ଅଭିମୁଖେ ଉଡ଼ାଣ କରିଛି।…

Read More

ପରବର୍ତ୍ତୀ ଉପବାଚସ୍ପତି ହେବେ ସାଲୁଗା ପ୍ରଧାନ …

ଜି.ଉଦୟଗିରିର ବିଧାୟକ ସାଲୁଗା ପ୍ରଧାନ ହେବେ ଓଡ଼ିଶା ବିଧାନସଭାର ଉପବାଚସ୍ପତି । ଶାସକ ଦଳ ବିଜେଡି ପକ୍ଷରୁ ସୋମବାର ତାଙ୍କ ନାଁ ଘୋଷଣା ହେବା ପରେ ସେ ପ୍ରାର୍ଥୀପତ୍ର ଦାଖଲ ମଧ୍ୟ କରିଛନ୍ତି । ଆସନ୍ତାକାଲି ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ ।ଉଲ୍ଲେଖଯୋଗ୍ୟ, ୬୪ ବର୍ଷୀୟ ସାଲୁଗା ପ୍ରଧାନ ବିଜେଡି ଟିକେଟରେ ୨୦୦୦ ମସିହାରେ ଜି. ଉଦୟଗିରି ବିଧାନସଭା ଆସନରୁ ସେ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୯ ମସିହାରେ ସେ ଦ୍ୱିତୀୟ ଥର…

Read More