କଳା, ସଂସ୍କୃତି ଯାତ୍ରାର ପଥିକ ଡ଼ଃ. ବିଭୂତି ଭୂଷଣ ଚମ୍ପତ୍ତି

କଳା, ସଂସ୍କୃତି ଓ ବିଜ୍ଞାନର ଅପୂର୍ବ ସମନ୍ଵୟ: ଡ଼ଃ. ବିଭୂତି ଭୂଷଣ ଚମ୍ପତ୍ତି ପୁରୀ ଜିଲ୍ଲା କଣାସ ମଣ୍ଡଳ ଖଣ୍ଡହତା ଗ୍ରାମପଞ୍ଚାୟତ ଅଧୀନ ତିଗିରିଆ ଗ୍ରାମରେ ଜନ୍ମିତ ଶ୍ରୀ ବିଭୂତି ଭୂଷଣ ଚମ୍ପତ୍ତି ଶୈଶବରୁ ପାରମ୍ପରିକ ଗୀତ, ନୃତ୍ୟ ଏବଂ ବାଦ୍ୟ ପ୍ରତି ଅତ୍ୟନ୍ତ ଆଗ୍ରହୀ ଥିଲେ । ପାଠ ପଢାରେ ଅତି ଦୁର୍ବଳ ଥିବା ଦେଖି ପିତା ବିଜୟ କୁମାର ଚମ୍ପତ୍ତି ଏବଂ ମାତା ଶଶି ରେଖା ଚମ୍ପତ୍ତି ତାଙ୍କୁ କଳା ଶିକ୍ଷା ମାର୍ଗରେ ନେବା…

Read More

ସମ୍ବାଦ କାର୍ଯ୍ୟକ୍ରମରୁ ସୌମ୍ୟ ଉଭାନ,ହେଲେ କାହିଁକି ସେ ଏପରି କଲେ…

ଭୁବନେଶ୍ୱର-  ସମ୍ବାଦର କାର୍ଯ୍ୟକ୍ରମ ହେବ। ହେଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ରହିବେ ନାହିଁ। ଏକଥା ସାଧାରଣ ସମ୍ବାଦ ପ୍ରେମୀ ଏବଂ ପଟ୍ଟନାୟକ ପରିବାର ଶୁଭେଚ୍ଛୁ କଳ୍ପନା କରି ନ ପାରନ୍ତି। ମାତ୍ର ସେପରି ଏକ ଘଟଣା ଘଟିଯାଇଛି। ସମ୍ବାଦର ଚାଳିଶ ତମ ସ୍ୱନକ୍ଷତ୍ର ଅବସରରେ ଏହାର ପ୍ରତିଷ୍ଠାତା ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ରହି ନ ଥିଲେ। ଦୁଇ ଦିନ ପୂର୍ବରୁ ସମ୍ବାଦର ନୂଆ ସମ୍ପାଦିକା ଭାବେ ତାଙ୍କ କନ୍ୟା ତନୟା ପଟ୍ଟନାୟକ ଦାୟିତ୍ୱ…

Read More

କାହା ନିର୍ଦ୍ଦେଶ ଆଉ ଏଜେଣ୍ଡାରେ କାମ କରୁଛି ଓଡ଼ିଶା କଂଗ୍ରେସ, ଖଡ଼ଗେ ଏବଂ ରାହୁଲଙ୍କ କଥାକୁ କାହିଁକି ନାକ ଟେକୁଛି ପିସିସି!

ଭୁବନେଶ୍ୱର-  ଆମର ଚାରି ଜଣ ମୁଖ୍ୟମନ୍ତ୍ରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ତିନି ଜଣ ଓବିସି। କଂଗ୍ରେସ କିମ୍ବା ଏନଡିଏ କ୍ଷମତାକୁ ଆସିଲେ ନିଶ୍ଚିତ ଜାତିଭିତ୍ତିକ ଜନଗଣନା ହେବ। ଦେଶର ସରକାରୀ ପଦବୀରେ ଓବିସିଙ୍କ ସଂଖ୍ୟା ବୃଦ୍ଧି କରାଯିବ। ଏହିପରି କେତୋଟି ଲାଇନ୍  ରାହୁଲ ଗାନ୍ଧୀ ବର୍ତ୍ତମାନ ଘୋଷି ହେଉଛନ୍ତି। ହେଲେ ଜନସଂଖ୍ୟାର ଅଧା ଓବିସି ଥିବା ଓଡ଼ିଶାରେ ସଭାପତି, ବିଧାୟକ ଦଳ ନେତା, ପ୍ରଚାର କମିଟି ଅଧ୍ୟକ୍ଷ, ଇସ୍ତାହାର କମିଟି ଅଧ୍ୟକ୍ଷ ସାଧାରଣ ବର୍ଗର। ତେଣୁ ସାଙ୍ଗଠନିକ…

Read More

କୋହଲିଙ୍କ ପାଇଁ କାହିଁକି ମହତ୍ତ୍ୱପୂର୍ଣ୍ଣ ହୋଇଯାଇଛି ଏହି ବିଶ୍ୱକପ୍, ତାଙ୍କ ଉପରେ କାହିଁକି ରହିଛି ସମସ୍ତଙ୍କ ନଜର

ମୁମ୍ବାଇ-  ଆଉ କେଇ ଘଣ୍ଟା ପରେ ସାରା ଦେଶରେ କ୍ରିକେଟ୍ ବିଶ୍ୱକପ୍ ର ବିଗୁଲ ବାଜିବାକୁ ଯାଉଛି। ଏହି କ୍ରୀଡ଼ା ମହାକୁମ୍ଭରେ ପ୍ରଦର୍ଶନ ହିଁ ଖେଳାଳିଙ୍କୁ ଇତିହାସରେ ଅମର କରିଦିଏ। ଏହି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିବା ସବୁ ଖେଳାଳିଙ୍କ ଲକ୍ଷ୍ୟ ରହିଥାଏ। ଏହି ମର୍ମରେ ଦେଖିଲେ ସୀମିତ ଓଭର କ୍ରିକେଟରେ ସାମ୍ପ୍ରତିକ ସମୟରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ  ବିରାଟ କୋହଲିଙ୍କ  ଉପରେ ସମସ୍ତଙ୍କ ନଜର ରହିବ। ସଚିନ ତେନ୍ଦୁଲକରଙ୍କ ଦିନିକିଆ ଶତକ ରେକର୍ଡ ଠାରୁ ସେ ମାତ୍ର…

Read More

ସବୁ ବର୍ଗର ପରିସଂଖ୍ୟନ ପ୍ରକାଶ କରିଲେ ବିହାର ସରକାର, ସାରା ଦେଶରେ କରାଗଲା ସ୍ୱାଗତ

ପାଟନା-  ବିହାର ସରକାର ଗାନ୍ଧୀ ଜୟନ୍ତୀ ଅବସରରେ  ରାଜ୍ୟରେ ହୋଇଥିବା ଜାତିଭିତ୍ତିକ ଜନଗଣନାର ସର୍ଭେ ରିପୋର୍ଟ ସୋମବାର ପ୍ରକାଶ କରିଛନ୍ତି।  ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗାନ୍ଧୀ ମଇଦାନରେ ଗାନ୍ଧୀ ଜୟନ୍ତୀ ପାଳନ କରିବା ପରେ ଟୁଇଟ୍ କରି ଏହି ସୂଚନା ପ୍ରଦାନ କରିଥିଲେ।  ଏହା ପରେ ବିହାର ସରକାରଙ୍କ ମୁଖ୍ୟ ଶାସନ ସଚିବ ବିବେକ କୁମାର ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ବିହାର ଜାତିଗତ ଜନଗଣନା ଉପରେ ଆଧାରିତ ପୁସ୍ତକ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକ ଜରିଆରେ…

Read More

ନିଜ ମୁଣ୍ଡରୁ ଦୋଷ ଛଡ଼ାଉଛି TPCODL, ବିଦ୍ୟୁତ ବିଭ୍ରାଟ ପାଇଁ ୭୨ ଘଣ୍ଟାରୁ ଉର୍ଦ୍ଧ୍ୱ ରୋଗୀ ହନ୍ତସନ୍ତ

ଭୁବନେଶ୍ୱର – ଠାକୁର ଘରେ କିଏ ନା-ମୁଁ କଦଳୀ ଖାଇନି। ଏହି ରୂଢି ଦୀର୍ଘଦିନ ଧରି ଆମେ ବ୍ୟବହାର କରି ଆସୁଛେ। ଏହି ଢଗଟି ବର୍ତ୍ତମାନ ପରିସ୍ଥିତିରେ ଉପକୂଳ ଓଡ଼ିଶାରେ ବିଦ୍ୟୁତ ବିତରଣ ଓ ଶୁଳ୍କ ଆଦାୟ ଦାୟିତ୍ୱ ନେଇଥିବା TPCODL ପାଇଁ ପ୍ରଯୁଜ୍ୟ। କେହି ଦୋଷ ଦେବା ଆଗରୁ TPCODL ନିଜ ଆଡୁ ଦୋଷ ଛଡାଇବା ପାଇଁ ଉଦ୍ୟମ କରୁଛି। କଟକ ବଡ଼ ମେଡିକାଲରେ ଉପରେ ରାଜ୍ୟର ସବୁ ପ୍ରାନ୍ତର ଲୋକ ନିର୍ଭର କରିଥାଆନ୍ତି। ଏଠାରେ…

Read More

ଦେବଦତ୍ତ ପଟ୍ଟନାୟକଙ୍କ ‘ଟେଲ୍‌ସ ଫ୍ରମ୍‌ ଦ ଲାଣ୍ଡ୍‌ ଅଫ୍‌ ଜଗନ୍ନାଥ’ ଉନ୍ମୋଚିତ

ଭୁବନେଶ୍ବର୧/୧୦: ଭାରତର ସବୁ ରାଜ୍ୟରେ ପ୍ରସିଦ୍ଧ ଠାକୁରଙ୍କ ମନ୍ଦିର ରହିଛି। ହେଲେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯାହା ନିଜର ଆରାଧ୍ୟ ଦେବତାଙ୍କ ଦ୍ବାରା ପରିଚିତି ପାଇଛି। ଜଗନ୍ନାଥ ହେଉଛନ୍ତି ଓଡ଼ିଶାର ରାଷ୍ଟ୍ରଦେବତା। ଜଗନ୍ନାଥ ଦେଶ କହିଲେ ସାରା ଓଡ଼ିଶାକୁ ବୁଝାଏ। ଏପରି ଦୃଷ୍ଟାନ୍ତ ଅନ୍ୟତ୍ର ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରମାର୍ଶଦାତା ତଥା ପ୍ରସିଦ୍ଧ ଲେଖକ ଓ ଗବେଷକ ଆର୍‌ ବାଲାକ୍ରୀଷ୍ଣନ୍।ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖକ ଓ ପୁରାଣବିତ ଦେବଦତ୍ତ ପଟ୍ଟନାୟକଙ୍କ ସଦ୍ୟତମ ପୁସ୍ତକ ‘ଟେଲ୍‌ସ…

Read More

ସୌମ୍ୟଙ୍କୁ ସହାୟ ହେଲେ ଧର୍ମେନ୍ଦ୍ର, ଅନୁରାଗ ଠାକୁରଙ୍କୁ ଅତିଥି କରି ରାଜ୍ୟ ସରକାରଙ୍କୁ ଦମ୍ ଦେଖାଇଲେ

ଭୁବନେଶ୍ୱର : ଜଣେ ହାତ ଛାଡିଲେ। ଜଣେ ହାତ ଧରିଲେ। ଭୁବନେଶ୍ୱର ଦୂରେଇଲା, ନୂଆଦିଲ୍ଲୀ କୋଳେଇଲା। ହଁ ପାଠକେ ବନ୍ଧୁ ଆମେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ତାଙ୍କ ଗଣମାଧ୍ୟମ ସଂସ୍ଥା କଥା କହୁଛୁ। କିଛି ଦିନ ତଳେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୌମ୍ୟଙ୍କ ସଂସ୍ଥାଙ୍କୁ ବିଜ୍ଞାପନ ମିଳୁ ନ ଥିବା ଅଭିଯୋଗ ହୋଇ ଆସୁଛି। ମାତ୍ର ଏହି ସମୟରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧିନ ଏନଡିଏ ସରକାରଙ୍କ ବିଜ୍ଞାପନ ସୌମ୍ୟଙ୍କ ସଂସ୍ଥା…

Read More

ଫଟୋରେ ଥିବା ତ୍ରୁଟି ସଜାଡ଼ିଲା କଂଗ୍ରେସ, ଖଡଗେଙ୍କୁ ରଖିଲା ଆଗରେ

ଭୁବନେଶ୍ୱର : ଖବର ପ୍ରକାଶ ପାଇଲା। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା। କଂଗ୍ରେସ ଟିକେ ବୁଝିଲା। ଫଟୋରେ ନିଜ ସର୍ବଭାରତୀୟ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ସମ୍ମାନ ଦେଲା। ଶ୍ରୀ ଖଡ଼ଗେଙ୍କୁ ପ୍ରଥମେ ରଖିଲା। ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କୁ ପଛରେ ରଖିଲା। ଘରେ ଘରେ କଂଗ୍ରେସ, ଘରେ ଘରେ ହାତ କାର୍ଯ୍ୟକ୍ରମର ପୋଷ୍ଟରେ ଥିବା ତ୍ରୁଟିକୁ ଦଳ ସଜାଡିଲା। ମାତ୍ର ଆଉ ଗୋଟିଏ କଥା ଦଳ ବର୍ତ୍ତମାନ ଚିନ୍ତା କରିପାରିନାହିଁ। କଂଗ୍ରେସର ଜାତୀୟ ନେତୃତ୍ୱ ପଛୁଆବର୍ଗ ସମସ୍ୟା,…

Read More

ବ୍ୟାଙ୍କକ୍ ଠାରେ ଉନ୍ମୋଚନ ହେଲା ଏନ୍. ଏ. ଶାହ ଅନସାରୀଙ୍କ ପୁସ୍ତକ Community Radio: 100 Answers to make waves

ବ୍ୟାଙ୍କକ୍: ଆଜି ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକ୍ ଠାରେ ଆମାସାଟ ବିଶ୍ଵ ବିଦ୍ୟାଳୟ ପରିସର ରେ ଆୟୋଜିତ ହେଉଥିବା ଏସୀଆ- ପ୍ରଶାନ୍ତ ମହଦେଶୀୟ ଗୋଷ୍ଠୀ ବେତାର ମହା ସମ୍ମିଳନୀ ଅବସରରେ ବିଶିଷ୍ଟ ଗୋଷ୍ଠୀ ଗଣମାଧ୍ୟମ ବିଶେଷଜ୍ଞ ଏନ୍. ଏ. ଶାହା ଅନସାରୀଙ୍କ ଲିଖିତ ପୁସ୍ତକ Community Radio: 100 Answers to make wave ଉନ୍ମୋଚିତ ହୋଇଯାଇଛି l ଏହି ମହା ସମ୍ମିଳନୀ ରେ ୩୩ଟି ଦେଶର ୫୦୦ରୁ ଉର୍ଦ୍ଧ୍ବ ଗୋଷ୍ଠୀ ବେତାର ପ୍ରସାରକ ଯୋଗଦେଇଥିବା ବେଳେ ସମସ୍ତ…

Read More