ଏହି ବାପ ପୁଅ ଯୋଡ଼ି ଉପରେ ରହିବ ନଜର…….

ଭୁବନେଶ୍ୱର : କିଛି ମାସ ପରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ନିର୍ବାଚନରେ ଅନେକ ରାଜନୈତିକ ପରିବାର ପକ୍ଷରୁ ଏକାଧିକ ସଦସ୍ୟ ମଇଦାନକୁ ଓହ୍ଲାଇବାର ସମ୍ଭାବନା ରହିଛି। ଗତଥର ବାପ-ପୁଅ, ବାପ-ଝିଅ, ଦାଦା-ପୁତୁରା ଏବଂ ଭାଇ-ଭାଇ ଯୋଡି ଗୋଟିଏ ଦଳରୁ ଦୁଇଟି ଭିନ୍ନଭିନ୍ନ ଆସନରେ ଲଢିଥିଲେ। ହେଲେ ସେମାନଙ୍କ ମଧ୍ୟରୁ ତିନୋଟି ପରିବାର ସଫଳ ହୋଇଥିଲେ। ଏହି ମାନେ ହେଉଛନ୍ତି- ନବରଙ୍ଗପୁର ଲୋକସଭାରୁ ରମେଶ ମାଝୀ, ଝରି ଗାଁରୁ ତାଙ୍କ ଭାଇ ପ୍ରକାଶ…

Read More

ଦୈନିକ ୭ ଟଙ୍କା ସଞ୍ଚୟ କରି ମାସକୁ ପାଆନ୍ତୁ ୫ ହଜାର ଟଙ୍କା

ଆଜିର ଯୁଗରେ ଅନେକ ନିବେଶ ବିକଳ୍ପ ରହିଛି । ଏମିତି କିଛି ସ୍କିମ୍ ରହିଛି ଯେଉଁଥିରେ କମ୍ ଟଙ୍କା ବିନିଯୋଗ କରି ଅଧିକ ଲାଭ ଆପଣ ମାନେ ପାଇପାରିବେ । ଆଜି ଆମେ ଏମିତି ଏକ ସ୍କିମ୍ କହିବାକୁ ଯାଉଛୁ ଯାହା କେବଳ ଏକ କପ୍ ଚା’ର ଦାମରେ ଆପଣ ପ୍ରତି ମାସରେ ପାଞ୍ଚ ହଜାର ଟଙ୍କା ସଞ୍ଚୟ କରିପାରିବ।  ଏହା ଏକ ସରକାରୀ ଯୋଜନା, ଯାହାକୁ ଅଟଳ ପେନସନ ଯୋଜନା କୁହାଯାଏ । ଅଟଳ ପେନସନ…

Read More

ଆରମ୍ଭ ଯେଉଁଠି, ଶେଷ ବି ସେଇଠି : ଜାତୀୟ କଂଗ୍ରେସରେ ଏନସିପିର ହୋଇପାରେ ସମ୍ମିଶ୍ରଣ

ମୁମ୍ବାଇ : ସାଧାରଣ ନିର୍ବାଚନ ପୂର୍ବରୁ ଜାତୀୟ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଏକଦା କଂଗ୍ରେସରୁ ଅଲଗା ହୋଇଥିବା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ପୁଣି କଂଗ୍ରେସ ସହିତ ସମ୍ମିଶ୍ରଣ ହୋଇପାରେ। ଜାରି ରହିଥିବା ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ପରେ ଏହା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଆଗାମୀ ଦିନରେ ଏନସିପିର ଚିହ୍ନ ଘଣ୍ଟାକୁ ବାତିଲ କରି ଦୁଇଟି ପକ୍ଷକୁ ଅଲଗା ଚିହ୍ନ ଦିଆଯିବାର ସମ୍ଭାବନା ରହିଛି। ଗୋଟିଏ ଗୋଷ୍ଠୀ ଅଜିତ ପାଓ୍ୱାର ଏବଂ…

Read More

୧୨ ଦିନ ମଧ୍ୟରେ ଚାରି ଦ୍ୱାର ନ ଖୋଲିଲେ ହେବ ବିରାଟ ଆନ୍ଦୋଳନ

ଭୁବନେଶ୍ୱର : କରୋନା ତ ସରିଲା। ସବୁ କଟକଣା ଉଠିଲା। ମହାପ୍ରଭୁଙ୍କ ପାଇଁ ପୁଣି କଣ କଟକଣା। ସେତେବେଲେ ବେଳେ ଶ୍ରୀମନ୍ଦିରର ଚାରି ଦ୍ୱାର ବନ୍ଦ ଥିଲା। ଏବେ ତ ସେମିତି କିଛି ନାହିଁ। ତେଣୁ ଚାରି ଦ୍ୱାର ଖୋଲି ଦିଆଯାଉ। ବିଶେଷ କରି  କାର୍ତ୍ତିକମାସ ପୂର୍ବରୁ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଯାଉ ବୋଲି ରାଜ୍ୟ କଂଗ୍ରେସ କମିଟି ପକ୍ଷରୁ ଦାବି କରାଯାଉଛି।  ଏହି ଦାବି ସହ ରତ୍ନଭଣ୍ଡାର ଖୋଲି ଅଳଙ୍କାର ଗଣତି କରାଯାଉ ଓ ବେଦାନ୍ତ…

Read More

 ଭୁଲି ଗଲେ କି ମୁଖ୍ୟମନ୍ତ୍ରୀ । ସାମାଜିକ ଓ ଆର୍ଥିକ ସର୍ଭେକ୍ଷଣ ରିପୋର୍ଟ କେବେ ସାର୍ବଜନୀନ କରିବେ !!!

ଭୁବନେଶ୍ୱର : ବିଜୁ ଜନତା ଦଳ। ଓଡ଼ିଶାବାସୀଙ୍କ ବଳ। ସାଢେ ଚାରି କୋଟି ଓଡ଼ିଆ ମୋ ପରିବାର। ମୁଁ ସେମାନଙ୍କୁ ବହୁତ ଭଲ ପାଏ। ଏହି ସବୁ କେତୋଟି ବାକ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କହିଥାଆନ୍ତି। ହେଲେ ସେହି ପରିବାର ଅଧା ଲୋକଙ୍କ କଥା ନବୀନ ପଟ୍ଟନାୟକ, ତାଙ୍କ ନେତୃତ୍ୱାଧିନ ଓଡ଼ିଶା ସରକାର ଭୁଲି ଯାଇଛନ୍ତି। କରୋନା ଆରମ୍ଭ ହେବା ସମୟରେ ବିଧାନସଭାରେ ଜାତିଭିତ୍ତିକ ଜନଗଣନା ନେଇ ଏକ ସଂକଳ୍ପ ଗୃହୀତ କରାଗଲା। ଏହି ସଂକଳ୍ପ…

Read More

World Food Day 2023; ଖାଦ୍ୟ ସୁରକ୍ଷା, ଜୀବନ ରକ୍ଷା,ବିଶ୍ଵ ଖାଦ୍ୟ ଦିବସ ୨୦୨୩

ଆଜି ସମଗ୍ର ବିଶ୍ବରେ ପାଳନ ହେଉଛି ଖାଦ୍ୟ ଦିବସ । ମନୁଷ୍ୟର ମୌଳିକ ଅଧିକାର ତଥା ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ମଧ୍ୟରୁ ଖାଦ୍ୟ ହେଉଛି ଅନ୍ୟତମ । ଯାହା ଜୀବନ ଜିଁଇବାର ମୁଖ୍ୟ ଉତ୍ସ । ଯଦି ଏହି ଖାଦ୍ୟ ପୋଷଣରେ ଭରପୂର ଏବଂ ପୁଷ୍ଟିକର ହୁଏ ତେବେ ତାହା ଏକ ସୁସ୍ଥ ଓ ନିରାମୟ ସମାଜ ଗଠନ କରିବାରେ ସହାୟକ ହେବ । ଖାଦ୍ୟ ଆମର ଅଧିକାର, କିନ୍ତୁ ଅପଚୟ ଆମର ଅଧିକାର ନୁହେଁ…

Read More

ଲକ୍ଷ ଲକ୍ଷ ଟଙ୍କା ଦେଇ ଭାରତ-ପାକିସ୍ଥାନ ମ୍ୟାଚ୍ ଦେଖିବାକୁ ଆସିଥିଲେ ବହୁ ବିଶିଷ୍ଟ ବ୍ୟକ୍ତି

ଅହମ୍ମଦାବାଦ : ନିକଟରେ  ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଭାରତ-ପାକିସ୍ଥାନ ମ୍ୟାଚରେ ଜଣେ ଜଣେ ଶିଳ୍ପପତି ପ୍ରାୟ ୨୫ ରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ମ୍ୟାଚ ଦେଖିବାକୁ ଆସିଥିଲେ। ଏମାନଙ୍କ ମଧ୍ୟରେ ଜେଏସ୍‌ଡବ୍ଲୁର ସଜ୍ଜନ ଏବଂ ପାର୍ଥ ଜିନ୍ଦଲ, ଏସାର ଗ୍ରୁପ୍‌ର ଅଂଶୁମାନ ରୁଇଆ, ଆର୍‌ପି-ସଂଜୀବ ଗୋଏଙ୍କା ଗ୍ରୁପ୍‌ର ସଂଜୀବ ଗୋଏଙ୍କା, ଏମ୍‌ଆର୍‌ଏଫ୍‌ର କେଏମ୍‌ ମାମେନ, ରାହୁଲ ମାମେନ ଏବଂ ଅରୁଣ ମାମେନ ଅନ୍ୟତମ। ଦେଶର ଏକାଧିକ ଛୋଟ ବଡ଼ ଷ୍ଟାର୍ଟଅପ୍‌ ସଂସ୍ଥାର…

Read More

୨୩ ଜାନୁଆରୀକୁ ଜାତୀୟ ପତାକା ଦିବସ ଭାବେ ପାଳନ କରିବାକୁ ଶ୍ରୀ ନବୀନ ଜିନ୍ଦଲଙ୍କ ଆହ୍ବାନ

କଟକ; ଜାନୁଆରୀ ୨୩ ତାରିଖରେ ଆମେ ଜାତୀୟ ପତାକାକୁ ସମ୍ମାନର ସହ ପ୍ରଦର୍ଶନ କରିବାର ଅଧିକାର ପାଇଥିବାରୁ ଆମେ ଏହି ଦିନକୁ ଜାତୀୟ ପତାକା ଦିବସ ଭାବରେ ପାଳନ କରିବା ଉଚିତ ବୋଲି ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆର ସଭାପତି ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଏକ ସ୍ମାରକୀ ଜାତୀୟ ପତାକା ଉତ୍ତୋଳନ ଅବସରରେ ଆହ୍ବାନ ଦେଇଛନ୍ତି । ସେ କହିଥିଲେ ଯେ, “ଅଧିକାଂଶ ଦେଶରେ…

Read More

ପାକିସ୍ତାନକୁ ୧୯୧ ରନରେ ରୋକିଲା ହିଟ୍-ମ୍ୟାନ୍ ବାହିନୀ…

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ବିପକ୍ଷ ବିଶ୍ୱକପ ମ୍ୟାଚରେ ପାକିସ୍ତାନ ୧୯୧ ରନରେ ସମସ୍ତେ ୱିକେଟ୍ ହରାଇ ଅଲଆଉଟ୍ ହୋଇଛି। ଅହମ୍ମଦାବାଦରେ ଟିମ୍ ଇଣ୍ଡିଆର ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଜସପ୍ରୀତ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ସିରାଜ, କୁଲଦୀପ ଯାଦବ ଏବଂ ରବିନ୍ଦ୍ର ଜାଡେଜା ପ ଦୁଇଟି ଲେଖାଏଁ ୱିକେଟ୍ ନେଇ ପାକିସ୍ତାନକୁ ରୋକିବାରେ ସଫଳ ହେଇଛନ୍ତି। କ୍ୟାପଟେନ ବାବର ଆଜାମ ପାକିସ୍ତାନ ପାଇଁ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ମହମ୍ମଦ ରିଜୱାନ…

Read More

ଇସ୍ରାଇଲର କାହାଣୀ- ଆସନ୍ତୁ ଜାଣିବା …

ନୂଆଦିଲ୍ଲୀ : ଦ୍ଵିତୀୟ ବିଶ୍ୱଯୁଦ୍ଧର ସମାପ୍ତି ପରେ ବିଶ୍ଵ ରାଜନୈତିକ ଶକ୍ତି  ମାନଚିତ୍ରରେ ପୁନର୍ବିନ୍ୟାସ ଘଟିଲା । ବର୍ତ୍ତମାନ ଆମେରିକା ଓ ସୋଭିଏତ ୟୁନିୟନ ଦୁଇ ମହାଶକ୍ତି । ପରସ୍ପର ମଧ୍ୟରେ କୌଣସି ଭୌଗଳିକ ଦ୍ୱନ୍ଦ୍ୱ ନ ଥିଲା । ଆମେରିକାର ସବୁଠାରୁ ବଡ଼ ଚିନ୍ତା ହେଲା ପଶ୍ଚିମ ଇଉରୋପକୁ ନେଇ । ଏହାର କାରଣ ପୂର୍ବ ଇଉରୋପୀୟ ଦେଶଗୁଡ଼ିକର ସମାଜତାନ୍ତ୍ରିକ ରାଷ୍ଟ୍ର ପ୍ରତିଷ୍ଠା ହେଇଯିବା ଯୋଗୁଁ ଆମେରିକା ଓ ପୁଞ୍ଜିବାଦୀ ଅର୍ଥଶାସ୍ତ୍ରୀଙ୍କୁ କମ୍ୟୁନିଜିମ(କୋଠବାଦ) ଭୂତ ଘାରିଲା।…

Read More