କେରଳରେ ଡରାଇଲାଣି ନିଫା

ନିପା ଭୂତାଣୁ ପାଇଁ ଆଜି କେରଳ ସରକାର କୋଜିକୋଡ଼ ଅନ୍ତର୍ଗତ ୭ଟି ଗ୍ରାମକୁ ‘କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌’ ଘୋଷଣା କରିଛନ୍ତି । ‘ନିପା’ ଭୂତାଣୁ ଯୋଗୁଁ ଏହି ଅଞ୍ଚଳରେ ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲାନିପା’ ଭୂତାଣୁ ସଂକ୍ରମଣ ରୋକିବା ଲାଗି ମଧ୍ୟ ସରକାର କଟକଣା ଓ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛନ୍ତି। କୋଜିକୋଡ଼ ଜିଲ୍ଲାରେ ଜଣେ ୯ ବର୍ଷିୟ ବାଳକ ସମେତ ୪ଜଣଙ୍କର ମୃତ୍ୟୁ ଘଟଣାରେ ‘ନିପା’ ଭୂତାଣୁ ସଂକ୍ରମଣ କଥା ସୁନିଶ୍ଚିତ କରାଯିବା ପରେ ରାଜ୍ୟ ସରକାର ଏଭଳି…

Read More

SBIର ଏହି ଯୋଜନାରେ ମିଳୁଛି ୭.୫୦ ପ୍ରତିଶତ ସୁଧ ହାର ; ଶୀଘ୍ର କରନ୍ତୁ ନହେଲେ ସରିଯିବ ସମୟ

ସମସ୍ତେ ନିଜ ନିଜର ରୋଜଗାରରୁ କିଛି ଟଙ୍କା ରଖି ତାକୁ ଏମିତି ସ୍ଥାନରେ ନିବେଶ କରିବା ପାଇଁ ଚାହାଁନ୍ତି ଯେଉଁଠି ତାଙ୍କ ପଇସା ସୁରକ୍ଷିତ ରହିବା ସହ ଭଲ ସୁଧ ମିଳିପାରୁଥିବ । ତେବେ ଏହି ଦୃଷ୍ଟିରୁ ଫିକ୍ସଡ୍ ଡିପୋଜିଟ୍ ସର୍ବଦା ଏକ ଭଲ ବିକଳ୍ପ । ଏବେ ପ୍ରାୟ ସବୁ ବ୍ୟାଙ୍କ ଏଫଡି କରିବା ପାଇଁ ଭଲ ସୁଧର ଅଫର ଦେଉଛନ୍ତି । ଯଦି ବରିଷ୍ଟ ନାଗରିରଙ୍କ କଥା ଆଲୋଚନା କରାଯାଏ ତାହାଲେ ଏମାନେ ସାଧାରଣ…

Read More

Asian Games 2023 ; ଏସୀୟ କ୍ରୀଡାରେ ଉମରାନଙ୍କୁ ମିଳିପାରେ ସ୍ଥାନ କେମିତି ଜାଣନ୍ତୁ …

ଏଥର ଭାରତୀୟ କ୍ରିକେଟ୍ ଦଳର ଉଭୟ ପୁରୁଷ ଏବଂ ମହିଳା ଦଳ ଏସୀୟ ଗେମ୍ସରେ ଭାଗ ନେବାକୁ ଯାଉଛନ୍ତି। ଚାଇନାରେ ହେବାକୁ ଥିବା ଏହି ମେଗା ଇଭେଣ୍ଟ 19 ସେପ୍ଟେମ୍ବରରୁ ଆରମ୍ଭ ହୋଇ 8 ଅକ୍ଟୋବରରେ ଶେଷ ହେବ | ଏହି ମେଗା ଇଭେଣ୍ଟକୁ ଯିବା ପୂର୍ବରୁ ଭାରତୀୟ ପୁରୁଷ କ୍ରିକେଟ୍ ଦଳକୁ ଲାଗିଛି ଝଟକା । ଏଥର ଦିନିକିଆ ବିଶ୍ୱକପ ଯୋଗୁଁ, ବିସିସିଆଇ ଏସୀୟ ଗେମ୍ସ ପାଇଁ ଏକ ଯୁବ ଦଳ ଚୟନ କରିଛି |…

Read More

ମୁଖ୍ୟମନ୍ତ୍ରୀ ଦସ୍ତଖତକୁ ନକଲି ବୋଲି କହିଲେ ସୌମ୍ୟ ପଟ୍ଟନାୟକ, ସପ୍ତାହ ତଳେ ଭେଟିବାକୁ ଅନୁମତି ମାଗି ନିରାଶ ହୋଇଥିଲେ ..

ଭୁବନେଶ୍ୱର : ରାଜନୈତିକ ଘଟଣାକ୍ରମରେ ବିଜେଡି ନେତା  ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପକ୍ଷ ଚ୍ଛେଦନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ତାଙ୍କୁ ଦଳର ଉପସଭାପତି ପଦରୁ ବାହାର କରାଯାଇଛି। ମାତ୍ର ଏନେଇ ଦଳ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ନେଇ ଶ୍ରୀ ପଟ୍ଟନାୟକ ସନ୍ଦେହ ପ୍ରକାଶ କରିଛନ୍ତି।  ସୌମ୍ୟ ପଟ୍ଟନାୟକ କହିଛନ୍ତି ଯେ, ସଭାପତିଙ୍କର ଏହା ଇଚ୍ଛାଧୀନ ବ୍ୟାପାର। ସଭାପତି ହିସାବରେ କାହାକୁ ସହଯୋଗୀ କାର୍ଯ୍ୟକର୍ତ୍ତା ଭାବେ ନେବେ, ତାହା ତାଙ୍କର ସମ୍ପୂର୍ଣ୍ଣ ଇଚ୍ଛାଧୀନ। ଉପସଭାପତି ପଦ ହରାଇବା…

Read More

ପୂର୍ବ ରେଳବାଇ ସହ ଦେଶର ସର୍ବ ବୃହତ ବିଜ୍ଞାପନ ଏବଂ କନସର୍ଜି ସେବା ନେଇ କ୍ରେସାଣ୍ଡା ସଲ୍ୟୁସନ୍ସର ଚୁକ୍ତିନାମା ସ୍ୱାକ୍ଷର

କୋଲକାତା: ଭାରତୀୟ ଟ୍ରେନଗୁଡ଼ିକରେ ବିଜ୍ଞାପନ ଏବଂ କନସର୍ଜି ସେବା ଯୋଗାଇବା ପାଇଁ ଦେଶର ଅଗ୍ରଣୀ ଆଇଟି ସମାଧାନ, ଡିଜିଟାଲ ମିଡିଆ ଏବଂ ଆଇଟି ସକ୍ଷମ ସେବା କମ୍ପାନୀ ‘କ୍ରେସାଣ୍ଡା ସଲ୍ୟୁସନ୍ସ୍’ ଲିମିଟେଡ୍ ପୂର୍ବ ରେଳବାଇ, ରେଳ ମନ୍ତ୍ରଣାଳୟ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛି । ଏନେଇ କମ୍ପାନୀ ପକ୍ଷରୁ ଆଜି ଘୋଷଣା କରାଯାଇଛି । ଏହି ଚୁକ୍ତିନାମା ଅନୁଯାୟୀ ପୂର୍ବ ରେଳବାଇ ସହ କ୍ରେସାଣ୍ଡା ସଂସ୍ଥା ପାଞ୍ଚ ବର୍ଷ ପାଇଁ କାର୍ଯ୍ୟକାରୀ ହେବ । ଏହି…

Read More

ଟାଟା  ପାଓ୍ୱାର ସେବାକୁ ନେଇ ଅସନ୍ତୋଷ ଜାହିର କଲେ ବିଜେଡି ବିଧାୟକ ରୁଦ୍ର ମହାରଥି, ମୁଖ୍ୟମନ୍ତ୍ରୀ ଏବଂ ସିଏମଓଙ୍କ ଦୃଷ୍ଟି ଆକର୍ଷଣ ପାଇଁ ନେଲେ ଟୁଇଟର ସାହାରା

ଭୁବନେଶ୍ୱର : ଟିପିସିଓଡିଏଲ୍ ବିଦ୍ୟୁତ ଯୋଗାଣ ନେଇ ଅସନ୍ତୋଷ ଜାହିର କରିଛନ୍ତି ଶାସକ ବିଜେଡି ଦଳର ବିଧାୟକ ରୁଦ୍ର ପ୍ରତାପ ମହାରଥୀ। ଏନେଇ ସେ କ୍ଷୋଭ ପ୍ରକାଶ କରିବା ସହ ଟିପିଡିଓସିଏଲ୍ ପରିଚାଳନା ନେଇ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଏହି ଘଟଣାରେ ଶ୍ରୀ ମହାରଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ)ର ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି। ରୁଦ୍ରଙ୍କ ନିର୍ବାଚନମଣ୍ଡଳୀ ପିପିଲିର ବହୁ ଅଞ୍ଚଳରେ ଗତକାଲି ଅର୍ଥାତ ୧୧ ସେପ୍ଚେମ୍ବରରେ ସକାଳ ୮ଟାରୁ ସନ୍ଧ୍ୟା ୮ଟା…

Read More

କାହା ଅନୁମତିରେ ସୌମ୍ୟ ରଞ୍ଜନଙ୍କ ପାଇଁ ପ୍ରେସ୍ ମିଟ୍ କରିଥିଲେ ଆର୍ଯ୍ୟ ଜ୍ଞାନେନ୍ଦ୍ର, ସାମଗ୍ରିକ ଘଟଣାକୁ ନେଇ ଅସନ୍ତୋଷ ଜାହିର କଲା ଏଆଇସିସି

ଭୁବନେଶ୍ୱର : ଯେଉଁ ପ୍ରସଙ୍ଗ ସାଧାରଣ ଲୋକଙ୍କ ଉପକାରରେ ଆସିବ। ସେହି ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କର। ଅନ୍ୟ ଦଳର ଆଭ୍ୟନ୍ତରୀଣ ବ୍ୟାପାରରେ ଖବରଦାତା ସମ୍ମିଳନୀ କରନାହିଁ।  କଂଗ୍ରେସ ଦେଶର ସବୁଠୁ ବଡ଼ ଓ ପୁରୁଣା ରାଜନୈତିକ ଫୋରମ୍ । କାହାର ନିର୍ଦ୍ଦେଶ ତଥା ସମ୍ମତି କ୍ରମେ କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସପକ୍ଷରେ ଖବରଦାତା ସମ୍ମିଳନୀ ପ୍ରେସ୍ ମିଟ୍  କଲେ , ତାହାର ସ୍ପଷ୍ଟୀକରଣ ଦିଆଯାଉ। ଏକଥା…

Read More

ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଲା ଭାରତ , ଶାର୍ଦୁଲଙ୍କ ସ୍ଥାନରେ ଖେଳିଲେ ଅକ୍ଷର

କଲୋମ୍ବର ପ୍ରେମଦାସ ଷ୍ଟାଡିୟମରେ ଖେଳାଯାଉଥିବା ଶ୍ରୀଲଙ୍କା – ଭାରତ  ଏସିଆ କପର ସୁପର – 4 ର ତୃତୀୟ ମ୍ୟାଚରେ ଭାରତ ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଇଛି । ତେବେ ଏହି ମ୍ୟାଚ ପାଇଁ ଶାର୍ଦୁଲ ଠାକୁରଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ସ୍ଥାନ ମିଳିଛି । ତେବେ ଗତକାଲି ମ୍ୟାଚରେ ପାକିସ୍ତାନକୁ 228 ରନର ଏକ ବଡ ବ୍ୟାବଧାନରେ ହରାଇବା ପରେ ଭାରତୀୟ ଦଳର ମନବଳ ଶୁଦୃଢ ରହିଛି । ଦ୍ବିତାୟ ଓଭର ଖେଳ ଶେଷ…

Read More

ଭାରତ – ମଧ୍ୟ ପୂର୍ବ – ୟୁରୋପ ଅର୍ଥନୈତିକ କରିଡର ଏହି ଅଞ୍ଚଳର ଅର୍ଥନୀତିକୁ ଅଭିବୃଦ୍ଧି କରିବ: ଫିକି ସଭାପତି ଶ୍ରୀ ଶୁଭ୍ରକାନ୍ତ ପଣ୍ଡା

ଭୁବନେଶ୍ବର; ଭାରତ ସରକାରଙ୍କ ଉଦ୍ୟୋଗ ବିକାଶ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ ଏବଂ ସାଉଦି ଆରବ ନିବେଶ ମନ୍ତ୍ରଣାଳୟର ମିଳିତ ସହଯୋଗରେ ଫିକି ଦ୍ୱାରା ଆୟୋଜିତ ଭାରତ-ସାଉଦି ଆରବ ନିବେଶ ଫୋରମରେ ଅଭିଭାଷଣ ଦେଇ ଫିକି ସଭାପତି ଶ୍ରୀ ଶୁଭ୍ରକାନ୍ତ ପଣ୍ଡା କହିଥିଲେ ଯେ, “ଭାରତ – ମଧ୍ୟ ପୂର୍ବ – ୟୁରୋପ ଅର୍ଥନୈତିକ କରିଡର ଅର୍ଥନୀତିକୁ ଅଭିବୃଦ୍ଧି କରିବା ସହିତ ନିଯୁକ୍ତି ସୃଷ୍ଟି କରିବା ଏବଂ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନକୁ ହ୍ରାସ କରିବାରେ ପ୍ରମୁଖ…

Read More

ନାହିଁ ଚାକିରୀ ନାହିଁ ରୋଜଗାର, ଋଣ ମାଗିଲେ ବ୍ୟାଙ୍କ୍ ଦେଉନି, ଉଦ୍ୟୋଗୀ ମନ ଛାରଖାର

ଭୁବନେଶ୍ୱର : କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ମାନବ ସମ୍ବଳର ଆବଶ୍ୟକତାକୁ ଦେଖି ପର୍ଯ୍ୟାପ୍ତ ପରିମାଣର ନିଯୁକ୍ତି ଯୋଗାଇ ପାରୁନାହାନ୍ତି। ଏହା ବିପକ୍ଷରେ ଉଦ୍ୟୋଗ ପ୍ରୋତ୍ସାହନ ପାଇଁ ଆସୁଥିବା ଋଣ ପ୍ରଦାନ ବ୍ୟବସ୍ଥା ମଧ୍ୟ କରୁନାହାନ୍ତି। କୌଣସି ଉଦ୍ୟୋଗୀ ତଥା କ୍ଷୁଦ୍ର ବ୍ୟବସାୟୀ ଋଣ ପାଇଁ ବ୍ୟାଙ୍କ୍ ଗୁଡ଼ିକର ଦ୍ୱାରସ୍ଥ ହେଉଛନ୍ତି। ହେଲେ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଲୋକଙ୍କ ଋଣ ଆବେଦନପତ୍ର ମଧ୍ୟରୁ ଅଧିକାଂଶକୁ ନାକଚ କରିଦେଉଛନ୍ତି । ଏହି ନାକଚ ସଂଖ୍ୟାର ପରିସଂଖ୍ୟନ ନେଇ ରାଜ୍ୟ…

Read More