ODI WORLD CUP 2023 ; ଅଶ୍ୱିନ ହୋଇପାରନ୍ତି ଟିମ୍ ଇଣ୍ଡିଆର ଟ୍ରମ୍ପକାର୍ଡ ..
ବିଶ୍ୱକପ ୨୦୨୩ ପାଇଁ ଭାରତୀୟ ଦଳରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଷ୍ଟାର ସ୍ପିନର ଆର ଅଶ୍ୱିନ ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ସ୍ଥାନ ନେଇଛନ୍ତି । ପଟେଲ ଆହତ କାରଣରୁ ଦଳଠାରୁ ଦୂରରେ ଥିଲେ। ଏଥି ସହିତ ଅଶ୍ୱିନଙ୍କୁ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଦିନିକିଆ ସିରିଜ ପାଇଁ ଦଳ ସହିତ ଯୋଡି ହୋଇଥିଲେ । ଯେଉଁଥିରେ ସେ ବଲ ସହିତ ଚମତ୍କାର ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଥିଲେ। ଅକ୍ଷରଙ୍କ ଆଘାତ…
