ଭାରତ ପାଖରେ ରହିଛି ଫିଫା ବିଶ୍ୱକପ 2026 ଖେଳିବାର ସୁବର୍ଣ୍ଣ ସୁଯୋଗ

କୋଲକାତା : ଫିଫା ବିଶ୍ଵକପରେ ଭାରତୀୟ ଫୁଟବଲ ଦଳକୁ ଦେଖିବା ପାଇଁ ଦେଶବାସୀମାନଙ୍କ ମନରେ ଉତ୍କଣ୍ଠା ରହିଛି। ହେଲେ ତାହା ଦୀର୍ଘବର୍ଷ ହେବ ପୂରଣ ହୋଇପାରୁନାହିଁ। ମାତ୍ର ଭାରତୀୟ ଫୁଟବଲ ଦଳର ସାମ୍ପ୍ରତିକ ସ୍ଥିତି ଏବଂ ଉତ୍ଥାନ ଏହି ଲକ୍ଷ୍ୟ ହାସଲରେ ସହାୟକ ହେବ ବୋଲି ଆଶା କରାଯାଉଛି। ଏମିତିକି ପରବର୍ତ୍ତୀ ଫିଫା ବିଶ୍ୱକପ୍-୨୦୨୬ରେ ଭାରତ ଅଂଶଗ୍ରହଣ କରିପାରିବା ସୁଯୋଗ ରହିଛି। ଗତ  ଶୁକ୍ରବାର ଭାରତୀୟ ପୁରୁଷ ଫୁଟବଲ ଦଳ ୨୦୧୮ ପରେ ପ୍ରଥମଥର ପାଇଁ ପିଫା…

Read More

ବର୍ଷାଦିନେ ଚିନ୍ତା ବଢାଇଛି ଏହି ସଂକ୍ରାମକ ରୋଗ, ଜାଣନ୍ତୁ କ’ଣ ରହିଛି ଏହାର ପ୍ରତିଷେଧକ

ଭୁବନେଶ୍ୱର : ବର୍ତ୍ତମାନ ଦେଶର ସବୁ ସ୍ଥାନରେ ବର୍ଷା ହେବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି , ଏହି କାରଣରୁ ଅନେକ ସଂକ୍ରମଣ ରୋଗ ଦ୍ରୁତଗତିରେ ବ୍ୟାପିଛି। ନିକଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ମୁମ୍ବାଇ, କେରଳ ଏବଂ ଦିଲ୍ଲୀରେ ଲେପ୍ଟୋସ୍ପାଇରୋସିସ୍ ସଂକ୍ରମଣ ମାମଲା ଜୋର ଧରିଛି l ଏହା ଏକ ରୋଗ ଯାହା ଯେକୌଣସି ବୟସ ବର୍ଗର ଲୋକଙ୍କୁ ପ୍ରଭାବିତ କରିପାରେ | ଲେପ୍ଟୋସ୍ପାଇରୋସିସ୍ ଲେପ୍ଟୋସ୍ପିରା ଜୀବାଣୁ ଦ୍ବରା ହୋଇଥାଏ, ଯାହା ଆପଣଙ୍କୁ, ଆଖି, ନାକ…

Read More

ଆୟାରଲ୍ୟାଣ୍ଡ ସିରିଜ ପାଇଁ କିଏ ହେବ ଅଧିନାୟକ ଜାଣନ୍ତୁ …..

ଭାରତ ଓ ଆୟରଲ୍ୟାଣ୍ଡ ମଧ୍ୟରେ ହେବାକୁ ଥିବା ସିରିଜକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏହି ସିରିଜରେ ଭାରତର ବର୍ତ୍ତମାନର ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟା ଏବଂ ଶୁଭମନ ଗିଲଙ୍କୁ ବିଶ୍ରାମ ଦିଆଯାଇପାରେ । ଆଗକୁ ଏସିଆ କପ୍ ଓ ବିଶ୍ବକପ୍ ଆସୁଥିବାରୁ ଏହି ଦୁଇ ପ୍ରତିଭାବାନ ଖେଳାଳିଙ୍କୁ ବିଶ୍ରାମ ଦେଇପାରେ ବିସିସିଆଇ । ଯଦି ଏମିତି କିଛି ପଦକ୍ଷେପ ବିସିସିଆଇ ନେଉଛି, ତେବେ ପୂର୍ବରୁ ସ୍ଥିରୀକୃତ ହୋଇଥିବା ସିରିଜଗୁଡିକରେ ଭାରତୀୟ ଦଳର ଅଧିନାୟକ…

Read More

ନିଜ ପ୍ରିୟ ସାଙ୍ଗଙ୍କୁ ଦେଇପାରିବେନି ପାସ୍ୱାର୍ଡ

ନୂଆଦିଲ୍ଲୀ : ଥରେ ମନେ ପକାନ୍ତୁ ପ୍ରାୟ ଦୁଇ କିମ୍ବା ଅଢେଇ ବର୍ଷ ତଳର କଥା। କରୋନା ମହାମାରୀ ସମୟରେ ଓଟିଟି ପ୍ଲାଟ୍‌ଫର୍ମ ନେଟ୍‌ଫ୍ଲିକ୍ସରେ ଚଳଚ୍ଚିତ୍ର ଏବଂ ଓ୍ୱେବ ସିରିଜ୍ ଦେଖା। ଗୋଟିଏ ସାଙ୍ଗ ସବସ୍କ୍ରିନସନ୍ ନେଇଥିଲେ। ଏକାଧିକ ସାଙ୍ଗ ସେହି ସବସ୍କ୍ରିନସନ୍ ନେଇ ସିନେମା ଓ ସିରିଜ୍ ଦେଖିଥାଆନ୍ତି। ମାତ୍ର ଏବେ ଆଉ ସେମିତି ହୋଇପାରିବ ନାହିଁ।  ଭାରତରେ ଆଜିଠାରୁ ପାସ୍ୱାର୍ଡ ସେୟାରିଂ ଉପରେ ରୋକ ଲଗାଯାଇଛି। ଏବେ ଭାରତୀୟ ନେଟ୍ରଫ୍ଲିକ୍ସ ୟୁଜର ସେମାନଙ୍କ ପ୍ରିୟ…

Read More

ମଣିପୁର ପ୍ରସଙ୍ଗରେ ଏପର୍ଯ୍ୟନ୍ତ ମୁହଁ ଖୋଲିନାହାନ୍ତି ନବୀନ, ବିଜେଡି

ଭୁବନେଶ୍ୱର- ଦେଶ ର ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ  ଜାରି ରହିଥିବା ହିଂସା ସମସ୍ତଙ୍କୁ ବ୍ୟଥିତ କରିଛି। ଦୁଇ ମାସ ତଳେ ଦୁଇ ଜଣ ମହିଳା ଉଲଗ୍ନ କରି ଯେପରି ଭାବେ ରାସ୍ତାରେ ନିଆଗଲା, ସେମାନଙ୍କ ସହ ପଶୁ ଭଳି ବ୍ୟବହାର କରାଗଲା। ପରବର୍ତ୍ତୀ ସମୟରେ ସେହି ଭିଡିଓକୁ ଭାଇରାଲ କରାଗଲା। ଏହା ପରେ ନୀରବ ରହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶେଷରେ ୭୯ ଦିନ ପରେ ମୁହଁ ଖୋଲିଲେ। ମାତ୍ର ଏପର୍ଯ୍ୟନ୍ତ ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ୍ ସିଂ…

Read More

ଦୁର୍ବଳ ଦଳ ସତ୍ତ୍ୱେ ଶରତ ସବଳ, ଶକ୍ତିଶାଳୀ ଦଳ ଥାଇ  ମନମୋହନ ଦୁର୍ବଳ

ଭୁବନେଶ୍ୱର : ରାଜ୍ୟରେ ୨୦୧୪ରୁ କଂଗ୍ରେସର ପତନ ଆରମ୍ଭ ହୋଇଛି। ତାହାର ବୋଟ ପ୍ରତିଶତ କମିବାରେ ଲାଗିଛି। ମାତ୍ର ବିଜେପିର ଭୋଟ ହାର ବୃଦ୍ଧି ପାଇବା ସହ ଦଳ ମୁଖ୍ୟ ବିରୋଧି ଦଳ ହୋଇପାରିଛି। ହେଲେ ଗତ ନିର୍ବାଚନ ପରେ ଦଳର ଓଡ଼ିଶାରେ କାର୍ଯ୍ୟକଳାପ ରହସ୍ୟମୟ ଶିଥିଳତା ପରିଲକ୍ଷିତ ହୋଇଛି। ମନମୋହନ ସାମଲ ଦୀର୍ଘଦିନ ଧରି ସଭାପତି ହେବା ପରେ ମଧ୍ୟ କମିଟି ଟିଏ ଅନୁମୋଦନ କରାଇ ପାରିନାହାନ୍ତି। ମାତ୍ର ବର୍ଷେ ମଧ୍ୟରେ ପିସିସି ସଭାପତି ଦାୟିତ୍ୱ…

Read More

ବଦଳିବେ ଅର୍ଥ ମନ୍ତ୍ରଣାଳୟର ମାଲିକିଆଣି,କିଏ ହେବେ ପରବର୍ତ୍ତୀ ଅର୍ଥମନ୍ତ୍ରୀ…ଓଡ଼ିଶା ସହ କଣ ରହିଛି, ତାଙ୍କ ସମ୍ପର୍କ…ଜାଣନ୍ତୁ

ନୂଆଦିଲ୍ଲୀ : ସଂସଦର ମୋସୁମୀ ଅଧିବେଶନ ଆରମ୍ଭ ହୋଇଯାଇଛି।  ଉତ୍ତର-ପୂର୍ବ ରାଜ୍ୟ ମଣିପୁର ହିଂସା ସମସ୍ତଙ୍କୁ ବ୍ୟଥିତ କରିଛି। ଏହି ପ୍ରସଙ୍ଗରେ ବିରୋଧି ଦଳ ଗୁଡି଼କ ପୂର୍ଣ୍ଣାଙ୍ଗ ଆଲୋଚନା ନେଇ ପ୍ରସ୍ତାବ ରଖିଛନ୍ତି। ତେଣୁ ଅଧିବେଶନ ଜାରି ରହିଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ କରିବେ ନାହିଁ। ଅଧିବେଶନ ପୂର୍ବରୁ ଅଦଳବଦଳ ହୋଇପାରିଥାନ୍ତା। ମାତ୍ର ହରସିମରତ କୌର, ଜୟନ୍ତ ଚୌଧୁରୀ ଏବଂ ଚନ୍ଦ୍ରବାବୁ ନାଇଡୁଙ୍କୁ କରାଯାଇଥିବା ପ୍ଲାନ ଫେଲ୍ ମାରିଥିଲା। ତେଣୁ ଅଧିବେଶନ…

Read More

ଏସୀୟ କ୍ରୀଡ଼ା ଟ୍ରାଏଲରୁ ବାଦ୍ ପଡିଲେ ବଜରଙ୍ଗ ଓ ଭିନେଶ

ଦିଲ୍ଲୀ:ଭାରତୀୟ କୁସ୍ତିର ବିବାଦୀୟ ସମୟ ଜାରି ରହିଛି। ଆଗାମୀ ଏସୀୟ କ୍ରୀଡାରେ କୁସ୍ତି ଦଳର ଅଂଶଗ୍ରହଣକୁ ନେଇ ଖେଳାଳି ମାନେ ଏବେ ବି ଅନିଶ୍ଚିତତା ଭିତରେ ରହିଛନ୍ତି । ତେବେ ଏହା ଭିତରେ ଭାରତୀୟ ଅଲମ୍ପିକ ଆସୋସିଏସନର ଆଡ଼ହକ୍ କମିଟି ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛି। ଅଲିମ୍ପିକ୍ ପଦକ ବିଜେତା ବଜରଙ୍ଗ ପୁନିଆ ଏବଂ ବିଶ୍ୱ ଚାମ୍ପିଅନସିପ୍ ପଦକ ବିଜେତା ଭିନେଶ ଫୋଗାଟଙ୍କୁ ସଂଘ ଦ୍ୱାରା ଏସିୟାନ ଗେମ୍ସ ଟ୍ରାଏଲରୁ  ବାଦ୍ ଦିଆଯାଇଛି। । ଯାହା ଫଳରେ…

Read More

ବେଙ୍ଗଲୁରୁ ପରେ ଓଡ଼ିଶାରେ ବସିଲା ନଅ ବିରୋଧି ଦଳଙ୍କ ବୈଠକ, ଅଗଷ୍ଟ ମାସରେ ଆହୁରି ବ୍ୟାପକ କାର୍ଯ୍ୟକ୍ରମ

ଭୁବନେଶ୍ୱର :   ଶେଷରେ କଂଗ୍ରେସକୁ ବୁଝା ପଡିଲା। ଜାତୀୟ ସ୍ତରରେ ମେଣ୍ଟ ରାଜନୀତି ଧାର ଧରିବା ପରେ ଓଡ଼ିଶାରେ ଏନେଇ ପ୍ରଥମ ପ୍ରକ୍ରିୟା ଆରମ୍ଭ କଲେ ପିସିସି ସଭାପତି ଶରତ ପଟ୍ଟନାୟକ। ଗୁରୁବାର ରାଜଧାନୀର ଏକ ଘରୋଇ ହୋଟେଲରେ ରାଜ୍ୟରେ ସକ୍ରିୟ ଅଣ ବିଜେପି-ବିଜେଡି ଦଳ ଗୁଡିକ ନେଇ ଏକ ପ୍ରାଥମିକ ବୈଠକ ହୋଇଯାଇଛି। ପୂର୍ବରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ପ୍ରୟାସରେ ସାମାଜିକ ଆନ୍ଦୋଳନର ଦୁଇଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହା ପୂର୍ବରୁ ପୂର୍ବତନ କେନ୍ଦ୍ର…

Read More

କେମିତି ପାଇବେ ପିଏମ କିଷାନ ଟଙ୍କା ଜାଣନ୍ତୁ …..

ସାରା ଦେଶରେ କୋଟି କୋଟି ଚାଷୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି କେନ୍ଦ୍ର ସରକାର । 28 ଜୁଲାଇରେ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ପିଏମ କିଷାନଙ୍କ  14 ତମ କିସ୍ତି ଜମା କରିବାକୁ ଯାଉଛନ୍ତି। ଆପଣ ଜାଣିଥିବେ ପିଏମ କିଷାନ ଯୋଜନା ଅଧୀନରେ ଦେଶର ଯୋଗ୍ୟ କୃଷକମାନଙ୍କୁ ବର୍ଷକୁ ତିନିଥର  2-2 ହଜାର ଟଙ୍କା ଦିଆଯାଏ। ଅର୍ଥାତ୍ ସରକାର ବର୍ତ୍ତମାନ ଦେଶର ଚାଷୀଙ୍କୁ ବାର୍ଷିକ 6,000 ଟଙ୍କା ଆର୍ଥିକ ସହାୟତା ଦେଉଛନ୍ତି। ଏହା ସହିତ ଅଯୋଗ୍ୟ ହିତାଧିକାରୀଙ୍କୁ…

Read More