କର୍ମଭୂମିରେ ରାଷ୍ଟ୍ରପତି ମହୋଦୟା ଦ୍ରୌପଦୀ ମୁର୍ମୁ, ଦାୟିତ୍ୱ ନେବା ପରେ ପ୍ରଥମ ବର୍ଷ କଲେ ପୂରଣ

ଭୁବନେଶ୍ୱର :  ଠିକ୍ ଆଜିର ଦିନ। ବର୍ଷକ ତଳେ ଦେଶର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ । ଦାୟିତ୍ୱ ନେବାର ବର୍ଷକ ପରେ ନିଜ ଜନ୍ମ ଏବଂ କର୍ମଭୂମିରେ ଓଡ଼ିଶାରେ ମହାମହିମ ପଦାର୍ପଣ କରିଛନ୍ତି। ମହାମହିମ ଭାବେ ପୂର୍ବରୁ ଏକାଧିକ ଥର ଗସ୍ତ କରିଥିଲେ ବି ଏହି ଗସ୍ତ ନେଇ ଉତ୍ସାହ ଦ୍ୱିଗୁଣିତ ରହିଛି। ଏଥରକ ରାଷ୍ଟ୍ରପତି ମହୋଦୟା ତିନିଦିଆ ଗସ୍ତରେ ଆସିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ସଂଧ୍ୟା ୬ଟା ୧୦ରେ…

Read More

ରାଜ୍ୟ ବିଜେପି ପୁରୁଣା କମିଟି ଭାଙ୍ଗିଲା, ଜମ୍ବୋ ହୋଇପାରେ ପରବର୍ତ୍ତୀ ଟିମ୍

ଭୁବନେଶ୍ୱର : ସମୀର ମହାନ୍ତିଙ୍କ ସଭାପତିତ୍ୱ ପରେ ଯେଉଁ ସବୁ କମିଟି କରାଯାଇଥିଲା। ତାହାକୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ରଦ୍ଦ କରିଛି। ସେହିପରି ଛାମୁଆ ସଭାପତିମାନଙ୍କ ଦାୟିତ୍ୱ ମଧ୍ୟ ପ୍ରତ୍ୟାହାର କରାଯାଇଛି। ନୂଆ କମିଟି ଘୋଷଣା ହେଲା ଯାଏଁ ଏହି କାର୍ଯ୍ୟକର୍ତ୍ତାମାନେ ପୂର୍ବ ପଦରେ ଅସ୍ଥାୟୀ ଭାବେ କାର୍ଯ୍ୟ କରିବେ। ତେଣୁ ଦୀର୍ଘ ସପ୍ତାହର କସରତ ପରେ ଦିନ କେଇଟା ମଧ୍ୟରେ ରାଜ୍ୟ ବିଜେପି ନୂଆ କମିଟି ଘୋଷଣା କରିବ। କେତେକ ଛାମୁଆ ସଭାପତି ସେମାନଙ୍କ ପଦ…

Read More

ମଣିପୁର ପ୍ରସଙ୍ଗରେ ଆଜି ବି ମୁହଁ ଖୋଲିଲେନି ମୋଦି, ବିରୋଧି ମେଣ୍ଟର ନାଁକୁ ନେଇ କଲେ ଟାର୍ଗେଟ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବବତ ନୀରବ ମୁଦ୍ରାରେ ରହିଛନ୍ତି। ମଣିପୁର ପ୍ରସଙ୍ଗରେ ସଂସଦର କୌଣସି ସଦନରେ ପ୍ରତିକ୍ରିୟାଟିଏ ଦେଇ ନାହାନ୍ତି। ଗତସପ୍ତାହରେ ଦୁଇ ଆଦିବାସୀ ମହିଳାଙ୍କ ଭିଡିଓ ଭାଇରାଲ ହେବା ପରେ କିଛି ସେକେଣ୍ଡର ବକ୍ତବ୍ୟ ମୋଦି ରଖିଥିଲେ। ଗତକାଲି ଠାରୁ ସଂସଦରେ ଅଚଳାବସ୍ଥା ଜାରି ରହିଛି। ମଙ୍ଗଳବାର ସୁରୁଖୁରରେ ଗୃହ କାର୍ଯ୍ୟ ସମ୍ଭବ ହୋଇପାରିନାହିଁ। ବରଂ ପ୍ରଧାନମନ୍ତ୍ରୀ ମୋଦି ମୂଳ ପ୍ରସଙ୍ଗରୁ ହଟି ବିରୋଧି ଦଳ ମାନଙ୍କ ଇଣ୍ଡିଆ ନାମକରଣକୁ ସମାଲୋଚନା କରିଛନ୍ତି।…

Read More

ଅନଲାଇନରେ କେମିତି ଦାଖଲ କରିବେ ଆୟକର , ବିଳମ୍ବରେ ଦାଖଲ କଲେ କେତେ ରହିଛି ଜରିମାନା ଜାଣନ୍ତୁ ……

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଇଟିଆର ଦାଖଲ କରିବାର ଶେଷ ତାରିଖ ପାଖେଇ ଆସିଲାଣି | ଆୟକର ବିଭାଗ ଅନୁଯାୟୀ, ଯେଉଁ ନାଗରିକଙ୍କ ବାର୍ଷିକ ଆୟ ୩ ଲକ୍ଷରୁ ବା ତାଠାରୁ ଅଧିକ, ସେ ଆଇଟିଆର ଦାଖଲ କରିବା ଜରୁରୀ | ପୂର୍ବରୁ ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ୩୧ ଜୁଲାଇ ଭାବେ ସ୍ଥିର କରାଯାଇଛି। ଯଦି ଆପଣ ଆଇଟିଆର ( ITR )ଦାଖଲ କରିବାରେ ବିଳମ୍ବ ହୁଅନ୍ତି , ତେବେ ଆପଣଙ୍କୁ ଜରିମାନା…

Read More

ଫ୍ୟାନ ମାନେ କେମିତି ଗ୍ରହଣ କରିବେ.. ଏହି ଚିନ୍ତା ଘାରିଥିଲା ଶୀତଲଙ୍କୁ… ହେଲେ ଫିଲ୍ମ ରିଲିଜ୍ ପରେ ..

ଭୁବନେଶ୍ୱର: ଓଲିଉଡ୍ ର ଚୁଲବୁଲି ନାୟିକା ଭାବେ ସେ ଶୀତଲ ପରିଚିତ। ବିଶେଷ କରି ଲଭ ଷ୍ଟୋରୀ ହେଉ କି ରୋମାଣ୍ଟିକ ସ୍କ୍ରିନ୍ ପ୍ଲେ, ସବୁବେଳେ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛନ୍ତି। ତେଣୁ କୌଣସି ଫିଲ୍ମରେ ଶୀତଲ ଅଛନ୍ତି ମାନେ, ତାଙ୍କ ଫ୍ୟାନ୍ ସିନେମାଟିରେ ଲଭ୍, ରୋମାନ୍ସ ନିହାତି ଥିବ ବୋଲି ନିଶ୍ଚିତ ହୋଇଥାଆନ୍ତି। ଆଉ ଭରପୂର ମଜା ଉଠଆଇ ଥାଆନ୍ତି। ହେଲେ କ୍ୟାରିୟରରେ ପାଖାପାଖି ଏକ ଦଶନ୍ଧି ବିତାଇବାକୁ ଯାଉଥିବା ଶୀତଲ ଏକ ଭିନ୍ନ…

Read More

ସିରିଜ୍ ଜିତିବାରେ ସଫଳ , କିନ୍ତୁ ଆଇସିସି ଟ୍ରଫି ଆଣିବାରେ ବିଫଳ

ଭୁବନେଶ୍ବର; କୁଇନ୍ସ ପାର୍କ ଓଭାଲରେ ଚାଲିଥିବା ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ଟେଷ୍ଟ ସିରିଜର ଦ୍ବିତୀୟ ଟେଷ୍ଟ ମ୍ୟାଚ ଗତକାଲି ବର୍ଷା କାରଣରୁ ଡ୍ର ହୋଇଯାଇଛି । ଯାହା ଫଳରେ ଟିମ୍ ଇଣ୍ଡିଆ ଏହି ଶୃଙ୍ଖଳାରେ ୧-୦ ରେ ଆଗରେ ରହି ୱାଲ୍ଡ ଟେଷ୍ଟ ଚାମ୍ପିଅନସିପ ଆରମ୍ଭ ବିଜୟ ସହ କରିଛି । ଗତ ମାସରେ ହୋଇଥିବା ବିଶ୍ବ ଟେଷ୍ଟ ଚମ୍ପିୟାନସିପରେ ଭରତ ଅଷ୍ଟ୍ରେଲିଆ ଠାରୁ ୨୦୯ ରନର ଏକ ବଡ଼ ବ୍ୟବଧାନରେ ପରାସ୍ତ ହୋଇଥିଲା । ତେବେ…

Read More

ସୀମା ଆସିଲେ , ଅଞ୍ଜୁ ଗଲେ

ପ୍ରେମ ପାଇଁ ସୀମା ଡେଇଁ ଭାରତରୁ ପାକିସ୍ତାନକୁ ଚାଲିଗଲେ ବିବାହିତ ମହିଳା । ରାଜସ୍ଥାନ ଅଲୱରରୁ ପାକିସ୍ତାନ ଖାଇବର ପଖତୁନୱା ଅଚଂଳର ଦିର ଜିଲ୍ଲାରେ ଯାଇ ପହଞ୍ଚିଛନ୍ତି ଅଞ୍ଜୁ ପ୍ରସାଦ । ସୋସିଆଲ ମିଡିଆରେ ଅଲୱରର ଅଂଜୁ ପ୍ରସାଦଙ୍କ ସହ ପାକିସ୍ତାନର ନସରୁଲ୍ଲାଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ୩୪ ବର୍ଷୀୟ ଅଂଜୁ ପାକିସ୍ତାନର ୨୯ ବର୍ଷୀୟ ନସରୁଲ୍ଲାଙ୍କୁ ଭଲ ପାଇ ବସିଥିଲେ । ଆଉ ପ୍ରେମ ପାଇଁ ସେ ସୀମା ସରହଦ ଡେଇଁବା…

Read More

ଆଡ୍ ଫ୍ରି ୟୁଟୁବ୍ ଦେଖା ହେବ ମହଙ୍ଗା .. ଜାଣନ୍ତୁ କ’ଣ ରହିଛି ନିୟମ

ଗୁଗଲ ୟୁଟ୍ୟୁବ୍‌ ପ୍ରିମିୟମ୍ ପାଇଁ ସବସ୍କ୍ରିପ୍ସନ ଚାର୍ଜେସ୍ ବଢାଇ ଦେଇଛି । ଏବେ ୟୁଟୁବ ଏବଂ ୟୁଟୁବ ମ୍ୟୁଜିକ୍ ରେ ଆଡ୍ ଫ୍ରି ଭିଡିଓ ଦେଖ‌ିବା ଏବଂ ମ୍ୟୁଜିକ୍ ଷ୍ଟ୍ରିମ୍ କରିବା ମହଙ୍ଗା ପଡିବ । ପୂର୍ବରୁ ଇଣ୍ଡିଭିଜୁଆଲ୍ ୟୁଜର୍ସଙ୍କୁ ୟୁଟ୍ୟୁବ୍ ପାଇଁ ପ୍ରାୟ ୯୮୩ ଟଙ୍କା ପ୍ରତି ମାସରେ ଦେବାକୁ ପଡୁଥିଲା । କିନ୍ତୁ ଏବେ ଆପଣଙ୍କୁ ପ୍ରତି ମାସରେ ୧୧୪୭ ଟଙ୍କା ଚାର୍ଜ କରିବ ଗୁଗଲ । ସେହିଭଳି ଆଇଓଏସ୍ ୟୁଜର୍ସଙ୍କ ପାଇଁ ଏହି…

Read More

ନିୟମ ଉଲ୍ଲଘଂନ କରି ଚାଲିଛି ବେଦାନ୍ତ କମ୍ପାନୀ, ବିନା ପରିବେଶ ମଞୁରୀରେ ଲୁଟୁଛି ଖଣି

ଭୁବନେଶ୍ୱର : ସୁନ୍ଦରଗଡ ଜିଲ୍ଲାର ହେମଗିରି ବ୍ଲକ ମଧ୍ୟରେ ଥିବା ଜାମକାନି ଅଞ୍ଚଳରେ ବ୍ୟାପକ ଭାବେ କୋଇଲା ଖନନ ହେଉଛି । ଏହି କୋଇଲା ଖଣିର ଆବଣ୍ଟନ ସଠିକ ନିୟମରେ ହୋଇନଥିବାର ଅଭିଯୋଗ କରିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ଏହି କୋଇଲା ଖଣି ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଥିବା ସ୍ଥାନୀୟ ବାସିନ୍ଦା, ରାଇରଙ୍ଗପୁର ବିଧାୟକ ରାଜନ ଏକ୍କା ,ସୁନ୍ଦରଗଡ କଂଗ୍ରେସ ନେତ୍ରୀ ଅମିତା ବିଶ୍ୱାଳ ଏବଂ ପୂର୍ବତନ ପ୍ରଶାସନିକ ଅଧିକାରୀ…

Read More

ସରକାର ବଢାଇଲେ ଇପିଏଫ ସୁଧହାର

ଦେଶର କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି କେନ୍ଦ୍ର ସରକାର । 2022-23 ଆର୍ଥିକ ବର୍ଷ ପାଇଁ କର୍ମଚାରୀଙ୍କ ଭବିଷ୍ୟ ପାଣ୍ଠି ଯୋଜନା ଅଧୀନରେ ଜମା ଉପରେ ସରକାର 8.15 ପ୍ରତିଶତ ସୁଧ ହାର ନିଶ୍ଚିତ କରିଛନ୍ତି। କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) 28 ମାର୍ଚ୍ଚ 2023 ରେ 2022-23 ଆର୍ଥିକ ବର୍ଷ ପାଇଁ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫ) ଜମା ଉପରେ 8.15 ପ୍ରତିଶତ ସୁଧ ଦେବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଏବେ EPFO…

Read More