ମୋ ଆଭିମୁଖ୍ୟ ସ୍ପଷ୍ଟ କର, ରାଜସ୍ଥାନ ଛାଡ଼ିବାକୁ ମନା କଲେ ବସୁନ୍ଧରା ରାଜେ

ଜୟପୁର : ଆଗାମୀ ରାଜସ୍ଥାନ ନିର୍ବାଚନରେ ଦଳର ଚେହେରା କିଏ ହେବ। ନିର୍ବାଚନ ପରିଚାଳନାରେ ମୋ ଭୂମିକା କଣ ରହିବ। ରାଷ୍ଟ୍ରୀୟ ଅଧ୍ୟକ୍ଷ ହିସାବରେ ଆପଣ ଏବଂ ହାଇକମାଣ୍ଡ ଶୀଘ୍ର ସ୍ପଷ୍ଟ କରନ୍ତୁ। ମୁଁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହୋଇଥାଇପାରେ। ହେଲେ ରାଜସ୍ଥାନ ସହ  ମୂଳରୁ ଜଡିତ। ରାଜସ୍ଥାନ  ବିଧାନସଭା ରାଜ୍ୟର ନିର୍ବାଚନ, ଏଠି ରାଜ୍ୟ ପ୍ରସଙ୍ଗରେ ହିଁ ଲଢେଇ ହେବ। ତେଣୁ ରାଷ୍ଟ୍ରୀୟ ନେତୃତ୍ୱ ସବୁ ପ୍ରସଙ୍ଗରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରୁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ…

Read More

ଅବଢ଼ା ପ୍ରିୟ ଭକ୍ତଙ୍କ ପାଇଁ ଆସିଲା ଖୁସି ଖବର, ଏଣିକି ଆନନ୍ଦ ବଜାରରେ ଲାଗିବ ଦର ତାଲିକା

ପୁରୀ : ଦୀନବନ୍ଧୁ ଦଇତାରୀ, କୋଠ ଭୋଗଖିଆ, ଅନାଥଙ୍କ ନାଥ ଶ୍ରୀଜଗନ୍ନାଥ। ମାତ୍ର ମହାପ୍ରଭୁଙ୍କ ମହାପ୍ରସାଦ ଦର ଏତେ ଅଧିକ ରହୁଥିଲା ଯେ, ଦୀନବନ୍ଧୁ , କୋଠ ଭୋଗ ଆଶା ରଖିଥିବା ଲୋକ କି ଅନାଥ ଦୂରର କଥା, ନିମ୍ନ ମଧ୍ୟବିତ୍ତ ଭକ୍ତଟିଏ ମଧ୍ୟ ପର୍ଯ୍ୟାପ୍ତ ମହାପ୍ରସାଦ କିଣିପାରେ ନାହିଁ। ଏହାକୁ ନେଇ ଭକ୍ତ, ପୁରୀ ବାସିନ୍ଦା ଏବଂ ବିଭିନ୍ନ ବର୍ଗର ଅସନ୍ତୋଷ ରହିଥିଲା। ଅବଢାକୁ ନେଇ କେତେକ ସମୟରେ ଆନନ୍ଦ ବଜାରରେ ବିଶୃଙ୍ଖଳା ମଧ୍ୟ ଦେଖିବାକୁ…

Read More

ରୋବୋଟିକ ସର୍ଜରୀ କ୍ଷେତ୍ରରେ ଆମ୍ରି ହସ୍ପିଟାଲ ତିଆରି କରିଛି ଏକ ମାଇଲଖୁଣ୍ଟ

ପୂର୍ବାଞ୍ଚଳ ଭାରତ ପାଇଁ ପ୍ରଥମ ପ୍ରକାରର ସଫଳତାରେ, ଆମ୍ରି ହସ୍ପିଟାଲ ଭୁବନେଶ୍ୱର ୪ମାସ ମଧ୍ୟରେ ୧୦୦ଟି ରୋବୋଟିକ ଆଣ୍ଠୁ ପ୍ର୍ରତିରୋପଣକରିବାରେ ସଫଳ ହୋଇପାରିଛି । ଆମ୍ରିର କ୍ଲିନିକାଲ ଉକ୍ରର୍ଷତା ଓ ବୈଷୟିକ ଉନ୍ନତି, ଅସ୍ଥିଶଲ୍ୟ ଏବଂ ମିଳିତ ପ୍ରତିସ୍ଥାପନ ଏବଂଓଡ଼ିଶାକୁ ଏକ ଭୂମିପୂଜନ ପ୍ରଯୁକ୍ତିବିଦ୍ୟା ଆଣିବା ହେଉଛି ଏହି ଚିହ୍ନ ।ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଗତି ଆଧୁନିକ ଔଷଧକୁ ଶୀଘ୍ର ପୁନାକାରରେ ରୂପାନ୍ତରିତ କରୁଥିବାରୁ ଆମ୍ରି ହସ୍ପିଟାଲଗୁଡ଼ିକ ଓଡ଼ିଶା ଲୋକଙ୍କୁ ମିଳିତ ସ୍ଥାନରେ ରୋବୋଟିକ ସର୍ଜରୀ କରିବାକୁ ଚେଷ୍ଟା…

Read More

ଘରର ବୋଝକୁ କାନ୍ଧରେ ବୋହୁଛି ରୀତା

ଭୁବନେଶ୍ବର; ବୟସ ମାତ୍ରା ୨୨ , ସକାଳୁ କାନ୍ଧରେ ଖାଦ୍ୟ ବ୍ୟାଗ ଧରି ଘର ଘର ବୁଲି ଖାଦ୍ୟ ପହଞ୍ଚାଇବା ହେଉଛି ତାଙ୍କ ପେଶା । ଜୀବନରେ ଅନେକ ସମସ୍ୟା ବାଧା ସୃଷ୍ଟି କରୁଥିଲେ ମଧ୍ୟ ଗୋଟିଏ ଝିଅ ହୋଇ କେବେବି ସେ ହାର ମାନି ନାହାନ୍ତି । ଯେଉଁ ବୟସରେ ପିଲାମାନେ ନିଜ ସାଙ୍ଗ ସାଥୀ ସହ ମେଳି ହୋଇ କଲେଜ ଯାଆନ୍ତି, ସେହି ବୟସରେ ରିତା ଘରର ବୋଝକୁ ନିଜ କାନ୍ଧରେ ବୋହି ନିଜ…

Read More

ଗାଭାସ୍କର ନା ସଚିନ, ରୋହିତ ନା କୋହଲି କେହି କରିନାହାନ୍ତି । ଆଜି ହୋଇ ପାରେ ଏହି ରେକର୍ଡ ……

ଡୋମିନିକା : ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟରେ ଯଶସ୍ୱୀ ଜୟସୱାଲ ଚମତ୍କାର ବ୍ୟାଟିଂ କରୁଛନ୍ତି। ଏହା ତାଙ୍କର ଭାରତ ପାଇଁ ପ୍ରଥମ ଟେଷ୍ଟ । ଡେବ୍ୟୁରେ ଶତକ ହାସଲ କରିବାରେ ଜୟସୱାଲ ୧୭ ତମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ କିର୍ତ୍ତୀମାନ ରଚିଛନ୍ତି । ଡୋମିନିକା ଟେଷ୍ଟର ଦ୍ୱିତୀୟ ଦିନରେ ସେ ୧୪୩ ରନ୍ ସ୍କୋର କରି ନଟଆଉଟ ରହିଥିବା ବେଳେ ଆଜି ସେ ବ୍ୟାଟିଂ କରିବାକୁ ପଡିଆକୁ ଆସିଲେ ଅନେକ ବଡ଼ ରେକର୍ଡ ତାଙ୍କ ନଜରରେ ରହିବ…

Read More

ଶାହା-ଧର୍ମେନ୍ଦ୍ରଙ୍କ ପସନ୍ଦକୁ ଆସୁନି କମିଟି, ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟ ବିଜେପି କମିଟି ନେଇ ଆସିବ ସ୍ପଷ୍ଟତା

ଭୁବନେଶ୍ୱର – ‘ଆରେ ମୋଦିଜୀ ଫ୍ରାନ୍ସ ପେ, ସର ପେ ରିସଫଲ କା ମାମଲା ହୈ। ତୁମ କମିଟି ବନା ଲିଏ ହୋ..ପର ଆପ୍ରୁଭ ହୋନେ ଭି ଟାଇମ୍ ଲଗେଗା। ନଡ୍ଡାଜୀ କା ତୋ ଠିକ୍ ହୈ..ପର ଶାହାଜୀ ଔର ପ୍ରଧାନଜୀ ହୋଲ୍ଡ କର ଦିଏ ହେଁ। ଇନ୍ତଜାର ତୋ କରନା ପଡେଗା’। ଏହା କୌଣସି ହିନ୍ଦୀ ସିନେମାର ସଂଳାପ ନୁହେଁ.. ଏହା ବିଜେପି ମୁଖ୍ୟାଳୟର ଜଣେ କାର୍ଯ୍ୟକର୍ତ୍ତାଙ୍କ ମୁହଁରେ କୁହାଯାଇଥିବା କଥା। ଯାହା ସେ ଜଣେ…

Read More

ଘରେ ବସି ବ୍ୟାଙ୍କରେ ଖାତା ଖୋଲିବାକୁ ଚାହୁଁଛନ୍ତି ? ତେବେ ପଢନ୍ତୁ ଏହି ରିପୋର୍ଟ……

ଆଜିର ଯୁଗରେ ସମସ୍ତେ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ର ବ୍ୟବହାର କରୁଛନ୍ତି । ଏହି କାର୍ଯ୍ୟରେ ଘରୋଇ ବ୍ୟାଙ୍କ ଗୁଡୁକ ସବୁବେଳେ ଆଗରେ ରହିଆସିଛନ୍ତି | କିନ୍ତୁ ବର୍ତ୍ତମାନ କେବଳ ଘରୋଇ ନୁହେଁ ବରଂ ସରକାରୀ ବ୍ୟାଙ୍କଗୁଡିକ ମଧ୍ୟ ଆପଣଙ୍କୁ ମୋବାଇଲ୍ କିମ୍ବା ଇଣ୍ଟରନେଟ୍ ମାଧ୍ୟମରେ ସମସ୍ତ ସୁବିଧା ଯୋଗାଉଛନ୍ତି। ସେ ବ୍ୟାଙ୍କ ବାଲାନ୍ସ ହେଉ କିମ୍ବା ନୂତନ ଚେକ୍ ବୁକ୍ ବା ପାସ୍ ବୁକ୍ ଏସବୁ ଆପଣ ଘରେ ବସି ସହଜରେ ମଗେଇ ପାରିବେ । କେବଳ…

Read More

ଲଣ୍ଡା ଗୋପାଳ ନେଇଥିଲା ଶପଥ, ନିଜେ ମରିବା ପୂର୍ବରୁ ନବଙ୍କୁ ମାରିଦେଲା ..କ୍ରାଇମବ୍ରାଞ୍ଚ ଦେଲା ରିପୋର୍ଟ

ଭୁବନେଶ୍ୱର : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବାହୁବଳି ନେତା ନବଦାସଙ୍କ ହତ୍ୟା ମାମଲାରେ ନୂଆ ତଥ୍ୟ ସାମନାକୁ ଆସିଛି। ନବଙ୍କୁ ମାରିବା ପାଇଁ ଅଭିଯୁକ୍ତ ଗୋପାଳ ଦାସ ବଜ୍ର ଶପଥ ନେଇଥିଲା। ସ୍ୱର୍ଗତ ଦାସଙ୍କୁ ହତ୍ୟା କରିବା ପାଇଁ  କୁଆଡେ ଏକଦା ଲଣ୍ଡା ହୋଇ ଶପଥ ନେଇଥିଲା ଅଭିଯୁକ୍ତ ଗୋପାଳ। କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ୫ ଶହ ପୃଷ୍ଠାର ଚାର୍ଜସିଟରେ ଏଭଳି କିଛି ତଥ୍ୟ ଓଡ଼ିଶା ପୁଲିସ୍ ରେକର୍ଡଭୁକ୍ତ କରିଛି । ହତ୍ୟାକାଣ୍ଡ ପୂର୍ବରୁ ଭାଇ ସତ୍ୟନାରାୟଣ…

Read More

ମହାରାଷ୍ଟ୍ରରେ ଘଡି଼କେ ଘୋଡା ଛୁଟୁଛି, ଅଜିତଙ୍କୁ ଅର୍ଥ ବିଭାଗ ନ ଦେବା ପାଇଁ ସିନ୍ଧେ ସମର୍ଥକଙ୍କ ଦାବି, ଅକଳରେ କେନ୍ଦ୍ର ବିଜେପି

ମୁମ୍ବାଇ : ହାତୀ ନେ, ଘୋଡ଼ା ନେ ..ମୋ ପେଁକାଳି ବଜେଇ ଦେ। ଓଡ଼ିଆ ଯାତ୍ରାର ଏହି ଡାଇଲଗ୍ ମହାରାଷ୍ଟ୍ର ରାଜନୀତି ପାଇଁ ବେଶ୍ ସୁହାଉଛି। ହାତୀ, ଦେବୁ, ଘୋଡ଼ା ଦେବୁ କହି ନିଜ ମେଣ୍ଟରେ ସିନା ମିଶେଇ ଦେଲେ। ହେଲେ କ୍ଷମତା ପେଁକାଳୀ ଠିକ୍ ରେ ବାଜିପାରୁନି। ଖାଲି ହାତୀ, ଘୋଡ଼ା ନୁହେଁ, ଇଡ଼ି ଭୟ ଦେଖାଇ ମଧ୍ୟ ଶିବସେନା ଓ ଏନସିପିକୁ ଦୁଇ ଭାଗ କରିଦିଆଗଲା। ହେଲେ ମନ୍ତ୍ରୀମଣ୍ଡଳ ବିସ୍ତାର ଓ ବିଭାଗ ଆବଣ୍ଟନ…

Read More

କିଏ ଏହି ମହିଳା ଯିଏ ଚନ୍ଦ୍ରଯାନ-୩’ର ନେତୃତ୍ବ ନେଇଛନ୍ତି ? ଜାଣନ୍ତୁ

ନୂଆଦିଲ୍ଲୀ : ଦିନେ କୁହାଯାଉଥିଲା, ଝିଅ ଜନମ ପର ଘରକୁ । ଶିକ୍ଷା ବଳରେ ଆଜି ଏହି କଥା ଭୁଲ୍ ପ୍ରମାଣିତ ହେବାରେ ଲାଗିଛି । ଏବେ ଝିଅ ମାନେ ଆଉ ଘରର ଚାରିକାନ୍ଥ ଭିତରେ ଆବଦ୍ଧ ହୋଇ ରହିନାହାନ୍ତି । ଏବେ ସେମାନେ ପାଣିରେ ବୁଡିବାଠୁ ଆରମ୍ଭ କରି ଆକାଶରେ ଉଡିବା ପର୍ଯ୍ୟନ୍ତ ସବୁଥିରେ ନିଜର ପାରଦର୍ଶିତା ଦେଖାଉଛନ୍ତି । ମହିଳାମାନେ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇ ସାରିଲେଣି।…

Read More