ସରକାର ବଢାଇଲେ ଇପିଏଫ ସୁଧହାର
ଦେଶର କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି କେନ୍ଦ୍ର ସରକାର । 2022-23 ଆର୍ଥିକ ବର୍ଷ ପାଇଁ କର୍ମଚାରୀଙ୍କ ଭବିଷ୍ୟ ପାଣ୍ଠି ଯୋଜନା ଅଧୀନରେ ଜମା ଉପରେ ସରକାର 8.15 ପ୍ରତିଶତ ସୁଧ ହାର ନିଶ୍ଚିତ କରିଛନ୍ତି। କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) 28 ମାର୍ଚ୍ଚ 2023 ରେ 2022-23 ଆର୍ଥିକ ବର୍ଷ ପାଇଁ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫ) ଜମା ଉପରେ 8.15 ପ୍ରତିଶତ ସୁଧ ଦେବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଏବେ EPFO…
