ଆମେରିକାରେ ସୁଟିଂ ବେଳେ ଆହତ ହେଲେ କିଙ୍ଗ୍ ଖାନ୍
ବଲିଉଡର କିଙ୍ଗ ଖାନ କୁହାଯାଉଥିବା ଶାହରୁଖ ଖାନ ନିକଟରେ ସୁଟିଂ ପାଇଁ ଆମେରିକାର ଲସ ଏଞ୍ଜେଲସକୁ ଯାଇଥିଲେ। ସେଠାରେ ସୁଟିଂ କରୁଥିବା ବେଳେ ତାଙ୍କର ଏକ ଦୁର୍ଘଟଣା ହୋଉଥିଲା । ଏହି ଦୁର୍ଘଟଣାର ଶିକାର ହେବାପରେ ଡାକ୍ତର ଶାହରୁଖଙ୍କ ଅସ୍ତ୍ରୋପଚାର କରିଛନ୍ତି। ଶାହରୁଖ ଖାନ୍ ଲସ ଏଞ୍ଜେଲସରେ ଏକ ପ୍ରୋଜେକ୍ଟ ପାଇଁ ସୁଟିଂ କରୁଥିଲେ। ସୁଟିଂ ସମୟରେ ତାଙ୍କ ନାକରେ ଆଘାତ ଲାଗି ରକ୍ତ ବାହାରିଥିଲା , ଯେଉଁଥିପାଇଁ ତାଙ୍କୁ ତୁରନ୍ତ ଘଟଣାସ୍ତଳରୁ ଚିକିତ୍ସା ପାଇଁ ଡାକ୍ତରଖାନାରେ…
