ଟିପିଏସ୍ଓଡିଏଲ୍ ପକ୍ଷରୁ ବ୍ରହ୍ମପୁରର ଗୋଷାଣୀ ନୂଆଗାଁ ଫିଡର୍ ଏବଂ ନେଟୱାର୍କ ଶକ୍ତି ବୃଦ୍ଧି ଦିଗରେ ପଦକ୍ଷେପ

ବ୍ରହ୍ମପୁର : ଟିପି ସାଉଥ୍ ଓଡିଶା ବିତରଣ ଲିମିଟେଡ୍, ଟିପିଏସ୍ଓଡିଏଲ୍ ପକ୍ଷରୁ ବ୍ରହ୍ମପୁରର ଗୋଷାଣୀ ନୂଆଗାଁ ଫିଡର୍ ଏବଂ ନେଟୱାର୍କ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଦିଗରେ କାର୍ଯ୍ୟ ଚାଲିଅଛି | ଏହି ପ୍ରକଳ୍ପଟି ଅଞ୍ଚଳର ବାସିନ୍ଦାଙ୍କୁ ବିଦ୍ୟୁତ୍ ଯୋଗାଣର ନିର୍ଭରଯୋଗ୍ୟତା ଏବଂ ଦକ୍ଷତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ପ୍ରକଳ୍ପର ଏକ ଅଂଶ ଭାବରେ, ଟିପିଏସ୍ଓଡିଏଲ୍ ଆମ୍ବ ମାର୍କେଟରୁ ରୟାଲ ଫାର୍ମାସି କଲେଜ ପର୍ଯ୍ୟନ୍ତ ଏକ ବିକଳ୍ପ ଲାଇନ ତିଆରି କରୁଛି, ଯାହାକି…

Read More

କିଏ ଏହି ୩ ଖେଳାଳି ? ଯିଏ ହୋଇପାରନ୍ତି ରୋହିତଙ୍କ ମୁଣ୍ଡବିନ୍ଧାର କାରଣ ….. ଜାଣନ୍ତୁ

ଭୁବନେଶ୍ବର ; ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁ ଥିବା ଦୁଇ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଆଜି ସଂନ୍ଧ୍ୟା ୭ଟା ୩୦ ରେ ଖେଳାଯିବ । ଟିମ୍ ଇଣ୍ଡିଆର କମାଣ୍ଡ ରୋହିତ ଶର୍ମାଙ୍କ ହାତରେ ଥିବା ବେଳେ ୱେଷ୍ଟଇଣ୍ଡିଜ୍ ପକ୍ଷରୁ କ୍ରେଗ୍ ବ୍ରାଥୱାଇଟ୍ ଦଳର ମଙ୍ଗ ସମ୍ଭାଳିବେ । ଭାରତୀୟ ଦଳ ଗତ ୨୧ ବର୍ଷ ଧରି ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ମ୍ୟାଚ୍ ହାରିନାହିଁ। ଏଥର ମଧ୍ୟ ଭାରତୀୟ ଦଳ ବହୁତ ଶକ୍ତିଶାଳୀ ପରିଲିଖିତ ହେଉଛି…

Read More

ଢେଙ୍କାନାଳର ପରଜଙ୍ଗ ଓ କଙ୍କଡାହାଡରେ ପୃଥକ ଗ୍ରୀଡ୍ ସବ୍ ଷ୍ଟେସନ ସ୍ଥାପନ ପାଇଁ ରାଜ୍ୟ ଶକ୍ତି ମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଏବଂ କଙ୍କଡାହାଡ ବ୍ଲକରେ ନିରନ୍ତର ବିଜୁଳି ଯୋଗାଣ ପାଇଁ ପୃଥକ ପୃଥକ ଗ୍ରୀଡ୍ ସବ୍ ଷ୍ଟେସନ ସ୍ଥାପନ କରିବାକୁ ଓଡ଼ିଶା ସରକାରଙ୍କ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ପତ୍ର ଲେଖିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପରଜଙ୍ଗ ବ୍ଲକରେ ପ୍ରାୟ ୨ ଲକ୍ଷ ଏବଂ କଙ୍କଡାହାଡ ବ୍ଲକରେ ପ୍ରାୟ ୧ ଲକ୍ଷରୁ…

Read More

ଟାଟା ପାୱାର କାର୍ଯ୍ୟର ନିୟମିତ ସମୀକ୍ଷା କରିବେ ସରକାର,  ନିର୍ବାଚନୀ ବର୍ଷରେ ବିଜୁଳି ସମସ୍ୟା ବଢାଇଛି ପ୍ରଶାସନର ମୁଣ୍ଡବ୍ୟଥା

ଭୁବନେଶ୍ୱର : ରାଜ୍ୟରେ ବିଦ୍ୟୁତ୍ ବିତରଣ ଦାୟିତ୍ୱ ନେବା ପରଠାରୁ ଟାଟା ପାଓ୍ୱାର ଲଗାତର ଜନଅସନ୍ତୋଷର ଶୀକାର ହେଉଛି। ରାଜ୍ୟରେ ଆଗୁଆ ନିର୍ବାଚନ ହେବାକୁ ଯାଉଛି। ଏନେଇ ଏକାଧିକ ପ୍ରଶାସନିକ ସଙ୍କେତ ବିଗତ ଅଢେଇ ମାସରେ ଦେଖିବାକୁ ମିଳିଲାଣି। ତେଣୁ ଟାଟା ପାଓ୍ୱାରକୁ ରାଜ୍ୟ ସରକାର ହାଡେ ହାଡେ ଜଗିବାକୁ ନିଷ୍ପତ୍ତି ନେଇ ଛନ୍ତି। ଏହି କମ୍ପାନୀର ସମୀକ୍ଷା କାର୍ଯ୍ୟ ସମୀକ୍ଷା କରିବା ଲାଗି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍‌ସି) ଦ୍ୱାରା କରାଯିବ।  ଆଜି ଠାରୁ…

Read More

ଏହି ନିର୍ବାଚନମଣ୍ଡଳୀରେ ଏଯାଏଁ ଜିତିନି ବିଜେଡି, ହେଲେ ଚାରି ଥର ଜିତିସାରିଲାଣି ବିଜେପି

ଭୁବନେଶ୍ୱର : ୨୦୦୦, ୨୦୦୪,୨୦୦୯,୨୦୧୪ ଏବଂ ୨୦୧୯ ସାଧାରଣ ଓ ବିଧାନସଭା ନିର୍ବାଚନ ଗୁଡ଼ିକରେ ବିଜେଡି ବିପୁଳ ବିଜୟ ହାସଲ କରିଛି। ବର୍ତ୍ତମାନ ବିଜେଡି ରାଜ୍ୟରେ ପ୍ରାୟ ଚାଳିଶି ପ୍ରତିଶତରୁ ଅଧିକ ଭୋଟ ନିଜ ଅକ୍ତିଆରରେ ରଖିଛି। ହେଲେ ରାଜ୍ୟରେ ଏମିତି କିଛି ଆସନ ରହିଛି, ଯେଉଁଠି ବିଜେଡି ଖାତା ଖୋଲିପାରିନି। ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏହି ଆସନଟି  ପଶ୍ଚିମ ଓଡ଼ିଶାରେ ରହିଛି। ଏଥିସହ ଆସନଟି ଅନୁସୂଚିତ ଜନଜାତି ପାଇଁ ଆରମ୍ଭରୁ ସଂରକ୍ଷିତ ହୋଇଛି।…

Read More

ଏଣିକି ଏହି ଦେଶରେ ଚାଲିବ ଭାରତ ମୁଦ୍ରା, ଜାଣନ୍ତୁ … କିଏ ଏହି ଦେଶ ?

ଭୁବନେଶ୍ୱର : ଆନ୍ତର୍ଜାତୀୟ ବାଣିଜ୍ୟରେ ଟଙ୍କାକୁ ଏକ ପ୍ରମୁଖ ମୁଦ୍ରା ଭାବରେ ପ୍ରତିଷ୍ଠା କରିବାକୁ ଭାରତ ସରକାର ଦୀର୍ଘ ଦିନ ଧରି ଚେଷ୍ଟା କରିଆସୁଛନ୍ତି। ରୁଷ – ୟୁକ୍ରେନ ଯୁଦ୍ଧ ପରେ ଭାରତ ରୁଷ ସହିତ ଟଙ୍କା କାରବାର ଆରମ୍ଭ କରିଥିଲା । ବର୍ତ୍ତମାନ ଏହି ପର୍ଯ୍ୟାୟରେ ଭାରତ ତାର ପଡୋଶୀ ଦେଶ ବାଂଲାଦେଶ ସହିତ ଟଙ୍କାରେ ବ୍ୟବସାୟ ଆରମ୍ଭ କରିବାକୁ ଯାଉଛି । ଗତକାଲି ଏହି ଐତିହାସିକ ପଦକ୍ଷେପ ଜରିଆରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ…

Read More

କେଉଁ ରୋଗ ନେଉଛି ବିଶ୍ୱର ଅଧିକାଂଶ ଲୋକଙ୍କ ଜୀବନ ? ଆସନ୍ତୁ, ଜାଣିବା…

ଭୁବନେଶ୍ବର; କେଉଁ ରୋଗରେ ସବୁଠାରୁ ଅଧିକ ଲୋକଙ୍କର ମୃତ୍ୟୁ ହେଉଛି ? ଏହି ପ୍ରଶ୍ନଟି ଅତ୍ୟନ୍ତରୋଚକ ଏବଂ ଆପଣ ଏହା ବିଷୟରେ ଜାଣି ଆଶ୍ଚର୍ଯ୍ୟ ମଧ୍ୟ ହୋଇପାରନ୍ତି । କାରଣ ୨୦୧୯ ମସିହାଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ, ବିଶ୍ବ ସ୍ୱାସ୍ଥ୍ୟ ତଥ୍ୟରେ ଅନେକ ପରିବର୍ତ୍ତନ ଆସିଛି । କରୋନା ପରେ ଲୋକଙ୍କ ଜୀବନରେ ଅନେକ କିଛି ପରିବର୍ତ୍ତନ ଦେଖାଦେଇଛି , ଏହି ମହାମାରୀ ଲକ୍ଷ ଲକ୍ଷ ଲୋକଙ୍କ ପ୍ରାଣ ନେଇଛି । କିନ୍ତୁ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ…

Read More

ଅସନ୍ତୋଷର ଦୋକାନ ନାହିଁ, ଏହା ଆପେ ଫୁଟିକି ବାହାରିବ : ବିଜୟ ପଟ୍ଟନାୟକ

ଭୁବନେଶ୍ୱର : ଅଣ୍ଡା ଦୋକାନ ବନ୍ଦ କରିହେବ। ହେଲେ ଅସନ୍ତୋଷ କେମିତି ବନ୍ଦ ହେବ। ଅଣ୍ଡାର ସିନା ଦୋକାନ ଅଛି। ହେଲେ ଅସନ୍ତୋଷର ଦୋକାନ ନାହିଁ। ତେଣୁ ଅସନ୍ତୋଷ ଲୋକମାନଙ୍କ ମଧ୍ୟରେ ଫୁଟିକି ବାହାରିବ ବୋଲି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ପରେ ବୈଦ୍ୟୁତିକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି। ସେହିପରି ବିଜେପି କଦାପି ବିଜେଡିର ବିକଳ୍ପ ହୋଇପାରିବ ନାହିଁ…

Read More

ସ୍କୁଲ ଓ ଗଣଶିକ୍ଷା ବିଭାଗରେ ସୃଷ୍ଟି ହେଲା ୬୪୨ ପିଜିଟି ପଦବୀ ,ମୋଟ ୯୦୨ଟି ପଦ ସୃଷ୍ଟି

ଭୁବନେଶ୍ୱର : ଶିକ୍ଷା ଭିତ୍ତିଭୂମି ଗୁଡିକର ରୂପାନ୍ତରଣ ପରେ ଶିକ୍ଷକ ଏବଂ ଅନ୍ୟ ପଦ ପୂରଣ ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ଏହି କ୍ରମରେ ନୂତନ ଭାବେ ୯୦୨ଟି ପଦ ସୃଷ୍ଟି କରାଯାଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି। ସୃଷ୍ଟି ହୋଇଥିବା ୯୦୨ଟି ପଦ ମଧ୍ୟରୁ ୬୪୨ଟି ପଦ ପିଜିଟି, ୨୪ଟି ଲାବ୍ରୋଟୋରୀ ଆସିଷ୍ଟାଣ୍ଟ(ପରୀକ୍ଷାଗାର ସହାୟକ), ୨୪ ଲାବ୍ରୋଟୋରୀ ଆଟେଡାଣ୍ଟ(ପରୀକ୍ଷାଗାର ପରିଚାରକ), ୧୦୬ ଆସିଷ୍ଟାଣ୍ଟ ଲାଇବ୍ରେରିଆନ୍(ପୁସ୍ତକାଗାର ସହାୟକ) ଏବଂ…

Read More

ଫକୀରମୋହନ ବିଶ୍ଵବିଦ୍ୟାଳୟ ଅବିଭକ୍ତ ବାଲେଶ୍ୱର ବାସୀଙ୍କ ଆବେଗ, ସ୍ଵପ୍ନ ଓ ନିଷ୍ଠାର ଏକ ଜୀବନ୍ତ ସୌଧ- ଧର୍ମେନ୍ଦ୍ର ପ୍ରଧାନ

ବାଲେଶ୍ବର ;ଫକୀରମୋହନ ବିଶ୍ଵବିଦ୍ୟାଳୟ ଖାଲି ଏକ ଶିକ୍ଷାନୁଷ୍ଠାନ ନୁହେଁ, ଏହା ଅବିଭକ୍ତ ବାଲେଶ୍ୱର ବାସୀଙ୍କ ଉଚ୍ଚଶିକ୍ଷା ପ୍ରତି ଆଗ୍ରହ, ଆବେଗ, ସ୍ଵପ୍ନ ଓ ନିଷ୍ଠାର ଏକ ଜୀବନ୍ତ ସୌଧ ବୋଲି ବିଶ୍ୱବିଦ୍ୟାଳୟର ୨୫ତମ ସ୍ଥାପନା ଦିବସ ସମାରୋହ ଅବସରରେ ଭିଡିଓ ବାର୍ତ୍ତା ଜରିଆରେ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଫକୀରମୋହନ ବିଶ୍ଵବିଦ୍ୟାଳୟର ରଜତ ଜୟନ୍ତୀ ଅବସରରେ ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଅବିଭକ୍ତ ବାଲେଶ୍ୱର ଜିଲ୍ଲା…

Read More