ପ୍ରକଳ୍ପକୁ ନେଇ ବିଜେପି ଭିତରେ ଶୀତଳ ଯୁଦ୍ଧ….ମୁକୁ ବନାମ ମନମୋହନ କ୍ୟାମ୍ପ ଶିବିର ଚଳଚଞ୍ଚଳ..

ଭୁବନେଶ୍ୱର: (ସମ୍ପାଦିତ ଅଂଶ)- ଭଦ୍ରକ ଜିଲ୍ଲାରେ ଟେକ୍ସଟାଇଲ୍ ପାର୍କର ଆନୁଷ୍ଠାନିକ ମଞ୍ଜୁରୀ ପରେ ରାଜ୍ୟ ବିଜେପି ରାଜନୀତିକୁ ନେଇ ସାମାଜିକ ଗଣମାଧ୍ୟମରେ ମତ ରଖିଥିଲେ ବିଜେଡି ସମର୍ଥକ ତଥା ଖୋଲାକଥା ଫେମ୍ ସତ୍ୟଜିତ ମିଶ୍ର। ତାଙ୍କ ମୂଳଲେଖାର ଭାବକୁ ଅକ୍ଷୁର୍ଣ୍ଣ ରଖାଯାଇ ସମ୍ପାଦିତ ଅଂଶ ନିମ୍ନରେ ପ୍ରଦାନ କରାଯାଇଛି। -ଶ୍ରୀ ମିଶ୍ର କହିଛନ୍ତି ଯେ, ପୂର୍ବ ନବୀନ ପଟ୍ଟନାୟକ  ସରକାର ଥିଲେ ରାଜନୈତିକ ସମୀକ୍ଷକ ମାନେ ଆବଶ୍ୟକତା ଠାରୁ ଅଧିକ ଉତ୍ପାତ ହେଉଥିଲେ। ସେ ଜଣେ ସାଧାରଣ…

Read More

ଉପ ରାଷ୍ଟ୍ରପତିଙ୍କ ଅନାସ୍ଥା ନାକଚ: ଇତିହାସରେ ଧନକଡ ଓ ହରିବଂଶଙ୍କ ଭୂମିକା

ନୂଆଦିଲ୍ଲୀ: (ବିଜୟ ସାହୁ) – ଇନସାଫ କି ଡଗର ପେ ଏ ଦେଶ ହେ ତୁମର ରଖନା ତୁମ ସମ୍ଭାଲ କେ lଧଙ୍କଡ଼ଙ୍କ ଉପରେ ଅବିଶ୍ୱାସ ପ୍ରସ୍ତାବ ନାକଚ ହେଲା ସେଥିପାଇଁ ମୁଁ ବିବ୍ରତ ନୁହେଁ । ବିବ୍ରତ ଏଇଥି ପାଇଁ ଯେ ନାକଚ କଲା ବେଳେ ରାଜ୍ୟସଭାର ସେଇ ଚେୟାରରେ କିଏ ବସିଥିଲେ ଯେଉଁଠି ଦିନେ ଦିନେ ପ୍ରଥମ ଅଧ୍ୟକ୍ଷ ସର୍ବପଲ୍ଲୀ ରାଧାକୃଷ୍ଣନ ବସିଥିଲେ । ଆମେ ଯଦି ରାଧାକୃଷ୍ଣନଙ୍କୁ ରାଜ୍ୟସଭାର ଜନକ କହୁଛେ ତାହେଲେ…

Read More

ହାରିବା ପରେ ବି ଭୋଟରଙ୍କୁ ପଢିବାରେ ଭୁଲ୍ କରୁଛି ବିଜେଡି …ଆମ୍ବେଦକରଙ୍କ ଅପମାନକୁ ନେଇ ଦଳରେ ଭୟଙ୍କର ନୀରବତା….

ଭୁବନେଶ୍ୱର : ବିଧାନସଭା ନିର୍ବାଚନ ଫଳାଫଳ ପରେ ବିଜେପି ଆଦିବାସୀ ବର୍ଗରୁ ମୁଖ୍ୟମନ୍ତ୍ରୀ, ସାଧାରଣ ଓ ପଛୁଆବର୍ଗରୁ ଜଣେ ଲେଖାଏଁ ଉପ ମୁଖ୍ୟମନ୍ତ୍ରୀ ନିଯୁକ୍ତ କଲା। କଂଗ୍ରେସ ମଧ୍ୟ ଆଦିବାସୀ ବର୍ଗରୁ ବିଧାୟକ ଦଳ ନେତା, ସାଧାରଣ ବର୍ଗରୁ ଉପ ନେତା ଏବଂ ସଂଖ୍ୟାଲଘୁ ବର୍ଗରୁ ମୁଖ୍ୟ ସଚେତକ ନିଯୁକ୍ତ କଲା। ଦୁଇ ଜାତୀୟ ଦଳ ସାମାଜିକ ସମୀକରଣରୁ ଗୁରୁତ୍ୱ ଦେଲେ। ଆଗାମୀ ଦିନର ରାଜନୀତିରେ ସାମାଜିକ ସମୀକରଣ, ସାମାଜିକ ନ୍ୟାୟ ଓ କଥିତ ହିନ୍ଦୁତ୍ୱ ଉପରେ…

Read More

ନରେନ୍ଦ୍ର ମୋଦୀଙ୍କ ୨୦୦ ଯୋଜନା ଭିତରୁ ଏହି ଯୋଜନା ସବୁଠୁ ହିଟ…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳ ୧୦ ବର୍ଷ ପୂରଣ ହୋଇଛି। ଗତ ୧୦ ବର୍ଷ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ୨୦୦ରୁ ଅଧିକ ଯୋଜନା ଆରମ୍ଭ କରିଛନ୍ତି, କିନ୍ତୁ ଆପଣ ମୋଦୀ ସରକାରଙ୍କ ଯୋଜନା ବିଷୟରେ ଜାଣିଛନ୍ତି କି ଯାହା ସବୁଠୁ ବଡ ହିଟ୍ ହୋଇଛି। ଆସନ୍ତୁ ଜାଣିବା ମୋଦୀ ସରକାରଙ୍କ କେଉଁ ଯୋଜନା ଏପର୍ଯ୍ୟନ୍ତ ସବୁଠୁ ବଡ ହିଟ୍ ହୋଇଛି। ଏହି ସମ୍ପର୍କିତ ସୂଚନା ଦେଇ ସଡ଼କ, ପରିବହନ  ମନ୍ତ୍ରୀ ହର୍ଷ…

Read More

୮୯ ବର୍ଷ ବୟସରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ଚୌତାଲାଙ୍କ ପରଲୋକ

ଗୁରୁଗ୍ରାମ: ପରଲୋକରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ଚୌତାଲା । ଗୁରୁଗ୍ରାମ ମେଦାନ୍ତା ହସ୍ପିଟାଲରେ ଶୁକ୍ରବାର ଦିନ ପ୍ରାୟ ୧୨ଟା ସମୟରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି।ମୃତ୍ୟୁ ବେଳକୁ ତାଙ୍କର ବୟସ ୮୯ ବର୍ଷ ହୋଇଥିଲା। ପୂର୍ବରୁ ତାଙ୍କର ଶ୍ଵାସଗତ ସମସ୍ୟା ଥିଲା ଏବଂ ଗତ ତିନି-ଚାରି ବର୍ଷ ଧରି ସେ ମେଦାନ୍ତାରେ ଚିକିତ୍ସିତ ହେଉଥିଲେ। ଆଜି ହଠାତ୍ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ୧୧ଟା ୩୫ ସମୟରେ ତାଙ୍କୁ ମେଦାନ୍ତାରରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ ପକ୍ଷରୁ ତାଙ୍କ…

Read More

କେତେ ସତ ପ୍ରତାପଙ୍କୁ ରାହୁଲଙ୍କ ଆକ୍ରମଣ, ଅଙ୍ଗେଲିଭା କଥା ରଖିଲେ ସୁଲତା

ନୂଆଦିଲ୍ଲୀ/ଭୁବନେଶ୍ୱର: ୨୦/୧୨-  ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ଵାରା ଆଘାତ ପ୍ରାପ୍ତ ହୋଇଥିବା ପ୍ରତାପ ଷଡ଼ଙ୍ଗୀ ଗତକାଲି ଠାରୁ କହି ଆସିଛନ୍ତି l କେତେ ଜଣ ଏହାର ସିସିଟିଭି କ୍ୟାମେରା ଫୁଟେଜ ପାଇଁ ଦାବି କରିଛନ୍ତି l ଏ ପର୍ଯ୍ୟନ୍ତ କୌଣସି ଭିଡ଼ିଓ ରାହୁଲ ଗାନ୍ଧୀ ଏପରି କରିଥିବା ଜଣା ପଡି ନାହିଁ l ଏହା ମଧ୍ୟରେ ବର୍ତ୍ତମାନ ସମୟର ଚର୍ଚ୍ଚିତ ସାଂସଦ ସୁଲତା ଦେଓଙ୍କ ଏକ ପୋଷ୍ଟ ଘଟଣାକୁ ବୁଝିବାକୁ ଏକ ନିଛକ…

Read More

ରାହୁଲଙ୍କ ଅଜାଣତରେ ସଂସଦରେ ଆହତ ହେଲେ ନନା…

ନୂଆଦିଲ୍ଲୀ: ସଂସଦ ଆଜି ଆମ୍ବେଦକର ପ୍ରସଙ୍ଗରେ ଅଚଳ ହୋଇପଡ଼ିଛି।ସଂସଦରେ କାର୍ଯ୍ୟକାଳ ଆରମ୍ଭ ହେବା ପୁର୍ବରୁ ସଂସଦ ପରିସରରେ ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଉଭୟ ଦଳର ସଦସ୍ୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଠେଲାପେଲାରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ସଂସଦ ସିଡ଼ିରୁ ପଡ଼ି ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଆହତ ଲାଗି ରକ୍ତ ବାହାରୁଥିବାର ଭିଡିଓ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ। ତେବେ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ…

Read More

Jio ର ଏହି ପ୍ଲାନ ବିଷୟରେ ଜାଣିଲେ ଆପଣ ହୋଇଯିବେ ଖୁସି…

ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ହେଉଛି ଦେଶର ସବୁଠାରୁ ଲୋକପ୍ରିୟ ଟେଲିକମ୍ କମ୍ପାନୀ। ଦେଶର କୋଟି ଉପଭୋକ୍ତା ରିଲାଏନ୍ସ ଜିଓ ସହିତ ଜଡିତ।ଏପରି ପରିସ୍ଥିତିରେ, ଅଧିକ ଉପଭୋକ୍ତାଙ୍କୁ ନିଜ ସହିତ ଯୋଡିବା ପାଇଁ, ଜିଓ ଏହାର ରିଚାର୍ଜ ଯୋଜନା ତାଲିକାରେ ନୂତନ ରିଚାର୍ଜ ପ୍ଲାନ ଯୋଡିଥାଏ, ଯାହା ଦ୍ୱାରା ଲୋକଙ୍କ ଧ୍ୟାନ ଜିଓ ପ୍ରତି ଆକର୍ଷିତ ହୋଇଥାଏ।ସମ୍ପ୍ରତି, ଜିଓ ଏହାର ୨୦୨୫ ଟଙ୍କାର ନୂତନ ଯୋଜନା ଲଞ୍ଚ କରିଥିଲା, ଯେଉଁଥିରେ ଲୋକମାନେ ୨୦୦ ଦିନର ବୈଧତା ପାଇଁ…

Read More

IND vs AUS : ବୁମରା,ଆକାଶଙ୍କ ପାଇଁ ବଂଚିଗଲା ଭାରତ, ଆସନ୍ତାକାଲି ଗାବାରେ କେମିତି ରହିବ ପାଣିପାଗ?

ଗାବାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ବର୍ତ୍ତମାନ ଏକ ରିମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି। ଭାରତୀୟ ଦଳ ଏହି ମ୍ୟାଚ୍ ଜିତିବାକୁ ସକ୍ଷମ ହେବାର ବହୁତ କମ୍ ସମ୍ଭାବନା ଅଛି, କିନ୍ତୁ ବର୍ତ୍ତମାନ ଅଷ୍ଟ୍ରେଲିଆ ପାଇଁ ମଧ୍ୟ ବିଜୟ କଷ୍ଟସାଧ୍ୟ ମନେହେଉଛି | ତେବେ ମ୍ୟାଚର ଶେଷ ଦିନ ଉପରେ ଏବେ ସମସ୍ତଙ୍କ ନିଜର। ବୁଧବାର ଦିନ ଗାବାରେ ପାଣିପାଗ କେମିତି ରହିବ ତାହା ଜାଣିବା ପାଇଁ କ୍ରୀଡା ପ୍ରେମୀ ବ୍ୟାକୁଳ। କାରଣ ମ୍ୟାଚର…

Read More

Ind vs Aus : ରୋହିତ ଗମ୍ଭୀରଙ୍କ ମଧ୍ୟରେ ସମନ୍ୱୟର ଅଭାବ କହିଲେ ଏହି ଖେଳାଳି

ବ୍ରିସବେନରେ ଖେଳାଯାଉଥିବା ଗବା ଟେଷ୍ଟରେ ଭାରତୀୟ ଦଳର ସମସ୍ୟା ବଢିବାରେ ଲାଗିଛି। ଟସ୍ ଜିତିବା ପରେ ପ୍ରଥମେ ବୋଲିଂର ନିଷ୍ପତି  କ୍ୟାପଟେନ ରୋହିତ ଶର୍ମାଙ୍କ ଭୁଲ ପ୍ରମାଣିତ ହୋଇଛି । ଷ୍ଟିଭ୍ ସ୍ମିଥ୍ ଏବଂ ଟ୍ରାଭିସ୍ ହେଡଙ୍କ ଧୁଆଁଧାର ବ୍ୟାଟିଂ ଆଧାରରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪୫  ରନ୍ ସଂଗ୍ରହ କରିବାରେ ସଫଳ ହେଇଛି । ଭାରତୀୟ ବୋଲର ଜସପ୍ରୀତ ବୁମ୍ରାଙ୍କ ବ୍ୟତୀତ ଅନ୍ୟ କୌଣସି ବୋଲର ଏହି ମ୍ୟାଚରେ ପ୍ରଭାବ ପକାଇ ପାରିନାହଁନ୍ତି । ବୁମ୍ରା…

Read More