ଅଦାଲତର ଏ କି ମାନସିକତା?

ଭୁବନେଶ୍ୱର : (ନରେନ୍ଦ୍ର ମହାନ୍ତି/ ଗାର୍ଗୀ ଶତପଥି)- ଓଡ଼ିଶା ହାଇକୋର୍ଟର ଜଣେ ମହାନୁଭବ ବିଚାରପତି ଡଃ ସଞ୍ଜିବ କୁମାର ପାଣିଗ୍ରାହୀ !!!ମା’ ମାଟି ମାଳି ସୁରକ୍ଷା ମଞ୍ଚର କୂମେଶ୍ୱର ନାୟକ ବେଦାନ୍ତ ଓ ମୈତ୍ରୀ କମ୍ପାନୀ ବିରୋଧରେ ଆନ୍ଦୋଳନ କରିବା କାରଣରୁ ପୋଲିସ୍ ବିଭିନ୍ନ ମାମଲା ରୁଜ୍ଜୁ କରି ତାଙ୍କୁ ଜେଲ୍ ପଠାଇଥିଲା।ତାଙ୍କ ପାଇଁ ଜାମିନ୍ ର ସର୍ତ୍ତ ରଖାଯାଇଛି ସେ ୨ ମାସ ପାଇଁ କାଶୀପୁର ଥାନା ହତା ସଫେଇ କରିବେ ବା ଝାଡ଼ୁ ମାରିବେ?କିନ୍ତୁ…

Read More

ରାଜ୍ୟ ବିଜେପିରେ ଭୟଙ୍କର କ୍ଷମତା ଯୁଦ୍ଧ, ପାଗ ଦେଖି ପାନେ ନେବେ ମନମୋହନ

ଭୁବନେଶ୍ୱର 🙁 ସତ୍ୟଜିତ ମିଶ୍ର) ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣେ ବିଜେପି ବିଧାୟକଙ୍କ ସହ ଏକ ହୋଟେଲରେ ରାତ୍ରି ଭୋଜନ କଲ l ମନେ ରଖିଥିବେ, ଯଦି ଆପଣ ସ୍ଟ୍ରାଟେଜି ଜାଣିବେ, ଏ ରାତ୍ରି ଭୋଜନ ରାଜ୍ୟ ବିଜେପି ରାଜନୀତି ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ବହୁ ବ୍ୟକ୍ତି ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦ୍ରମନ୍ତ୍ରୀଙ୍କୁ ନମସ୍କାର କରୁଥିବା ଫୋଟୋ ଦେଖାଇଲେ ଓ ତାଙ୍କ ମୁହଁକୁ ପଢିଲେ ଯାହାକୁ ଇଂରାଜୀରେ…

Read More

ସୁସ୍ଥ ହେଉଛନ୍ତି ଶ୍ରୀଜୀଉ

ଧରି ଫୁଲୁରୀ ତେଲ ଓ ଓଷଧ ଲାଗିଥିବା ଅବସ୍ଥାରେ ଆଜି ଦଶମୀ ତିଥିରେ ମହାପ୍ରଭୁଙ୍କୁ ଚକାବିଜେ କରାଯାଉଛି। ଚକାବିଜେ ପରେ ଶ୍ରୀଜୀଉ ତାଙ୍କ ଶୋଇବା ଅବସ୍ଥାରୁ ଉଠି ବସିବା ପାଇଁ ସୁସ୍ଥ ହେଉଛନ୍ତି। ଅଣସର ଦଶମୀ ନୀତି ଅନୁଯାୟୀ, ଶ୍ରୀବିଗ୍ରହଙ୍କୁ ଦଶମୂଳମୋଦକ ନାମକ ଗୁପ୍ତ ଔଷଧ ଦିଆଯିବ। ଏହି ରାଜବୈଦ୍ୟମାନଙ୍କ ଦ୍ବାରା ପ୍ରସ୍ତୁତ ଏହି ଔଷଧୀର ମୂଳ ଉପାଦାନ ହେଉଛି ଦଶ ପ୍ରକାରର ଦୁଲ୍ଲଭ ଚେରମୂଳ। ଶାଳପର୍ଣ୍ଣି, ବେଲ, ଖଣିବଧୂ, ପାଟଳି, ଅଙ୍କରାନ୍ତି ଗୋଖରା, ଲମ୍ବାଗୋତି, ଗମ୍ଭାରୀ,…

Read More

ବଢ଼ିଲା କ୍ଷୀର ଦର, ଗ୍ରାହକଙ୍କ ପାଇଁ ଅତିରିକ୍ତ ବୋଝ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସମବାୟ କ୍ଷୀର ଉତ୍ପାଦକ ମହାସଙ୍ଘ (ଓମଫେଡ଼) ସମସ୍ତ ପ୍ରକାରର କ୍ଷୀର ପ୍ୟାକେଟର ମୂଲ୍ୟ ବୃଦ୍ଧି କରିଛି । ଏହି ବର୍ଦ୍ଧିତ ମୂଲ୍ୟ ସାଧାରଣ ଖାଉଟିଙ୍କ ଉପରେ ପ୍ରଭାବ ପକାଇବ। ନୂଆ ମୂଲ୍ୟ ଅନୁସାରେ : ଟୋନଡ ମିଲ୍କ: ୫୦ ଟଙ୍କା/ଲିଟର (୨ ଟଙ୍କା ବୃଦ୍ଧି), ପ୍ରିମିୟମ୍ ମିଲ୍କ: ୫୪ ଟଙ୍କା/ଲିଟର (୨ ଟଙ୍କା ବୃଦ୍ଧି), ଗୋଲ୍ଡ ମିଲ୍କ: ୫୬ ଟଙ୍କା/ଲିଟର (୪ ଟଙ୍କା ବୃଦ୍ଧି) । ବିଗତ ୧ ଅପ୍ରେଲ ୨୦୨୩…

Read More

ଚିକିତ୍ସା ପାଇଁ ମୁମ୍ବାଇ ଗଲେ ନବୀନ

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ଭିକାଲ ଆଥ୍ରାଇଟିସ ଚିକିତ୍ସା ପାଇଁ ଆଜି ମୁମ୍ବାଇ ଗସ୍ତରେ ଯାଇଛନ୍ତି l ଆସନ୍ତା ୨୨ତାରିଖରେ ତାଙ୍କର ଚିକିତ୍ସା ମୁମ୍ବାଇସ୍ଥିତ କୋକିଲାବେନ-ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ହେବ। ଦୁଇ ଦିନ ତଳେ ନବୀନ ନିଜର ‘ଏକ୍ସ’ ହ୍ୟାଣ୍ଡଲରେ ଏ ସଂକ୍ରାନ୍ତରେ ସୂଚନା ଦେଇଥିଲେ । ଆଜି ଏକ ବିରାଟ ପଟୁଆରରେ ତାଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା l ନବୀନଙ୍କ ଭେରିଫାଏଡ୍ ‘ଏକ୍ସ’ ହ୍ୟାଣ୍ଡଲରୁ ବୁଧବାର ଅପରାହ୍ନ ୫ଟା ୮ମିନିଟରେ ଗୋଟିଏ ପୋଷ୍ଟରେ…

Read More

୨୦ ଓ ୨୧ ଜୁନରେ ବିହାର, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂରଣ ଅବସରରେ ରାଜ୍ୟସ୍ତରୀୟ ସମାରୋହରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରିବେ। ଭୁବନେଶ୍ୱରରେ ୧୮,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ସିୱାନରେ ଜଳ, ରେଳ ଏବଂ ବିଦ୍ୟୁତ୍ କ୍ଷେତ୍ର ସମେତ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ। ଗିନିଆ ଗଣରାଜ୍ୟକୁ ରପ୍ତାନି ପାଇଁ ମାରହୋରା ପ୍ଲାଣ୍ଟରେ ନିର୍ମିତ ଏକ ଅତ୍ୟାଧୁନିକ ଲୋକୋମୋଟିଭକୁ ପତାକା ଦେଖାଇ…

Read More

ମୋଦି ଗ୍ରେସ ଦେଇ ପଳେଇବେ, ଆପଣଙ୍କୁ ନଜର ରଖିବାକୁ ହେବ… ଆସନ୍ତୁ ମାର୍କ ଦେବା..

Modi will give grace and escape, lets have an eye on it give remarks.. ଭୁବନେଶ୍ୱର : (ମୂଳ ଲେଖା- ରଙ୍ଗା ଚରଣ/ ପ୍ରସ୍ତୁତି-ଦୁର୍ଗା ପ୍ରସାଦ)- ମୋହନ ମାଝୀ ସରକାରର ଏକ ବର୍ଷ ପୁର୍ତ୍ତି ଉପଲକ୍ଷେ ବିଭିନ୍ନ ମୁଖ୍ୟ ଧାରାର ଗଣମାଧ୍ୟମ ଓ ବ୍ୟକ୍ତିବିଶେଷ ସରକାରକୁ ନମ୍ବର ଦେବା ଆରମ୍ଭ କରିଛନ୍ତି । କିଏ ଫାର୍ଷ୍ଟ ଡିଭିଜନ ଦେଉଛି ତ କିଏ ଶହେରୁ ଶହେ ନମ୍ବର ଦେଉଛି । ଯଦି ନମ୍ବର ଦେଉଛି,…

Read More

ରାଜଧାନୀରେ ଉଠିଲା ଓଡ଼ିଶା ନାରୀ ନିର୍ଯ୍ୟାତନାର ସ୍ୱର

ଭୁବନେଶ୍ୱର : ଏଆଇସିସି ନିଜର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗୋପାଳପୁର ପଠାଇବାକୁ ନିଷ୍ପତ୍ତି ନେଇଛି । କଂଗ୍ରେସ ସଭାପତି ଶ୍ରୀ ଖଡଗେ ଏହି ଟିମ୍ ଗଠନ କରିବା ସହ ସରଜମିନ୍ ଯାଞ୍ଚ କରି ନିଜର ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମର ସଂଯୋଜକ ଭାବେ ଦୀପା ଦାସମୁନସୀଙ୍କ ସମେତ ସାଂସଦ ରଞ୍ଜିତ୍ ରଞ୍ଜନ, ପ୍ରଣତୀ ସିନ୍ଧେ, ଏସ. ଜ୍ୟୋତିମଣି ଏବଂ ମହିଳା ଅଧିକାର ନେତ୍ରୀ ଶୋଭା ଓଝା ସାମିଲ…

Read More

ଏକ ପ୍ରେରଣା “ଇନ୍ଦ୍ରମଣି ସାର୍”ଆଦର୍ଶ ଶିକ୍ଷକଙ୍କୁ ଶତ୍ ଶତ୍ ନମନ

ଯାଜପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ପହଙ୍ଗା ପଞ୍ଚାୟତ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଶ୍ରୀ ଇନ୍ଦ୍ରମଣି କରଙ୍କୁ ତାଙ୍କ ଅବସରରେ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି। 1988 ମସିହାରେ ଶିକ୍ଷକ ଭାବରେ ଏହି ବିଦ୍ୟାଳୟରେ ଯୋଗ ଦେଇଥିବା ଶ୍ରୀ କର, ଦୀର୍ଘ ୩୧ ବର୍ଷ ଧରି ନିଷ୍ଠା, ସମର୍ପଣ ସହିତ ଶିକ୍ଷା ଦାନ କରି ଅନେକ ପିଢ଼ିର ଛାତ୍ରଛାତ୍ରୀଙ୍କ ଜୀବନ ଗଠନ କରିଛନ୍ତି। ତାଙ୍କ ବିଦାୟୀ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରବିନ୍ଦ୍ର ଘଡ଼ାଇ ସଭାପତିତ୍ୱ…

Read More

ଅର୍ଥନୀତି ସମ୍ପର୍କିତ ବିଭ୍ରାନ୍ତିକର ତଥ୍ୟ ଠାରୁ ଦୂରେଇ ରୁହନ୍ତୁ

ଭୁବନେଶ୍ୱର : (ରଙ୍ଗା ଚରଣ ପ୍ରଧାନ)-ଏବେ ଯଦି ଜଣେ ବିରୋଧୀ ଦଳର କର୍ମୀ କେଉଁଠି ମାଇକ୍ ଧରି ଭାଷଣ ଦେବ, ସ୍ବାଭାବିକ ଭାବେ ସେ ତ ମୋଦୀ ସରକାର ବିରୁଦ୍ଧରେ କହିବ । ହୁଏତ ସେ ଦରି ବିଛାଇ କିଛି ଗ୍ରାମବାସୀଙ୍କୁ ବସାଇ ସେଠାରେ ଲୋକଙ୍କୁ ବର୍ତମାନର ଆର୍ଥିକ ଅବସ୍ଥା ବିଷୟରେ କହିବ । ସେତିକିବେଳେ ଶ୍ରୋତାଙ୍କ ମଧ୍ୟରୁ ଜଣେ କହିବ , ‘ କ’ଣ କହୁଛନ୍ତି ଆଜ୍ଞା ? ମୋଦୀଙ୍କ ଯୋଗୁଁ ଭାରତ ପଞ୍ଚମ ଦେଶରୁ…

Read More