ଆସେସ୍ ଶୃଙ୍ଖାଳାର ପ୍ରଥମ ମ୍ୟାଚ୍ ଜିତି ୧୮ ବର୍ଷର ପ୍ରତିଶୋଧ ନେଲା କଙ୍ଗାରୁ ଦଳ

ଏଜ୍‌ବାଷ୍ଟନ୍‌ (ବର୍ମିଂହାମ): ଆସେସ୍ ଶୃଙ୍ଖଳାର ପ୍ରଥମ ଟେଷ୍ଟ୍‌କୁ ବିଶ୍ବ ବିଜେତା ଅଷ୍ଟ୍ରେଲିଆ ରୋମାଞ୍ଚକ ଭାବେ ୨ ୱିକେଟ୍‌ରେ ଜିତି ନେଇଛି। ବର୍ମିଂହାମର ଏଜ୍‌ବାଷ୍ଟନ୍‌ରେ ଖେଳାଯାଇଥିବା ଏହି ଟେଷ୍ଟ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ସମ୍ମୁଖରେ ୨୮୧ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା ଘରୋଇ ଇଂଲଣ୍ଡ । ଉସମାନ ଖୱାଜାଙ୍କ ବ୍ୟତୀତ କଙ୍ଗାରୁ ଦଳ ପାଇଁ କେହି ଲମ୍ବା ପାରି ଖେଳି ପାରିନଥିଲେ। ବିଜୟ ପାଇଁ ଆହୁରି ୫୪ ରନ୍‌ ଆବଶ୍ୟକ ଥିବାବେଳେ ଅଷ୍ଟ୍ରେଲିଆ ଅଷ୍ଟମ ୱିକେଟ୍ ହରାଇଥିଲା। କିନ୍ତୁ ଅଧିନାୟକ…

Read More

ଆସନ୍ତା କାଲି ଅପରାହ୍ନ ପର୍ଯ୍ୟନ୍ତ ରଥାରୁଢ ଠାକୁରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

ପୁରୀ; ବଡ଼ଭାଇ ଓ ଭଉଣୀଙ୍କ ସହିତ ନଅଦିନିଆ ରଥଯାତ୍ରାରେ ବାହାରିଥିବା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଅଧବାଟରେ ଅଟକିଥିଲା। କେବଳ ପ୍ରଭୁ ବଳଦେବଙ୍କ ରଥ ‘ତାଳଧ୍ବଜ’ ଶରଧାବାଲିରେ ଗତକାଲି ପହଞ୍ଚିଯାଇଥିଲା। ଏଣୁ ଆଜି ସକାଳ ୯ଟାରେ ବାଟରେ ଅଟକିଥିବା ଦର୍ପଦଳନ ଓ ନନ୍ଦିଘୋଷ ରଥକୁ ଟଣାଯାଇ ଶରଧାବାଲିରେ ଲଗାଇଛନ୍ତି ଶ୍ରଦ୍ଧାଳୁ। ସୁଭଦ୍ରାଙ୍କ ଦର୍ପଦଳନ ବଡ଼ଶଂଖ ନିକଟରେ ଏବଂ ଜଗନ୍ନାଥଙ୍କ ନନ୍ଦିଘୋଷ ବଳଗଣ୍ଡି ମାଉସୀ ମାଆ ଛକ ନିକଟରେ କାଲିଠୁ ଅଟକି ରହିଥିଲାଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଚତୁର୍ଦ୍ଧାମୂର୍ତ୍ତି…

Read More

ରାଜ୍ୟରେ ଆରମ୍ଭ ହୋଇଯାଇଛି ପ୍ରାକ୍ ମୌସୁମୀ ବର୍ଷା : ଆଇଏମଡି

ଭୁବନେଶ୍ବର: ଆସନ୍ତାକାଲିଠାରୁ ରାଜ୍ୟରେ ତାତି କମିପାରେ। ଆଜି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ଯେ ରାଜ୍ୟରେ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ବିଶେଷକରି ଦକ୍ଷିଣ ଓଡ଼ିଶାର ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଆଜି ବର୍ଷା ହୋଇଯାଇଛି। ଆସନ୍ତାକାଲି ରାଜ୍ୟର ଆଉ କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବିଶେଷକରି କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ସୁନ୍ଦରଗଡ଼, ଦେବଗଡ଼,…

Read More

ବର୍ଷକ ପରେ ପୁଣି ପିସିବିର ଅଧ୍ୟକ୍ଷ ଖୋଜା ;ସେପଟେ ଚେନ୍ନାଇ ଓ ବେଙ୍ଗାଲୁରରେ ନଖେଳିବାକୁ ପାକିସ୍ତାନର ଦାବି

ବହୁ ବିବାଦ ପରେ ଏସିଆ କପ୍ ୨୦୨୩ ଚିତ୍ର ସ୍ପଷ୍ଟ ହେବା ପରେ ଏବେ ଆଇସିସି ଦିନିକିଆ ବିଶ୍ୱକପ୍ ୨୦୨୩ର କାର୍ଯ୍ୟସୂଚୀ ମଧ୍ୟ ଖୁବ୍ ଶୀଘ୍ର ଘୋଷଣା ହେବ ବୋଲି ସମସ୍ତେ ଆଶା ରଖିଛନ୍ତି। କିନ୍ତୁ ଏସିଆ କପ ପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ରେ ହଟଚମଟା ଦେଖିବାକୁ ମିଳିଛି | ଗତ ବର୍ଷ ରମିଜ ରାଜା ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ନଜମ ସେଠୀ ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ…

Read More

୩ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ:ଆଜି ସକାଳେ ତିନିଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାହାରିଛନ୍ତି। ମିଳିଥିବା ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ବିଳମ୍ବିତ ରାତିରେ ନ୍ୟୁୟର୍କରେ ପହଞ୍ଚିବେ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ମୋଦୀ ଆମେରିକା ଗସ୍ତରେ ଯାଇଥିବାବେଳେ ଏଠାରେ ସେ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ ଭାରତୀୟ ସମ୍ପ୍ରଦାୟକୁ ମଧ୍ୟ ସମ୍ବୋଧିତ କରିବେ | ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଏହା ଏକ ଗୁରୁତ୍ୱପୂର୍ଣ୍ଣ…

Read More

ଧାଡି ପହଣ୍ଡିରେ ରଥକୁ ବିଜେ କଲେ ତିନି ଠାକୁର

ପୁରୀ : ଆଜି ଆଷାଢ ଶୁକ୍ଳ ଦ୍ୱିତୀୟା ତିଥି-ପବିତ୍ର ରଥଯାତ୍ରା। ରତ୍ନ ସିଂହାସନ ଛାଡି ବଡଦାଣ୍ଡକୁ  ଭକ୍ତଙ୍କ ଗହଣକୁ ଆସିବେ ଶ୍ରୀଜିଉ । ତିନି ରଥରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିରକୁ ଯିବେ ତିନି ଠାକୁର। ଶ୍ରୀଜିଉଙ୍କ ଦର୍ଶନ ପାଇଁ ରଥ, ପଥର ପ୍ରସ୍ତୁତି ଶେଷ ହୋଇ ସାରିଛି। ନିର୍ଦ୍ଧାରିତ ସମୟନୁସାରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଆରମ୍ଭ ହେବା ସହ ଧାଡି ପହଣ୍ଡିରେ ତିନି ଠାକୁର ରଥକୁ ବିଜେ କରିଛନ୍ତି । ହୁଳହୁଳି, ହରିବୋଲ ଧ୍ୱନିରେ ସିଂହଦ୍ୱାର…

Read More

“ଭାରତ ଏକ ମହାଶକ୍ତି କି ନାହିଁ ମୋତେ ଫରକ ପଡ଼େନି” ; ପୂର୍ବତନ ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନ

ନୂଆଦିଲ୍ଲୀ: କିଛି ଦିନ ପରେ ପୁଣି ଥରେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ କଡ଼ା ସମାଲୋଚନା କରାଯାଇଛି। ଭାରତ ସମ୍ପର୍କରେ ସେ ଦେଇଥିବା ମନ୍ତବ୍ୟକୁ ଲୋକମାନେ ନାପସନ୍ଦ କରିଥିବା ବେଳେ ତାଙ୍କୁ ସୋସିଆଲ ମିଡିଆରେ ସମାଲୋଚନା କରିଛନ୍ତି। ରାଜନ କହିଥିଲେ ଯେ ଭାରତ ଏକ ମହାଶକ୍ତି ନା ନାହିଁ ମୋତେ କିଛି ଫରକ ପଡ଼େନି। ମୋ ପାଇଁ ତାହା ଏକ ବିଷୟ ନୁହେଁ। ‌ଜାତିର ପିତା ମହାତ୍ମା ଗାନ୍ଧି ଚାହୁଥିଲେ ପ୍ରତି ଭାରତୀୟ ଖୁସିରେ…

Read More

ଆସନ୍ତା କାଲି ଖୋଲିବ ରାଜ୍ୟର ସମସ୍ତ ସ୍କୁଲ

ଭୁବନେଶ୍ବର : ଶେଷ ହୋଇଛି ଖରାଦିନ ଛୁଟି ଆସନ୍ତା କାଲି ଅର୍ଥାତ ବୁଧବାର ରାଜ୍ୟରେ ଖୋଲିବ ସବୁ ସ୍କୁଲ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଜୁନ ୧୯ରେ ଖୋଲିବାର ଥିଲା , କିନ୍ତୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ସ୍କୁଲକୁ ଆଉ ଦୁଇ ଦିନ ଛୁଟି ଘୋଷଣା କରିଥିଲେ ରାଜ୍ୟ ସରକାର । ଏବେ ୨୧ତାରିଖରେ ସ୍କୁଲ ଖୋଲିବ ବୋଲି ବିଦ୍ୟାଳୟ…

Read More

ଟିପିଏସ୍ଓଡିଏଲ୍ ପକ୍ଷରୁ କାଳବୈଶାଖୀ ପରେ ବ୍ୟାପକ ପୁନଃ ସ୍ଥାପନ ଓ ମରାମତି

• ୨୮.୫୫ ସର୍କିଟ୍ କିମି କ୍ଷତିଗ୍ରସ୍ତ ଏଲ୍ ଟି ଏବିସିର ପରିବର୍ତନ/ ମରାମତି କରାଯାଇଛି ଓ ୩୫.୩୫ କିମି କ୍ଷତିଗ୍ରସ୍ତ କଣ୍ଡକ୍ଟରକୁ ପରିବର୍ତନ/ ମରାମତି କରାଯାଇଛି।• ୨୦୨୨ ତୁଳନାରେ ୨୦୨୩ରେ କାଳବୈଶାଖୀ ଘଟଣାରେ ୨ ଗୁଣାରୁ ଅଧିକ ବୃଦ୍ଧି• ପ୍ରଭାବିତ ୧୦୧୭ ବିଦ୍ୟୁତ ଖୁଂଟ, ୫୯ ଟ୍ରାନ୍ସଫରମରର ପୁନରୁଦ୍ଧାର ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ କାଳବୈଶାଖୀ ପରେ ବ୍ୟାପକ ପୁନଃ ସ୍ଥାପନ ଓ ମରାମତି କାର୍ଯ୍ୟ ହାତକୁ ନିଆଯାଇଛି। ପ୍ରଭାବିତ ଅଞ୍ଚଳରେ…

Read More

ଟିକେଟ୍ ବିକିବେ ଗୌତମ ଆଦାନୀ

ନୂଆଦିଲ୍ଲୀ;ଶିଳ୍ପପତି ଗୌତମ ଆଦାନିଙ୍କ କଂପାନି ଆଦାନି ଗ୍ରୁପ୍‌ର ଅଂଶ ଆଦାନି ଡିଜିଟାଲ୍ ଲ୍ୟାବ୍‌ସ ଟ୍ରେନ୍ ଟିକଟ ବୁକିଂ କରୁଥିବା ସଂସ୍ଥା ଟ୍ରେନ୍ସମ୍ୟାନ୍‌କୁ କିଣିବା ଲାଗି ସହମତ ହୋଇଛି। ଏହି ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ‌ଯେ ଆଦାନି ପ୍ରଥମେ ଆଇଆର୍‌ସିଟିସି ପ୍ରତିଦ୍ବନ୍ଦ୍ବିତା କରିବେ ଓ ପରେ ତାହାକୁ ଅଧିଗ୍ରହଣ କରିବେ। ଆଇଆର୍‌ସିଟିସି ହେଉଛି ସରକାରଙ୍କ ଅଧିନରେ ପରିଚାଳିତ ହେଉଥିବା ଟ୍ରେନ୍ ଟିକଟ…

Read More