ବିଜେପି ସଙ୍ଗଠନରେ ବ୍ୟାପକ ପରିବର୍ତ୍ତନ ସମ୍ଭାବନା, ଧର୍ମେନ୍ଦ୍ରଙ୍କୁ ନେଇ କଣ ରହିଛି ପ୍ଲାନ….ଜାଣନ୍ତୁ…

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନକୁ ବର୍ଷକରୁ କମ୍ ସମୟ ରହିଲାଣି। ଏହା ପୂର୍ବରୁ ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଏବଂ ମିଜୋରମ୍ ରେ ବିଧାନସଭା ଭୋଟ ଗ୍ରହଣ ହେବ। ମଧ୍ୟପ୍ରଦେଶରେ ସରକାର ବଞ୍ଚାଇବା ବିଜେପି ପାଇଁ ପ୍ରଥମ ଚ୍ୟାଲେଞ୍ଜ ହେବ। କଂଗ୍ରେସ କଳିରୁ ରାଜସ୍ଥାନରେ ଫାଇଦା ନେବା, ଗତଥର ଅପେକ୍ଷା ଛତିଶଗଡ଼ରେ ଭଲ ପ୍ରଦର୍ଶନ କରିବା ଏବଂ ତେଲେଙ୍ଗାନାରେ ପୌର ନିର୍ବାଚନ ଫଳାଫଳ ବଜାୟ ରଖିବା ବିଜେପି ପାଇଁ ଆହ୍ୱାନ ସୃଷ୍ଟି କରୁଛି। ଏହି କ୍ରମରେ…

Read More

ମଣିପୁରରେ କାହିଁଙ୍କି ରାହୁଲଙ୍କୁ ଅଟକାଇଲା ପୋଲିସ୍ ?

ଇମ୍ଫାଲ: ମଣିପୁର ହିଂସା ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଛି। ତେବେ ଆଜି ମଣିପୁର ପରିଦର୍ଶନ କରିବାକୁ ଆସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସ୍ଥାନୀୟ ପୋଲିସ ଆଗକୁ ବଢିବାକୁ ରୋକିଛି। ଇମ୍ଫାଲ ବିମାନବନ୍ଦର ସମ୍ମୁଖରେ ବିଷ୍ଣୁପୁର ଚେକପୋଷ୍ଟରେ ରାହୁଲ ଗାନ୍ଧୀଙ୍କୁ ଅଟକାଇ ଦିଆଯାଇଛି। ଇମ୍ଫାଲ ବିମାନବନ୍ଦରରେ ଅବତରଣ କରିବା ପରେ ସେ ଚୁରାଚାନ୍ଦପୁର ଯାଉଥିଲେ। ସୂଚନାନୁସାରେ, ସୁରକ୍ଷା କାରଣରୁ ରାହୁଲ ଗାନ୍ଧୀଙ୍କ କନଭେନକୁ ଅଟକାଇ ଦିଆଯାଇଛି।କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଇମ୍ଫାଲରେ ପହଞ୍ଚିଛନ୍ତି।…

Read More

ଆପଣମାନେ ଡିଜିଟାଲ ମାର୍କେଟିଂ କରିବାକୁ ଚାହୁଁଛନ୍ତି କି ? ତେବେ ଆସନ୍ତୁ, ଡିଜିଟାଲ ମାର୍କେଟିଂ କରିବା ପୂର୍ବରୁ ଜାଣିନେବା ଏହାର କିଛି ନିୟମ ବିଷୟରେ ,,

ଭୁବନେଶ୍ବର: ଆପଣ ଯଦି ଡିଜିଟାଲ ମାର୍କେଟିଂ କରିବାକୁ ଚିନ୍ତା କରୁଛନ୍ତି ତେବେ ସର୍ବପ୍ରଥମେ ଆପଣ ନିଜର ଟାର୍ଗେଟ ଅଡିୟାନ୍ସ ଚୟନ କରିବା ଅତ୍ୟନ୍ତ ଆବଶ୍ୟକ । ସେମାନଙ୍କର କେଉଁ ଦିଗ ପ୍ରତି ଇଚ୍ଛା ରହିଛି ତାହା ଜାଣିବା ନିହାତି ଜରୁରୀ ।ସ୍ପଷ୍ଟ ଉଦେଶ୍ୟ ସ୍ଥିର କରନ୍ତୁ: ଡିଜିଟାଲ ମାର୍କେଟିଂ ସବୁବେଳେ ଏକ ସ୍ବଚ୍ଛ ଓ ସ୍ପଷ୍ଟ ନିୟମ ଉପରେ ଆଧାରିତ ହେବା ଆବଶ୍ୟକ ଅଟେ । ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବାଛିବାର ଅର୍ଥ ହେଉଛି…

Read More

ପାଣିପାଗ ବିଭାଗର ସୂଚନା : ଆଗାମୀ ସପ୍ତାହରେ ପ୍ରବଳ ବର୍ଷା

 ଭୁବନେଶ୍ବର; ରାଜ୍ୟରେ ପାଣିପାଗରେ ସେମିତି କିଛି  ପ୍ରଭାବ ଦେଖାଦେଉନି । ଆଦ୍ରତା ଅଧିକ ରହିବା ଫଳରେ ଦିନରେ ଗୁଳୁଗୁଳି ଅନୁଭୂତ ହେବ। ତେବେ ଆସନ୍ତା ୨ ଓ ୩ ତାରିଖ ବେଳକୁ ଦକ୍ଷିଣ ଓ ଉପକୂଳବର୍ତ୍ତୀ ଓଡ଼ିଶାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ। ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇ କହିଛନ୍ତି । ଓଡ଼ିଶାକୁ ମୌସୁମୀ ବିଳମ୍ବରେ ଆସିଥିଲେ ମଧ୍ୟ ଆଗାମୀ ଦିନରେ ବର୍ଷା ସ୍ୱାଭାବିକ ରହିବ। ଗତବର୍ଷ ତୁଳନାରେ ଚଳିତ ବର୍ଷ ଜୁନ୍‌ ମାସରେ ଅଧିକ ବର୍ଷା ହୋଇଛି। ଗତବର୍ଷ ୧୩୬.୧ ମି.ମି….

Read More

ସମାନ ନାଗରିକ ସଂହିତାକୁ ଆପର ସମର୍ଥନ

ନୂଆଦିଲ୍ଲୀ : ସମାନ ନାଗରିକ ସଂହିତାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମର୍ଥନ ପରେ ଦେଶର ସବୁଆଡେ ଏହାକୁ ନେଇ  ଚର୍ଚ୍ଚା ଜାରି ରହିଛି । କଂଗ୍ରେସ ସମେତ ପ୍ରମୁଖ ବିରୋଧୀ ଦଳମାନେ ତାହାକୁ ବିରୋଧ କରୁଥିବାବେଳେ ଆମ୍ ଆଦମୀ ପାର୍ଟି (ଆପ୍ ) ତାହାର ସମର୍ଥନରେ ଆଗକୁ ଆସିଛି । ଆମ୍ ଆଦମୀ ପାର୍ଟି କହିଛି ଯେ ସେମାନେ ୟୁସିସିକୁ ନୀତିଗତ ଭାବେ ସମର୍ଥନ କରନ୍ତି କିନ୍ତୁ ସମସ୍ତ ଧାର୍ମିକ ସମ୍ପ୍ରଦାୟ ସହିତ ଆଲୋଚନା ପରେ ଏକ ସହମତି…

Read More

ଜୁଲାଇ ଦ୍ବିତୀୟ ସପ୍ତାହରେ ହୋଇପାରେ ଆଉ ଏକ ଲଘୁଚାପ

ଭୁବନେଶ୍ବର: ଆସନ୍ତାକାଲି ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।ଆଗାମୀ ୬ ଦିନ ଅର୍ଥାତ ୩ ଜୁଲାଇ ଯାଏ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ରାଜ୍ୟରେ ଲଘୁଚାପ ପ୍ରଭାବରେ ଗତ କିଛି ଦିନ ହେବ ବର୍ଷା ଲାଗିରହିଥିଲା । ପାଣିପାଗ ବିଭାଗ ସୂଚନା ଅନୁସାରେ, ମୌସୁମୀ ବାୟୁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି…

Read More

୨୦୨୪ରେ କେଉଁ ଭୂମିକାରେ ରହିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ, ତାଙ୍କୁ ସୁରକ୍ଷା ଦେବା ପାଇଁ କିଏ ଆଗେଇ ଆସିଲେ..ଜାଣନ୍ତୁ

ଭୁବନେଶ୍ୱର : ବିଜେଡି ବିଧାୟକ ତଥା ସମ୍ବାଦ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ କିଛିଦିନ ତଳେ ଏ ସମ୍ପାଦକୀୟ ଲେଖି ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଲୋଡିଥିଲେ। ଏହା ପରେ ପରୋକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ସଚିବ(5-ଟି) ମୁଖ୍ୟମନ୍ତ୍ରୀଙ୍କର ଏକ ଅଡିଓ ବାର୍ତ୍ତା ସାର୍ବଜନୀନ କରିଥିଲେ। ଏହା ପରେ କଂଗ୍ରେସ ନେତା ବିଜୟ ପଟ୍ଟନାୟକଙ୍କ ଚିଠି ଏବଂ ଅପରାଜିତା ଷଡଙ୍ଗୀଙ୍କ ଚିଠି ଘଟଣାକୁ ନୂଆ ମୋଡ଼ ଦେଇଛି। ଏହି କ୍ରମରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ୨୦୨୪ରେ କଣ ଭୂମିକା ରହିବ, ସେ ନେଇ…

Read More

ଆସନ୍ତୁ ନଜର ପକେଇବା ୨୦୨୩ ବିଶ୍ୱକପ୍ ହେବାକୁ ଥିବା ୫ଟି ବଡ଼ ମ୍ୟାଚ୍ ଉପରେ

ଭାରତ– ପାକିସ୍ଥାନ , ଅହମ୍ମଦାବାଦ, ଅକ୍ଟୋବର ୧୫ ଭାରତ- ପାକିସ୍ଥାନ ମ୍ୟାଚରେ ସବୁବେଳେ ଭରି ରହିଥାଏ ରୋମାଞ୍ଚ । ଦୁଇ ଦେଶର ପ୍ରଶଂସକ ନିଜ ନଜ ଦଳକୁ ସମର୍ଥନ କରିବା ପାଇଁ ଷ୍ଚାଡିୟମରେ ଭିଡ ଲଗାଇଥାନ୍ତି । ଆଉ ଯଦି କିକ୍ରେଟ୍ ବିଶ୍ୱକପ୍ ହୋଲ ଥାଏ ତ କ୍ରୀଡାପ୍ରେମୀଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଥାଏ ଭାରତ ଓ ପାକିସ୍ଥାନ ମ୍ୟାଚ୍ । ତେବେ ଏହାରି ମଧ୍ୟରେ ୨୦୨୩ ଦିନିକିଆ ବିଶ୍ୱକପ୍ ଖେଳସୂଚୀ ପ୍ରକାଶ କରିଛି ବିସିସିଆଇ । ଯେଉଁଥିରେ…

Read More

ପ୍ରଥମ ଥର ପାଇଁ ଆୟକର (ITR) ଦାଖଲ କରୁଛନ୍ତି କି? କିପରି କରିବେ ତାହା ଆସନ୍ତୁ ଜାଣିବା

ଯଦି ଆପଣ ପ୍ରଥମ ଥର ପାଇଁ ଆୟକର ରିଟର୍ଣ୍ଣ (ITR) ଫାଇଲ୍ କରିବାକୁ ଯୋଜନା କରୁଛନ୍ତି, ତେବେ ଆପଣମାନେ ଜାଣି ରଖିବା ଉଚିତ୍ ଯେ, ଆପଣ କେବଳ ଆୟକର ୱେବସାଇଟ୍ ମାଧ୍ୟମରେ ଇଲେକ୍ଟ୍ରୋନିକ୍ ମୋଡ୍ (ଇ-ଫାଇଲ୍)ରେ ରିଟର୍ନ ଫାଇଲ୍ କରିପାରିବେ । କେବଳ ୮୦ ବର୍ଷ କିମ୍ବା ତା ଠାରୁ ଉର୍ଦ୍ଧ ବୟୋଜ୍ୟେଷ୍ଠ ନାଗରିକଙ୍କ ପାଇଁ ଏକ ସ୍ବତନ୍ତ୍ର ମାନଦଣ୍ଡ ରହିଛି, ଯଦି ସେମାନେ ନିର୍ଦ୍ଦିଷ୍ଟ ମାନଦଣ୍ଡ ପୂରଣ କରନ୍ତି ତେବେ ସେମାନଙ୍କ ଆୟ କାଗଜ ପ୍ରକ୍ରିୟାରେ…

Read More

ଟମାଟୋ ଦର କାହିଁଙ୍କି ୧୦୦ ଜାଣନ୍ତୁ ,,,,,,

ନୂଆଦିଲ୍ଲୀ: କିଛି ଦିନ ଭିତରେ ହଠାତ୍‌ ଟମାଟୋ ଦାମ୍ ଆକାଶଛୁଆଁ ସ୍ତରରେ ପହଞ୍ଚିଯାଇଛି। କେଜି ପିଛା ୨୫-୩୦ ଟଙ୍କାରେ ମିଳୁଥିବା ବେଳେ ଟମାଟୋ ଏବେ କେତେକ ସ୍ଥାନରେ ୧୦୦ ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରି ହେଉଛି। ହାରାହାରି ଭାବେ ବିଭିନ୍ନ ସ୍ଥାନରେ ଏହାର ଦାମ୍ ୬୫-୭୦ ଟଙ୍କା ରହିଛି। ଉତ୍ପାଦନ ହ୍ରାସ ପାଇବାରୁ ଏଭଳି ସ୍ଥିତି ସୃଷ୍ଟି ହେଇଥିବା କୁହାଯାଉଛି। ସପ୍ତାହକ ଭିତରେ ଟମାଟୋ ମୂଲ୍ୟରେ ଦୁଇ ଗୁଣା ବୃଦ୍ଧି ଘଟିଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ…

Read More